December 10, 2023

Odia Express

News For Public

Hotel ରେ ଅବିବାହିତ କପଲ ରହିବା ନୁହେଁ କେଉଁ ଅପରାଧ, ଖାଲି ରଖିବାକୁ ହେବ ଏହି କଥାର ଧ୍ୟାନ

1 min read

ଏଥିରେ କୌଣସି ଆଉ ରାୟ ନାହିଁ କି ଯେଉଁ ଲୋକ ଅବିବାହିତ କପଲ୍ ହୋଇଥାନ୍ତି, ସେ କେବଳ ଗାର୍ଡେନ୍ ରେ ହିଁ ନୁହେଁ ବରଂ ହୋଟେଲ୍ ରେ ବି ପ୍ରେମ କରିବାର ଜରିଆ ଖୋଜିନିଅନ୍ତି, ବିନା ବିବାହ କରି କେଉଁ କପଲ୍ ହୋଟେଲ୍ ରେ  ରହିବା ସଠିକ୍ ମାନାଯାଏ ନାହିଁ, କିନ୍ତୁ ଆଇନ୍ ନିୟମ ଅନୁସାରେ ହୋଟେଲ୍ ରେ ଅବିବାହିତ କପଲ୍ ଅଟକିବା କେଉଁ ଅପରାଧ ନୁହେଁ, କିନ୍ତୁ ହୋଟେଲ୍ ରେ ଅଟକିବା ପାଈଁ ଏହି କପଲଙ୍କୁ କିଛି ଖାସ୍ କଥାର ଧ୍ୟାନ ରଖିବାକୁ ହେବ, ମାନେ ସିଧା ଶବ୍ଦରେ କହିଲେ ଏବେ ଲଭର୍ସଙ୍କୁ ବିନା କେଉଁ ଭୟରେ ହୋଟେଲରେ ଆରାମରେ ରହିପାରିବେ ।

ଆପଣଙ୍କୁ କହିଦେବୁ କି ଏହି କଥା ଆମେ ନିଜେ କହୁନାହୁଁ ବରଂ ଏକ୍ସପର୍ଟ୍ସଙ୍କ ଏହା କହିବା କଥା କି ୨୮୦ ହୋଟଲ୍ ଓ ରେଷ୍ଟୁରାଣ୍ଟର କାମ ସଂମ୍ଭାଳୁଥିବା ଦ ହୋଟେଲ୍ ଆସୋସିଏସନ୍ ଅଫ୍ ଇଣ୍ତିଆ ରେ ପ୍ରବକ୍ତା ରହିଥିବା ଭାରତ ଭୁଷଣଙ୍କ କହିବା କଥା କି ସେ ଏହି ମୁଦ୍ଧାରେ ଯୋଡି ହୋଇଥିବା କେଉଁ ବି ନିୟମ ବିଷୟରେ ଜଣାନାହିଁ, ଏହା ଛଡା ଦିଲ୍ଲୀ ପୋଲିସ୍ ପୁର୍ବ ପ୍ରବକ୍ତା ତାଜ ହସନଙ୍କ୍ କହିବା କଥା କି ଯେଉଁ କପଲ୍ ଙ୍କ ବିବାହ ହୋଇନାହିଁ, ସେ ଲିଭ୍ ଇନ୍ ରିଲେସନସିପ୍ ରେ ରହିପାରିବେ

ଏହାର ମତଲବ ଏହା କି ଏମିତି କପଲ୍ ହୋଟେଲ୍ ରେ ରୁମ୍ ନେଇକରି ରହିପାରିବେ, ଓ ତାଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟନୁଷ୍ଠାନ ନିଆହେବନାହିଁ । ସେମିତି ଏହି ବିଷୟରେ ବରିଷ୍ଠ ଅଧିବକ୍ତା ସୁଧା ରାମାଲିଙ୍ଗନ୍ କହିଲେ କି ତାଙ୍କ ଅନୁସାରେ ଏମିତି କିଛି ଆଇନ୍ ନାହିଁ ଯିଏ ବିନା ବିବାହ କରିଥିବା ଯୋଡାଙ୍କୁ ହୋଟେଲ୍ ରେ ରୁମ୍ ଦେବାରେ ଅଟକାଇବ, ସେ ଏଥିପାଇଁ କାରଣ ଗୋଟେ ରୁମ୍ ରେ ସାଥିରେ ରହିବା ଆପଣଙ୍କ ନିଜସ୍ୱ ଫଇସଲା ହୋଇଥାଏ, ଓ ଏହି ଫଇସଲା ନେବାର ଆପଣଙ୍କୁ କିଏ ଅଟକାଇପାରିବ ନାହିଁ, ହୋଟେଲ୍ ରେ ଅବୈଧ ବିବାହିତ କପଲ୍ ରହିବା ପାଇଁ କିଛି ଖାସ୍ ନିୟମକୁ ଧ୍ୟାନ ଦେବାକୁ ହେବ ।

ଏହି କଥାକୁ ରଖନ୍ତୁ ଧ୍ୟାନ- ସବୁଠାରୁ ପ୍ରଥମେ ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକା ହେବା ଦରକାର , ତେବେ ଆପଣ ହୋଟେଲ୍ ରେ ରୁମ୍ ନେଇପାରିବେ, ଏଠାରେ ଧ୍ୟାନ ଦେବାବାଲା କଥା ଏହା କି ଯେ ଅଲଗା ଅଲଗା ହୋଟେଲ୍ ରେ ଆୟୁସୀମା ବି ଅଲଗା ଅଲଗା ହୋଇଥାଏ , କହିଦେବୁ କି ହୋଟେଲ୍ ରେ ରୁମ୍ ନେବା ସମୟରେ ଆପଣଙ୍କ ପାଖରେ ବୈଧ ପରିଚୟପତ୍ର ମାନେ ଆଇଡି କାର୍ଡ ରହିବା ଜରୁରୀ, ଏହି କଥା ପୁଅ ଓ ଝିଅ ଦୁହେଁଙ୍କ ଉପରେ ଲାଗୁ ହୋଇଥାଏ ।

କପଲ୍ସ ନିଜ ହିଁ ସହରରେ କେଉଁ ବି ହୋଟେଲରେ ରୁମ୍ ନେଇପାରିବେ, କିନ୍ତୁ ଏହି କଥା ହୋଟେଲ୍ ପ୍ରବନ୍ଧକ, ମାଲିକ ଓ ସଂଚାଳକଙ୍କ ଉପରେ ନିର୍ଭର କରେ କି ସେ ରୁମ୍ ଦେବାକୁ ଚାହୁଁଛନ୍ତି କି ନାହିଁ, ଏବେ ଦେଶରେ ଏମିତି କିଛି ଆଇନ୍ କରାଯାଇନାହିଂ ଯିଏ ଅବିବାହିତ କପଲ୍ ଙ୍କୁ ହୋଟେଲ୍ ରେ ରୁମ୍ ଦେବାରେ ଅଟକାଇପାରିବ,

କହିଦେବୁ କି ଗୁଗୁଲ୍ ଟ୍ରେଣ୍ତସ୍ ଓ ଓୟୋ ରୁମ୍ ର ଡେଟା ମୁତାବିକ ଗତ ପାଞ୍ଚ ବର୍ଷରେ ଅନଲାଇନ୍ ହୋଟେଲ୍ ବୁକିଙ୍ଗ୍ ଡୀମାଣ୍ତ ଦଶ ଗୁଣା ବଢିଯାଇଛି, ଏହା ଛଡା ୬୦ପ୍ରତିଶତ ବିନା ବିବାହିତ ହୋଇଥିବା କପଲ୍ସ ନିଜ ହିଁ ସହରରେ ହୋଟେଲ୍ ରୁମ୍ ଖୋଜୁଛନ୍ତି, ଏବେ ସିଧା ଶବ୍ଦରେ କହିଲେ ଏହି ସୁଚନା ପଢିବାପରେ ଯେଉଁ କପଲ୍ ଙ୍କ ବିବାହ ହୋଇନାହିଁ, ଯିଏ ଏବେ ପ୍ରେମରେ ଅଛନ୍ତି ସେ ଏବେ କେଉଁ ବି ସମସ୍ୟା ହେବନାହିଁ ହୋଟେଲ୍ ରେ ରୁମ୍ ନେବାରେ ।

Leave a Reply

Your email address will not be published. Required fields are marked *