December 9, 2023

Odia Express

News For Public

ସବୁ ଦିନ ସକାଳୁ ପାଣିରେ ମିଶାଇ କରି ପିଅନ୍ତୁ ଏହି ଜିନିଷ, ଶେଷ ହୋଇଯିବ ରକ୍ତର ହୀନତା, ଏସିଡିଟି, Daebetis, ଓ ଆଣ୍ଠୁଗଣ୍ଠିର ପୀଡା

1 min read

ହେଙ୍ଗୁର ଉପଯୋଗ ଆମେ ସାଧାରଣତଃ ଡାଲି ଓ ପରିବା ତରକାରୀରେ ପକାଇଥାଉ, ଏଥିପାଇଁ ଏହାକୁ ବାଘରଣି କହନ୍ତି , ହେଙ୍ଗୁ ଫେରୁଲା ଫାଇଟିସ୍ ନାମକ ଗଛର ଚିକଣା ରସ ଅଟେ, ଏହାର ଗଛ ୬୦ ରୁ ୯୦ ସେଣ୍ଟିମିଟର ଉଚ୍ଚା ହୋଇଥାଏ, ଏହି ଗଛ ଇରାନ୍, ଅଫଗାନିସ୍ଥାନ, ତୁର୍କିସ୍ଥାନ, ବାଲୁଚିସ୍ଥାନ, କାବୁଲ୍, ଓ ଖୁରାସନ ପାହାଡି ଇଲାକାରେ ଅଧିକା ହୋଇଥାଏ, ହେଙ୍ଗୁର ପତ୍ର ଓ ଛାଲରେ ହାଲକା ଆଘାତ ଦେଲେ କ୍ଷୀର ବାହାରିଥାଏ, ଓ ସେହି କ୍ଷୀର ଗଛକୁ ସୁଖାଇକରି ଗୋନ୍ଦ ବନାଇଦିଏ, ଓ ସେଥିରୁ ବାହାରି ପତ୍ର କିମ୍ବା ଛାଲରେ ଭରିକରି ସୁଖାଦିଆଯାଏ,  ସୁଖିବାପରେ ହେଙ୍ଗୁ ନାମରେ ଜଣାଯାଏ , କିନ୍ତୁ ବୈଦ ଲୋକ ଯାହା ହେଙ୍ଗୁର ଉପଯୋଗ ଆଣନ୍ତି, ସେ ହିରା ହେଙ୍ଗୁ ହୋଇଥାଏ, ଏହା ସବୁଠାରୁ ଭଲ ହୋଇଥାଏ । ଆମ ଦେଶରେ ଏହା ବହୁତ ଅଛି, ହେଙ୍ଗୁ ବହୁ ରୋଗରୁ ମୁକ୍ତି ଦେଇଥାଏ,

ବୈଦଙ୍କ କହିବା କଥା କି ହେଙ୍ଗୁର ଉପଯୋଗ ଆଣିଲେ ତାକୁ ସେକି ଦେବା ଉଚିତ୍, ଚାରି ପ୍ରକାର ହେଙ୍ଗୁ ବଜାରରେ ମିଳିଥାଏ , କନ୍ଧାରୀ ହେଙ୍ଗୁ, ୟୁରୋପିୟ ବାଣିଜ୍ୟ ହେଙ୍ଗୁ, ଭାରତବର୍ଷୀୟ ହେଙ୍ଗୁ, ବାପିଣ୍ତ ହେଙ୍ଗୁ । ହେଙ୍ଗୁ ପୁଟ୍ଟା ଓ ଦିମାଗର ରୋଗ ଶେଷ କରିଦିଏ ଯେପରି ମିର୍ଗି, ଫାଲିଜ, ବାତ ଇତ୍ୟାଦି, ହେଙ୍ଗୁରେ ଆଖିର ରୋଗରୁ ଫାଇଦା ଦେଇଥାଏ, ଖାଇବାକୁ ହଜମ କରିଥା,ଏ ଭୋକ ବି ବଢାଇଦିଏ, ଗରମ ସୃଷ୍ଟି କରେ, ଓ ଆବାଜ୍ ସଫା କରେ, ହେଙ୍ଗୁର ଲେପ ଘିଅ କିମ୍ବା ତେଲ ସହ ଆଘାତ ଓ ବାଇରେ କଲେ ଲାଭ ମିଳିଥାଏ, ତଥା ହେଙ୍ଗୁ କାନରେ ପକାଇଲେ ଆବାଜ୍ ଅଧିକା ହୁଏ , ଓ କାଲାପଣ ଦୁର ହୋଇଯାଏ ।

ହେଙ୍ଗୁ ଜହରକୁ ଶେଷ କରିଦିଏ, ପବନରୁ ଲାଗୁଥିବା ରୋଗ ହେଙ୍ଗୁ ଦୁର କରେ, ହେଙ୍ଗୁ ହାଲକା ଗର୍ମ ଓ ପାଚକ ଅଟେ, ଏହା କଫ ତଥା ବାତକୁ ଶେଷ କରେ, ହେଙ୍ଗୁ ହାଲକା ଅଧିକା ଓ ରୁଚି ବଢାଇଥାଏ, ହେଙ୍ଗୁ ଶ୍ୱାସ ରୋଗ ଓ କାଶ ନାଶ କରିଥାଏ, ଏଥିପାଇଁ ହେଙ୍ଗୁ ଏକ ଗୁଣକାରୀ ଔଷଧୀ ହୋଇଥାଏ, ଆଜିକାଳି ସବୁ ଘରେ କେଉଁ ନା କେଉଁ ସଦସ୍ୟ କେଉଁ ନା କେଉଁ ରୋଗରୁ ଚିନ୍ତିତରହିଥାଏ, ସେ ଡାଇବେଟିଜ୍ ହେଉ କିମ୍ବା ବ୍ଲଡ୍ ପ୍ରେସର୍, ଏସିଡିଟି କିମ୍ବା ଆଣ୍ଠୁଗଣ୍ଠିର ଦରଜ, ବର୍ତ୍ତମାନ ଆଧୁନିକ ଜୀବନଶୈଳୀ, ଭୁଲ ଖାଦ୍ୟପେୟ , ଅସନ୍ତୁଳିତ ରହିବା ଚଳିବା କାରଣରୁ ଏହି ରୋଗଗୁଡିକ ସାଧାରଣ ହୋଇଯାଇଛି ।

ଯଦି ଆପଣ ଛୋଟ ଛୋଟରୋଗରୁ ଏଲୋପାଥିକ୍ ମେଡିସିନ୍ ନେଇଯାଆନ୍ତି ତେବେ ବହୁତ ଭୁଲ୍ କରୁଛନ୍ତି, ଏଥିରେ କିଡନୀ ଖରାପ ହୋଇପାରେ, ଏହା ବଦଳରେ ଆପଣ ଏହି ରୋଗରୁ ରକ୍ଷା ପାଇବା ପାଇଁ ଆୟୁର୍ବେଦିକ ଯୁକ୍ତି ସାହାରା ନେବେ, ଏହା ଆପଣଙ୍କ ପାଇଁ ଭଲ ହେବ, ଆମେ ଆପଣଙ୍କୁ ଏକନାଇସି, ହିଁ ଆୟୁର୍ବେଦ ଯୁକ୍ତି କହୁଛୁ, ଯାହାର ଉପଯୋଗ ଆପଣ ନିଜକୁ ସୁସ୍ଥ୍ୟ ରଖିପାରିବେ ,

ଆବଶ୍ୟକୀୟ ସାମଗ୍ରୀ- ଗହମ ଦାନା ବରାବର ହେଙ୍ଗୁ ଓ ୧ ଗିଲାସ ପାଣି ।ବନାଇବାର ବିଧି- ସବୁଠାରୁ ପ୍ରଥମେ ୧ ଗିଲାସ ହାଲକା ଗରମ ପାଣିରେ ପ୍ରାୟ ଏକ ଗହମ ଦାନା ବରାବର ହେଙ୍ଗୁ ପାଣିର ଘୋଳ ବନାଇଦିଅନ୍ତୁ, ଏହାର ସେବନ କରନ୍ତୁ ବସିକରି, ଯଦି ଆପଣଙ୍କୁ ଏସିଡିଟି, ଡାଇବେଟିଜ୍, ରକ୍ତ ହିନତା ଓ ଆଣ୍ଠୁଗଣ୍ଠିର ପୀଡାରୁ ଦୁର କରିଥାଏ, ଓ ସବୁଦିନ ସକାଳୁ ହେଙ୍ଗୁର ପାନି ସେବନ ଆରମ୍ଭ କରିଦିଅନ୍ତୁ, କାରଣ ଏଥିରେ ଆଣ୍ଟି ଇମ୍ପ୍ଲାମେଣ୍ଟାରୀ ଗୁଣ ହୋଇଥାଏ , ଯାହା ଆମର ଡାଇଜେସନ୍ ସିଷ୍ଟମ୍ ଠିକ୍ କରିଥାଏ, କେବଳ ଏତିକି ନୁହେଁ ହେଙ୍ଗୁର୍ ପାଣି ଆପଣଙ୍କ ହାଡ ଓ ଦାନ୍ତକୁ ମଜବୁତ୍ କରିଥାଏ, ଓ ଏହା ଆସ୍ଥମା ରୋଗୀଙ୍କ ପାଈଁ ବହୁତ ଫାଇଦାଦାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *