June 19, 2024

Odia Express

News For Public

M ନାମକ ଲୋକ ହୋଇଥାନ୍ତି ବହୁତ ମଜାଦାର୍ , ଜାଣନ୍ତୁ ଏହି ନାମକ ଲୋକଙ୍କ ବିଷୟରେ ଅନୋଖା କଥା

1 min read

ଯଦି ଆପଣଙ୍କର କିମ୍ବା ଆପଣଙ୍କ କେଉଁ ପାଖ ସଂମ୍ପର୍କୀୟଙ୍କ ନାଁ M ଅକ୍ଷରରୁ ଆରମ୍ଭ ହେଉଥାଏ ତେବେ ଆପଣଙ୍କୁ ଏହି ବିଷୟରେ ବହୁତ କିଛି ଜାଣିବାକୁ ପାଇବେ , ହଁ ଆଜ୍ଞା ଯେଉଁ ଲୋକଙ୍କର ନାଁ ଇଂରାଜୀ ଅକ୍ଷରର ଏହି ଆଲଫାବେଟ୍ ରୁ ଆରମ୍ଭ ହୋଇଥାଏ, ଆଜି ଆମେ ତାଙ୍କ ସ୍ୱଭାବକୁ ନେଇକରି ତାଙ୍କ ବ୍ୟକ୍ତିତ୍ୱ ସହ ଯୋଡି ହୋଇଥିବା କଥାକହିବୁ, ମାନେ ଏହି ଅକ୍ଷର ବାଲା ଲୋକ ଓ ତାଙ୍କ ଖାସିୟତ୍ କିପରି ହୋଇଥାଏ, ଏହା ଆମେ ଆପଣଙ୍କୁ କହିବୁ ସବୁଠାରୁ ପ୍ରଥମେ ଆପଣଙ୍କୁ ଏହା କହିଦେବୁ କି ଏହି ଅକ୍ଷରର ଚାରି ଅଙ୍କର ବରାବାର୍ ବୁଝାଯାଏ , ଓ ଅଙ୍କ ଚାରି ସାହାସ,ବୁଦ୍ଧି, ଓ ପରିଶ୍ରମର ପ୍ରତିନିଧିତ୍ୱ କରିଥାଏ, ତେବେ ଚାଲନ୍ତୁ ଏବେ ଆପଣଙ୍କୁ ଏହି ନାଁ ବାଲା ଲୋକଙ୍କ ବିଷୟରେ କିଛି ମଜାଦାର୍ କଥା କହିବୁ ।

ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବିଶ୍ୱାସୀ ହୋଇଥାନ୍ତି, ଏହା ସହ ଏହି ଲୋକ ପାରମ୍ପାରିକ ତରିକାରେ ରହିବା ଓ କଥାବାର୍ତ୍ତା କରିବା ପସନ୍ଦ କରନ୍ତି, ହଁ ଆଜ୍ଞା ଅସଲରେ ଏହି ଲୋକ ସଚ୍ଚାଇ ଓ ଇମାନଦାରୀ ରାସ୍ତାରେ ଚାଲିବା ବାଲା ହୋଇଥାନ୍ତି, ବୋଧେ ଏହି କାରଣରୁ ଏହି ଲୋକ ନିଜ ଜୀବନକୁ ନେଇକରି ସବୁବେଳେ ଫୋକସ୍ ରୁହନ୍ତି, ଓ ଏମାନଙ୍କୁ ଜଣାଥାଏ କି ଏମାନଙ୍କୁ ଭବିଷ୍ୟରେ କଣ କରିବାର ଅଛି, ଏହା ଛଡା ଏହି ଲୋକ ନୁଆ ନୁଆ ଜିନିଷ ଓ ଖୋଜ କରିବାରେ ଡରନ୍ତି ନାହିଁ, କହିଦେବୁ କି ଏହି ଲୋକ ଅନୁଶାସିତ ହୋଇଥାନ୍ତି, କିନ୍ତୁ ତାହା ସହ ନିଜ ଭବିଷ୍ୟକୁ ନେଇକରି ବି ବହୁତ ଚିନ୍ତା କରନ୍ତି ।

ଏବେ ଯଦି ଆମେ ଏମାନଙ୍କ ଲଭ୍ ଲାଇଫ୍ ବିଷୟରେ କଥା ହେବା ତେବେ ଏହି ପ୍ରକାରର ଲୋକ ଜଲଦି କାହାର ପ୍ରେମରେ ପଡନ୍ତି ନାହିଁ ଯଦି କାହାକୁ ଭଲ ପାଇବାକୁ ଲାଗିଲେ ତେବେ ତାଙ୍କ ସାମ୍ନାରେ ନିଜ ପ୍ରେମକୁ ପ୍ରକାଶ୍ କରିପାରନ୍ତି ନାହିଁ ମାନେ ଏମାନଙ୍କୁ ଅନ୍ୟଙ୍କ ସାମ୍ନାରେ ଖୋଲିକରି କଥାବାର୍ତ୍ତା କରିବାରେ ଅଧିକା ସମୟ ଲାଗେ, ଥରେ ଯାହାର ପ୍ରେମରେ ପଡିଯାଆନ୍ତି , ତାଙ୍କ ସହ ଜୀବନସାରା ନିଭାନ୍ତି ।

କହିଦେବୁ କି ଏହି ନାଁର ଲୋକେ ବହୁତ ଆତ୍ମବିଶ୍ୱାସୀ ହୋଇଥାନ୍ତି, ଓ ଏମାନଙ୍କ ଆତ୍ମବିଶ୍ୱାସ ହିଁ ଏମାନଙ୍କୁ ସଫଳ କରାଏ, ତେବେ ଏହି ଲୋକ ଯିଏ ଥରେ ଯାହା ନିଷ୍ପତ୍ତି ନେଇଯାଆନ୍ତି , ତାକୁ ପୁରା କରି ଦମ୍ ନିଅନ୍ତି, ଏଠାରେ ଧ୍ୟାନ ଦେବା ବାଲା କଥା ଏହା କି ଯେ ଏହି ନାଁର ଲୋକେ ଦୁନିଆଁ କିମ୍ବା ସମାଜରେ ପରିବର୍ତ୍ତନ ଆଣିବାରେ ଅପେକ୍ଷା କରନ୍ତି ନାହିଁ । ବରଂ ନିଜେ ହିଁ ଦୁନିଆଁକୁ ପରିବର୍ତ୍ତନ କରିବାରେ ବିଶ୍ୱାସ ରଖନ୍ତି ।

ସେମିତି ଯଦି ଆମେ ଏମାନଙ୍କ ବ୍ୟବହାର ବିଷୟରେ କଥା ହେବା ତେବେ ଏହି ଲୋକ ସବୁ ଜିନିଷରେ ବହୁତ ଗଂମ୍ଭୀରତାର ସହ ବିଚାର୍ କରନ୍ତି ,ଏହାର ମତଲବ ଏହା କି ଏହିପ୍ରକାରର ଲୋକ ସବୁ କାମକୁ ଯୋଜନାବଦ୍ଧ ଭାବେ କରିବା ପସନ୍ଦ କରନ୍ତି ଓ ବହୁତ ପ୍ରାକ୍ଟିକାଲ୍ ହୋଇଥାନ୍ତି, କିନ୍ତୁ ଏହା ସହ ଏହି ଲୋକ ଭାବୁକ ପ୍ରବୃତିର ହୋଇଥାନ୍ତି, ଏହି କାରଣରୁ ଯେବେ ଏହି ଲୋକ କାହା ସହ ନିଜ ରିଲେସନ୍ ଯୋଡିଦିଅନ୍ତି, ତେବେ ସେହି ସଂମ୍ପର୍କକୁ ବନାଇ ରଖିବାପାଇଁ ୧୦୦ ନୁହେଁ ଦୁଇଶହ ପ୍ରତିଶତ ଯୋଗଦାନ ଦିଅନ୍ତି ।

ଏମାନଙ୍କ ଗୋଟେ ଭଲ କଥା ଏହା କି ଏହି ଲୋକ କେଉଁ ବି କାମ କିମ୍ବା କେଉଁ ଫଇସଲା ବ୍ୟସ୍ତତାପୁର୍ଣ୍ଣ ହୋଇ ନିଅନ୍ତି ନାହିଁ, ଏମାନଙ୍କୁ ସବୁଠାରୁ ଖରାପ ଏହା ଲାଗେ କି ଯେବେ ସାମ୍ନା ବାଲା ନିଜ ସବୁ ହଦ୍ ପାର୍ କରିଦିଏ, ତେବେ ଏହା ନିଜ ଧୈର୍ଯ୍ୟ ହରାଇ ବସନ୍ତି, ମାନେ ଦରକାରରୁ ଅଧିକା ରାଗିଯାଆନ୍ତି, ଏମିତି ସ୍ଥିତିରେ ଏହି ଲୋକ ବିନା ଭାବିଚିନ୍ତି କିଛି ବି କରିବସନ୍ତି, ସେମିତି କିଛି ଏମିତି ହିଁ ହୋଇଥାନ୍ତି ଯାହାଙ୍କ ନାଁ M ଅ‍କ୍ଷରରୁ ଆରମ୍ଭ ହୋଇଥାଏ, ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହେଉଥାଏ , ତେବେ ଆମେ ଆଶା କରୁଛୁ କି ଆମେ ଯେଉଁ କଥା ଆପଣଙ୍କୁ ଜଣାଇଛୁ, ସେ ପୁରା ତ୍ ନୁହେଁ ବରଂ କିଛି ପରିମାଣରେ ସଠିକ୍ ହୋଇପାରିବ ।

Leave a Reply

Your email address will not be published. Required fields are marked *