December 10, 2023

Odia Express

News For Public

ଏହି ପୁଅ କରିଦେଲେ ଏମିତି ଯୋଗାଡ ଡବଲ୍ ମାଇଲେଜ୍ ଦେବାକୁ ଲାଗିଲା ତାଙ୍କ ବାଇକ୍ – ଆପଣ ମଧ୍ୟ ଯାଣିନିୟନ୍ତୁ ଓ ବ୍ୟବହାର କରନ୍ତୁ

1 min read

ଭାରତରେ ଟ୍ୟାଲେଣ୍ଟର କମି ନାହିଁ, ଆଜିକାଲି ଯୁବକମାନେ ଏମିତି ଯୋଗାଡ କରିଦିଅନ୍ତି, ଯାହା ସାମ୍ନା ରେ ବଡ ବଡକମ୍ପାନୀ ମୁଣ୍ତ୍ ନୁଆଇଁ ଦେବେ, ଆଜିକାଲିର ପେଟ୍ରୋଲ୍ ଡିଜେଲ୍ ଦାମ୍ ଆକାଶଛୁଆଁ ହୋଇଛି, ଯଦି ଏମିତିରେ ସମୟରେ ଆପଣଙ୍କ ଗାଡି ଦୁଇଗୁଣା ମାଇଲେଜ୍ ଦେବାକୁ ଲାଗେ ତେବେ ଆପଣ ଖୁସିରେ ଆତ୍ମହରା ହୋଈଯିବେ , କୌଶାମ୍ବୀ ର ବିବେକ କୁମାରପଟେଲ୍ ଏମିତି ଯୋଗାଡ ଟେକନିକ୍ ରୁ ସେ କରିଦେଖାଇଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି, ଆସନ୍ତୁ ଜାଣିବା କୁମାରଙ୍କ ନୁଆ ଯୋଗାଡ ।

ବିବେକ କୁମାର ଏମିତି ଏକ ଛୋଟ୍ ସହର କୋଶମ୍ବିର ପିପରି ପାହାଡପୁର୍ ନିବାସୀ ଅଟନ୍ତି, ଆପଣଙ୍କୁ କହିଦେବୁ କି ତାଙ୍କୁ ଛୁଆବେଳରୁ ଛୋଟମୋଟ ଯୋଗାଡ କରିବାର ଅଭ୍ୟାସ ଥିଲା, ସେହି ଅଭ୍ୟାସ ଆଜି ଲୋକଙ୍କ ପାଇଁ ଫାଇଦାଦାୟକ ହେଲା, +୨ ପାସ୍ କରି ବିବେକ୍ ଏମିତି ଘରର ସେଟେରିଙ୍ଗ୍ କାମ କରନ୍ତି, ବିବେକ୍ କହନ୍ତି କି ଗତ ଦୁଇ ଦଶକରୁ ଏହି ଚେଷ୍ଟାରେ ଲାଗିଛନ୍ତି କି ଦୁଇ ଚକିଆ ବାହାନରେ ମାଇଲେଜ୍ କିପରି ବଢାଇବେ , ବିବେକ କୁମାରପଟେଲ୍ ନିଜ ଏହି ଯୋଗାଡ ଟେକନିକ୍ କାର୍ବୋରେଟର୍ ଜେଟ୍ ନାଁ ଦେଇଛନ୍ତି ।

କୌଶମ୍ବୀ ରୁ ୪୦-୫୦ କିମି ପ୍ରତି ଲିଟର ମାଇଲେଜ୍ ଦେଉଥିବା ଆପଣଙ୍କ ବାଇକ୍ ଯଦି ଏହାର ଦୁଇଗୁଣା ମାଇଲେଜ୍ ଦେବାକୁ ଲାଗେ ତେବେ ଆପଣ ଏହାକୁ ମଜାକ୍ ଭାବିବେ, ଅସଂମ୍ଭବ ଲାଗୁଥିବା ଏହି କାମକୁ ସଂମ୍ଭବ କରିଦେଖାଇଛନ୍ତି, କୌଶମ୍ବୀର ବିବେକ କୁମାରପଟେଲ୍ ବିବେକ୍ ଏହି ଯୋଗାଡ ଟେକନିକ୍ ଦ୍ୱାରା ସେ କରିଦେଖାଇଛନ୍ତି ଯାହା କରିବାପାଈଁ କମ୍ପାନୀ ଅଟୋମୋବାଇଲ୍ ଇଞ୍ଜିନିୟରଙ୍କ ଫୌଜ ଲଗାଇଦେଲେ । ସେ ଫ୍ୟୁଏଲ୍ ଇଞ୍ଜେକ୍ସନ୍ ସିଷ୍ଟମରେ ମାମୁଲି ପରିବର୍ତ୍ତନ କରି ଗାଡିର ମାଇଲେଜ୍ ଦୁଇଗୁଣା କରିଦେଇଛନ୍ତି

ମାଇଲେଜ୍ ଦୁଇଗୁଣା ହେବାରୁ ପେଟ୍ରୋଲ୍ ରେ ଆସୁଥିବା ଖର୍ଚ୍ଚ କମାଇକରି ଅଧା ହୋଇଯିବ, ବିବେକଙ୍କୁ ଅପେକ୍ଷା ଅଛି ସେହି ସମୟରେ ଯେବେ ଅଟୋମୋବାଇଲ୍ ସେକ୍ଟରରେ ବିଶେଷଜ୍ଞ ତାଙ୍କର ଟେକନିକ୍ ଉପରେ ମୋହର ମାରିଦେବେ, ଏବେ ସେ ଏହାର୍ ପେଟେଟ୍ ପାଈଁ ଆବେଦନ କରିସାରିଛନ୍ତି, ତାଙ୍କର ଏହି ଯୋଗାଡ ଟେକନିକ୍ ର ଚର୍ଚ୍ଚା ସବୁଆଡେ ହେବାକୁ ଲାଗିଛି, ତାଙ୍କର କହିବା କଥା କି ସେ ଏବେ ଟେକନିକ୍ ପ୍ରାୟ ୫୦୦ ଦୁଇ ଚକିଆ ଯାନରେ ନିଜ ବନାଇଥିବା କାର୍ବୋରେଟର୍ ଜେଟ୍ ଫିଟ୍ କରିସାରିଛନ୍ତି, ଜେଟ୍ ଲଗାଇବା ବାଲା ବହୁତ ଚାଳକ କହନ୍ତି କି ତାଙ୍କୁ ଏହାକୁ ଲଗାଇବା ଫଳରେ କିଛି ଅସୁବିଧା ହୋଇନାହିଁ, କିଛି ଇଞ୍ଜିନ୍ ଉପରେ ପ୍ରଭାବ ପଡିବାର ଆଶଙ୍କା ଅଛି, ଏମିତିରେ ଯଦି ଅଟୋମୋବାଇଲ୍ ବିଶେଷଜ୍ଞ ଏହାକୁ ମଞ୍ଜୁରି ଦେଇଦିଅନ୍ତି

ତେବେ ଆଶଙ୍କା କମ୍ ହୋଇଯିବ, ଦୁଇ ଚକିଆ ବାହାନ ଫ୍ୟୁଏଲ୍ ଇଞ୍ଜେକ୍ସନ୍ ଟେକନିକ୍ ରୁ ଇଞ୍ଜିନ୍ ରେ ପେଟ୍ରୋଲ୍ ଯାଇଥାଏ, ଓ ବାଷ୍ପିଭୁତ ହୋଇକରି ଇଞ୍ଜିନ୍ କୁ ଚଲାଇଥାଏ, ବିବେକ୍ କହନ୍ତି କି ଏଥିରେ ଯେଉଁ କାର୍ବୋରେଟର୍ ଜେଟ୍ ଲାଗ୍ ତାହା ତଳ ଭାଗରେ ଦୁଇ ଏମ୍ ଏମ୍ ଛିଦ୍ର ହୋଇଥାଏ , ଏଥିରୁ ଅଧା ପେଟ୍ରୋଲ୍ ବର୍ବାଦ ହୋଈଯାଏ , ସେ ଏଥିରେ ପରିବର୍ତ୍ତନ କରି ସେହି ଛିଦ୍ରକୁ ବନ୍ଦ କରି ଅଧାରୁ ଗୋଟେ ଏମ୍ ଏମ୍ ଦୁଇଟି ଛିଦ୍ରକରିଦେଲେ ଏଥିରେ ପେଟ୍ରୋଲ୍ ବ୍ୟବହାର ହୋଇଥାଏ ଓ ମାଇଲେଜ୍ ବଢିଯାଏ ।

Leave a Reply

Your email address will not be published. Required fields are marked *