November 25, 2023

Odia Express

News For Public

JCB ମେସିନ୍ ହଳଦିଆ ରଙ୍ଗର କଣପାଇଁ ହୋଇଥାଏ, ଏଥିରେ ଲାଲ୍, ସବୁଜ, ନୀଳ ପରି କଲର୍ କଣପାଈଁ ଆସେ ନାହିଁ ଜାଣନ୍ତୁ

1 min read

JCB ଏକ ବ୍ରାଣ୍ତ ଯାହାକି ଭାରତରେ ବହୁତ ଲୋକପ୍ରିୟ ଅଟେ, ଆପଣ ବି ନିଜ ଆଖପାଖ ଇଲାକାରେ ଜେସିବି କମ୍ପାନୀର ବହୁତ ସାରା ମେସିନ୍ ଦେଖିଥିବେ, ଭାରତରେ ତ ଲୋକଙ୍କୁ ଜେସିବିକୁ ନେଇକରି ଅଲଗା ଲେବୁଲର କ୍ରେଜ୍ ଅଛି, ଯେଉଁଠି ଜେସିବିର ଖନନ ହୁଏ ସେଠାରେ ଲୋକଙ୍କର ଭିଡ ଆପେ ଆପେ ହୋଇଯାଏ , ପରିସ୍ଥିତି ସେତେବେଳେ ଅସଂମ୍ଭାଳ ହୋଇଯାଏ ଯେବେ ଲୋକ ବହୁତ ଘଣ୍ଟା ବିନା ବୋର୍ ହୋଇ ଜେସିବିର ଖନନକୁ ଦେଖନ୍ତି, ଏବେ ଏହି କଥାରୁ ଭାରତରେ ଜେସିବିର ବ୍ରାଣ୍ତ୍ ଭ୍ୟାଲୁ ଅନ୍ଦାଜା ଲଗାଇପାରିବେ , ଯଦି ଆପଣ ନୋଟିସ୍ କରିଥିବେ ତେବେ ଜେସିବି ଅଧିକାଂଶ ମେସିନ୍ ଗୁଡିକ ହଳଦିଆ ରଙ୍ଗର ହୋଇଥାଏ, ତାହାକୁ ଲାଲ୍, ସବୁଜ କିମ୍ବା ନୀଲ  ରଙ୍ଗ ଦିଆଯାଏ ନାହି ।

ଏହା ଏକ ଖାସ୍ ହଳଦିଆ ରଙ୍ଗରେ ଦେଖାଯାଏ, ଏମିତି କେବେ ଆପଣ ଭାବିଛନ୍ତି କି କଣପାଈଁ ଜେସିବି କମ୍ପାନୀ ଏହାକୁ ହଲଦିଆ ରଙ୍ଗରେ ରଙ୍ଗେଇଛି, ଆଜି ଆମେ ଏହି ସତ୍ୟତା ଉପରୁ ପର୍ଦା ଉଠାଇବୁ, କିନ୍ତୁ ଏହା ପୁର୍ବରୁ ଚାଲନ୍ତୁ ଜେସିବି ସହ ଯୋଡି ହୋଇଥିବା କିଛି ମଜାଦାର୍ କଥା ଜାଣିନେବା ।

JCB ଏକ ମେସିନ୍ ନିର୍ମାଣ କମ୍ପାନୀ ଅଟେ ଯାହାର ମେନ୍ ହେଡକ୍ୱାର୍ଟର ଷ୍ଟେଫୋର୍ଡଶାୟର୍ ,ଇଂଲଣ୍ତରେ ଅଛି, ମତଲବ ଏହା ଏକ ବ୍ରିଟିଶ୍ ମେସିନ୍ ନିର୍ମାଣ କମ୍ପାନୀ ଅଟେ, ଏହାର ତିଆରି ହୋଇଥିବା ମେସିନ୍ ଦୁନିଆଁ ସାରା ବ୍ୟବହାର ହୋଇଥାଏ, ଏହା ଅଧିକାଂଶ ନିର୍ମାଣ ହେଉଥିବା ଘର, ଆପାର୍ଟମେଣ୍ଟ ସହ ଯୋଡିହୋଇଥିବା କାମପାଇଁ ବ୍ୟବହାର କରାଯାଏ, ଏହି କମ୍ପାନୀର ଯୋଜନାଗୁଡିକ ବିଶ୍ୱର ୪ ଟି ମହାଦ୍ୱିପରେ ଅଛି

ଏହି କମ୍ପାନୀର ଆଉ ଏକ ମଜାଦାର୍ କଥା ଏହା କି ବିଶ୍ୱର ଏହା ପ୍ରଥମ ଅନାମ ମେସିନ୍ ଅଟେ, ଏହି ମେସିନ୍ କୁ ୧୯୪୫ ରେ ଲଞ୍ଚ କରାଯାଇଥିଲା, ତେବେ ଏହାକୁ ବନାଇବା ବାଲା ବହୁତ ଦିନ ଯାଏଁ ଏହାର ନାଁ ବିଷୟରେ ଭାବିଲା କିନ୍ତୁ କିଛି ଭାବିପାରିଲାନାହିଁ, ତାପରେ ସେ ଏହାର ନାଁ JCB( Joseph sayaril bomford) ନାଁରେ ରଖିଦେଲା । ଆପଣମାନଙ୍କ ମଧ୍ୟରେ ବହୁତ କମ୍ ଲୋକ ଜାଣିଥିବେ କି ଜେସିବି ଭାରତରେ ନିଜ ଫ୍ୟାକ୍ଟ୍ରି ଆରମ୍ଭ କରିବାର ପ୍ରଥମ ବ୍ରିଟିଶ୍ ପ୍ରାଇଭେଟ୍ କମ୍ପାନୀ ଥିଲା, ବର୍ତ୍ତମାନ ଭାରତ ବିଶ୍ୱରେ ଜେସିବି ମେସିନର ସବୁଠାରୁ ବଡ ଏକ୍ସପୋର୍ଟର ଅଟେ, ଜୋସେଫ୍ ସିରିଲ୍ ବମଫୋର୍ଡ ପ୍ରଥମ ମେସିନ୍ ଏକ ଟିପିଙ୍ଗ୍ ଟ୍ରେଲର୍ ଥିଲା

ଯାହାକୁ ୧୯୪୫ ରେ ଲଞ୍ଚ କରାଗଲା ତେବେ ଏହାର ମାର୍କେଟ୍ ଦାମ୍ ୪୫ ପାଉଣ୍ତ ମାନେ ୪୦୦୦ ଟଙ୍କା ଥିଲା, ଜେସିବି ହିଁ ସେ କମ୍ପାନୀ ଯିଏ ଦୁନିଆଁକୁ ପ୍ରଥମ ଓ ସବୁଠାରୁ ଦ୍ରୁତ ଟ୍ରାକ୍ଟର ଫାଷ୍ଟ୍ରେକ୍ ବନାଇଥିଲା, ଏହି ଟ୍ରାକ୍ଟର ସେ ୧୯୯୧ ରେ ଲଞ୍ଚ କରିଥିଲେ, ତେବେ ଏହି ଟ୍ରାକ୍ଟରର ଅଧିକାତମ ବେଗ ୬୫ କିମି ପ୍ରତି ଘଣ୍ଟା ଥିଲା, ଏହି ଟ୍ରାକ୍ଟରକୁ ପ୍ରିନ୍ସ ଅଫ୍ ୱେଲ୍ସ ଆୱାର୍ଡ ବି ମିଳିଥିଲା, ୧୯୪୮ ରେ ଜେସିବି କମ୍ପାନୀରେକେବଳ ୬ ଜଣ କର୍ମଚାରୀ କାମ କରୁଥିଲେ  କିନ୍ତୁ ବର୍ତ୍ତମାନ ଏହି କମ୍ପାନୀରେ ୧୧ ହଜାର ପାଖାପାଖି କର୍ମଚରୀ କାମ କରୁଛନ୍ତି ଯାହା ପୁରା ବିଶ୍ୱରେ ଏହି କମ୍ପାନୀର ନାଁକୁ ଉଜ୍ଜଳ କରୁଛନ୍ତି ।

ଆରମ୍ଭର ଦିନରେ ଜେସିବି ମେସିନ୍ କୁ ଧଳା ଓ ଲାଲ୍ ରଙ୍ଗରେ ତିଆରି କରାଯାଇଥିଲା, ପରେ କମ୍ପାନୀ ଏହାକୁ ହଲଦିଆ ରଙ୍ଗରେ ରଙ୍ଗେଇଦେଲା, ଏବେ ନିଜ ସବୁ ମେସିନ୍ କୁ ହଳଦିଆ ରଙ୍ଗରେ ରଙ୍ଗାଉଛନ୍ତି, ଏହି କାରଣରୁ ହଳଦିଆ ରଙ୍ଗ ଜେସିବିର ଖନନ ସ୍ଥଳରେ ଦୁରରୁ ସଫା ନଜର ଆସିଯାଏ, ଏଥିରେ ଲୋକଙ୍କୁ ଜଣାପଡିଯାଏ କି ଜେସିବି ଖନନ କାର୍ଯ୍ୟ ଚାଳୁଛି,ସୁଚନା- ଏହି ନ୍ୟୁଜ୍ ୱେବସାଇଡ୍ ରୁ ମିଳିଥିବା ସୁଚନାର ଆଧାରରେ ବନାଯାଇଛି, ଏହାକୁ ଆମ ନ୍ୟୁଜ୍ ତରଫରୁ ପୃଷ୍ଟି କରୁନାହୁଁ ।

Leave a Reply

Your email address will not be published. Required fields are marked *