December 6, 2023

Odia Express

News For Public

ସମୟର ପୁର୍ବରୁ ଦେଖାଯିବାକୁ ଲାଗିଲା ଭାରତୀ ସିଂଙ୍କ ବୁଦ୍ଧାବସ୍ଥା, ଚେହେରାରେ ଆସିଯାଇଛି ବୟସ ଦାଗ ଓ ବାଳ ହେଲା ଧଳା, ସ୍ୱାମୀ ହର୍ଷ କହିଲେ ଏହି କଥା

ଟିଭି ଇଣ୍ତଷ୍ଟ୍ରିର ଜଣାଶୁଣା କମେଡିଆନ୍ ଓ ହୋଷ୍ଟ ଭାରତୀ ସିଂ ଆଜି କେଉଁ ପରିଚୟର ଆବଶ୍ୟକତା ନାହିଁ, ଓ ଭାରତୀ ସିଂ ନିଜ ବଢିଆ କମେଡି ଟାଇମିଙ୍ଗ୍ ରୁ ସମସ୍ତଙ୍କ ମନ ଜିତିପାରିଛନ୍ତି, ଓ ଭାରତୀ ସବୁବେଳେ ନିଜ କମେଡି ଦ୍ୱାରା ଲୋକଙ୍କୁ ହସାଇ ହସାଇ ପେଟ ଦରଜ କରିଦେଇଥାନ୍ତି , ଓ ଆଜିର ସମୟରେ ଭାରତୀ ସିଂ ଟିଭି ଇଣ୍ତଷ୍ଟ୍ରିର ଏକ ଭଲ କମେଡିଆନ୍ ରୁପରେ ଜଣାଯାଆନ୍ତି । ଭାରତୀ ସିଂ ନିଜ କ୍ୟାରିୟରରେ ବହୁତ୍ କମେଡି ଶୋ କଲେ ଓ ନିଜ ଶାନଦାର୍ କମିକ୍ ଅନ୍ଦାଜରେ ଲୋକଙ୍କୁ ବହୁତ ମନୋରଞ୍ଜନ କଲେ, ସେମିତି ଏଇ ଦିନ ଭାରତୀ ସିଂ ଟିଭିର ପପୁଲାର୍ ରିୟାଲିଟି ଶୋ ଡ୍ୟାନ୍ସ ଦିବାନେ ରେ ନିଜ ସ୍ୱାମୀ ହର୍ଷ ଲିମ୍ବଚିଆଙ୍କ ସହ ଜଣେ ହୋଷ୍ଟ ଭାବେନଜର ଆସିଥିଲେ

ଏହି ଶୋ କାରଣରୁ ଭାରତୀ ଆସିବା ଦିନରୁ ଚର୍ଚ୍ଚାରେ ରହୁଛନ୍ତି ଭାରତୀ ସିଂ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରହନ୍ତି, ଓ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ବି ଜବରଦସ୍ତ ଅଛି, ଭାରତୀ ସିଂ ସୋସିଆଲ୍ ମିଡିଆରେ ସୁନ୍ଦର ଫଟୋ ଓ ନିଜ ଫନି ଭିଡିଓ ସେୟାର୍ କରନ୍ତି, ଯାହା ବହୁତ ଭାଇରାଲ୍ ହେବାରେ ଲାଗିଛି, ଓ ଏହି ମଧ୍ୟରେ ଭାରତୀ ସିଂ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏହି ଦିନରେ ବହୁତ୍ ଭାଇରାଲ୍ ହେଉଛି, ଓ ଏହି ଭିଡିଓରେ ଭାରତୀ ଙ୍କ ନୁଆ ଲୁକ୍ ଦେଖିବାପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କି କଣ ହେଉଛି । ସାମ୍ନାରେ ଆସିଥିବା ଭାରତୀ ସିଂଙ୍କ ଏହି ଭିଡିଓରେ ଭାରତୀ ସିଂଙ୍କ ବାଳ ପୁରା ଧଳା ହୋଇଯିବାର ନଜର ଆସିଛି

ତାଙ୍କ ଚେହେରାରେ ବୟସ ଦାଗ ସଫା ନଜର ଆସୁଛି, ଓ ଏହି ଭିଡିଓରେ ବୃଦ୍ଧା ବସ୍ଥା ସଫା ନଜର ଆସୁଛି, ଏହି ଭିଡିଓକୁ ଦେଖିବାପରେ ଭାରତୀ ନିଜ ଫ୍ୟାନ୍ସଙ୍କୁ ଅଧିକା ଆଶ୍ଚର୍ଯ୍ୟ କରିଦେଇଛନ୍ତି, ଭାରତିଙ୍କ ହାଲ୍ ଏମିତି କିପରି ହେଲା । ସେମିତି ଏହି ଭିଡିଓରେ ଭାରତି ସିଂ ସ୍ୱାମୀ ହର୍ଷଙ୍କୁ ଏହା କହୁଥିବାର ନଜର ଆସିଛନ୍ତି କି ଭାରତୀ  ବୁଢି ହୋଇସାରିଛନ୍ତି, ମୋବାଇଲ୍ ର ଅଭ୍ୟାସ ଯୋଗୁଁ ସେ ଏମିତି ଅଛନ୍ତି, ଓ ଏହାପରେ ଭାରତି ହର୍ଷଙ୍କ ଆଡକୁ ଦେଖିକରି କାଶିବାର ନଜର ଆସିଛନ୍ତି, ଓ ଭାରତିଙ୍କ ଏହି ଭିଡିଓ ବହୁତ ଭାଇରାଲ୍ ହେବାରେ ଲାଗିଛି, ଓ ଫ୍ୟାନ୍ସ ଏହି ଭିଡିଓ ଦେଖିବାରୁ ବହୁତ ଚିନ୍ତିତ ଅଛନ୍ତି, ତେବେ ଆସନ୍ତୁ ଜାଣିବା କଣ ଅଛି ପୁରା ମାମଲା ।

ଭାରତୀ ନିଜ ସ୍ୱାମୀ ହର୍ଷଙ୍କ ସହ ମିଶିକରି ଏକ କମେଡି ଭିଡିଓ ବନାଇଛନ୍ତି,ଏହି ଭିଡିଓକୁ ସେୟାର୍ କରି ଭାରତୀ ନିଜ ସ୍ୱାମୀ ହର୍ଷଙ୍କୁ କ୍ୟାପସନରେ ଲେଖିଛନ୍ତି କି ମୋହାବତ୍ ତୋ ହମେଶା ଜବାନ ରେହେତି ହେ, ବୁଢି ତୋ ବିବି ହୋତି ହେ, ବହୁତଥର ଏହି ଦିନରେ ଭାରତୀ ଓ ହର୍ଷଙ୍କ ଏହି ଫନି ଭିଡିଓ କୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି, ଓ ଭାରତୀଙ୍କ ବୁଢାପା ଦେଖିବାପରେ ଫ୍ୟାନ୍ସ ନିଜ ହସକୁ ଅଟକାଇପାରୁନାହାନ୍ତି, ଏହି ଭୀଡିଓ ଫ୍ୟାନ୍ସ ଲଗାତାର୍ କମେଣ୍ଟ ଓ ରିଆକ୍ସନ୍ ଦେଇଛନ୍ତି, ଏହି ଭିଡିଓ ବହୁତ ଭାଇରାଲ୍ ହେଉଛି ।

ୱାର୍କଫ୍ରଣ୍ତ କଥା କହିଲେ ଭାରତୀ ଓ ହର୍ଷ ଏହି ଦିନରେ ଟିଭିର ପପୁଲାର୍ ଶୋ ଡ୍ୟାନ୍ସ ଦିବାନେ ରେ ଜଣେ ହୋଷ୍ଟ ଭୁମିକାରେ ନଜର ଆସୁଛନ୍ତି, ଓ ସେମିତି ବଲିଉଡ୍ ର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏହି ଶୋରେ ଜଣେ ଜର୍ଜ ଭାବେ ନଜର ଆସୁଛନ୍ତି, ଓ ଏହି ଶୋ ସବୁଠାରୁ ପପୁଲାର୍ ଡ୍ୟାନ୍ସ ରିୟାଲିଟି ଶୋ ହୋଇସାରିଛି ।

Leave a Reply

Your email address will not be published. Required fields are marked *