May 28, 2024

Odia Express

News For Public

ଟିଭି ଧାରାବାହିକରେ ଏହି ଅଭିନେତା ମାନେ ନିଭାଇଥିଲେ ପ୍ରଭୁ Hanuman ଭୁମିକା, ଏହି ବାପା ପୁଅ ଦୁଇଜଣ ହନୁମାନ ଙ୍କ ଭୂମିକା ନିଭେଇଥିଲେ..

1 min read

ଲକ୍ ଡାଉନ୍ କୁ ନେଇ ସବୁଆଡେ ବନ୍ଦର ମାହୋଲ୍ ଅଛି, ଏମିତିରେ ଟେଲିଭିଜନରେ ପୁରୁଣା ସିରିଆଲ୍ କୁ ପ୍ରସାରଣ କରାଯାଉଛି, ଆଜି ଏହି ସଂସ୍କରଣରେ ଆମେ ସେହି ସବୁ ତାରକା ଯିଏକି ଛୋଟପର୍ଦାରେ ହନୁମାନଙ୍କ ଭୁମିକା ନିଭାଇକରି ଦର୍ଶକଙ୍କ ହୃଦୟରେ ସବୁବେଳେ ନିଜ ଖାସ୍ ମୁକାମ୍ ହାସିଲ୍ କରିଥିଲେ, ଯିଏ ଘରେ ଘରେ ଶ୍ରୀ ହନୁମାନଙ୍କ ଛବି ମାନିକରି ପୁଜା କରିବାକୁ ଲାଗିଥିଲେ ଆସନ୍ତୁ ଜାଣିବା ସେହି ଅଭିନେତାଙ୍କ ବିଷୟରେ ।

୧) ଦାରା ସିଂ- ୧୯୮୬ ରେ ନ୍ୟାଶାନାଲ୍ ଚ୍ୟାନେଲ୍ ରେ ପ୍ରସାରିତ ହୋଇଥିବା ରାମାୟଣର ପ୍ରଥମ ଏମିତି ସିରିଆଲ୍ ଥିଲା ଯେଉଁଠି ରାମାୟଣର କାହାଣୀ ଟିଭିରେ ଦେଖାଯାଇଥିଲା, ଓ ପ୍ରଥମଥର ହନୁମାନଙ୍କ ଭୁମିକାରେ ଦେଖାଯାଇଥିଲେ ଦାରା ସିଂ ନିଜ ଭାରି ଶରିର ଓ ଆବାଜ୍ ରୁ ଦାରା ସିଂ ହନୁମାନଙ୍କ ଭୁମିକାରେ ଜୀବନ୍ତ କରିଦେଲେ, ରାମାୟଣରେ ସବୁଠାରୁ ବଡ ରୋଲ୍ ଭଗବାନ ହନୁମାନଙ୍କ ରୋଲ୍ ଦାରା ସିଂ ନିଭାଇଥିଲେ , କମ୍ ଲୋକ ଜାଣିଥିବେ କି ସେହି ଜମାନାରେ ଦାରା ସିଂ ରାମାୟଣ ପାଇଁ ମୋଟା ରକମ୍ ନେଇଥିଲେ, ରାମାନନ୍ଦ ସାଗର ରାମାୟଣ ପାଇଁ ଦାରା ସିଂଙ୍କୁ ସବୁଠାରୁ ସଠିକ୍ ପାତ୍ର ଭାବେ ଜାଣିଲେ , ସେ ନିଜ ଭୁମିକାକୁ ବହୁତ ଭଲରେ ନିଭାଇଥିଲେ, ଦାରା ସିଂଙ୍କ ଦକ୍ଷତା ଓ ଲମ୍ବା ଚଉଡା ପର୍ସନାଲିଟି ଆଗରେ ବଡ ବଡ ଷ୍ଟାର୍ ବି ଫେଲ୍ ହୋଇଯାଇଥିଲେ ।

୨) ବିନ୍ଦୁ ଦାରା ସିଂ- ନିଜ ବାପା ଦାରା ସିଂଙ୍କ ପରି ବିନ୍ଦୁ ଦାରା ସିଂ ଟିଭିରେ ଜୟବୀର୍ ହନୁମାନ ଶୋରେ ହନୁମାନ ହୋଇକରି ଅଭିନୟ କରିଥିଲେ, ସେ ନିଜ୍ ବାପାଙ୍କ ଭଳି ଅଭିନୟ କରି ଦର୍ଶକଙ୍କ ବହୁତ ପ୍ରଶଂସା ପାଇଥିଲେ ।

୩) ନିର୍ଭୟ ବାଧବା – ସୋନୀ ଏଣ୍ଟରଟେନମେଣ୍ଟ୍ ଟେଲିଭିଜନରେ ବହୁତ ବର୍ଷରୁ ଥିବା ସିରିଆଲ୍ ସଙ୍କଟମୋଚନ ମହାବଳି ହନୁମାନ ସେମିତି ଚାଲିଯାଇଛି, କିନ୍ତୁ ଆଜି ବି ଏହି ସିରିଆଲ୍ ଦର୍ଶକଙ୍କ ହୃଦୟରେ ଖାସ୍ ଜାଗା ବନାଇପାରିଛି, ହନୁମାନ ଭକ୍ତଙ୍କ ମଧ୍ୟରେ ସିରିଆଲ୍ ଏମିତି କ୍ରେଜ୍ ହେଲା କି ଆଜି ବି ଲୋକେ ସଙ୍କଟ ମୋଚନ ମହାବଳି ହନୁମାନ ପୋଷ୍ଟ ନିଜ ଘର ଆଗରେ ଲଗାଇକରି ପୁଜାକରନ୍ତି, ସିରିଆଲ୍ ରେ ହନୁମାନଙ୍କ ଭୁମିକା ନିଭାଇଥିବା ଅଭିନେତା ଥିଲେ ନିର୍ଭୟ ବାଧବା । ନିର୍ଭୟ ନିଜ ଫିଟ୍ ବଡିକୁ ଦେଖିକରି ଦର୍ଶକ ତାଙ୍କ ତୁଳନା ଭଗବାନ ହନୁମାନଙ୍କସହ କରିବାକୁ ଲାଗିଲେ ସେମିତି ନିର୍ଭୟ ବି ଏହି ଅଭିନୟକୁ ଜୀବନତ କରିବାପାଇଂ ନିଜ ବଡି ଉପରେ ବହୁତ ପରିଶ୍ରମ କଲେ, ନିର୍ଭୟ କହନ୍ତି କି ବହୁତ ମଉକାରେ ଲୋକେ ତାଙ୍କ ପାଦ ଛୁଇଁଦେଇଥିଲେ, ଏହା ବହୁତ୍ ଅଜବ ଫିଲିଙ୍ଗ୍ସ ଥିଲା, କାରଣ ଜେଜେବାପା ଜେଜେମା ବୟସର ଲୋକେ ଯେବେ ନଇଁକରି ଆପଣଙ୍କ ପାଦ ଛୁଇଁବେ ତେବେ କଣ କହିବେ କିଛି ବୁଝାପଡେନି ।

୪) ଦାନିଶ୍ ଅଖତର୍ ସୈଫି- ପହଲବାନୀର ଅଖାଡାରେ ଦାନିଶ୍ ଅଖତର୍ ସୈଫି ବହୁତ ଦଙ୍ଗଲ୍ ଲଢିଥିଲେ, କିନ୍ତୁ ଦାନିଶ୍ ଙ୍କୁ ଘରେ ଘରେ ହନୁମାନଙ୍କ ପରିଚୟ ମିଳିଲା, ଷ୍ଟାର୍ ପ୍ଲସ୍ ର ଅନ୍ ଏୟାର୍ ସିରିଆଲ୍ ସିୟା କେ ରାମ୍ ରେ ଦାନିଶ୍ କେଶରୀ ନନ୍ଦନ ହନୁମାନଙ୍କ ରୋଲ୍ ପ୍ଲେ କରିଥିଲେ, ସିରିଆଲ୍ ରେ ଦାନିଶ୍ ଙ୍କ ଉପସ୍ଥିତି ଅଡିଆନ୍ସଙ୍କ ମନ ଜିଣିପାରିଥିଲା ।ଆପଣଙ୍କୁ କହିଦେବୁ କି ମୁମ୍ବାଇ ଓ ନିଜ ପରିବାରରୁ ଦୁରେଇ ହାଇଦ୍ରାବାଦରେ ସିୟା କେ ରାମ୍ ସୁଟିଙ୍ଗ୍ କରୁଥିବା ଦାନିଶ୍ ନିଜ ଟିମ୍ ର ସବୁଠାରୁ କମ୍ ବୟସର କଳାକାର ଥିଲେ, ସିରିଆଲ୍ ସୁଟିଙ୍ଗ୍ ସମୟରେ ଦାନିଶ୍ ଙ୍କୁ ନା କେବଳ ଫ୍ୟାନ୍ସଙ୍କ ବରଂ ସେଟ୍ ରେ ସବୁ ଅଭିନେତାଙ୍କ ଭରପୁର୍ ଭଲ ପାଇବା ମିଳିଲା, ଶୋରେ ସୀତାଙ୍କ ଅଭିନୟ କରୁହ୍ତିବା ଅଭିନେତ୍ରୀ ମଦିରାକ୍ଷୀ ଦାନିଶ୍ ଙ୍କୁ ନିଜ ପରିବାରର ସଦସ୍ୟ ମାନନ୍ତି ।

୫) ଜୁବେର୍ ଅଲ୍ଲୀ- ରାଧାକୃଷ୍ଣ ପରି ସୁପରହିଟ୍ ସିରିଆଲ୍ ବନାଇସାରିଥିବା ସ୍ୱସ୍ତିକ୍ ପ୍ରଡକ୍ସନ୍ ୨୦୧୯ ରୁ ନେଇକରି ଆସିଳା ସିରିଆଲ୍ ରାମ୍ ସିୟା ର ଲବ୍ କୁସ୍ କଲର୍ସ ଟିଭିରେ ଦେଖାଯାଇଥିବା ଏହି ସିରିଆଲ୍ ଲାର୍ଜର୍ ସ୍କେଲ୍ ରେ ସୁଟ୍ କରାଯାଇଥିଲା, ଶୋରେ ହନୁମାନ ରୋଲ୍ ରେ ଦେଖାଯାଇଥିଲେ ଜୁବେର୍ ଅଲ୍ଲୀ , ଗୁଜୁରାଟରେ ଶୋ ର ସୁଟିଙ୍ଗ୍ କରୁଥିବା ଜୁବେର୍ ଙ୍କୁ ଦେଖାକରିବା ତାଙ୍କ ଫ୍ୟାନ୍ସ ନା କେବଳ ମୁମ୍ବାଇରେ ବରଂ ଦେଶର ଅଲଗା ଅଲଗା ରାଜ୍ୟରୁ ଆସନ୍ତି, ରାମ ସିୟା କେ ଲବ୍ କୁସ୍ ପୁର୍ବରୁ ସେ କେଉଁ ବି ସିରିଆଲ୍ ରେ ଲବ୍ କୁଶଙ୍କ ସହ ଅଧିକା ଦେଖାଯାଇନଥିଲା, କିନ୍ତୁ ରାମ ସିଆ କେ ଲବ୍ କୁସ୍ ରେ ହନୁମାନ ହୋଇଥିବା ଜୁବେର୍ ଅଲ୍ଲୀଙ୍କୁ ଲବ୍ କୁଶ୍ ଙ୍କ ସହ ଦେଖିବା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଲା ।

୬) ବିକ୍ରମ ଶର୍ମା- ଟିଭି ଅଭିନେତା ବିକ୍ରମ ଶର୍ମା ୨୦୦୮ ରେ ଏନ୍ ଡି ଟିଭି ଇମାଜିନ୍ ରେ ଆସୁଥିବା ରାମାୟଣରେ ହନୁମାନଙ୍କ ରୋଲ୍ ନିଭାଇଥିଲେ, ଏହି ରୋଲ୍ ପାଇଁ ତାଙ୍କୁ ବହୁତ ଆୱାର୍ଡ ମିଳିଥିଲା, ଏବେ ସେ ସଙ୍କଟମୋଚନ ମହାବଲୀ ହନୁମାନରେ ସୁଗ୍ରୀବଙ୍କ ରୋଲ୍ ନିଭାଉଛନ୍ତି ।

୭) ଇଶାନ୍ତ ଭାନୁଶାଳୀ- ଟିଭିରେ ହନୁମାନଙ୍କ ଭୁମିକା ନିଭାଇଥିବା ଅଭିନେତା ଇଶାନ୍ତ ଭାନୁଶାଳୀ ସଙ୍କଟ ମୋଚନ ମହାବଳି ହନୁମାନ ର ଭୁମିକାରେ ଦେଖିବାପରେ ଲୋକପ୍ରିୟତା ପାଇଥିଲେ, ନିଜ ନଟଖଟ ଅନ୍ଦାଜରେ ଯେଉଁପରି ଶିଶୁ କଳାକାର ଇଶାନ୍ତ ଭାନୁଶାଳୀ ହନୁମାନଙ୍କ ରୋଲ୍ ପ୍ଲେ କଲେ ତାହା ସମସ୍ତଙ୍କ ଦ୍ୱାରା ପ୍ରଶଂସା କରାଯାଇଛି, ଏହି ସମୟରେ ସେ ଟିଭି ସିରିଆଲ୍ ପେଶାବା ବାଜିରାଓ ରେ ଏକ ଗୁରୁତ୍ୱପୁର୍ଣ୍ଣ ରୋଲ୍ ନିଭାଉଛନ୍ତି ।

Leave a Reply

Your email address will not be published. Required fields are marked *