November 30, 2023

Odia Express

News For Public

ବଲିଉଡ୍ ର ଏହି Actress ମାନେ ବିବାହିତ ପୁରୁଷଙ୍କ ଘର ଭାଙ୍ଗି କରିଲେ ବିବାହ, ପ୍ରଥମ Wife ଲଗାଇସାରିଛନ୍ତି ଘର ଭାଙ୍ଗିବାର ଆରୋପ

1 min read

ବଲିଉଡ୍ ଇଣ୍ତଷ୍ଟ୍ରିରେ ଏକ ଏମିତି ଜାଗା ଅଟେ ଯେଉଁଠି ଅଭିନେତାଙ୍କ ବିବାହ ପରେ ବି ଅନ୍ୟ ଅଭିନେତ୍ରୀଙ୍କୁ ପ୍ରେମ କରିବା ଯୋଗୁଁ ଚର୍ଚ୍ଚିତ ରହିଥାନ୍ତି, ବଲିଉଡ୍ ଇଣ୍ତଷ୍ଟ୍ରିରେ ଏମିତି ବହୁତ କଳାକାର୍ ଅଛନ୍ତି ଯିଏକି ନିଜ ଆଫେୟାର୍ କୁ ନେଇକରି ବହୁତ ଚର୍ଚ୍ଚା ହୋଇଛି, ସେମିତି ଦେଖିବାକୁ ଗଲେ ଜୀବନରେ ବିବାହ ଥରେ ହୋଇଥାଏ, କିନ୍ତୁ ବଲିଉଡ୍ ଇଣ୍ତଷ୍ଟ୍ରିର କଳାକାରଙ୍କ ଗୋଟେ ଓ ଦୁଇଟି କଣ ବିବାହ ପରେ ନମ୍ବର ମାଇନା ରଖେ ନାହିଁ, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ବଲିଉଡ୍ ର ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ଛାଡପତ୍ର ନେଇଥିବା ପୁରୁଷଙ୍କୁ ବିବାହ୍ କରିଛନ୍ତି, ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ ଅଭିନେତ୍ରୀଙ୍କ ନାଁ ସାମିଲ୍ ଅଛି ।

୧) ଶିଳ୍ପା ସେଟ୍ଟି- ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ବିବାହ କରିବାପାଇଁ ରାଜକୁନ୍ଦ୍ରାଙ୍କୁ ପ୍ରଥମ ସ୍ତ୍ରୀ କବିତା କୁନ୍ଦ୍ରାଙ୍କୁ ଛାଡପତ୍ର ଦେଇଥିଲେ, ରାଜ କୁନ୍ଦ୍ରାଙ୍କ ପ୍ରଥମ ସ୍ତ୍ରୀ କବିତା କୁନ୍ଦ୍ରା ଖୋଲାଖୋଲି ଶିଳ୍ପା ସେଟ୍ଟିଙ୍କୁ ଛାଡପତ୍ର ନେବାର କାରଣ କହିଥିଲେ, ସେ ଶିଳ୍ପା ସେଟ୍ଟିଙ୍କୁ ଘର ଭାଙ୍ଗିଦେବାର ଆରୋପ ଲଗାଇଥିଲେ, ରାଜ କୁନ୍ଦ୍ରାଙ୍କ ପୁର୍ବତନ ସ୍ତ୍ରୀ କବିତାଙ୍କ ଏହା କହିବା ଥିଲା କି ଶିଳ୍ପାଙ୍କ କାରଣରୁ ରାଜ୍ କୁନ୍ଦ୍ରା ତାଙ୍କୁ ଛାଡପତ୍ର ଦେଇଥିଲେ ।

୨) ଶ୍ରୀଦେବୀ- ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ନିର୍ଦ୍ଧେଶକ ବୋନି କାପୁରଙ୍କୁ ବିବାହ କରିଥିଲେ ଯେବେ ଶ୍ରିଦେବୀ ଓ ବୋନି କପୁର୍ ବିବାହ କରିବାର ଘୋଷଣା କଲେ ତେବେ ଲୋକଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା ବୋନି କାପୁର୍ ଏହା ପୁର୍ବରୁ ମୋନାଙ୍କୁ ବିବାହ କରିଥିଲେ, କିନ୍ତୁ ଶ୍ରୀଦେବୀଙ୍କୁ ବିବାହ କରିବାପାଇଁ ସେ ମୋନାଙ୍କୁ ଛାଡପତ୍ର ଦେଇଥିଲେ,  ଖବର ଅନୁସାରେଏମିତି କୁହାଯାଉଛି କି ଶ୍ରୀଦେବୀ ପୁର୍ବରୁ ଗର୍ଭବତୀ ଥିଲେ, ଏହି କାରଣରୁ ବୋନି କାପୁର୍ ଶ୍ରୀଦେବୀଙ୍କୁ ବିବାହ କରିବାର ନିଷ୍ପତ୍ତି ନେଲେ ।

୩) ରାଣୀ ମୁଖାର୍ଜୀ- ବଲିଉଡ୍ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଓ ସୁନ୍ଦର ଅଭିନେତ୍ରୀ ରାଣୀ ମୁଖାର୍ଜି ୟଶଚୋପ୍ରାଙ୍କ ପୁଅ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ, ଆପଣଙ୍କୁ କହିଦେବୁ କି ଆଦିତ୍ୟ ଚୋପ୍ରା ପୁର୍ବରୁ ବିବାହିତ ଥିଲେ, ସେ ରାଣୀ ମୁଖାର୍ଜିଙ୍କୁ ଦ୍ୱିତୀୟ ବିବାହ କରିଥିଲେ, ଏମିତି କୁହାଯାଉଛି କି ରାଣୀ ମୁଖାର୍ଜୀଙ୍କ କାରଣରୁ ସେ ୭ ବର୍ଷ ପରେ ନିଜ ସ୍ତ୍ରୀ ପାୟଲ୍ ଚୋପ୍ରାଙ୍କୁ ଛାଡପତ୍ର ଦେଇଥିଲେ ।

୪) ହେମା ମାଳିନୀ- ବଲିଉଡ୍ ଇଣ୍ତଷ୍ଟ୍ରିରେ ଡ୍ରିମ୍ ଗାର୍ଲ ନାଁରେ ଜଣାଶୁଣା ହେମା ମାଳିନୀ ଅଭିନେତା ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ , ଆପଣଙ୍କୁ କହିଦେବୁ କି ଧର୍ମେନ୍ଦ୍ର ପୁର୍ବରୁ ବିବାହିତ ଥିଲେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁ ପ୍ରକାଶ କୌର ଅଟେ, ବିବାହ କରିବାପାଈଁ ଧର୍ମେନ୍ଦ୍ର ହେମାଙ୍କୁ ଇସଲାମ୍ ଧର୍ମ କରିବାପାଈଁ କହିଥିଲେ ଓ ଲୁଚିକରି ଏହି ବିବାହ କରିଥିଲେ, ତାହା ପରେ ହିନ୍ଦୁ ରୀତିନୀତିରେ ସେ ବିବାହ କରିଥିଲେ, ଏକ ଇଣ୍ଟରଭ୍ୟୁରେ ପ୍ରକାଶ କୌର କହିଥିଲେ କି ହେମା ଯାହା ବି କରିଛନ୍ତି ଭଲ କରିନାହାନ୍ତି, ଯଦି ହେମାଙ୍କ ଯାଗାରେ ମୁଁ ଥାନ୍ତି ଏମିତି କରିନଥାନ୍ତି ।

୫) କିରନ୍ ରାଓ- ବଲିଉଡ୍ ଇଣ୍ତଷ୍ଟ୍ରିରେ ମିଷ୍ଟର ପରଫକ୍ସେସନ୍ନିଷ୍ଟ ଅମୀର୍ ଖାନ୍ ୧୯୮୬ ରେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ, ଆପଣଙ୍କୁ କହିଦେବୁ କି ଏହି ଦୁହେଁ ଫିଲ୍ମ କୟାମତ୍ ସେ କୟାମତ୍ ପର୍ଯ୍ୟନ୍ତ ଏକାସାଙ୍ଗେ କାମ କଲେ, ଓ ସେ ଦୁହେଁ ବହୁତ ପାଖାପାଖି ହୋଇଗଲେ,  ଓ ଦୁହେଁଙ୍କ ମଧ୍ୟରେ ପ୍ରେମର ସଂମ୍ପର୍କ ହୋଇଗଲା, ଅମିର୍ ଖାନ୍ ଏହି ବିବାହ ୧୫ ବର୍ଷ ପର୍ଯ୍ୟନ୍ତ୍ ରହିଥିଲା, ଏହାପରେ ଲଗାନ୍ ସେଟ୍ ରେ ଅମୀର୍ ଖାନ୍ ଙ୍କ ସାକ୍ଷାତ କିରନ୍ ରାଓ ଙ୍କ ସାଙ୍ଗରେ ହେଲା, ତାପରେ ଏହି ଦୁହେଁଙ୍କ ପ୍ରେମ ହୋଇଗଲା, କିରନ୍ ରାଓଙ୍କୁ ବିବାହ୍ କରିବାପାଇଁ ଅମିର୍ ଖାନ୍ ନିଜ ପ୍ରଥମ ସ୍ତ୍ରୀ ରୀନା ଦତ୍ତାଙ୍କୁ ଛାଡପତ୍ର ଦେଇଥିଲେ, ଏବେ ଅମିର୍ ଖାନ୍ ଓ କିରନ୍ ରାଓ ବି ଛାଡପତ୍ର ଦେଇସାରିଛନ୍ତି ।

Leave a Reply

Your email address will not be published. Required fields are marked *