May 22, 2024

Odia Express

News For Public

IAS Interviews ପ୍ରଶ୍ନ : ସେ କେଉଁ ପଶୁ ଅଟେ ଯିଏ ଭୋକ ଲାଗିଲେ ନିଜ ଶରୀରକୁ ବି ଖାଇପାରେ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) କ୍ଷେତ୍ରଫଳର ସଂନ୍ଧର୍ଭରେ ଭାରତର ସବୁଠାରୁ ବଡ ଚାରି ରାଜ୍ୟ ଅବରୋହି କ୍ରମ କଣ ଅଟେ ? ଉତ୍ତର- ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ

୨) ଉଲାନ ଉଦେ ନାମକ ବିଖ୍ୟାତ ଜଙ୍କସନ କେଉଁ ବଡ ରେଳମାର୍ଗରେ ଅଛି ? ଉତ୍ତର- ଟ୍ରାନ୍ସ ସାଇବେରିଆନ୍ ରେଳମାର୍ଗ

୩) ଭାରତରେ ସବୁଠାରୁ ଅଧିକା ଉପଯାଉ ମୃଦା କେଉଁଟା ଅଟେ ? ଉତ୍ତର- ଜଲୋଢ(ଅଲ୍ୟୁବିୟଲ)

୪) ଗ୍ଲୋବରେ କର୍କ ରେଖା ଭାରତର କେଉଁ କେଉଁ ରାଜ୍ୟରେ ହୋଇକରି ଯାଇଥାଏ ? ଉତ୍ତର- ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ଝାରଖଣ୍ତ, ପଶ୍ଚିମ ବଙ୍ଗାଳ, ତ୍ରିପୁରା, ଓ ମିଜୋରାମ୍ ଆଠଟି ରାଜ୍ୟ ହୋଇକରି ।

୫) ଭାରତର କେଉଂ ରାଜ୍ୟର ସୀମାରେ ମିଆଁମାର୍ ସୀମା ମିଶିଥାଏ ? ଉତ୍ତର- ମିଜୋରାମ୍, ମଣିପୁର, ନାଗାଲାଣ୍ତ, ଅରୁଣାଚଳ ପ୍ରଦେଶ ଚାରୋଟି ରାଜ୍ୟ ।

୬) କେଉଁ ରାଷ୍ଟ୍ରିୟ ମାର୍ଗର ଲମ୍ବା ଅଧିକାଅଟେ ? ଉତ୍ତର- NH-7 ବାରଣାସୀରୁ କନ୍ୟାକୁମାରୀ ୨୩୬୯ କିମି )

୭) ଟାରସ ଜଳସନ୍ଧି କେଉଁ ଦୁଇ ଦେଶକୁ ଅଲଗା କରିଥାଏ ? ଉତ୍ତର- ଅଷ୍ଟ୍ରେଲିଆ ଓ ପାପୁଆ ନ୍ୟୁଗିନିକୁ

୮) କେଉଁ ସହର ଦୁଇ ରାଜ୍ୟର ସଂଯୁକ୍ତ ରାଜଧାନୀ ଅଟେ ? ଉତ୍ତର- ଚଣ୍ତିଗଡ ପଞ୍ଚାବ ଓ ହରିଆଣାର୍ ରାଜଧାନୀ

୯) କୋଚି ଭାରତର କେଉଁ ସମୁଦ୍ରୀ ତଟରେ ଅଛି ? ଉତ୍ତର- ପଶ୍ଚିମି ଆରବସାଗର ତଟରେ

୧୦) ଭାରତର ଦକ୍ଷିଣତମ ସ୍ଥାନ ଇନ୍ଦିରା କେଉଁ ପଏଣ୍ଟ ସ୍ଥିତ ଅଛି ?  ଉତ୍ତର- ବୃହତ ନିକୋବର ଦ୍ୱିପରେ

୧୧) ପାର୍ବତୀ ପରିଯୋଜନା କେଉଁ ରାଜ୍ୟର ସବୁଠାରୁ ବୃହତ ଜଳବିଦ୍ୟୁତ୍ ପରିଯୋଜନା ରୁପରେ ବିକଶିତ୍ କରାଯିବ ? ଉତ୍ତର- ହିମାଚଳ ପ୍ରଦେଶ

୧୨) ରାଷ୍ଟ୍ରପତି ଶପଥ କିଏ ଦେଇଥାନ୍ତି ? ଉତ୍ତର- ସର୍ବୋଚ୍ଚ ନାୟାଳୟର ମୁଖ୍ୟ ନ୍ୟାୟାଧିଶ ରାଷ୍ଟ୍ରପତିଙ୍କୁ ଶପଥ ଦିଅନ୍ତି ।

୧୩) ସଂସଦର୍ ଦୁଇ ସଦନର ସଂଯୁକ୍ତ ବୈଠକର ଅଧ୍ୟକ୍ଷତା କିଏ କରେ ? ଉତ୍ତର- ରାଷ୍ଟ୍ରପତି

୧୪) କାଉ କେଉଁ ଦେଶର ରାଷ୍ଟ୍ରିୟ ପକ୍ଷି ଅଟେ ? ଉତ୍ତର୍- ଭୁଟାନ୍ ର ରାଷ୍ଟ୍ରିୟ ପକ୍ଷୀ କାଉ ଅଟେ, ଏହା ସେଠାକାର ସବୁଠାରୁ ଶକ୍ତିଶାଳୀ ଦେବତାଙ୍କ ମଧ୍ୟରେ ଜଣେ ଜାରୋଗ୍ ଡୋଗଚେନ୍ ପ୍ରତିନିଧିତ୍ୱ କରିଥାଏ, କାଉ କୁ ବୈଜ୍ଞାନିକ ନାମରେ କୋର୍ବସ୍ ଓ ଦୁନିଆଁରେ ଏହାର ୪୦ ଟି ପ୍ରଜାତି ମିଳନ୍ତି ।

୧୫) ଭାରତର ସଂବିଧାନ ରେ ନୀତି ନିର୍ଦ୍ଧେଶକ ତତ୍ତ୍ୱ କେଉଁ ଦେଶର ସଂବିଧାନରୁ ନିଆଯାଇଛି ? ଉତ୍ତର- ଆୟରଲ୍ୟାଣ୍ତର ସଂବିଧାନରୁ ନିଆଯାଈଛି ।

୧୬) ଫ୍ରାଂନବା ନର୍ନିୟର୍ କେଉଁ ଚିକିତ୍ସକ ଅଟନ୍ତି ? ଉତ୍ତର- ବର୍ନିୟର୍ ଫ୍ରାନ୍ସ ଏକ ପ୍ରସିଦ୍ଧ ଚିକିତ୍ସକ ଅଟନ୍ତି ଏହା ସହ ସେ ଭଜୋହରୀ ଓ ଇତିହାସକାର ବି ଅଟନ୍ତି, ସେ ୬ ଥର ଭାରତ ଯାତ୍ରା କରିଥିଲେ, ୧୬୫୬ ଇସାପୁର୍ବ ଓ ୧୬୬୮ ଇସାପୁର୍ବ ପର୍ଯ୍ୟନ୍ତ ଭାରତରେ ୧୨ ବର୍ଷ ରହିଥିଲେ, ସେ ଶାହଜାହାନ୍ ଙ୍କ ପୁଅ ଦ୍ୱାରା ଶିକୋହ ଚିକିତ୍ସକ ଭାବେ ନିଯୁକ୍ତ୍ ହୋଇଥିଲେ ।

୧୭) ସେ କେଉଁ ପଶୁ ଅଟେ ଯିଏ ଭୋକ ଲାଗିଲେ ନିଜ ଶରୀରକୁ ବି ଖାଇଦେଇପାରେ ? ଉତ୍ତର- ମୁଷା

Leave a Reply

Your email address will not be published. Required fields are marked *