May 20, 2024

Odia Express

News For Public

ଟିଭିର ଏହି ରିଆଲିଟି ଶୋରୁ ରାତାରାତି ବଦଳାଇଦିଆଯାଇଥିଲା ଜର୍ଜ, କାହାର Swami ଙ୍କୁ କଲେ ଲଜ୍ଜିତ, ଆଉ କିଏ ମି ଟୁ କାରଣରୁ ହେଲା ବାହାର୍

1 min read

ଟିଭିର ନର୍ମାଲ୍ ଶୋରୁ ଅଧିକା ରିୟାଲିଟି ଶୋ ର କ୍ରେଜ୍ ଭାରତୀୟ ଜନତାଙ୍କ ମଧ୍ୟରେ ଅଧିକା ଦେଖିବାକୁ ମିଳେ, ଆସିବା ଦିନରୁ କିଛି ନା କିଛି ରିୟାଲିଟି ଶୋ ରିଲିଜ୍ କରାଯାଏ , ଯାହା ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରେ , ସେମିତି ଏହି ଶୋର ଏହି ଖାସିୟତ୍ ଏହା ହୋଇଥାଏ କି ଏମାନଙ୍କୁ ଜର୍ଜ କରିବା ପାଇଁ ଭଲ ଅଭିନେତା/ଅଭିନେତ୍ରୀ କିମ୍ବା ଗାୟକ ବଛାଯାଏ , ସବୁ ମିଶାଇ କେଉଁ ବି ରିୟାଲିଟି ଶୋରେ ଭଅଲ୍ ଜର୍ଜର ବିନା ଅଧୁରା ଲାଗିଥାଏ । ସେମିତି ଏହି ଜର୍ଜ ନିଜ ୟୁନିକ୍ ଷ୍ଟାଇଲ୍ ରେ ଶୋର ଟିଆର୍ ପି ବି ବୃଦ୍ଧି କରନ୍ତି, କିନ୍ତୁ ବହୁତ ଶୋ ଏମିତି ଅଛନ୍ତି ଯିଏକି ରାତାରାତି ଜର୍ଜ ବଦଳାଯାଇଥିଲା, ଏହାପଛରେ କାରଣ କଣ ଥିଲା ଏହା ବହୁତ କମ୍ ଲୋକ ଜାଣିପାରିଛନ୍ତି, ତେବେ ଆଜି ଏହି ପୋଷ୍ଟରେ ଆମେ କିଛି ଏମିତି ଶୋ ବିଷୟରେ ଓ ଜର୍ଜଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯିଏ ସିଜିନ୍ ମଝିରେ ରିପ୍ଲେସ୍ କରିଦିଆଯାଇଥିଲା ।

୧) ଏହି ଦିନ ସୋସିଆଲ୍ ମିଡିଆରେ କିମ୍ବା ଖବର କାଗଜର ପୃଷ୍ଠାରେ ସବୁ ଜାଗାରେ ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜକୁନ୍ଦ୍ରାଙ୍କ ନାଁ ଆସେ, କହିଦେବୁ କି ଏବେ କିଛି ଦିନ ହେବ ମୁମ୍ବାଇ ପୋଲିସ୍ ରାଜକୁନ୍ଦ୍ରାଙ୍କୁ ଅଶ୍ଳିଳ ଭିଡିଓ ବନାଇବା ଓ ଅପଲୋଡ୍ କରିବା କାରଣରୁ ଗିରଫ କରିଦେଇଥିଲେ , ଏହାପରେ ଲୋକ ନାନା ପ୍ରକାର ପ୍ରଶ୍ନ ଶିଳ୍ପା ସେଟ୍ଟିଙ୍କ ଉପରେ ଉଠାଉଥିବାର ନଜର ଆସୁଥିଲେ , କହିଦେବୁ କି ଶିଳ୍ପା ସେଟ୍ଟି ଏହି ଦିନ ସୁପର ଡ୍ୟାନ୍ସର୍ ଫୋର୍ ସୁଟିଙ୍ଗ୍ କରୁଥିଲେ, ସେ ଏହି ଶୋରେ ଜର୍ଜ ହିସାବରେ ନଜର୍ ଆସିଥିଲେ, କିନ୍ତୁ ଏବେ ଖବରରୁ ଜଣାଯାଏ ଯେ ତାଙ୍କୁ ଏହି ଶୋରୁ ରିପ୍ଲେସ୍ କରିଦିଆଯାଇଛି, ଓ ତାଙ୍କ ଜାଗାରେ କରିସ୍ମା କାପୁରଙ୍କୁ ନିଆଯାଇଛି, ଏକ ରିପୋର୍ଟରୁ ଜଣାଯାଏ ଯେ ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀଙ୍କ ହରକତ୍ କାରଣରୁ ତାଙ୍କୁ ଲଜ୍ଜିତ ହେବାକୁ ପଡିଲା, ଏଥିପାଇଁ ସେ ଶୋରୁ ବାହାର ଚାଲିଗଲେ ।

୨) ନେହା କାକର୍- ନେହା କାକରଙ୍କ ଆଜି ବି ଟପ୍ ସିଙ୍ଗରଙ୍କ ଲିଷ୍ଟରେ ଅଛି, ଇଣ୍ତିଆନ୍ ଆଇଡଲ୍ ୧୨ ର ଅଧାରୁ ଅଧିକା ସିଜିନ୍ ରେ ଜର୍ଜର ସିଟ୍ ରେ ବସିଥିବାର ସେ ନଜର୍ ଆସନ୍ତି, କିନ୍ତୁ ଯେବେ କୋରନା ଭାଇରସ୍ ଦ୍ୱିତୀୟ ଲହରି ଆସିଲା ତେବେ ଇଣ୍ତିଆନ୍ ଆଇଡଲ୍ ସୁଟିଙ୍ଗ୍ ବନ୍ଦ ହୋଇଯାଇଥିଲା, କୁହାଯାଏ କି ଏଥିପାଇଁ ନେହା କକର୍ ସଫା ମନାକରିଦେଲେ, ଏହାପରେ ଶୋରେ ତାଙ୍କ ଜାଗାରେ ତାଙ୍କ ଭଉଣୀ ସୋନୁ କାକରଙ୍କୁ ଜର୍ଜ ବନାଯାଇଛି ।

୩) ଅମିତାଭ ବଚ୍ଚନ- ଅମିତାଭ ଗତ ବହୁତ ବର୍ଷରୁ ଲଗାତାର କୌନ୍ ବନେଗା କରୋଡପତି ଶୋର ହୋଷ୍ଟ ଭାବେ ନଜର ଆସିଛନ୍ତି, ଦେଖିବାକୁ ଗଲେ ଏହି ଶୋ ତାଙ୍କ ହୋଷ୍ଟିଙ୍ଗ୍ ବିନା ବିଲକୁଲ୍ ଅଧୁରା ଲାଗେ, ଖବରରୁ ଜଣାଯାଏ କି ଏହି ଶୋର ତୃତୀୟ ସିଜିନ୍ କେଉଁ ବିବାଦର୍ କାରଣରୁ ଅମିତାଭ ବଚ୍ଚନଙ୍କ ଜାଗାରେ ସାହାରୁଖ୍ ଖାନ୍ ଙ୍କୁ ରିପ୍ଲେସ୍ କରାଯାଇଥିଲା, କିନ୍ତୁ ଏହି ସିଜିନ୍ ଫ୍ଲପ୍ ପ୍ରମାଣିତ ହେଲା, ଯାହାପରେ ଶୋ ରେ ପୁଣି ବିଗ୍ ବି ଙ୍କୁ ଏଣ୍ଟ୍ରି କରାଗଲା ।

୪) ମଲାଇକା ଅରୋଡା- ମଲାଇକା ଅରୋଡା ନିଜ ଫ୍ୟାସନ୍ ଓ ୟୁନିକ୍ ଅନ୍ଦାଜ ପାଇଁ ଜଣାଯାଆନ୍ତି, ସେ ବହୁତଥର ସୋସିଆଲ୍ ମିଡିଆରେ ନିଜ ଫିଟନେସ୍ ଓ ଡ୍ୟାନ୍ସକୁ ନେଇକରି ଚର୍ଚ୍ଚାରେ ରୁହନ୍ତି, ସେ ଇଣ୍ତିଆଜ୍ ବେଷ୍ଟ ଡ୍ରାମେବାଜ୍ ରେ ଜର୍ଜ ରୁପରେ ଦେଖାଯାଇଛନ୍ତି, ରିପୋର୍ଟ୍ ଅନୁସାରେ କେଉଁ ବ୍ୟକ୍ତିଗତ କାରଣରୁ ସେ ଶୋରେ କାମ କରିବାକୁ ମନା କରିଦେଲେ, ଏହାପରେ ତାଙ୍କ ଜାଗାର୍ ଶୋରେ ନୋରା ଫତେହି ତାଙ୍କ ଜାଗା ସଂମ୍ଭାଳିଥିବାର ନଜର ଆସିଛନ୍ତି ।

୫) ଅନୁ ମଲ୍ଲିକ୍- ଅନୁ ମଲ୍ଲିକ ଙ୍କ ନାଁ ଭାରତର ମ୍ୟୁଜିକ୍ ଦୁନିଆଁରେ ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ୍ କମ୍ପୋଜର୍ ଭାବେ ଖ୍ୟାତି ଅଛି, ଅନୁ ମଲିକ୍ ଗତ ବହୁତ ବର୍ଷରୁ ଇଣ୍ତିଆନ୍ ଆଇଡଲ୍ ରେ ଜର୍ଜ ଭାବେ ଥିଲେ, କିନ୍ତୁ ଯେବେ ୨୦୧୯ ରେ ତାଙ୍କ ନାଁ ମି ଟୁ ମାମଲାରେ ଯୋଡା ଗଲା ତେବେ ତାଙ୍କ ଜର୍ଜ ସ୍ଥାନ ଛାଡିବାକୁ ପଡିଲା, ସେଥିରେ ସୋନା ମହାପାତ୍ର ହାରାସମେଣ୍ଟ ଆରୋପ ଲଗାଇଥିଲେ, ଏହାପରେ ଶୋରେ ତାଙ୍କୁ ରିପ୍ଲେସ୍ କରି ଜାଭେଦ୍ ଅଲ୍ଲୀଙ୍କୁ ଜର୍ଜ ରେ ସ୍ଥାନ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *