May 29, 2024

Odia Express

News For Public

ବହୁତ ମଜାଦାର୍ ରହିଥିଲା ନସିରୁଦ୍ଧିନ୍ ଶାହ୍ ଙ୍କ ଜୀବନ, ୧୫ ବର୍ଷ ବଡ ଓ ୧୩ ବର୍ଷ ଛୋଟ ଅଭିନେତ୍ରୀଙ୍କୁ କରିସାରିଛନ୍ତି ବିବାହ

ନସିରୁଦ୍ଧିନ୍ ଶାହ୍ ବଲିଉଡ୍ ରେ କିଛି ଦିଗଜ୍ କଳାକାରଙ୍କ ମଧ୍ୟରେ ଜଣାଯାଆନ୍ତି, ସେ ନିଜ ଅଭିନୟର ଦମରେ ଲୋକଙ୍କର ହୃଦୟରେ ଜାଗା ନେଇଥିଲେ,  ସେ ସବୁ ଅଭିନୟକୁ ନିଖୁଣ ଭାବେ ନିଭାଇଥାନ୍ତି, ଓ ଭଲ ଅଭିନୟ କରନ୍ତି , ବୋଧେ ଏମିତି କେଉଁ ଭୁମିକା ଥିବ ଯାହାକୁ ନସିରୁଦ୍ଧିନ୍ ଭଲ ଭାବରେ ନିଭାଉନଥିବେ , ସେ ମୋହରା ପରି ଫିଲ୍ମରେ ଭିଲେନ୍ ରୁପରେ ହେଉ କିମ୍ବା କେଉଁ କମେଡି କିମ୍ବା ରୋମାଣ୍ଟିକ୍ ରୋଲ୍ ନସିରୁଦ୍ଧିନ୍ ଦମଦାର୍ ଅଭିନୟର ନମୁନା ଦେଖାଇଥାନ୍ତି, ଏହି କାରଣରୁ ସେ କେତେ ହିଟ୍ ଫିଲ୍ମରେ କାମ କରିଛନ୍ତି, ଯାହା ଦର୍ଶକଙ୍କୁ ବହୁତ ଭଲ ଲାଗିଛି ।

ନସିରୁଦ୍ଧିନ୍ ଶାହ୍  ନିଜ ଅଭିନୟ ପାଇଁ ଜଣାଯାଆନ୍ତି କିନ୍ତୁ ନିଜ ବ୍ୟକ୍ତିଗତ ଜୀବନୀ ବିଷୟକୁ ନେଇ ବହୁତଥର ଚର୍ଚ୍ଚିତ ରୁହନ୍ତି, ନସିରୁଦ୍ଧିନଙ୍କ ପ୍ରେମ କାହାଣୀ କେଉଁ ଫିଲ୍ମ ଷ୍ଟୋରୀରୁ କମ୍ ନୁହେଁ, ତେବେ ଆସନ୍ତୁ ଜାଣିବା ନସିରୁଦ୍ଧିନଙ୍କ ପ୍ରେମ କାହାଣୀ ବିଷୟରେ, ମଜାଦାର୍ କଥା ଏହା କି ଅଭିନେତା ୨୦ ବର୍ଷ ଛୋଟ ବୟସରେ ନିଜ ଠାରୁ ୧୫ ବର୍ଷ ବଡ ପରବିନ୍ ଙ୍କ ସହ ବିବାହ କରିଥିଲେ,  ଅଭିନେତାଙ୍କ ପରିବାର ଏହି ବାହାଘର ପାଇଁ ରାଜି ନଥିଲେ ,କିନ୍ତୁ ସେ ନିଜ ଜିଦ୍ କୁ ନେଇ ଏତେ ବଡ ପରବିନ୍ ମୁରଦ୍ ଙ୍କୁ ବିବାହ କରିନେଲେ । ।

ବିବାହ  ପରେ ଦୁହେଁଙ୍କ ଗୋଟେ ଝିଅ ହୋଇଥିଲା ଏହି ସଂମ୍ପର୍କ ଅଧିକା ଦିନ ଚାଲି ପାରିନଥିଲା, କିଛି ସମୟ ପରେ ଦୁହେଁ ଅଲଗା ହେବାର ଫଇସଲା କରିନେଲେ , ଛାଡପତ୍ର ପରେ କିଛି ସମୟ ଏକେଲା ରହିବା ସମୟରେ ନସିରୁଦ୍ଧିନ୍ ଶାହ ଙ୍କ ସାକ୍ଷାତ ବଲିଉଡ୍ ଅଭିନେତ୍ରୀ ରତ୍ନା ପାଠକଙ୍କ ସହ ହୋଇଥିଲା, ରତ୍ନା ସେହି ସମୟରେ ନସିରୁଦ୍ଧିନ୍ ଶାହଙ୍କ ଠାରୁ ୧୩ ବର୍ଷ ସାନ ଥିଲେ, ସେହି ଦୁହେଁ ଙ୍କ ସାକ୍ଷାତ ଏକ ଫିଲ୍ମ ଦ୍ୱାରା ହୋଇଥିଲା, ଧୀରେ ଧିରେ ଦୁହେଁ ଭଲ ବନ୍ଧୁ ହେଲେ ଓ ତାପରେ ତାଙ୍କୁ ପ୍ରେମର ଅନୁଭବ ହେଲା । ସେମିତି ନସିରୁଦ୍ଧିନ୍ ଓ ରତ୍ନା ୧୯୮୨ ରେ ବିବାହ କରିବାର ଫଇସଲା କଲେ, ଦୁହେଁ ରେଜିଷ୍ଟାର୍ ଅଫିସ୍ ଯାଇକରି ବହୁତ କମ୍ ଲୋକଙ୍କ ଉପସ୍ଥିତିରେ ବିବାହ କରିନେଲେ, ଦୁହେଁ କଳାକାରଙ୍କ ଲଭ୍ ଲାଇଫ୍ ଭଲ ଚାଲୁଥିଲା କିଛି ସମୟ ପରେ ତାଙ୍କ ପ୍ରଥମ ସ୍ତ୍ରୀ ପରବିନ୍ ମୁରଦ୍ ଙ୍କ ନିଧନ ହୋଇଗଲା । ପ

ରେ ସେ ପରବିନ୍ ଓ ନସିରୁଦ୍ଧିନ୍ ଶାହଙ୍କ ଝିଅ ହିବାଙ୍କୁ ରତ୍ନା ଓ ନସିରୁଦ୍ଧିନ୍ ଶାହ ପାଳିଲେ, କହିଦେବୁ କି ଏହି ଦୁହେଁ କଳାକାର ନିଜ ସମୟରେ ଲିଭ୍ ଇନ୍ ରିଲେସନସିପ୍ ରେ ଥିଲେ , ଆପଣଙ୍କୁ ଜଣେଇଦେବୁ କି ରତ୍ନା ଓ ନସିରୁଦ୍ଧିନ୍ ଶାହ ବିବାହଙ୍କୁ ଏବେ ୩୯ ବର୍ଷ ହୋଇସାରିଛି, କିନ୍ତୁ ଆଜି ଦୁହେଁ କଳାକାରଙ୍କ ମଧ୍ୟରେ ପ୍ରେମ ଓ ଭଲ ପାଇବା ଦେଖିବାକୁ ମିଳେ, ଏହି ଦୁହେଁଙ୍କର ଦୁଇଟି ପୁଅ ଅଛନ୍ତି, ଆଜି ପୁରା ପରିବାର ସୁଖମୟ ଜୀବନ ଅତିବାହିତ କରୁଛନ୍ତି, ନସିରୁଦ୍ଧିନ୍ ପରଦାରୁ ଦୁରେଇ ଅଛନ୍ତି, ଓ ଆରାମ କରୁଛନ୍ତି

Leave a Reply

Your email address will not be published. Required fields are marked *