October 1, 2023

Odia Express

News For Public

IAS ଇଣ୍ଟରଭ୍ୟୁ, ମଣିଷର କେଉଁ ଜିନିଷ ଅଛି ଯାହା ସବୁବେଳେ ବଢିଥାଏ, ଆଜି ହିଁ ଜାଣନ୍ତୁ ଏଭଳି ଚତୁର ପ୍ରଶ୍ନ ର ଉତ୍ତର..

1 min read

ବ୍ୟକ୍ତି ପଢିଲେଖିକରି ଏହା ସ୍ୱପ୍ନ ଦେଖିଥାଏ କି ସେ କେଉଁ ଜାଗାରେ ଭଲ ଚାକିରି ଟିଏ କରୁ, ମହଜୁଦା ସମୟରେ ଅଧିକାଂଶ ଯୁବପୀଢିଙ୍କ ଏହା ସ୍ୱପ୍ନ ହୋଇଥାଏ କି ସେ ଆଇଏଏସ୍ କିମ୍ବା ଆଇପିଏସ୍ ଅଫିସର୍ ହୁଅନ୍ତୁ, କିନ୍ତୁ ଆଇଏଏସ୍ ଆଇପିଏସ୍ ହେବା ଏତେ ସହଜ ହୋଇନଥାଏ, ତାହାପାଇଁ ୟୁପିଏସ୍ ସି ପରୀକ୍ଷା ପାସ୍ କରିବାକୁ ପଡିଥାଏ, ଏହି ପରୀକ୍ଷା ଦେଶରେ ସବୁଠାରୁ କଠିନ ପରୀକ୍ଷାରୁ ଗୋଟେ ହୋଇଥାଏ,  ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଆଶାର୍ଥୀ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସାମିଲ୍ ହୁଅନ୍ତି, କିନ୍ତୁ ଏମିତି କିଛି ଆଶାର୍ଥୀ ଅଛନ୍ତି ଯାହାଙ୍କୁ ଏହାର ସଫଳତା ମିଳିଥାଏ, ଅସଫଳ ଆଶାର୍ଥୀ ଲଗାତାର ଚେଷ୍ଟା କରିଥାନ୍ତି । ୟୁପିଏସ୍ ସି ର ତୃତୀୟ ଷ୍ଟେଜ୍ ରେ ଯେବେ ଆଶାର୍ଥୀ ପହଞ୍ଚିଥାଏ, ତେବେ ଇଣ୍ଟରଭ୍ୟୁରେ ବହୁତ ପ୍ରକାରର ପ୍ରଶ୍ନ ପଚାରାଯାଏ , ତୃତୀୟ ଷ୍ଟେଜରେ ପଚାରାଯାଉଥିବା ପ୍ରଶ୍ନ ଆଶାର୍ଥୀର ବୁଦ୍ଧି ପରୀକ୍ଷଣ ସହ ତର୍କଶକ୍ତି ଓ ସାଧାରଣ ଜ୍ଞାନ ବି ପରଖାଯାଏ , ଆଜି ଆମେ ଏହି ଲେଖ ମାଧ୍ୟମରେ କିଛି ଏମିତି ପ୍ରଶ୍ନ ଓ ତାହାର ଉତ୍ତର ନେଇକରି ଆସିଛୁ, ଯାହା ଆପଣଙ୍କୁ କାମରେ ଆସିପାରେ ।

୧) ପ୍ରଶ୍ନ- ଭାରତର କେଉଁ ରାଜ୍ୟରେ ଝିଅମାନେ ଅଧିକା ଲମ୍ବା ହୋଇଥାନ୍ତି ?

ଉତ୍ତର- ଏହି ପ୍ରଶ୍ନ ଶୁଣିବାପରେ ଭଲ ଭଲ ଲୋକ ବି ଚୁପ୍ ହୋଈଯାଆନ୍ତି, କିନ୍ତୁ ଏହାର ଉତ୍ତର ଆଶାର୍ଥୀ ବହୁତ ଚାଲାକି ସହ ଦେଲା, ସେ କହିଲା କି ପଞ୍ଜାବୀ ଝିଅମାନେ ଅଧିକା ଲମ୍ବା ହୋଇଥାନ୍ତି, କାରଣ୍ ଏକ ରିସର୍ଚ୍ଚ ଅନୁସାରେ ଜମୁ କାଶ୍ମୀରରେମହିଳା ଅଧିକା ଲମ୍ବା ପାଇଥିଲେ,  ସେମିତି ସେଠାକାର ମହିଳାଙ୍କ ଉଚ୍ଚତା ୧୫୪ ସେଣ୍ଟିମିଟର୍ ରୁ ଅଧିକା ଲମ୍ବା ହୋଇପାରନ୍ତି, ଅନ୍ୟ ନମ୍ବରରେ ହରିଆଣା ର ମହିଳାମାନେ ଓ ତୃତୀୟ ନମ୍ବରରେ ରାଜସ୍ଥାନର ଝିଅମାନେ ଲମ୍ବା ଦେଖାଯାଆନ୍ତି ।

୨) ପ୍ରଶ୍ନ- ପାଣିର ରଙ୍ଗ କଣ ପାଇଁ ହୋଇନଥାଏ ?

ଉତ୍ତର- ପାଣିରେ ଅକ୍ସିଜେନ୍ ଓ ହାଇଡ୍ରୋଜେନ୍ ଅଣୁରୁ ମିଶିକରି ହୋଇଥାଏ, ଯାହା ଉର୍ଜାକୁ ଅବଶୋଷିତ କରିବାରେ ଅସମର୍ଥ ହୋଇଥାଏ, ଏହି କାରଣରୁ ଆଲୋକ ପଡିଲେ ଏହା ବିନା ରଙ୍ଗର ଦେଖାଯାଏ ।

୩) ପ୍ରଶ୍ନ- ଆପଣଙ୍କ ପାଖରେ ୧୦୦ ଟଙ୍କା ଅଛି, ୧ ଟଙ୍କାରେ ଛେଳି, ୧୦ ଟଙ୍କାରେ ଗୋଟେ ମଇଁଷି, ଓ ୧ ଟଙ୍କାରେ ୮ ଟି କୁକୁଡା ଆସିବ ତେବେ ଆପଣ ୧୦୦ ଟଙ୍କାରେ ୧୦୦ ଟି ପଶୁ କିପରି କିଣିବେ ?

ଉତ୍ତର- ଏହି ପ୍ରଶ୍ନ ଟିକିଏ ଟ୍ରିକି ଅଟେ, କିନ୍ତୁ ଯଦି ଆପଣଙ୍କ ଗଣିତ ଭଲ ଅଛି ତେବେ ଏହି ପ୍ରଶ୍ନର ଉତ୍ତର ପାଇପାରିବେ , ଏହାର ଉତ୍ତର ହେଲା ୧୦୦ ଟଙ୍କାରେ ୧୦୦ ଟି ପଶୁ କିଣିବାପାଇଁ ଆମେ ୯ ଟଙ୍କାରେ ୭୨ ଟି କୁକୁଡା ଓ ୨୧ ଟଙ୍କାରେ ୨୧ ଟି ଛେଳି, ଓ ୭୦ ଟଙ୍କାରେ ୭ ଟି ମଇଁଷି କିଣିପାରିବା ।

୪) ଦୁନିଆଁର ଏମିତି କେଉଁ ପଶୁ ଅଛି ଯାହାର ତିନୋଟି ଆଖି ଅଛି ?

ଉତ୍ତର- ନ୍ୟୁଜିଲ୍ୟାଣ୍ତରେ ମିଳିଥିବା ତୁଆଟରା ଏକ ଏମିତି ପଶୁ ଅଛି ଯାହାର ଆଖି ତିନୋଟି ହୋଇଥାଏ,  ଆପଣଙ୍କୁ କହିଦେବୁ କି ତୁଆଟରାର ମୁଣ୍ତରେ ତୃତୀୟ ଆଖି ହୋଇଥାଏ, ଯାହାର ପାର୍ଶିକାଆଖି କୁହାଯାଏ , ଏହି ଆଖିରେ ରେଟିନା, ଲେନ୍ସ, କର୍ଣ୍ଣିୟା, ଓ ତନ୍ତ୍ରିକା ଅନ୍ତ ହୋଇଥାଏ, କିନ୍ତୁ ଏହାର ଉପଯୋଗ ଦେଖିବାପୀଇଁ କରାଯାଏ ନାହିଁ , ପାର୍ଶ୍ୱିକା ଆଖିରେ ହେଚିଙ୍ଗ୍ ରେ ଦେଖାଦେଇଥାଏ, କାରଣ ଏହା ୪ ରୁ ୬ ମାସ ପରେ ଶଳ୍କ ରେ ଘୋଡାଇହୋଇଯାଏ ।

୫) ପ୍ରଶ୍ନ- ବୁର୍ଜ ଖାଲିପାର ମାଲିକ କିଏ ?

ଉତ୍ତର- ଅବୁ ଧାବି ଶାସକ ଓ ସଂଯୁକ୍ତ ଆରବ ଅମିରାତର ରାଷ୍ଟ୍ରପତି ଏଚ୍ ଏଚ୍ ଶେଖ୍ ଖଲିପା ବିନ୍ ଜାୟତ୍ ବୁର୍ଜ ଖାଲିପାର ମାଲିକ ଅଟନ୍ତି,

୬) ପ୍ରଶ୍ନ- ମଣିଷର କେଉଁ ଜିନିଷ ଅଛି ଯାହା ସବୁବେଳେ ବଢିଥାଏ ?

ଉତ୍ତର- ବୟସ

Leave a Reply

Your email address will not be published. Required fields are marked *