December 10, 2023

Odia Express

News For Public

Odia Jokes : ସ୍ୱାମୀ ତରକାରୀ ଆଜି ଲୁଣ ପଡିନି, ସ୍ତ୍ରୀ- ହଁ ସେ କଣ ହେଲା ନା ଆଜି ତରକାରୀ ଟିକିଏ ପୋଡିଯାଇଥିଲା ତ ସେଠି ପାଇଁ ମୁଁ ସେଥିରେ ଟିକେ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ବୋହୁ – ମା ଭିକାରୀ ଥିଲା ତାକୁ ଏଠୁ ତଡିଦେଲି, ଶାଶୁ ରାଗିକରି ଆରେ ପୋଡାମୁହିଁ ମୋତେ ବିନା ପଚାରି ଭିକାରୀକୁ ପଠେଇଦେଲୁ ତାକୁ ଜଲଦି ଆଉଥରେ ଡକା । ବୋହୁ ଯେମିତି ଭିକାରୀକୁ ଡକାଇଲା ସେ ଦୌଡିକରି ପୁଣି ଚାଲି ଆସିଲା ଶାଶୁ- ଶୁଣ ଭିକାରୀ ମୁଁ ଏଇ ଘରର ମାଲିକାଣୀ ଅଟେ, ଖବରଦାର୍ ଆଉଥରେ ଭିକ ମାଗିବାକୁ ଆସିଲା ପଳା ଏଠୁ ।

୨) ମାଲିକାଣୀ କୁ ଉଦାସ ବସିଥିବାର ଦେଖିକରି ଚାକରାଣୀ ପଚାରିଲା –କଣ ହେଲା ମା ଆପଣ ଏତେ ଉଦାସ ବସିଛନ୍ତି , ମାଲିକାଣୀ- କଣ କହିବି ତୋତେ, ତୋର ସାହେବ ଅଫିସରେ ଗୋଟେ ଝିଅକୁ ଭଲ ପାଉଛନ୍ତି, ଚାକରାଣୀ- ଏମିତି ହୋଇପାରିବ୍ ନାହିଁ, ଏଇ ସବୁ ତୁମେ ମୋତେ ଜଳାଇବାକୁ କହୁଛ, ସାହେବ କେବଳ ମୋତେ ହିଁ ଭଲ ପାଉଛନ୍ତି ।

୩) ସାନ୍ତା ପ୍ରମୋଶନ ପାଇଁ ନିଜ ମାଲିକ ପାଖରେ ଇଣ୍ଟରଭ୍ୟୁ ଦେବାକୁ ଗଲା, ମାଲିକ ସାନ୍ତାକୁ ପଚାରିଲେ ମାଲିକ- ତୁମର୍  କେତୋଟି ଭାଇ ଭଉଣୀ ଅଛନ୍ତି ? ସାନ୍ତା- ୪ ଟି ମାଲିକ- ତୁମର କେଉଁ ନମ୍ବର ଅଟେ ? ସାନ୍ତା- ଏୟାରଟେଲ୍ ର

୪) ସ୍ୱାମୀ ନିଜ ସ୍ତ୍ରୀକୁ ନେଇକରି ଫିଲ୍ମ ଦେଖାଇବାକୁ ନେଇକରି ଗଲା, ଫିଲ୍ମ ହଲରେ ସ୍ତ୍ରୀ ଲଗାତାର ସ୍ୱାମୀ ସହ କଥାବାର୍ତ୍ତା ହେଉଥିଲା, ରାଗିକରି ସେ ଇଣ୍ଟରଭାଲ୍ ରେ ସ୍ତ୍ରୀକୁ ପାନ କିଣିକରି ଦେଲା ଓ ତାକୁ ଦେଇଦେଲା, ସ୍ତ୍ରୀ କହିଲା- ଗୋଟେ ପାନ ତୁମେ ବି ନିଅ, ସ୍ୱାମୀ କହିଲା- ମୁଁ ତ ବିନା ପାନ ଖାଇ ବି ଚୁପ୍ ରହିପାରିବି ।

୫) ଗୋଟେ ପୁଅ( ନିଜ ସାଙ୍ଗକୁ) ସାଙ୍ଗ ତୋର ଏତେ ସାରା ଗାର୍ଲଫ୍ରେଣ୍ତ କିପରି ଅଛନ୍ତି ? ସାଙ୍ଗ- ମୁଁ ଗୋଟେ ହିଁ ଝିଅକୁ ପ୍ରେମ କରିଥିଲି ଓ ସେ ମୋର ହୃଦୟ ଭାଙ୍ଗିଦେଲା, ଏବେ ମୋର ହୃଦୟ ସବୁ ଭଙ୍ଗା ଅଂଶ ଅଲଗା ଅଲଗା ଝିଅଙ୍କୁ ଭଲ ପାଇଥାଏ ।

୬) ସ୍ତ୍ରୀ – ଶୁଣ ହୋ- ବାହୁବଳୀ ଭଲ ହେଇଛି ଦେଖିନିଅ, ସ୍ୱାମୀ- ହ୍ୱାଟ୍ସଆପ୍ ଚଲାଇକରି ବାହାରେ ଗ୍ୟାଲେରିକୁ ଚାଲିଗଲା, ସ୍ତ୍ରୀ- ଭିତରକୁ ଆସିଯାଅ, ମୁଁ ବାହୁବଳି କହିଛି, ବାଜୁବଳୀ ନୁହେଁ ।

୭) ଥରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା, ଯେବେ ଝଗଡା ଅଧିକା ହୋଇଗଲା ସ୍ୱାମୀ ନିଜ ରାଗକୁ କାବୁ କରି କହିଲା- ଏବେ ତୁମେ ଗୋଟେ ଶବ୍ଦ କହିବନି, ନହେଲେ ମୋର ଭିତରେ ଯେଉଁ ପଶୁ ବସିଛି ସେ ବାହାରିଆସିବ, ସ୍ତ୍ରୀ- ଉଠା ତାକୁ ତୁମର ଭିତରେ ପଶୁ କୁ ସେମିତି ମୁଷାକୁ କିଏ ବା ଡରିଥାଏ ?

୮) ସ୍ତ୍ରୀ- ହେଇଟି ଶୁଣୁଛ ! ଉପରେ ସେ ବ୍ୟାଗ୍ ବାହାର କରିଦେବ, ମୋର ହାତ କିଛି ଛୋଟ ହେଉଛି , ସ୍ୱାମୀ- ତେବେ ଜବାନ୍ ଙ୍କୁ ଟ୍ରାଇ କରିନେ, ସ୍ୱାମୀ-ଏବେ ଆଇସିୟୁରେ ଅଛି ।

୯) ମାଷ୍ଟରୀ ଜୀ ପରିକ୍ଷାରେ ଚାରୋଟି ପେଜର ଏକ ରଚନା ଲେଖିବାକୁ କହିଲେ- ବିଷୟ ଥିଲା-ଆଳସ୍ୟ କଣ ଅଟେ , ପପୁ ତିନୋଟି ପେଜ୍ କୁ ଖାଲି ଛାଡିଦେଲା ଓ ଚତୁର୍ଥ ପେଜ୍ ରେ ବଡ ବଡ ଅକ୍ଷରରେ ଲେଖିଲା ଏହା ହିଁ ଆଳସ୍ୟ ଅଟେ ।

୧୦) ସ୍ୱାମୀ- ଆଜି ତରକାରୀରେ ଲୁଣ କଣ ପାଇଁ ପକାଇନ ? ସ୍ତ୍ରୀ- ସେ କଣ କି ଆଜି ତରକାରୀ ଟିକିଏ ଜଳିଯାଇଥିଲା, ସ୍ୱାମୀ- ତେବେ ତୁ ତରକାରୀରେ ଲୂଣ କଣାପାଇଁ ପକାଇଲୁ ନାହିଁ ? ସ୍ତ୍ରୀ- ମୁଁ ସଂସ୍କାରୀ ପରିବାରର ଝିଅ ଓ ଆମର ଏଠାରେ ଜଳିଯାଇଥିବା ଜିନିଷ ଉପରେ ଲୁଣ ପକାନ୍ତି ନାହିଁ ।

Leave a Reply

Your email address will not be published. Required fields are marked *