November 24, 2023

Odia Express

News For Public

ଯଦି ଆପଣଙ୍କ ପାଖରେ ଅଛି 1ଟଙ୍କିଆର ଏଇ ନୋଟ୍ ଏହାର ଜରିଆରେ ଆପଣ କମାଇପାରିବେ 7 ଲକ୍ଷ ଟଙ୍କା, ଜାଣନ୍ତୁ କିପରି ପାଇବେ

1 min read

ବହୁତଥର ଆମ ମାନଙ୍କ ମଧ୍ୟରୁ ବହୁତ ଲୋକ ପୁରୁଣା ନୋଟ୍ କଲେକ୍ସନ୍ କରିବାରେ ସଉକ ରଖୁଥିବେ କିନ୍ତୁ ଯଦି ଆପଣଙ୍କୁ ଏହି ସଉକ ଅଛି ତେବେ ଆପଣ ଏହି ନୋଟ୍ କୁ ବିକ୍ରି କରି ହଜାର କିମ୍ବା ଲକ୍ଷାଧିକ ଟଙ୍କା ଆୟ କରିପାରିବେ ,ଆଜି ଆମେ ଆପଣଙ୍କୁ ଏମିତି ଏକ ୧ ଟଙ୍କିଆ ନୋଟ୍ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ବିକ୍ରି କରି ୭ ଲକ୍ଷ ପର୍ଯ୍ୟନ୍ତ ଆୟ କରିପାରିବେ ,ଆପଣଙ୍କୁ ଜଣେଇଦେବୁ କି ୨୬ ବର୍ଷ ପୁର୍ବରୁ ଭାରତ ସରକାର ଏମିତି ଏକ ଏକଟଙ୍କିଆ ନୋଟ୍ ଛପାଇବା ବନ୍ଦ କରିଦେଇଥିଲା, କିନ୍ତୁ ଜାନୁୟାରୀ ୨୦୧୫ ରେ ଏହାକୁ ମୁଦ୍ରଣ ଆଉଥରେ ଆରମ୍ଭ ହୋଇଗଲା, ଏହାପରେ ନୋଟ୍ ବଜାରରେ ନୁଆ ଅବତାରରେ ଆସିଗଲା, ଏବେ ଏହି ପୁରୁଣା ଏକ ଟଙ୍କିଆ ନୋଟ୍ ଆପଣଙ୍କୁ ୭ ଲକ୍ଷ ଦେଇପାରିବ, ଆପଣଙ୍କ ପାଖରେ ବି ଅଛି ଏମିତି ନୋଟ୍କୁ ଅନଲାଇନ୍ ୱେବସାଇଡ୍ ରେ ବିକ୍ରି କରି ଆପଣ ବି ହୋଇପାରିବେ ଲକ୍ଷପତି , ଯେଉଁ ଏକ ଟଙ୍କିଆ ନୋଟ୍ ବଦଳରେ ଆପନ ଲକ୍ଷାଧିକ ଟଙ୍କା କମାଇପାରିବେ

ସେ ନୋଟ୍ ସ୍ୱାଧିନତା ପୁର୍ବରୁ ହିଁ ଏକମାତ୍ର ନୋଟ୍ ଅଟେ, ଯେଉଁଥିରେ ଗଭର୍ଣ୍ଣର ଜେ ଡବଲୁ କେଲିଙ୍କ ସାଇନ୍ ଅଛି, ୮୦ ବର୍ଷପୁରୁଣା ଏହି ନୋଟ୍ କୁ ବ୍ରିଟିଶ୍ ଇଣ୍ତିଆଙ୍କ ତରଫରୁ ଜାରି କରାଯାଇଥିଲା, ebay ୱେବସାଇଡ୍ ରେ ଏହି ନୋଟ୍ ଦାମ୍ ସାତ ଲକ୍ଷ ଟଙ୍କା ଲଗାଯାଇଛି, କିନ୍ତୁ ଏହି ଦାମ୍ ସେଲର୍ ଦ୍ୱାରା ଲଗାଯାଇଛି, ଏହା ଆପଣଙ୍କ ଭାଗ୍ୟ ଉପରେ ନିର୍ଭର କରେ କି ଆପଣ ଏହାପାଇଁ ଉଚିତ୍ ଦାମ୍ ରେ କେଉଁ ଗ୍ରାହକ ମିଳିଯିବ, ମହଜୁଦା ସମୟରେ ଏହି ପ୍ରକାରର ରେୟାର୍ ନୋଟ୍ ଓ ମୁଦ୍ରା କୁ କିଣିବା ବିକ୍ରି କରିବା ପାଇଁ ନାନାପ୍ରକାର ଅନଲାଇନ୍ ୱେବସାଇଡ୍ ଅଛି, ଯେଉଁଥିରେ Ebay,quickr, olex ପରି ୱେବସାଇଡ୍ ନାଁ ସାମିଲ୍ ଅଛି,

ନୋଟ୍ ବିକ୍ରି କରିବାପୁର୍ବରୁ ସାଇଡ୍ ରେ ଯାଇକରି ସାଇଡ୍ ରେ ନିଜ ସବିଶେଷ ବିବରଣୀ ଦେଇ ରେଜିଷ୍ଟ୍ରେସନ କରିବାକୁ ହେବ, ଏହାପରେ ନୋଟ୍ ର ଫଟୋ ଅପଲୋଡ୍ କରିବାକୁ ହେବ ,ଏହାପରେ ଯିଏ କିଣିବାକୁ ଇଚ୍ଛୁକ ଥିବ ସିଏ ଆପଣଙ୍କୁ ସିଧା ସଂମ୍ପର୍କ କରିବ, ଡେଲିଭରି ସର୍ତ୍ତ ମୁତାବିକ ଆପଣଙ୍କୁ ନିଜ ନୋଟ୍ ପଠାଇପାରିବେ,ସୁଚନା- ଏହି ନ୍ୟୁଜ୍ ୱେବସାଇଡ୍ ରୁ ମିଳିଥିବା ସୁଚନାର ଆଧାରରେ ବନାଯାଇଛି, ଏହାକୁ ଆମ ନ୍ୟୁଜ୍ ତରଫରୁ ପୃଷ୍ଟି କରୁନାହୁଁ ।

Leave a Reply

Your email address will not be published. Required fields are marked *