December 10, 2023

Odia Express

News For Public

କ୍ରାଇମ୍ ପେଟ୍ରୋଲ୍ ରେ ନଜର ଆସୁଥିବା ଏହି Actress ଙ୍କ ଗୋଟେ Episode ର ଫିସ୍ ଜାଣିଲେ ଆପଣ ବି ହୋଇଯିବେ ଚକିତ

ଏହି ଦିନ ଟିଭିରେ କିଛି ନୁଆ ଶୋ ଆସୁଛି, ଯାହା ଲୋକେ ବାରମ୍ବାର ଦେଖିଲେ ବି ବୋର୍ ହୁଅନ୍ତି ନାହିଁ, ଏମିତି ଏକ ଧାରାବାହିକ ସୋନୀ ଟିଭିରେ ଆସେ ଯାହା ସବୁ ବୟସର ଲୋକ ଦେଖିବାକୁ ପସନ୍ଦ କରନ୍ତି, ହଁ ଆଜ୍ଞା ଆମେ କଥା ହେଉଛୁ କ୍ରାଇମ୍ ପେଟ୍ରୋଲ୍ ବିଷୟରେ, କ୍ରାଇମ୍ ପେଟ୍ରୋଲ୍ ସବୁ ଘରେ ବହୁ ପରିମାଣରେ ଦେଖାଯାଏ , ଯାହାର କାରଣରୁ ଏହାର କଳାକାର ସବୁଦିନ ଅଧିକା ଲୋକପ୍ରିୟ ହେଉଛନ୍ତି, କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ବହୁତଥର ଏହି ଶୋରେ ନଜର ଆସିଛନ୍ତି, ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ଏହି କାରଣରୁ ଲୋକେ ବହୁତଥର କ୍ରାଇମ୍ ପେଟ୍ରୋଲ୍ ସହ ଯୋଡି ହୋଇରୁହନ୍ତି ।

ବଲିଉଡ୍ ରେ ବହୁତ କଳାକାର ଅଛନ୍ତି ଯିଏ କି ଅଧିକା ଲୋକପ୍ରିୟ ହୋଇଛନ୍ତି, ତଥା ସେହି ଲୋକଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ଅଧିକା ହୋଇଥାଏ, ତାହାସହ ଟିଭି ଜଗତର କଳାକାର ବି କମ୍ ନୁହନ୍ତି, ଏମାନଙ୍କର ବି ବହୁତ ଫ୍ୟାନ୍ ରହିଛନ୍ତି , ଓ ସେମାନେ ଟିଭି ଜଗତରେ ଅଧିକା ଲୋକପ୍ରିୟତା ପାଇଛନ୍ତି । କହିଦେବୁ କି ବହୁତ ବଲିଉଡ୍ ଷ୍ଟାରଙ୍କ ବର୍ଷକରେ ଗୋଟିଏ କିମ୍ବା ଦୁଇଟି ଫିଲ୍ମ ଆସିଥାଏ, ଯେବେ କି ଏହି ଟିଭି କଳାକାର ତଥା ଅଭିନେତ୍ରୀମାନେ ସବୁଦିନ ଆମେ ଦେଖିଥାଉ, ଏହି କାରଣରୁ ଏମାନେ ଅଧିକା ଲୋକପ୍ରିୟ ହୋଇଥାନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ସୁନ୍ଦରୀ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଅଭିନୟ ଓ ସୁନ୍ଦରତା ଦୁହେଁଙ୍କର ଲୋକେ ଦିୱାନା ହୋଇଛନ୍ତି ।

କହିଦେବୁ କି ଏହି ଅଭିନେତ୍ରୀ ଟିଭିର ପପୁଲାର୍ ଶୋ କ୍ରାଇମ୍ ପେଟ୍ରୋଲ୍ ରେ ବହୁତଥର ଦେଖାଯାଇଛି, ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ନାଁ ହେଲା ଗୀତାଞ୍ଜଳୀ ମିଶ୍ରା, ଯିଏକି ମୁମ୍ବାଇରେ ରହୁଛନ୍ତି, ଗୀତାଞ୍ଜଳୀ ୨୮ ବର୍ଷର ଅଟନ୍ତି, ଓ ଛୁଆବେଳରୁ ଅଭିନୟ କରିବାର ସଉକ ଅଛି ।  ସେ କ୍ରାଇମ୍ ପେଟ୍ରୋଲ୍ ଓ ସାବଧାନ୍ ଇଣ୍ତିଆରେ କାମ କରିଛନ୍ତି, ଖବର ମୁତାବିକ ଗୀତାଞ୍ଜଳୀ ଏକ ଏପିସୋଡ୍ ପାଇଁ ୪୦ ହଜାର ଟଙ୍କା ନିଅନ୍ତି, ଏହାର ମତଲବ ସବୁ ମାସରେ ୧୨ ଲକ୍ଷ ଟଙ୍କା କମାଇନିଅନ୍ତି ।

ବହୁତଥର ଆପଣ ତାଙ୍କୁ ନେଗେଟିଭ୍ ଭୁମିକାରେ ଦେଖିଥିବେ, କିନ୍ତୁ ତାଙ୍କର ନେଗେଟିଭ୍ ଭୁମିକା ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ, ଯାହାର କାରଣରୁ ତାଙ୍କୁ ବହୁତ୍ ପସନ୍ଦ କରାଯାଏ , ସିରିଆଲ୍ ର ନିର୍ମାତା ତାଙ୍କୁ ଏହି ନେଗେଟିଭ୍ ରୋଲ୍ ପାଇଁ ହିଁ ବାଛିଛନ୍ତି ।

Leave a Reply

Your email address will not be published. Required fields are marked *