September 25, 2023

Odia Express

News For Public

ମଜାଦାର୍ ଜୋକ୍ସ : ଜଣେ ବ୍ୟକ୍ତି ନିଜକୁ ଏକ ରୋବୋଟ୍ ଆଣିକରି ଦେଲେ ଯିଏ ମିଛ କହିଲେ ଏକ ଶକ୍ତ ଚାପୁଡା ଦେଇଦେଉଥିଲା କିନ୍ତୁ ସ୍ତ୍ରୀ କଥା ଶୁଣିବା ପରେ ରୋବଟ ଯାହା କଲାଦେଖିକି ସେହି ଲୋକ ନିଜେ ବେହୋସ ହେଇଗଲା

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଶିକ୍ଷକ- ମୋର ବାପା କାମରେ ଯାଇଛନ୍ତି   ଏହାର ଭବିଷ୍ୟତ କାଳ କୁହ ? ଛାତ୍ର- ସେ କାଲି ବି ଯିବେ , କାହାର ବାପାର ଦମ୍ ଅଛି ଯଦି ଅଟକାଇକି ଦେଖାଅ ।

୨) ୨ ମାସ ପରେ ରୋଗୀ ମେଡିକାଲରୁ ଡିସଚାର୍ଜ ହେବାକୁ ଲାଗିଲା, ତେବେ ସେ ଅନୁଭବ କଲା କି ତାକୁ ନର୍ସ ସହ ପ୍ରେମ ହୋଇଯାଇଛି, ରୋଗୀ- ଆଇ ଲଭ୍ ୟୁ ନର୍ସ, ତୁମେ ମୋର ଦିଲ୍ ଚୁରାଇନେଇଛ । ନର୍ସ-ଚାଲ୍ ମିଛୁଆ- ଆମେ ତ କେବଳ ତୋର କିଡନୀ ଚୋରି କରିଛୁ ।

୩) ପ୍ରଥମ ଛୁଆ- କାଲି ମୁଁ ରକେଟ୍ ଛାଡିଲି ତ ସିଧା ସୁର୍ଯ୍ୟଙ୍କ ପାଖରେ ଯାଇ ଧକ୍କା ହେଲା । ଦ୍ୱିତୀୟଛୁଆ- କଣ କହୁଛୁ ତାପରେ କଣ ହେଲା ? ପ୍ରଥମ ଛୁଆ- ତାପରେ କଣ ମୋର ଉପରେ ମାଡ ବର୍ଷିଲା, ଦ୍ୱିତୀୟ ଛୁଆ-କିଏ ମାରିଲା ? ପ୍ରଥମ ଛୁଆ- ସୁର୍ଯ୍ୟର ମା ।

୪) ପ୍ରାଇଭେଟ୍ ସ୍କୁଲରେ ଆଉ ଏକ ଆଇଟମ୍ ବଢିଯାଈଛି, ଛୁଆଙ୍କୁ ମାସ୍କ ଓ ସାନିଟାଇଜର୍ ସ୍କୁଲରୁ କିଣିବାକୁ ପଡିବ, ବାହାର ଜିନିଷ ଚଳିବ ନାହିଁ ।

୫) ସ୍ତ୍ରୀ ରାତିର ୨ ଟା ବେଳେ , ନିଦରୁ ଉଠାଇକରି ପଚାରିଲା- କୁହ ଟିକେ ୨୦୦୩ ୱାର୍ଲଡ୍ କପ୍ ରେ ସଚିନ୍ ପାକିସ୍ଥାନ ବିପକ୍ଷରେ କେତେ ସ୍କୋର୍ କରିଥିଲା ? ସ୍ୱାମୀ-୯୮ ରନ୍ , କିନ୍ତୁ କଣ ପାଇଁ ପଚାରୁଛ ? ସ୍ତ୍ରୀ-ଏବେ କୁହ, ସକାଳୁ ମୋତେ ବାର୍ଥଡେ ୱିଶ୍ କରିନ,

୬) ତୁମକୁ ପାଇବାପାଇଁ କିଛି ବି କରିପାରିବି, ତୋର ପ୍ରେମରେ ବଞ୍ଚିବି ପାରିବି ମରିବି ପାରିବି, ତାପରେ ତୁ ନ ମିଳିଲେ କିଛି ଦୁଃଖ ନାହିଁ, ଏହି ଫର୍ମୁଲା ଅନ୍ୟ ଝିଅ ଉପରେ ଟ୍ରାଇ କରିବି ।

୭) ପପୁର ସ୍କୁଲର ଝିଅକୁ କହିଲା- ଆଇ ଲଭ୍ ୟୁ ଏବେ ମୋତେ ତୁ କହ, ଝିଅ- ମୁଁ ଏବେ ଯାଇକରି ସାର୍ ଙ୍କୁ କହିଦେବି, ପପୁ- ପାଗେଳି ସାର୍ ଙ୍କୁ ଆଉ କହନି, ତାଙ୍କର ବାହାଘର ହୋଇଯାଇଛି।

୮) ଭଗବାନ ସମସ୍ତଙ୍କୁ କେଉଁ ନା କେଉଁ ଅଲଗା ଭାବେ ବନାଇଛନ୍ତି, କିନ୍ତୁ ଯେବେ ଚିନ କଥା ଆସୁଛି, ସେ ଥକିଯାଇଛି, ଓ କପି ପେଷ୍ଟ କରିକି ସବୁ ନିପଟାଇଦେଉଛି।

୯) ପପୁ ଚିଣ୍ଟୁକୁ ପ୍ରଶ୍ନ କଲା, ନୁଆ ବର୍ଷରେ ତୋତେ ଗୋଟେ ପ୍ରଶ୍ନ ପଚାରୁଛି, ତାହାର ଜବାବ୍ ଦେ, ପପୁ- ସ୍ତ୍ରୀ ଓ ମିଡିଆରେ କଣ ସମାନତା ଅଛି ? ଚିଣ୍ଟୁ- ଦୁହେଁ ଗୋଟେ କଥାକୁ ଯେବେ ପର୍ଯ୍ୟନ୍ତ ହଜାର କଥା ନ କରିଦିଅନ୍ତି ସେ ଆରାମରେ ବସନ୍ତି ନାହିଁ ।

୧୦) ଜଣେ ବ୍ୟକ୍ତି ତାର ପୁଅ ପାଇଁ ଏକ ରୋବୋଟ୍ ଆଣିଲା ଯିଏ ମିଛ କହିଲେ ଚାପୁଡା ମାରୁଥିଲା,  ପୁଅ- ବାପା ଆଜି ମୁଁ ସ୍କୁଲ୍ ଯିବି ନାହିଁ । ମୋର ପେଟରେ ପୀଡା ହେଉଛି, ପୁଅକୁ ପଡିଲା ଚାପୁଡା, ବାପା ଦେଖ୍ ତୋ ମିଛ ଧରାପଡିଲା ଏଥିପାଇଁ ତୋତେ ଦଣ୍ତ ମିଳିଲା , ମୁଁ ତୋ ବୟସର ଥିଲି ଯେତେବେଳେ ମିଛ କହୁନଥିଲି, ବାପାଙ୍କୁ ପଡିଲା ଚାପୁଡା, ସ୍ତ୍ରୀ-ପଛ ପଟୁ ହସିକରି କହିଲା ଇଏ ତୁମ ପୁଅ ,ମାକୁ ବି ପଡିଲା ଚାପୁଡା, ଚାରିପଟେ ଶୁନଶାନ୍ ।

Leave a Reply

Your email address will not be published. Required fields are marked *