December 8, 2023

Odia Express

News For Public

କଣ ହେବ ଯଦି ପୃଥିବୀ ପୃଷ୍ଠରୁ ୫ ସେକେଣ୍ତପାଇଁ ଅକ୍ସିଜେନ୍ ଗାୟବ ହୋଇଯିବ – ଏହି କଥା ଜାଣିରଖନ୍ତୁ

ଆଜି ଆମେ ଏହି ପୋଷ୍ଟରେ ଜାଣିବାକୁ ଚାହିଁବା କି ଯଦି ପୃଥିବୀ ପୃଷ୍ଠରୁ ୫ ସେକେଣ୍ତ ପାଇଁ ଏକ୍ସିଜେନ୍ ଗାୟବ ହୋଇଯାଏ ତେବେ କଣ ହେବ , ଆମର ବାତାବରଣରେ ୨୧ ପ୍ରତିଶତ ଅକ୍ସିଜେନ୍ ଓ ୭୧ ପ୍ରତିଶତ ନାଇଟ୍ରୋଜେନ୍ ଓ ୧ ପ୍ରତିଶତ ଅନ୍ୟ ଗ୍ୟାସ୍ ଅଛି, ଏହାର ମତଲବ ଏହା ଆମର ଜୀବନରେ ରହିବା ଜରୁରୀ , ଆଜିର ଏହି ଦୁନିଆଁରେ ଲୋକଙ୍କ ପାଖରେ ସମୟ ବହୁତ ଅଭାବ ଅଛି, ଓ କମ୍ ସମୟରେ ଲୋକେ ଅଧିକା ପଇସା କମାଇବାକୁ ଆଗ୍ରହୀ ଅଟନ୍ତି, ଏମିତି ଲୋକଙ୍କର ଅଭ୍ୟାସ୍ ଅଛି କି ପଇସା କମାଇବାପାଇଁ ଗଛ କାଟିବା ଏକ ସାଧାରଣ କଥା ହୋଇସାରିଛି, ଆଜିର ଦିନରେ ଏମିତି ରୋଗ ସାମ୍ନାରେ ଆସିଛି କି ଯାହା ପ୍ରମାଣିତ କରିଦେଇଛି କି ମଣିଷର ଦରକାର କେବଳ ରୁଟି,କପଡା ଓ ଘର ଅଟେ , ଯେବେ କି ଲୋକ ଜାଣିଛନ୍ତି କି ଗଛ କାଟିଲେ ଅକ୍ସିଜେନ୍ ର କମି ହୋଇପାରେ, ଓ କେତେ କ୍ଷତି ହୋଇପାରେ

ମଣିଷ କିନ୍ତୁ ଏହି ସବୁ ଜାଣିବାପରେ ବି ଗଛ ଲତା କରିଥାଏ, ତେବେ ଆସନ୍ତୁ ଜାଣିବା ଯଦି କଣ ହେବ ପୃଥିବୀ ପୃଷ୍ଠରୁ ୫ ସେକେଣ୍ତ ପାଇଁ ଏକ୍ସିଜେନ୍ ଗାୟବ ହୋଇଯିବ । ଯେପରି ଅକ୍ସିଜେନ୍ ଶେଷ ହୋଇଯିବ ବାତାବରଣ ଏକଦମ୍ ବଦଳିଯିବ , ଆକାଶରେ ବାଦଲ କଳା ନଜର ଆସିବ, ଓ ପୃଥିବୀରେ ଏକଦମ୍ ଥଣ୍ତା ବାତାବରଣ ହୋଇଯିବ, ଆକାଶ ନିଳ ଜାଗାରେ କଳା ନଜର ଆସିବ ଓ ସବୁ ଆଡେ ଅନ୍ଧକାର ଛାଇ ଯିବ, ଓଜୋନ୍ ମାତ୍ରା ଯେବେଅଧା ହୋଇଯିବ ତେବେ ଯେତେ ବି ଲୋକ ସମୁଦ୍ର୍ ତଟରେ ଥିବେ ସେ ସବୁ ସନବର୍ଣ୍ଣରେ ପୋଡିହୋଇଯିବେ ।

ଯେପରି ଅକ୍ସିଜେନ୍ ମାତ୍ରା କମ୍ ହୋଇଯିବ ସେମିତି ପୃଥିବୀରୁ ମାଟି ଖସିବା ଆରମ୍ଭ କରିଦେବ, ଓ ପୃଥିବୀରେ ଯେତେ ବି ଜୀବଜନ୍ତୁ ଅଛନ୍ତି ସବୁ ପାଞ୍ଚ ୧୦ କିମି ତଳକୁ ଚାଲିଯିବେ , ସମୁଦ୍ର ତଟରେ ରହୁଥିବା ଲୋକ ଖରାରେ ବହୁତ କ୍ଷତି ସହିବେ , ଓ କାନର ପର୍ଦା ଫାଟିଯାଇପାରେ, ଅକ୍ସିଜେନ୍ ଶେଷ ହେବା କାରଣରୁ ବହୁତ ରୋଗର ସାମ୍ନା କରିବାକୁ ପଡିବ, ଏହାର କାରଣରୁ ବିମାନ, ହେଲିକାପ୍ଟର ଓ ଅନ୍ତରୀକ୍ଷ ଯାନ ସବୁ ଆକାଶରୁ ତଳେ ପଡିଯିବେ । ଏହି ପରି ଭାବେ ପୃଥିବୀ ବିନାଶ ଆଡକୁ ଗତି କରିବ ।

Leave a Reply

Your email address will not be published. Required fields are marked *