May 29, 2024

Odia Express

News For Public

IAS ଇଣ୍ଟରଭ୍ୟୁର ପ୍ରଶ୍ନ – ଚାହାକୁ ଶୁଦ୍ଧ ହିନ୍ଦୀରେ କଣ କୁହାଯାଏ ? ବୁଦ୍ଧିମାନ ଲୋକ ଯିଏ ହେଇଥିବେ ସେ ସଂଗେ ସଂଗେ ଉତ୍ତର ଦେଇଦେବେ..

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ୧) ସନ୍ ୧୯୦୨ ରେ କାର୍ଲ ଲ୍ୟାଣ୍ତଷ୍ଟେନର୍ କାହାର ଖୋଜ୍ କରିଥିଲେ ? ଉତ୍ତର- ରକ୍ତ ସମୁହ( Blood group)

୨) ସମୁଦ୍ରର ଜଳ ନୀଳ କଣପାଇଁ ଦେଖାଯାଏ ? ଉତ୍ତର- ଜଳର କଣଦ୍ୱାରା ପ୍ରକାଶର ପ୍ରକୀର୍ଣନ କାରଣରୁ ।

୩) ପ୍ରୋଟିନ୍ କେଉଁ ଗ୍ୟାସ୍ ପ୍ରମୁଖ ଯୌଗିକ ଅଟେ ? ଉତର- ନାଇଟ୍ରୋଜେନ୍

୪) ଇଥୋଲୋଜି ରେ କାହାର ଅଧ୍ୟୟନ କରାଯାଏ ? ଉତ୍ତର- ପଶୁଙ୍କ ବ୍ୟବହାର ଅଧ୍ୟୟନ ତାଙ୍କର ସାମାନ୍ୟ ବାତାବରଣରେ

୫) ନୋବେଲ୍ ପୁରସ୍କାରରୁ ସମ୍ମାନିତ ହେଇଥିବା ବିଶ୍ୱର ପ୍ରଥମ ମହିଳା ବିଜ୍ଞାନ କ୍ଷେତ୍ରରେ କରିଥିଲେ ସେ କିଏ ଥିଲେ ? ମ୍ୟାଡାମ୍ କ୍ୟୁରୀ(୧୯୩୦) ଭୌତିକ ବିଜ୍ଞାନରେ

୬) ପାଣିରେ ଛୁଞ୍ଚି ବୁଡିଯାଏ, ଯେବେ କି ଭାରି ସମୁଦ୍ରରେ ଜାହାଜ ଭାସିରହିଥାଏ ଏହାର କାରଣ କଣ ? ଉତ୍ତର- ଜାହାଜର ବୁଡୁଥିବା ଭାଗରୁ ହଟାଯାଇଥିବା ପାଣି ର ଭାର ସବୁ ଜାହାଜର ବରାବର ହୋଇଥାଏ, ଏଥିପାଇଁ ସେ ପ୍ଲେବନ୍ କରିଥାଏ , ଛୁଞ୍ଚିଦ୍ୱାରା ହଟାଯାଇଥିବା ପାଣିର ଭାର ଛୁଞ୍ଚିର ଭାରରୁ କମ୍ ହୋଇଥାଏ, ଯାହାକି ଛୁଞ୍ଚି ପାଣିରେ ବୁଡିଯାଏ ।

୭) ଭାରତର ସ୍ୱଦେଶ ନିର୍ମିତ ଦ୍ୱିତୀୟ ପୀଢି ପ୍ରଥମ ଉପଗ୍ରହ କେଉଁଟାଅଟେ ? ଉତ୍ତର- ଇନସେଟ୍-୨ଏ

୮) ସୁର୍ଯ୍ୟଙ୍କ ପ୍ରକାଶ ସହାୟତାରୁ ଶରୀରରେ କେଉଁ ଭିଟାମିନ୍ ନିର୍ମାଣ ହୋଇଥାଏ ? ଉତ୍ତର- ଭିଟାମିନ୍ ଏ ।

୯) ହେଲି ପୁଛଲ ତାରା ପ୍ରତି କେତେ ବର୍ଷ ପରେ ଦେଖାପଡିଥାଏ ? ଉତ୍ତର- ୭୬ ବର୍ଷ

୧୦) କେଉଁ ତରଙ୍ଗର ସହାୟତାରେ ବାଦୁଡି ରାତିରେ ସୁରକ୍ଷିତ ଉଡନ୍ତି ? ଉତ୍ତର- ଅଲଟ୍ରାସୋନିକ୍ ତରଙ୍ଗର ସହାୟତାରେ

୧୧) ତେଲର ଜଳର ତଳେ ବ୍ୟାପିଯିବାର କଣକାରଣ ହୋଇଥାଏ ? ଉତ୍ତର- ତେଲର ପୃଷ୍ଠ ତନାବଜଳ ଅପେକ୍ଷା କମ୍ ହେବାର କାରଣରୁ

୧୨) ରାସ୍ତାରେ ଚାଲୁଥିବା ଅପେକ୍ଷା ବରଫରେ ଚାଲିବା କଠିନ କଣପାଇଁ ହୋଇଥାଏ ? ଉତ୍ତର- ଉତ୍ତର ବରଫରେ ରାସ୍ତାର ଅପେକ୍ଷା ଘର୍ଷଣ କମ୍ ହୋଇଥାଏ ।

୧୩) ଉଚ୍ଚ  ସ୍ଥାନରେ ପାଣି ୧୦୦ ଡିଗ୍ରୀ ସେଲସିୟମ୍ କମ୍ ତାପରେ କଣପାଇଁ ଫୁଟୁଥାଏ ? ଉତ୍ତର- କାରଣ ବାୟୁମଣ୍ତଳିୟ ପ୍ରେସର କମ୍ ହୋଇଥାଏ ।

୧୪) ଷ୍ଟେନଲେସ୍ ଷ୍ଟିଲ୍ କେଉଁ ଧାତୁର ମିଶ୍ରିତ୍ କରି ବନାଯାଇଛି ? ଉତ୍ତର- କ୍ରୋମିୟମ୍, ଲୁହା ଓ ନିକେଲ୍ ।

୧୫) ବନସ୍ପତି ବିଜ୍ଞାନ ର ସେହି ଶାଖାର କଣ ନାଁ ଅଟେ ? ଯେଉଁଥିରେ ଶୈବାଳ ଅଧ୍ୟୟନ କରାଯାଏ ? ଉତ୍ତର- ଫାଇକୋଲୋଜି ।

୧୬) ସ୍ୱଚାଳିତ ବ୍ରେକ୍ କେଉଁ ନିୟମ ଆଧାରରେ ହୋଇଛି ? ଉତ୍ତର-ପାରକେଲ୍ ନିୟମ ଆଧାରରେ

୧୭) କଣ୍ଟ୍ରୋ ଲର୍ ଆଣ୍ତ ଅଡିଟର୍ ଜେନେରାଲ୍ କେବେ ସେବା ନିବୃତ ହୋଇଥାନ୍ତି ? ଉତ୍ତର- ନିଯୁକ୍ତିର ୬ ବର୍ଷ କିମ୍ବା ୬୫ ବର୍ଷର ଆୟୁ ପୁରା ହେବାପରେ

୧୮) କେଉଁ ବିଧାୟକ ଙ୍କୁ ଧନ ବିଧେୟକ ହେବାର ଅନ୍ତିମ ନିର୍ଣ୍ଣୟ କିଏ ଦେଇଥାଏ ? ଉତ୍ତର- ଏହାର ଅନ୍ତିମ ନିର୍ଣ୍ଣୟ ଲୋକସଭା ଅଧ୍ୟକ୍ଷ୍ୟ ଦେଇଥାନ୍ତି ।

୧୯) ଚାହାକୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- କ୍ଷୀର ଜଳ ମିଶ୍ରିତ ଶର୍କରା ଯୁକ୍ତ ପର୍ବତୀୟ ବୁଟି  ।

Leave a Reply

Your email address will not be published. Required fields are marked *