November 28, 2023

Odia Express

News For Public

କୌତୁକିଆ ଜୋକ୍ସ : ରଜନୀକାନ୍ତ ପରୀକ୍ଷା ଦେବାପାଇଁ ପହଞ୍ଚିଲେ ତ ସେଠାରେ ପରୀକ୍ଷା ପେପରରେ ଲେଖା ହୋଇଥିଲା କି ୧୫୦ ପ୍ରଶ୍ନରୁ କେହି ୧୦୦ ପ୍ରଶ୍ନକୁ ସମାଧାନ କର

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ସ୍ତ୍ରୀମାନେ ବହୁତ ଚାଲାକ୍ ହୋଇଥାନ୍ତି, ଅନ୍ୟମାନଙ୍କ ସାମ୍ନାରେ ନିଜ ସ୍ୱାମୀଙ୍କୁ କେବେ ସିଧା ମୁର୍ଖ କହନ୍ତି ନାହିଁ । ବର୍ଂ ବୁଲାଇକରି କହନ୍ତି, ଆରେ ତାଙ୍କୁ କିଛି ବି ଜଣାନାହିଁ, ବହୁତ ସିଧା ସିଧା ଅଟନ୍ତି , ଦୁନିଆଁ ବିଷୟରେ କିଛି ଜଣାନାହିଁ ।

୨) ଦାନ୍ତରେ ପୋକ ଲାଗିଲା ତ ଚିକିତ୍ସା ପାଇଁ ପପୁ ଚିରକୁଟ୍ ବାବା ପାଖକୁ ଗଲା, ଚିରକୁଟ୍ ବାବା- ଚାରିଦିନ ପର୍ଯ୍ୟନ୍ତ ସଂନ୍ଧ୍ୟାକୁ ମଦ ସହ ମିକ୍ଚର ଖାଅ ଓ ପଞ୍ଚମ ଦିନ କେବଳ ମଦ ପିଇବ, ପୋକ ଆପେ ଆପେ ବାହାରିଯିବ, ପପୁ- କେମିତି ବାବା? ଚିରକୁଟ୍ ବାବା- ଚାରି ଦିନ ମଦ ଓ ଲୁଣ ନେଲେ ପଞ୍ଚମ ଦିନ କେବଳ ମଦ, ତେବେ ପୋକ ବାହାରିକରି ପଚାରିବ- ଆଜି ମିକ୍ଚର ନାହିଁ କି ?

୩) ସ୍ତ୍ରୀ –ତୁମେ ମୋତେ ଶୋଇଲା ବେଳେ ଗାଳିଦେଉଥିଲ, ସ୍ୱାମୀ-ନା ତୁମକୁ କିଛି ଭୁଲ୍ ଧାରଣା ହୋଇଛି, ସ୍ତ୍ରୀ- କଣ ଭୁଲ୍ , ସ୍ୱାମୀ- ଏହା କି ମୁଁ ଶୋଇଥିଲି,  ସେବେଠାରୁ ସ୍ୱାମୀର ନିଦ ଗାୟବ ଅଛି ।

୪) ଥରେ ଦୁଇ ମୁଷାର ଛୁଆ ବାଇକ୍ ରେ ଯାଉଥିଲେ, ରାସ୍ତାରେ ଏକ ବାଘର ଛୁଆ ଦେଖାହେଲା, ସେ କହିଲା ମୋତେ ବି ବସାଇଦିଅ, କିଛି ଭାବିବାପରେ ମୁଷା କହିଲା- ଦେଖିନେ , ନହେଏଲ୍ ତୋର ମା ଆସିକି କହିବ ଗୁଣ୍ତାଙ୍କ ସହ ବୁଲୁଛୁ ବୋଲି ।

୫) ଗଣିତ କ୍ଲାସ୍ ଚାଲୁଥିଲା, ଶିକ୍ଷକ ପଚାରିଲେ -୧୦୦୦ କିଲୋ= ଏକ ଟନ୍ ତେବେ ୩୦୦୦ କିଲୋ କେତେ ହେବ, ପପୁ –ସାର୍, ଟନ୍ , ଟନ୍, ଟନ୍, ଶିକ୍ଷକ –କିଛି ବୁଝିହେଉନି ସାବାସି ଦେବି କି କ୍ଲାସରୁ ବାହାର କରିବି ।

୬) ଜଳିଯାଇଥିବା କୁ ଆଗ୍ କହନ୍ତି, ଲିଭିଯାଇଥିବାକୁ ରାକ୍ କହନ୍ତି, ଯାହାର ମିସ୍ କଲ୍ ଦେଖିକରି ମଦ ନିଶାଛାଡିଯାଏ , ତାକୁ ବାପା କହନ୍ତି ।

୭) ଗୋଟେ ଝିଅ କ୍ଲାସରେ ଗୀତ୍ ଗାଉଥିଲା, ଓ ଜରା ଟଚ୍ ମି ଟଚ୍ ମି ତେବେ ପପୁ ଉଠିଲା ଓ ଝିଅକୁ ଛୁଇଁଦେଲା, ଓ କହିଲା- ହିମତ୍ ଅଛି ତ ଆଗକୁ ଗାଇକି ଦେଖା- ଓ ଜରା କିସ୍ ମି କିସ୍ ମି ।

୮) ପୁଅ ବାପାଙ୍କୁ ବାପା ସାଢର କଣ ସଂମ୍ପର୍କ ହୋଇଥାଏ ? ବାପା –ଯେବେ ଦୁଇ ବ୍ୟକ୍ତି ଗୋଟେ କମ୍ପାନୀରେ ଠକାମୀରେ ପଡନ୍ତି, ତେବେ ସେ ସାଢୁ କୁହାଯାଏ । ତେବେ ସେଠାରେ ମା ଆସିଗଲେ, କଣ ହେବ ତେବେ ମାଙ୍କ ରାଗରେ ଲାଲ୍ ଅଛନ୍ତି ଓ ବାପା ଡରିକରି ଚୁପ୍ ।

୯) ଅତିଥି- ଓ କୁହ ପୁଅ ଆଗକୁ କଣ ପ୍ଲାନ୍ ଅଛି ? ଛୁଆ- ଖାଲି ଆପଣ ଗଲେ ବିସ୍କୁଟ ଖାଇବି, ସେମିତି ମିକ୍ଚର ଓ ମିଠା ତ ଆପଣ ଛାଡିଦେଇନାହାନ୍ତି ।

୧୦) ରଜନୀ କାନ୍ତ ପରୀକ୍ଷା ଦେବାପାଇଁ ପେପର ରେ ଲେଖିଲେ କି ୧୫୦ ପ୍ରଶ୍ନରୁ କେହି ୧୦୦ ପ୍ରଶ୍ନର ଉତ୍ତର ସମାଧାନ କରୁ, ରଜନୀକାନ୍ତ ପୁରା ୧୫୦ ପ୍ରଶ୍ନ ସମାଧାନ କରିଦେଲେ ଓ ଲେଖିଲେ ୟନା ରାସକେଲା, କିଏ ବି ୧୦୦ ଚେକ୍ କରିନେବ

Leave a Reply

Your email address will not be published. Required fields are marked *