September 25, 2023

Odia Express

News For Public

ଜୁଲାଇ ମାସରେ ଜନ୍ମ ହୋଇଥିବା ଲୋକ ଏହି ମାମଲାଗୁଡିକରେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ଜାଣନ୍ତୁ କଣ ଅଟେ ଏମାନଙ୍କ ଖାସିୟତ୍

1 min read

ଜ୍ୟୋତିଷ୍ୟଶାସ୍ତ୍ର ଏମିତି ଏକ ବିଦ୍ୟା ଅଟେ ଯାହାର ମାଧ୍ୟମରେ ଆମେ ବ୍ୟକ୍ତିର ଜୀବନ ସହ ଯୋଡି ହୋଇଥିବା କଥାଗୁଡିକ ଜାଣିପାରିବା, ଜ୍ୟୋତିଷ୍ୟ ବିଜ୍ଞାନ ସାହାଯ୍ୟରେ ବ୍ୟକ୍ତିର ରାଶି ଓ ତାହାର ଜନ୍ମର ମାସ ଅନୁସାରେ ତାର ସ୍ୱଭାବ ଓ ଗୁଣ ଏବଂ ଦୋଷ ବିଷୟରେ ଅନୁମାନ ଲଗାଇପାରିବା, ଆପଣଙ୍କୁ କହିଦେବୁ କି କ୍ୟାଲେଣ୍ତରର ସପ୍ତମ ମାସ ମାନେ ଜୁଲାଇ ମାସ ହିଁ ହୋଇଥାଏ , ଓ ଜ୍ୟୋତିଷ୍ୟ ଶାସ୍ତ୍ରର ଅନୁସାରେ ଜୁଲାଇ ମାସରେ ଜନ୍ମ ହୋଇଥିବା ଲୋକ କିଛି ଖାସ୍ ଗୁଣକୁ ନେଇ ଦେଖିବାକୁ ମିଳିଥାନ୍ତି । ସେମିତି ଦେଖିବାକୁ ଗଲେ ସବୁ ବ୍ୟକ୍ତି ନିଜ ମଧ୍ୟରେ ଖାସ୍ ହୋଇଥାଏ, କିନ୍ତୁ ଜୁଲାଇରେ ଜନ୍ମ ନେଇଥିବା ଲୋକଙ୍କ ମଧ୍ୟରେ ବହୁତ ପ୍ରକାରର ବିଶେଷତା ଦେଖିବାକୁ ମିଳେ, ଆଜି ଆମେ ଏହି ଲେଖ ମାଧ୍ୟମରେ ଜୁଲାଇ ମାସରେ ଜନ୍ମ ନେଇଥିବା ଲୋକଙ୍କ ସ୍ୱଭାବ କିପରି ରହିବ ସେହି ବିଷୟରେ ଆମେ କହିବାକୁ ଯାଉଛୁ ।

ଖୁସି ମିଜାଜ୍ ମୁଡ୍ ର ହୋଇଥାନ୍ତି ଜୁଲାଇ ମାସରେଜନ୍ମ ହୋଇଥିବା ବ୍ୟକ୍ତିବିଶେଷ- ଯେଉଁ ଲୋକଙ୍କର ଜନ୍ମ ଜୁଲାଇ ମାସରେ ହୋଇଛି, ସେ ବହୁତ ମୁଡି ସ୍ୱଭାବର ହୋଇଥାନ୍ତି, ଏହି ଲୋକଙ୍କୁ ବୁଝିବା ସହଜ ହୋଇନଥାଏ, ଏହି ମାସରେ ଜନ୍ମ ନେଇଥିବା ଲୋକ କେଉଁ ବି ପ୍ରକାରର ଫଇସଲା ବହୁତ ଭାବିଚିନ୍ତି ନିଅନ୍ତି, ଏମାନେ ବହୁତ ଖୁସି ମିଜାଜ୍ ର ବ୍ୟକ୍ତିତ୍ୱ ହୋଇଥାନ୍ତି ।

ଭିଡ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ରଖିବାର ଦକ୍ଷତା- ଯେଉଁ ଲୋକଙ୍କର ଜନ୍ମ ଜୁଲାଇ ମାସରେ ହୋଇଛି ସେହି ଲୋକଙ୍କ ଉଚ୍ଚତା ସାଧାରଣତଃ ସାମାନ୍ୟ ଅଧିକା ହୋଇଥାଏ, ଏହି ଲୋକ ପର୍ସନାଲିଟି ବାହାରକୁ ଜଣାଯାଏ, ଏହି ମାସରେ ଜନ୍ମ ହୋଇଥିବା ଲୋକ ନିଜ ପରିଶ୍ରମରୁ ଭରସା କରନ୍ତି, ଓ ଭିଡରେ ନିଜ ପରିଚୟ ବନାଇଥାନ୍ତି, ଏମାନଙ୍କର ଏହି ଦକ୍ଷତା ସବୁଠାରୁ ଅଲଗା କରିଥାଏ, ଜୁଲାଇ ମାସରେ ଜନ୍ମ ନେଇଥିବା ଲୋକ ବହୁତବଡ ଖାସିୟତ୍ ଅଛି କି ସେମାନେ ଅସୁବିଧାର୍ ସମୟରେ ସକରତ୍ମକତା ଭାବନା ରଖନ୍ତି, ଏମାନେ ସବୁ ପରିସ୍ଥିତିକୁ ସାମ୍ନା ଭଲ ଭାବରେ କରିପାରନ୍ତି ।

ପ୍ରେମର ମାମଲାରେ ପରଫେକ୍ଟ ହୋଇଥାନ୍ତି ଏମାନେ- ଜୁଲାଇ ମାସରେ ଜନ୍ମ ନେଇଥିବା ଲୋକ ପ୍ରେମକୁ ନିଭାଇବାରେ ସବୁଠାରୁ ଆଗୁଆ ରୁହନ୍ତି, ଏମାନେ ନିଜ ସାଥି ପ୍ରତି ପୁରା ସମର୍ପିତ ରୁହନ୍ତି, ଏମାନେ ଜଲଦି କାହାକୁ ପ୍ରେମ କରିବସନ୍ତି ନାହିଁ , କିନ୍ତୁ ଯେବେ ପ୍ରେମ ହୋଇଥାଏ ତେବେ ଏମାନେ ଶେଷଯାଏଁ ତାଙ୍କ ସାଥ୍ ଦିଅନ୍ତି ।

ଖେଲ କୁଦ ଓ ବେପାରରେ ମାହିର୍ ହୋଇଥାନ୍ତି ଏମାନେ- ଯେଉଁ ଲୋକଙ୍କର ଜନ୍ମ ଜୁଲାଇ ମାସରେ ହୋଇଛି ,ସେମାନେ ଖେଲକୁଦ ବେପାରରେ ବହୁତ ସଫଳତା ହାସିଲ୍ କରନ୍ତି । ଏହି ଲୋକମାନେ ସେୟାର୍ ମାର୍କେଟ୍ ବିଷୟରେ ଗଭୀର ବୁଝାମଣା ଥାଏ, ଏମାନଙ୍କ ପାଖରେ ଧନର କେବେ ଅସୁବିଧା ହୁଏନାହିଁ, ଏମାନେ ନିଜ ବୁଦ୍ଧିରୁ ପଇସା କମାଇଥାନ୍ତି, ଏହି କାରଣରୁ ଏମାନେ ପଇସାକୁ ନେଇକରି ସବୁବେଳେ ସଚେତନ ରୁହନ୍ତି ।

ଜୁଲାଇ ମାସରେ ଜନ୍ମ ନେଇଥିବା ଲୋକ ହୋଇଥାନ୍ତି ଭାବନାତ୍ମକତା- ଜୁଲାଇ ମାସରେ ଜନ୍ମ ନେଇଥିବା ଲୋକ ଡିପ୍ଲୋମେଟିକ୍ ଜଣାଯାଆନ୍ତି, ଏହି ଲୋକଙ୍କ ମଧ୍ୟରେ ବହୁତ ଭାବନାତ୍ମକତା ଦେଖିବାକୁ ମିଳେ, ଏମାନେ କାହା ସାମ୍ନାରେ ଖୋଲିକରି ନୁହେଁ ଓ ଏହି କଥାକୁ ନେଇକରି ସେ ସବୁବେଳେ ସାବଧାନ ରୁହନ୍ତି, କେଉଁ ବ୍ୟକ୍ତିକୁ କେତେ ଓ କେବେ କହିବାର ଅଛି ଏମାନେ ଭଲ ଭାବରେ ଜାଣନ୍ତି ।

Leave a Reply

Your email address will not be published. Required fields are marked *