December 8, 2023

Odia Express

News For Public

ସୂର୍ଯ୍ୟବଂଶମର ସେ ହିରୋଇନ୍ ଯାହାଙ୍କର ଜୀବନ ଯିବା ପୁର୍ବରୁ ହୋଇଯାଇଥିଲା ଭବିଷ୍ୟବାଣୀ, Helicopter କ୍ରାଶ୍ ହେବା ଦ୍ୱାରା ଚାଲିଯାଇଥିଲା ଜୀବନ

ବଲିଉଡ୍ ଇଣ୍ତଷ୍ଟ୍ରିର ଦିଗଜ୍ଜ୍ କଳାକାର ଅମିତାଭ ବଚ୍ଚନ ଏମିତି ଜଣେ ଅଭିନେତା ଅଟନ୍ତି ଯିଏକି ନିଜ ବଢିଆ ଅଭିନୟ ପାଇଁ ଦୁନିଆଁ ସାରା ନାଁ କମାଇଛନ୍ତି, ଅମିତାଭ ବଚ୍ଚନଙ୍କ ନିଜ ଫିଲ୍ମ କ୍ୟାରିୟରରେ ଗୋଟେ ରୁ ବଳି ଗୋଟେ ଭଲ ଫିଲ୍ମରେ କାମ କରିଛନ୍ତି , ଓ ଲୋକେ ତାଙ୍କ ଫିଲ୍ମକୁ ବହୁତ୍ ପସନ୍ଦ ବି କରିଛନ୍ତି , ସଦିର ମହାନାୟକ ଅମିତାଭ ବଚ୍ଚନଙ୍କ ୧୯୯୯ ରେ ରିଲିଜ୍ ହୋଇଥିବା ଫିଲ୍ମ ସୁର୍ଯ୍ୟବଂଶମ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା, ଓ ଆଜି ଯଦି ଏହି ଫିଲ୍ମ ଟିଭିରେ ଆସୁଛି ତେବେ ଲୋକେ ନିଜ୍ ପରିବାର ସହ ବସିକରି ଏହି ଫିଲ୍ମକୁ ଦେଖିବାକୁ ପସନ୍ଦ କରନ୍ତି ।

ସୂର୍ଯ୍ୟବଂଶମ ଫିଲ୍ମରେ ଅମିତାଭ ବଚ୍ଚନ ନିଜ ଅଭିନୟ ବଳରେ ସମସ୍ତଙ୍କ ହୃଦୟରେ ଜିତିଥିଲେ, ଏହା ଛଡା ସୁର୍ଯ୍ୟବଂଶମ ଫିଲ୍ମରେ ହୀରା ଠାକୁରଙ୍କ ସ୍ତ୍ରୀ ଅଭିନୟ ନିଭାଇଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ହସ ଲୋକଙ୍କ ହୃଦୟ ଜିତିପାରିଥିଲା, ଏହି ଫିଲ୍ମ ଟିଭିରେ ବହୁତଥର ଆସିସାରିଛି, ଓ ଏହି ଫିଲ୍ମର ଡାଇଲଗ୍ ସବୁ ଲୋକଙ୍କର ମୁହଁରେ ଅଛି ।

ଆପଣଙ୍କୁ କହିଦେବୁ କି ଅଭିନେତ୍ରୀ ସୌନ୍ଦର୍ଯ୍ୟା ଏହି ଫିଲ୍ମ ମାଧ୍ୟମରେ ହିନ୍ଦୀ ସିନେମାରେ ଏଣ୍ଟ୍ରି କରିଥିଲେ, ଏହାପରେ ସେ କେଉଁ ଅନ୍ୟ ବଲିଉଡ୍ ଫିଲ୍ମରେ ନଜର ଆସିନଥିଲେ , ସୌନ୍ଦର୍ଯ୍ୟା କେବଳ ୩୧ ବର୍ଷ ବୟସରେ ଏହି ଦୁନିଆଁକୁ ଛାଡିଚାଲିଯାଇଥିଲେ, ସୌନ୍ଦର୍ଯ୍ୟାଙ୍କ ଅସଲି ନାମ ସୌମ୍ୟା ସତ୍ୟନାରାୟଣ ଥିଲା, ସେ ନିଜ କ୍ୟାରିୟରର ଆରମ୍ଭରେ ବହୁତ ସୁପରଷ୍ଟାର୍ସଙ୍କ ସହ କାମ କରିଥିଲେ, ଓ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଦେଇଥିଲେ, ଆପଣଙ୍କୁ କହିଦେବୁ କି ୨୭ ଅପ୍ରେଲ୍ ୨୦୦୩ କୁ ସୌନ୍ଦର୍ଯ୍ୟା ସଫ୍ଟେୱେର୍ ଇଞ୍ଜିନିୟର ଜିଏସ୍ ରଘୁଙ୍କୁ ବିବାହ କରିଥିଲେ । ସୌନ୍ଦର୍ଯ୍ୟା ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ରହିସାରିଛନ୍ତି

ସେ ୧୯୯୨ ରେ କନ୍ନଡ ଫିଲ୍ମ ଗନ୍ଧର୍ବ ରୁ ବଡ ପରଦାରେ ପାଦ ଥାପିଥିଲେ, ସୌନ୍ଦର୍ଯ୍ୟାଙ୍କ କ୍ୟାରିୟର ୧୨ ବର୍ଷ ରହିଥିଲା, ଏହି ସମୟରେ ସେ ୧୦୦ ରୁ ଅଧିକା ଫିଲ୍ମରେ କାମ କରିଥିଲେ, ସୌନ୍ଦର୍ଯ୍ୟା ନିଜ ଛୋଟ କ୍ୟାରିୟରରେ ତାମିଲ୍,,ମାଲାୟଲମ୍, ତେଲୁଗୁ, କନ୍ନଡ ଓ ହିନ୍ଦୀ ଫିଲ୍ମରେ କାମ କରିଥିଲେ, ସୌନ୍ଦର୍ଯ୍ୟା ବଲିଉଡ୍ ଇଣ୍ତଷ୍ଟ୍ରିର ସଦିର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ପ୍ରଥମ ଫିଲ୍ମ କରିଥିଲେ, ତାହାପରେ ଆଉ କେବେ ବଲିଉଡ୍ ଫିଲ୍ମରେ ନଜର ଆସିନାହାନ୍ତି ।

ଆପଣଙ୍କୁ କହିଦେବୁ କି ସୌନ୍ଦର୍ଯ୍ୟା ନିଜ ଏମ୍ ବି ବିଏସ୍ ପାଠପଢା ଛାଡିକରି ଫିଲ୍ମରେ ଯିବାକୁ ନିର୍ଣ୍ଣୟ ନେଲେ , ଯେବେ ବର୍ଷ ୨୦୦୩ ରେ ସୌନ୍ଦର୍ଯ୍ୟା ଅଭିନୟ କ୍ୟାରିୟରର ଉଚ୍ଚତାରେ ଥିଲେ ତେବେ ସେ ଛୁଆ ବେଳରୁ ବନ୍ଧୁ ଓ ସଫ୍ଟୱେର୍ ଇଞ୍ଜିନିୟର ଜିଏସ୍ ରଘୁ ଙ୍କୁ ବିବାହ କରିଥିଲେ । ସୌନ୍ଦର୍ଯ୍ୟା ନିଜ ଫିଲ୍ମ ମାଧ୍ୟମରେ ଲକ୍ଷାଧିକ ଲୋକଙ୍କର ହୃଦୟକୁ ଛୁଇଁଥିଲେ, ଆପଣଙ୍କୁ କହିଦେବୁ କି ୨୦୦୪ ରେ ସୌନ୍ଦର୍ଯ୍ୟା ଭାରତୀୟ ଜନତା ପାର୍ଟିରେ ଜଏନ୍ କରିନେଇଥିଲେ, ଯେବେ ୧୭ ଅପ୍ରେଲ୍ ୨୦୦୪ କୁ ସୌନ୍ଦର୍ଯ୍ୟା ଭାଜପାର ଆଶାର୍ଥୀ ପାଇଁ ନିର୍ବାଚନ ପ୍ରଚାର କରିବାପାଇଁ କରିମନଗର ଯାଉଥିଲେ

ବାଙ୍ଗାଲୋର୍ ର ଜକ୍କୁର ଏୟାରଫିଲଡ୍ ରେ ଉଡାନ୍ ଭରୁଥିବା ବେଳେ ହେଲିକାପ୍ଟର ୧୦୦ ଫୁଟ୍ ଉପରକୁ ପହଞ୍ଚିଲା ତ ସେ କ୍ରାସ୍ ହୋଇଗଲା, ଏହି ଦୁର୍ଘଟଣାରେ ସୌନ୍ଦର୍ଯ୍ୟାଙ୍କ ଜୀବନ ଚାଲିଗଲା, ଏହା ସହ ଏହି ଦୁର୍ଘଟଣାରେ ତାଙ୍କ ଭାଇ ଓ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଗଲା । ଯେବେ ହେଲିକାପ୍ଟର କ୍ରାସ୍ ହୋଇ ତଳେ ପଡିଲା ତେବେ ସେଠାରେ ଜଣେ ବ୍ୟକ୍ତି କାମ କରୁଥିଲା, ଯେବେ ସେ ଯାତ୍ରୀଙ୍କୁ ବଞ୍ଚାଇବାକୁ ପହଞ୍ଚିଲା ତ ଏକ ଜୋର୍ ଦାର୍ ଧମାକା ହେଲା, ଓ ଚାରି ଆଡେ ନିଆଁ ହୋଇଯାଇଥିଲା, ଏମିତି କୁହାଯାଉଛି କି ଛୁଆବେଳରୁ ସୌନ୍ଦର୍ଯ୍ୟାଙ୍କୁ ଏକ ଜ୍ୟୋତିଷ୍ୟ ତାଙ୍କ ଆକସ୍ମିକ ମୃତ୍ୟୁର ଭବିଷ୍ୟ ବାଣି କରିଥିଲେ ।

ଯେବେ ସୌନ୍ଦର୍ଯ୍ୟା ସଦିର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସୁର୍ଯ୍ୟବଂଶମ ଫିଲ୍ମରେ କାମ କରିବାକୁ ସୁଯୋଗ ପାଇଲେ ତେବେ ଜ୍ୟୋତିଷ୍ୟ ତାଙ୍କୁ ସଫଳତା ପାଇଁ ଏହି ଫିଲ୍ମ ପାଇଁ ସୌନ୍ଦର୍ଯ୍ୟାଙ୍କୁ ଭଲ କହିଥିଲେ, କିନ୍ତୁ ତାହା ସହ ଏହା ବି କହିଥିଲେ କି ଫିଲ୍ମ ତାଙ୍କ ପାଇଁ ବଲିଉଡ୍ ର ଶେଷ ଫିଲ୍ମ ହେବ , ଓ ଜ୍ୟୋତିଷ୍ୟଙ୍କ ଭବିଷ୍ୟ ବାଣୀ ଅନୁସାରେ ଏହା ସତ ପ୍ରମାଣିତ ବି ହୋଇଥିଲା।

Leave a Reply

Your email address will not be published. Required fields are marked *