December 8, 2023

Odia Express

News For Public

ଜୟା କିଶୋରୀ ସେ ପ୍ରବଚିକା ଯିଏ ସୁନ୍ଦରତା ମାମଲାରେ ଦିପିକା ଓ ଆଲିଆଙ୍କୁ ଦେଇଥାନ୍ତି ମାତ୍ , ନିଜ ସାଧାରଣ ବ୍ୟକ୍ତିତ୍ୱ ପାଇଁ ଜଣାଯାଆନ୍ତି – କେମିତି ସାଧୁ ହେଇଗଲେ ଜାଣନ୍ତୁ

ବଲିଉଡ୍ ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିବା ନାନାଦି ଖବର ଆପଣ ତ ପଢୁଥିବେ । ତାଙ୍କ ସୁନ୍ଦରତା ବିଷୟରେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ନା କେବଳ ଲୋକପ୍ରିୟତା ହାସିଲ୍ କଲେ ବରଂ ନିଜ ସୁନ୍ଦରତା ପାଇଁ ବଲିଉଡ୍ ହିରୋଇନ୍ ଙ୍କୁ ବି ପଛରେ ପକାଇଛନ୍ତି, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଲୋକପ୍ରିୟ ପ୍ରବଚିକା ଓ ଭଜନ ଗାୟିକା ଜୟା କିଶୋରୀଙ୍କ ବିଷୟରେ ଜୟା କିଶୋରୀ ନା କେବଳ ଦେଶରେ ବରଂ ବିଦେଶରେ ବି ଲୋକପ୍ରିୟ ହୋଇଥିଲେ, ଜୟା କିଶୋରୀ ଅଧ୍ୟାମ ଦୁନିଆଁରେ ଏକ ବଡ ନାଁ ହୋଇସାରିଛନ୍ତି ।ଜୟା କିଶୋରୀଙ୍କ ଜନ୍ମ ୧୩ ଜୁଲାଇ ୧୯୯୫ କୁ କୋଲକାତାରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା

ଏହି ଯୁବା ପ୍ରବଚିକା ପରିବାର ବିଷୟରେ କହିଲେ ତାଙ୍କ ବାପାଙ୍କ ନାଁ ଶଙ୍କର ଶର୍ମା ଓ ମାଙ୍କ ନାଁ ସୋନିଆ ଶର୍ମା ଅଟେ, ତାଙ୍କ ଏକ ଭଉଣୀ ଅଛନ୍ତି ଯାହାଙ୍କ ନାଁ ଚେତନା ଶର୍ମା ଅଟେ, ଜୟା କିଶୋରୀ ଛୁଆବେଳରୁ ଅଧ୍ୟାମ ମାର୍ଗରେ ଥିଲେ, ଯେବେ ସେ ୯ ବର୍ଷର ଥିଲେ ତେବେ ସେ ଅଧ୍ୟାମ ସହ ଜଡିତ ହେଲେ, ସେ ଏତେ କମ୍ ବୟସରେ ହିଁ ସଂସ୍କୃତରେ ଲିଙ୍ଗାଷ୍ଠକମ , ଶିବ ତାଣ୍ତବ ସ୍ତୋତ୍ରମ୍, ପରି କଠିନ ସ୍ତୋତ୍ରକୁ ଗାଇବା ଆରମ୍ଭ କରିଦେଇଥିଲେ । ଜୟା କିଶୋରୀ ଅଧ୍ୟାମ ସହ ନିଜ ପାଠପଢା ଜାରି ରଖିଥିଲେ, ଜୟା ବିକମ୍ ପାଠପଢିଛନ୍ତି, ଓ କୋଲକତା ସ୍କୁଲ ମହାଦେବୀ ବିରଲା ୱାର୍ଲଡ୍ ଏକାଡେମୀରୁ ସେ ନିଜ ସ୍କୁଲ୍ ପାଠ ପୁରା କରିଥିଲେ

କୁହାଯାଏ କି ଜୟା କିଶୋରୀଙ୍କ ଘର ସବୁବେଳେ ଭକ୍ତିମୟ ମାହୋଲ୍ ହୋଇଥାଏ, ଏହି କାରଣରୁ ତାଙ୍କ ପରିବାରର ଅନ୍ୟ ସଦସ୍ୟ ବି ତାଙ୍କ ମନ ପୁଜା ପାଠ, କଥାଓ ଭଜନରେ ଲାଗିଥାଏ, ଜୟା କିଶୋରୀ ଇଷ୍ଟ ଦେବ ଭଗବାନ କୃଷ୍ଣ ଅଟନ୍ତି, ସେ ବହୁତଥର ଭଗବାନ କୃଷ୍ଣଙ୍କ କଥା କହନ୍ତି, ଜୟା କିଶୋରୀଙ୍କ ଅସଲି ନାଁ ଜୟା ଶର୍ମା ଅଟେ, କିନ୍ତୁ ସେ ଏହି ଅଧ୍ୟାମ ଦୁନିଆଁରେ ନିଜ ନାଁ ଜୟା କିଶୋରୀ ନାମରୁ ଜଣାଯାଆନ୍ତି ।

ନିଜର ମୋଟିଭେସନାଲ୍ ସ୍ପିଚ୍ ଓ କଥା ପାଇଁ ଜୟା କିଶୋରୀ ଆଜି ଦୁନିଆଁ ସାରା ଚିହ୍ନା ଯାଆନ୍ତି, ଜୟା କିଶୋରୀ କମ୍ ବୟସରେ ନିଜ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି, ଆଜି ଜୟାଙ୍କୁ ଶୁଣିବାପାଇଁ ବଡ ସଂଖ୍ୟାରେ ଲୋକେ ଭିଡକରନ୍ତି, ସୋସିଆଲ୍ ମିଡିଆରେ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବହୁତ ଅଧିକା ଅଛି, ୟୁଟ୍ୟୁବରେ ତାଙ୍କ ଭଜନକୁ କୋଟିଏ ଉପରେ ଭ୍ୟୁଜ୍ ମିଳେ , ସଂସ୍କାର ଓ  ଆସ୍ଥା ଧାର୍ମିକ ଟିଭି ଚ୍ୟାନେଲରେ ଜୟାଙ୍କ କଥାକୁ ଲାଇଭ୍ ରେ ଶୁଣାଯାଇପାରିବ, ସେ ଦେଶ ସାରା ଅଲଗା ଅଲଗା ରାଜ୍ୟରେ କାର୍ଯ୍ୟକ୍ରମ୍ କରନ୍ତି ।

ଜୟା କିଶୋରୀ ନିଜ ଗୋଟେ କାର୍ଯ୍ୟକ୍ରମ ପାଇଁ ବହୁତ ପଇସା ନିଅନ୍ତି, ତାଙ୍କ ଗୋଟେ କାର୍ଯ୍ୟକ୍ରମ ଫିସ୍ ୯ ଲକ୍ଷ ୫୦ ହଜାର ଜଣାଯାଏ , ଜୟା କିଶୋରୀ କାର୍ଯ୍ୟକ୍ରମ ଓ ଇଭେଣ୍ଟର ସୁଚନା ଓ ଦାୟିତ୍ୱ ତାଙ୍କ ବାପାଙ୍କର ହିଁ ହୋଇଥାଏ, ଜୟା କିଶୋରୀ ସୁନ୍ଦର ହେବା ସହ ଜ୍ଞାନୀ ଅଟନ୍ତି, ତାଙ୍କ ସୁନ୍ଦରତାର ଆଗରେ ବଲିଉଡ୍ ର ଭଲ ଭଲ ଅଭିନେତ୍ରୀ ଫେଲ୍ ମାରିଯିବେ । ଜୟାକିଶୋରୀ ଏବେ ପର୍ଯ୍ୟନ୍ତ ଶ୍ରୀମଦ୍ ଭଗବତ୍ କଥା ଓ ନାନୀ ବାଇ ମାୟରା ଉପରେ ଆଧାରିତ ୩୫୦ ରୁ ଅଧିକା କଥାଗୁଡିକ କହିଛନ୍ତି, ଏହା ଛଡା ସେ ୨୦ ରୁ ଅଧିକା ଆଲବମ୍ ରେ ନିଜ ଆବାଜ୍ ଦେଇଛନ୍ତି ଯେଉଁଥିରେ ଶିବଙ୍କର ସ୍ତୋତ୍ର , ସୁନ୍ଦରକାଣ୍ତ, ଶ୍ୟାମ ଥାରୋ ଖଟୁ ପ୍ୟାରୋ, ଦିବାନୀ ହେଁ ଶ୍ୟାମ୍ କି, ଆଦି ଅଛି ।

Leave a Reply

Your email address will not be published. Required fields are marked *