September 25, 2023

Odia Express

News For Public

ଓଡ଼ିଆ କୌତୁକିଆ ଜୋକ୍ସ : ଶୁଣ ହୋ , ତୁମେ ଯେଉଁ ସବୁ ରବିବାର ମାଛ ଧରିବାକୁ ଯାଉଛ , ସ୍ୱାମୀ- ହଁ କଣ ହେଲା ସେଠୁ ? ତାପରେ ସ୍ତ୍ରୀ ଯାହା କହିଲେ ଶୁଣିକି ସ୍ୱାମୀ ବେହୋସ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଜଣେ ବ୍ୟକ୍ତି ଓ ଏକ ସୁନ୍ଦରୀ ମହିଳା ରେଲୱେ ଷ୍ଟେସନର ୱେଟିଙ୍ଗ୍ ରୁମରେ ବସିଥିଲେ , ବ୍ୟକ୍ତି ସିଗାର୍ ଉପରେ ସିଗାର୍ ପିଇଚାଲିଥିଲା, ଯାହାଦ୍ୱାରା ସେ ମହିଳାଙ୍କୁ ଅସୁବିଧା ହେଉଥିଲା, ମହିଳା ରାଗିକରି କହିଲେ- ଯଦି ତୁମେ ମୋର ସ୍ୱାମୀ ହୋଇଥାତ ତେବେ ମୁଁ ତୁମର ଏହି ସିଗାର୍ କୁ ବିଷ ବନେଇଦେଇଥାନ୍ତି , ବ୍ୟକ୍ତି ଶାନ୍ତ ଭାବରେ ଉତ୍ତର ଦେଲା- ଯଦି ତୁମେ ମୋର ସ୍ତ୍ରୀ ହୋଇଥାନ୍ତ ତେବେ ତାକୁ ମୁଁ ଖୁସିରେ ପିଇଦେଇଥାନ୍ତି ।

୨) ଯେଉଁ ପ୍ରକାରରେ ସବୁଦିନ ନୁଆ ନୁଆ ବ୍ୟଞ୍ଜନ ବନାଯାଉଛି ନା ତାଙ୍କୁ ମୁଁ ଟିକିଏ ମନେ ପକାଇଦିଏ, କି ଆମେ ପୃଥିବୀରେ କୋରନା ସମାପ୍ତ କରିବାର ଅଛି, ଗୋର୍ସରି ନୁହେଁ ।

୩) ଶର୍ମାଜୀ ନିଜ ସ୍ତ୍ରୀକୁ କହିଲେ କି ଯଦି ମୁଁ ମରିଯିବି ତେବେ ତୁମେ ସାମ୍ନାବାଲା ଫ୍ୟାମିଲିକୁ ନିଶ୍ଚିତ ଡକାଇବ , ସ୍ତ୍ରୀପଚାରିଲା-କଣପାଇଁ ? ଶର୍ମାଜୀ- ତାଙ୍କ ଘରର ମହିଳା ଶବ ଉପରେ ବହୁତ ଜୋରରେ କାନ୍ଦନ୍ତି ।

୪) ଶିକ୍ଷକ- *୮* ର ଅଧା କେତେ ହେବ ? ଚାଲାକ୍ ଛାତ୍ର ଆଡା କାଟିଲେ *0*  ଓ ଠିଆ କାଟିଲେ *3* ଶିକ୍ଷକ ଏବେ କୋମାରେ ଅଛି ।

୫) ଗୋଟେ ମଇଁଷି ଭୟଭୀତ ହୋଇ ଜଙ୍ଗଲରେ ଦୌଡୁଥିଲା, ଏକ ମୁଷା ଆସି ପଚାରିଲା କଣ ହେଲା ଭଉଣୀ କେଉଁଆଡେ ଦୌଡୁଛ ? ମଇଁଷି- ଜଙ୍ଗଲରେ ହାତି ଧରିବାପାଇଁ ପୋଲିସ୍ ଆସିଚନ୍ତି, ମୁଷା- ତେବେ ତୁମେ କାହିଁକି ଦୌଡୁଛ ? ତୁମେ ହାତି ନୁହେଁ ନା, ମଇଁଷି ଏହା ଇଣ୍ତିଆ ଅଟେ ମିଆଁ, ଧରାପଡିଲେ ୨୦ ବର୍ଷ ଏହା ପ୍ରମାଣିତକରିବାକୁ ଲାଗିବେ କି ମୁଁ ହାତି ନୁହେଁ ମଇଁଷି, ଏହା ଶୁଣିକରି ମୁଷା ଦୌଡିବାକୁ ଲାଗିଲା ।

୬) ଡାକୁ ଗୋଟେ ଝିଅକୁ- ତୋର ନାଁ କଣ? ଝିଅ- ସପନା, ଡାକୁ ସପନା ତୋରନାଁ ମୋର ଗୋଟେ ଫେସବୁକ୍ ଫ୍ରେଣ୍ତ ନାଁ ଅଛି, ଯା ତୋତେ କ୍ଷମା କଲି, ଡାକୁ ଝିଅକୁ- ତୋର ନାଁ କଣ କିରେ ପୁଅ ? ପୁଅ- ମୋର ନାଁ ଚିଣ୍ଟୁ ଅଟେ, କିନ୍ତୁ ଲୋକେ ମୋତେ ସପନା କହନ୍ତି ।

୭) ଜଣେ ରୋଗୀ ଡାକ୍ତର ପାଖକୁ ଗଲା ରୋଗୀ –ଡାକ୍ତର୍ ସାର୍-ମୋରକାନରେ ମଟରର ଗଛ ହୋଇଯାଇଛି, ଡାକ୍ତର- ଏହା ତ ବଡ ଆଶ୍ଚର୍ଯ୍ୟଜନକ କଥା, ରୋଗୀ- ହଁ ଆଜ୍ଞା, ଡାକ୍ତର ସାହେବ ଏହା ତ ଆଶ୍ଚର୍ଯ୍ୟର କଥା କାରାଣ ମୁଁ ମୋର କାନରେ ଭେଣ୍ତିର ମଞ୍ଜି ପକାଇଥିଲି ।

୮) ଡ୍ରାଇଭିଙ୍ଗ୍ ଲାଇସେନ୍ସ ପାଇଁ ଇଣ୍ଟରଭ୍ୟୁ- ଗୋଟେ ଝିଅ ତୃତୀୟଥର ଡ୍ରାଇଭିଙ୍ଗ୍ ଲାଇସେନ୍ସ ଇଣ୍ଟରଭ୍ୟୁ ଦେବାକୁ ଗଲା, ଅଫିସର୍- ଯଦି ଗୋଟେ ପଟେ ଆପଣଙ୍କ ସ୍ୱାମୀ ଓ ଅନ୍ୟ ପଟେ ଆପଣଙ୍କ ଭାଇ ଥିବେ ତେବେ କାହାକୁ ମାରିବ ? ଝିଅ- ସ୍ୱାମୀକୁ । ଅଫିସର୍ ଆରେ ମ୍ୟାଡାମ୍ ଆପଣଙ୍କୁ ତିନିଥର କହୁଛି ଆପଣଙ୍କୁ ବ୍ରେକ୍ ମାରିବାକୁ ହେବ ।

୯) ସ୍ତ୍ରୀ-ଶୁଣ ହୋ ତୁମେ ସବୁ ରବିବାର ମାଛ ଧରିବାକୁ ଯାଉଛ , ସ୍ୱାମୀ-ଚିଡିକରି- ହଁ କଣ ହେଲା ସେଠୁ ? ସ୍ତ୍ରୀ- ସେ ମାଛ ଆଜି ଘରକୁ ଆସିଥିଲା, ଓ କହୁଥିଲା କି ଅଣ୍ତା ଦେବାର୍ ଅଛି ।

୧୦) ବାପା- ଯଦି ଏହିଥର ତୁ ଫେଲ୍ ହେଇଗଲୁ ନା, ଏବେ ବୁଝିଯା କି କେବେ ମୋତେ ବାପା ଡାକିବୁନି , ରେଜଲ୍ଟ ଆସିବା ଦିନ , ବାପା – କଣ ହେଲା ତୋର ରେଜଲ୍ଟ ? ପୁଅ- ଦିମାଗର ଦହି ବନାଅ ନାହିଁ ବାବୁଲାଲ୍ ମୋର ମୁଣ୍ତ ସେମିତି ପୁର୍ବରୁ ବୁଲାଉଛି ,

Leave a Reply

Your email address will not be published. Required fields are marked *