December 10, 2023

Odia Express

News For Public

ଆଦର୍ଶ ବାପା ହେବା ପାଇଁ ସବୁଠାରୁ ଭଲ ଗୁଣ ଏହି ୪ ଟି ରାଶି ବାଲାଙ୍କର ହୋଇଥାଏ , ଛୁଆ ହୋଇଥାନ୍ତି ବହୁତ ସଂସ୍କାରୀ

1 min read

ଦୁନିଆଁର ସବୁଠାରୁ ଭଲ ସୁଖରେ ଗୋଟେ ସୁଖ ବାପା ହେବାର ହୋଇଥାଏ , ଯେବେ କେଉଁ ଛୋଟ ଶିଶୁ ଆପଣଙ୍କ କୋଳରେ ଆସିକରି ହସିଥାଏ, ତେବେ ଏହାର ଫିଲିଙ୍ଗ୍ସ କିଛି ଶବ୍ଦରେ କହିପାରିବା ବହୁତ୍ ମୁସକିଲ୍ ହୋଇଯାଏ । କିନ୍ତୁ ଗୋଟେ ବାପା ହେବାର ସହ ବହୁତ ଦାୟିତ୍ୱ ବି ଆପଣଙ୍କ ଉପରକୁ ଆସିଯାଏ , ଛୁଆଙ୍କର ସୁରକ୍ଷାର ଦାୟିତ୍ୱ ରଖୁଥିବା ସହ ତାଙ୍କୁ ଭଲ ସଂସ୍କାର ଦେବାର ଓ ସଠିକ୍ ମାର୍ଗ ଦେଖାଇବା ବି ସମସ୍ତ କାର୍ଯ୍ୟ ଆପଣଙ୍କ କର୍ତ୍ତବ୍ୟ ହୋଇଯାଏ,  ଗୋଟେ ବାପାଙ୍କୁ ନିଜ ଛୁଆଙ୍କ ବହୁତ ଭଲରେ ଯତ୍ନ ନେବାକୁ ପଡେ , ଗୋଟେ ଭଲ ବାପା ହେବା ସମସ୍ତଙ୍କ ଦ୍ୱାରା ସଂମ୍ଭବପର ହୋଇନଥାଏ, କେବଳ କିଛି ଲୋକ ହିଁ ପରଫେକ୍ଟ ବାପା ହୋଇପାରନ୍ତି, ଆଜି ଆମେ ଆପଣଙ୍କୁ ଜ୍ୟୋତିଷ୍ୟଶାସ୍ତ୍ର ଆଧାରରେ ସେହି ଚାରୋଟି  ରାଶିର୍ ନାଁ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଜାତକରେ ଏକ ଭଲ ବାପା ହେବାର ଯୋଗ ଅଛି, ଏହି ଲୋକ ନିଜ ସନ୍ତାନଙ୍କୁ ଭଲ ଶିକ୍ଷା, ଭଲ ବ୍ୟବହାର ଓ ସଠିକ୍ ସଂସ୍କାର ଦେଇଥାନ୍ତି, ଏମାନଙ୍କ ମଧ୍ୟରେ ଏକ ଭଲ ବାପା ହେବାର ସବୁଗୁଣ ମହଜୁଦ୍ ଅଛି ,

ବୃଷ ରାଶି- ଏହି ରାଶିର୍ ଜାତକରେ ଭଲ ବାପା ହେବାର୍ ସବୁ ଯୋଗ୍ୟତା ଅଛି, ଏମାନେ ନିଜ ସନ୍ତାନଙ୍କ ଯତ୍ନରେ କିଛି କମି ଛାଡନ୍ତି ନାହିଁ, ଏମାନେ ନିଜ ଛୁଆଙ୍କୁ କିଛି ଅଧିକା ଗେହ୍ଲାରେ ବଢାଇଥାନ୍ତି, ଏମାନେ ଛୁଆଙ୍କ ପ୍ରତି ସବୁ ଦାୟିତ୍ୱକୁ ଭଲରେ ନିଭାଇଥାନ୍ତି , ଏମାନେ ନିଜ ଛୁଆଙ୍କୁ ଜୀବନର ସବୁ ମୋଡରେ ସାଥ୍ ଦିଅନ୍ତି, ତାଙ୍କୁ କେବେ ଏକେଲା ଛାଡନ୍ତି ନାହିଁ , ତାଙ୍କ ସୁଖ ଦୁଃଖରେ ସାଥି ହୋଇଥାନ୍ତି, ଏମାନେ ଛୁଆଙ୍କୁ ନୈତିକ ଓ ମୁଲ୍ୟବାନ କଥା ଏହି ଭାବରେ ସିଖାଇଥାନ୍ତି କି ଏମାନଙ୍କ ସନ୍ତାନ ସର୍ବଦା ତାହାକୁ ମନେ ରଖନ୍ତି ।

୨) ମିଥୁନ ରାଶି –ଏହି ରାଶିର ଜାତକରେ ଲଗାତାର ନିଜ ଛୁଆଙ୍କ ପାଈଁ ଭଲ ବାପା ହେବାର ଚେଷ୍ଟାରେ ଲାଗିଥାନ୍ତି, ଏମାନଙ୍କ ପ୍ରୟାସ ଏହା ହୋଇଥାଏ କି ଛୁଆଙ୍କ ଲାଳନପାଳନ ଠିକ୍ ଭାବରେ ହେଉ, ଏମାନେ ନିଜେ ଦୁଃଖକୁ ସହ୍ୟ କରିନେବେ କିନ୍ତୁ ଛୁଆଙ୍କ ଉପରେ କୌଣସି ଆଞ୍ଚ ଆଣିବାକୁ ଦେବେ ନାହିଁ, ଏହି କାରାଣରୁ ଛୁଆ ନିଜ ବାପାଙ୍କ କଥା ଭଲରେ ଶୁଣନ୍ତି, ଏମାନଙ୍କ ଛୁଆ ବଡ ହୋଇକରି ବାପାଙ୍କ ନାଁ ଉଜ୍ଜଳ କରନ୍ତି ।

୩) ଏହି ରାଶିର ଜାତକରେ ନିଜ ଛୁଆଙ୍କୁ ବହୁତ ଭଲ ପାଇଥାନ୍ତି , ଏମାନେ ନୈତିକ ମୁଲ୍ୟବୋଧକୁ ଶିଖାଇକରି ଛୁଆଙ୍କୁ ସଂସ୍କାରି କରାଇଥାନ୍ତି, ଏମାନେ ନିଜ ଛୁଆଙ୍କ ସହ ସଂମ୍ପର୍କ ସଂବେଦନଶୀଳ ହୋଇଥାଏ , ଦୁହେଁ ଅନ୍ୟଙ୍କୁ ଷ୍ଟ୍ରଙ୍ଗ୍ ବଣ୍ତ ସେୟାର୍ କରନ୍ତି, ଏମାନେ ଏକ ଆଦର୍ଶ ବାପା ହୋଇଥାଣ୍ତି ଯିଏ ନିଜ ଛୁଆଙ୍କ ସବୁ ଦରକାରିତା ଓ ଦାୟିତ୍ୱକୁ ପୁରା କରନ୍ତି, ଏମାନଙ୍କ ଛୁଆ ବି ନିଜ ବାପାଙ୍କୁ ବହୁତ ଭଲ ପାଆନ୍ତି ।

୪) ମକର ରାଶି- ଏହି ରାଶିର ଜାତକରେ ନିଜ ଛୁଆଙ୍କୁ ଭଲ ସଂସ୍କାର ଶିଖାଇଥାନ୍ତି, ଏମାନେ ନିଜ ଛୁଆଙ୍କ ଜୀବନରେ ସବୁ ସେଇ ଖୁସି ଦେବାକୁ ଚାହଁନ୍ତି ଯିଏ ବୋଧେ ତାଙ୍କ ଜୀବନରେ କେବେ ନେଇନଥିବ, ଏମାନେ ପରିଶ୍ରମୀ ଓ ଇମାନଦାର୍ ହୋଇଥାନ୍ତି , ନିଜ ଛୁଆଙ୍କୁ ସବୁ ଗୁଣ ଶିଖାଇଥାନ୍ତି, ଏମାନଙ୍କ ଛୁଆଙ୍କ ବ୍ୟବହାର ଶିଷ୍ଟାଚାର ମହତ୍ତ୍ୱ ବିଷୟରେ ତାଙ୍କ ବାପା ଶିଖାଇଥାନ୍ତିଇ, ଏମାନଙ୍କ ଯତ୍ନ ବହୁତ ଭଲ ଢଙ୍ଗରେ ହୋଇଥାଏ,  ଏହି ଛୁଆ ସମାଜରେ ପରିବାରର ନାଁ ଉଜ୍ଜଳ କରନ୍ତି, ଏମାନଙ୍କ ଠାରୁ କିଛି ବି ଅଭିଯୋଗ ରହିନଥାଏ ।

Leave a Reply

Your email address will not be published. Required fields are marked *