September 25, 2023

Odia Express

News For Public

ଶୁନର ବ୍ୟବହାର ପୂର୍ବରୁ ହିସାବ କିପରି ହେଉଥିଲା?ପ୍ରାୟ ୯୯ ପ୍ରତିଶତ ଏହାର ସଠିକ ଉତ୍ତର ଜାଣି ନାହାନ୍ତି – ଏବେ ଏହି ସିଖଣିୟ କଥା ଜାଣିରଖନ୍ତୁ

ସାଙ୍ଗମାନେ ଶୁନର ଆବିଷ୍କାର କିଏ କରିଥିଲେ ତାହା ତ ଆମେ ସମସ୍ତେ ଜାଣିଛେ।କଣ ଆପଣ ଜାଣିଛନ୍ତି କି ଶୁନର ଆବିଷ୍କାର ପୂର୍ବରୁ ପ୍ରାଚୀନ କାଳର ଲୋକମାନେ କିପରି ଭାବେ ହିସାବ କିତାବ କରୁଥିଲେ।କାରଣ ଗଣିତ ବିନା କୌଣସି କାମକୁ କରା ଯାଇପାରିବ ନାହିଁ। ମାୟା ସଭ୍ୟତାର ଲୋକମାନେ ବିନା ଗଣିତରେ କିପରି ପିରାମିଡ ତିଆରି କରୁଥିଲେ।ଯଦି ଆପଣଙ୍କୁ କିଏ ପଚାରିବ ଆପଣ ଧନୀ ଅଟନ୍ତି କି? ତ ଆପଣ କହିବେ ୨୦୦୦୦ ରୁ ୩୦୦୦୦ ଦରମା ଭିତରେ କେହି କଣ କେବେ ଧନୀ ହୋଇପାରେ।କିନ୍ତୁ ଆପଣ ଧନୀ ଅଟନ୍ତି କେମିତି ତାହା ଆଜି ମୁ ଆପଣ ମାନଙ୍କୁ କହିବି।

ଆପଣ ମାନେ ଜାଣିଥିବେ ଯେ ପ୍ରଥମ ବର୍ଷ କୋକାକୋଲାର ମାତ୍ର ୨୫ ଟି ବୋତଲ ବିକ୍ରି ହୋଇଥିଲା।ଆପଣ ମାନେ ଏହାକୁ ସତ ଭାବିଲେ କି ମିଛ ଭାବିଲେ ତାହା ମୁଁ ଜାଣେନି।କିନ୍ତୁ ଏଠାରେ ଗୋଟିଏ କଥା ଅଛି ଯାହା ଆପଣ ମାନେ ଜାଣି ନାହାନ୍ତି।ପ୍ରଥମ ବର୍ଷ କୋକାକୋଲାର ୨୫ ବୋତଲ ନୁହେଁ ୨୫ ସିରପ ବିକ୍ରି କରିଥିଲା।ଏହାର ଅର୍ଥ ପ୍ରତିଦିନ କୋକାକୋଲାର ୯ ଟି ଗ୍ଲାସ ବିକ୍ରି ହୋଇଥିଲା।ପ୍ରଥମ ବର୍ଷ କୋକାକୋଲା ୩୨୮୫ ଟି ଗ୍ଲାସ ବିକ୍ରି କରିଥିଲା।

ଆପଣ ମାନେ କଣ କେବେ ରୋଲ୍ସରଏସ ଗାଡ଼ିରେ ବସିଛନ୍ତି ଯଦି ବସିଛନ୍ତି ତ ଆପଣ ମାନେ ଜାଣିଥିବେ ଯେ ଏହା କିପରି ହୋଇଥାଏ।ଏହା ଦୁନିଆର ସବୁଠୁ ଦାମୀ କାର ମାନଙ୍କ ଭିତରେ ଅନ୍ୟତମ।ଏହା ଦୁନିଆର ବହୁତ କମ ଲୋକ ମାନଙ୍କ ପାଖରେ ଅଛି।ପୁରା ଦୁନିଆରେ ହଙ୍ଗକଙ୍ଗ ଦେଶରେ ସବୁଠୁ ଅଧିକ ରୋଲ୍ସରଏସ କାର ଅଛି।ଏଥିପାଇଁ ଏହାକୁ ରୋଲ୍ସରଏସର ସହର ବୋଲି କୁହାଯାଏ।

ଏବେ ମୁଁ ଆପଣ ମାନଙ୍କୁ କହିବି ଯେ ପୂର୍ବରୁ କିପରି ସୁନର ବ୍ୟବହାର ବିନା ହିସାବ କରାଯାଉଥିଲା।ବାସ୍ତବରେ ସୁନର କୌଣସି ଅର୍ଥ ନାହିଁ।କିନ୍ତୁ ଶୁନ ବିନା ଆମ ଗଣିତ ଅଧୁରା ଅଟେ।ଆଜି ଆମେ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ପାରିଛେ କାରଣ ଏଥିରେ ମଧ୍ୟ ଶୁନର ଅବଦାନ ରହିଛି।ଯଦି ଶୁନ ନ ଥାଆନ୍ତା ତ ଆମେ ସୂର୍ଯ୍ୟର ଆକଳନ କରି ପାରିନଥାନ୍ତେ।ଏହାଦ୍ବାରା ଆମେ ସଂଖ୍ୟା ଯୋଡି ପାରି ନଥାନ୍ତେ। ଗଣିତର ଏହି ବିସ୍ମୟର ଆବିଷ୍କାର ବର୍ଷ ୪୯୮ରେ ହେଇଥିଲା।କିନ୍ତୁ ଏହାର ୩୦୦୦ ବର୍ଷ ପୂର୍ବେ ମିସର ଦେଶର ଲୋକମାନେ ପିରାମିଡର ନିର୍ମାଣ କରିଥିଲେ।

କୌଣସି ଆକୃତିର ନିର୍ମାଣ ପାଇଁ ଅନୁପାତ ଓ ଆକାରର ମହତ୍ତ୍ଵ ରହିଥାଏ।ପ୍ରଶ୍ନ ଏହା ଯେ ସେତେବେଳେ ଏହା କେମିତି ନିର୍ମାଣ ହୋଇପାରିଲା।ପୂର୍ବରୁ ବେବିଲୋନ ସଭ୍ୟତାରୁ ପ୍ରମାଣ ମିଳିଛି ଯେ ସେତେବେଳେ ଶୁନର ବ୍ୟବହାର ହେଉ ନଥିଲା।ସେମାନେ ଶୁନ ଜାଗାରେ ଏକ ଖାଲି ସ୍ଥାନ ଛାଡ଼ି ଦେଉଥିଲେ। ରୋମରେ ଶୁନ ବିନା ସେମାନେ ଯୋଡ଼ିବା କାମ କରୁଥିଲେ। ରୋମାନ ଲୋକମାନେ ବିନା ଶୁନରେ ଯୋଡ଼ିବା କାମ କରୁଥିଲେ।

Leave a Reply

Your email address will not be published. Required fields are marked *