December 10, 2023

Odia Express

News For Public

IAS Interview ପ୍ରଶ୍ନ- ଆମ ଦେଶ ଭାରତରେ ପ୍ରଥମ Adhar Card କେଉଁ ବ୍ୟକ୍ତିର ହୋଇଥିଲା ଉତ୍ତର ଜାଣିରଖନ୍ତୁ ଏବେ

1 min read

ସଂଘ ଲୋକସେବା ଆୟୋଗ ୟୁପିଏସ୍ ସି ଦ୍ୱାରା ଆୟୋଜିତ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଅଧିକାଂଶ କ୍ୟାଣ୍ତିଡେଟ୍ ସ ପ୍ରୀଲିମ୍ସ ଓ ମେନ୍ସ ପରୀକ୍ଷା ତ କ୍ଲିଅର୍ କରିଦିଅନ୍ତି, କିନ୍ତୁ ଏହାର ଅନ୍ତିମ ଚରଣରେ ହେଉଥିବା ଇଣ୍ଟରଭ୍ୟୁ ରାଉଣ୍ତରେ ସବୁଠାରୁ କଠିନ ହୋଇଥାଏ, ଓ ଏହି ଇଣ୍ଟରଭ୍ୟୁରେ ଏମିତି ବହୁତ ପ୍ରଶ୍ନ ପଚାରାଯାଇଥାଏ ଯାହାର ଜବାବ୍ ଦେବା କ୍ୟାଣ୍ତିଡେଟ୍ସଙ୍କ ପାଇଁ ମୁସକିଲ୍ ହୋଇଥାଏ, ୟୁପିଏସ୍ ସି ଇଣ୍ଟରଭ୍ୟୁରେ କ୍ୟାଣ୍ତିଡେଟ୍ କୁ ଜେନେରାଲ୍ ନଲେଜ୍ ସହ ତାର ଆତ୍ମବିଶ୍ୱାସକୁ ପରଖିବାପାଈଁ ନାନାପ୍ରକାରର ଟ୍ରିକି ପ୍ରଶ୍ନ ପଚାରାଯାଇଥାଏ, ଯାହାର ଜବାବ୍ ଦେବା ବହୁତ କଷ୍ଟକର, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ, ଯାହା ଉପରେ ଆସନ୍ତୁ ପକାଇବା ଏକ ନଜର ।

୧) ଭାରତୀୟ ସଂବିଧାନର କେଉଁ ଅନୁଚ୍ଛେଦ ଅସ୍ପୃଶ୍ୟତା ର ଉନମୁଲନ୍ କରିଥାଏ , ଓ କେଉଁ ରୁପରେ ଏହାର ବ୍ୟବହାର ନିଷେଧ କରିଥାଏ । ଉତ୍ତର- ଅନୁଚ୍ଛେଦ- ୧୭

୨) କେଉଁ ପଶୁ ହାର୍ଟ ବିଟ୍ ଦୁଇ ମିଲ୍ ଦୁରରୁ ଶୁଣାଯାଇପାରିବ ? ଉତ୍ତର- ବ୍ଲୁ ହ୍ୱେଲ୍

୩) କେଉଁ ଦେଶରେ ଗୁଣ୍ତୁଚିମୁଷା ବାହାରିବାପାଇଁ ବ୍ରିଜ୍ ନିର୍ମାଣ ହୋଇଛି ? ଉତ୍ତର- ନେଦରଲ୍ୟାଣ୍ତ

୪) କେଉଁ ଦେଶରେ କଏଦୀଙ୍କୁ ଆୟାତ କରାଯାଏ ? ଉତ୍ତର- ନେଦରଲ୍ୟାଣ୍ତ

୫) ୱାଟର ବୋତଲରେ ଲେଖାଯାଇଥିବା ଏକ୍ସପାରୀ ଡେଟ୍ ବଟଲ୍ କିମ୍ବା ପାଣି କାହା ପାଇଁ ଲେଖା ହୋଇଥାଏ ? ଉତ୍ତର- ବୋତଲ୍

୬) ପାଣିରେ ଛୁଞ୍ଚି ବୁଡିଯାଏ, ଯେବେ କି ଭାରି ସମୁଦ୍ର ଜାହାଜ ଭାସିଥାଏ କଣ କାରଣ୍ ଅଛି ଏହା ପଛରେ ?

ଉତ୍ତର- ଜାହାଜ ବୁଡୁଥିବା ଭାଗକୁ ହଟାଯାଇଥିବା ପାଣି କୁ ଭାର ସମୁଦାୟ ଜାହାଜର ବରାବର ହୋଇଥାଏ, ଏଥିପାଇଁ ସେ ଭାସିଥାଏ, ଛୁଞ୍ଚି ଦ୍ୱାରା ହଟାଯାଇଥିବା ପାଣି ଭାର ଛୁଞ୍ଚି ଭାର୍ କମ୍ ହୋଇଥାଏ, ଯାହାକୁ ଛୁଞ୍ଚି ପାଣିରେ ବୁଡିଯାଏ ।

୭) ଭାରତର ସ୍ୱଦେଶ ନିର୍ମିତ ଦ୍ୱିତୀୟ ପୀଢି ପ୍ରଥମ ଉପଗ୍ରହ କେଉଁଟା ଅଟେ ? ଉତ୍ତର- ଇନସେଟ୍ -୨ଏ

୮) ସୁର୍ଯ୍ୟର ପ୍ରକାଶ ସହାୟତାରେ ଶରୀରରେ କେଉଁ ଭିଟାମିନ୍ ନିର୍ମାଣ ହୋଇଥାଏ ? ଉତ୍ତର- ଭିଟାମିନ୍ ଏ

୯) ହେଲି ପୁଚ୍ଛଳ ତାରା ପ୍ରତି କେତେ ବର୍ଷ୍ ପରେ ଦେଖାଯାଏ ? ଉତ୍ତର- ୭୬ ବର୍ଷ

୧୦) କେଉଁ ତରଙ୍ଗର ସହାୟତାରୁ ବାଦୁଡି ରାତିରେ ସୁରକ୍ଷିତ ଉଡନ୍ତି ? ଉତ୍ତର- ପରାଶ୍ରୟ ବା ଅଲଟ୍ରାସୋନିକ୍ ତରଙ୍ଗର ସହାୟତାରେ

୧୧) ତେଲ ର୍ ଜଳ ଉପରେ ଭାସିବାର କଣ କାରଣ ହୋଇଥାଏ ? ଉତ୍ତର- ତେଲର ପୃଷ୍ଠ ତନାବ ଜଳ ଅପେକ୍ଷା କମ୍ ହେବା କାରଣରୁ

୧୨) ଭକ୍ତିକୁ ଦାର୍ଶନିକ ଆଧାର ପ୍ରଦାନ କରୁଥିବା ପ୍ରଥମ ଆଚାର୍ଯ୍ୟ କିଏ ଥିଲେ ? ଉତ୍ତର- ଶଙ୍କରାଚାର୍ଯ୍ୟ

୧୩) କେଉଁ ନଗରକୁ ଶିରାଜେ ହିନ୍ଦ୍ କୁହାଯାଏ ? ଉତ୍ତର- ଜୌନପୁର୍

୧୪) ଚାଳୁକ୍ୟ ବଂଶର ସର୍ବାଧିକ୍ ପ୍ରସିଦ୍ଧ ଶାସକ କିଏ ଥିଲେ ? ଉତ୍ତର- ପୁଲକେଶିନ୍ ଦ୍ୱିତୀୟ

୧୫) ମହମ୍ମଦ ଘୋରୀ ୧୧୯୨ ରେ ଇଷ୍ଟରେ ହୋଇଥିବା ତରାଇନ୍ ଦ୍ୱିତୀୟ ଯୁଦ୍ଧରେ କେଉଁ ଶାସକଙ୍କୁ ହରାଇଥିଲେ ? ଉତ୍ତର- ପୃଥିବୀରାଜ୍ ଚୌହାନ

୧୬) ଲଡ୍ କେନିଙ୍ଗ୍ ନଭେମ୍ବର ୧୮୫୮ ରେ କେଉଁ ଆୟୋଜିତ୍ ଦରବାରରେ ଭାରତର କ୍ରାଉନ୍ ଶାସନ ଘୋଷଣା କରିଥିଲେ ? ଉତ୍ତର- ଇଲାହାବାଦର ଆୟୋଜିତ ଦରବାରରେ

୧୭) ଲର୍ଡ ବେଲେଜଲି ସହ ସବୁଠାରୁ ପ୍ରଥମେ ସହାୟକ ସନ୍ଦୀ କେଉଁ ରାଜ୍ୟର ଶାସକଙ୍କ ସହ ହୋଇଥିଲା? ଉତ୍ତର- ହାଇଦ୍ରାବାଦର୍ ନିଜାମଙ୍କ ସହ

୧୮) ଭାରତର ସର୍ବାଧିକ ବଡ ଜନଜାତି କିଏ ? ଉତ୍ତର୍- ଗୋଣ୍ତ

୧୯) ପାଣିରେ ବୁଡାଳି ପାଣିରେ ନିଶ୍ୱାସ ନେବାପାଇଁ କେଉଁ କେଉଁ ଗ୍ୟାସର ମିଶ୍ରଣ ନେଇକରି ସାଙ୍ଗରେ ଯାଆନ୍ତି ? ଉତ୍ତର- ଅକ୍ସିଜେନ୍ ଓ ହିଲିୟମ୍ ଗ୍ୟାସ୍

୨୦) ବିଶ୍ୱର ସବୁଠାରୁ ଉଚ୍ଚା ପର୍ବତ ଶିଖର ମାଊଣ୍ତ ଏଭରେଷ୍ଟ କେଉଁ ଦେଶରେ ଅଛି ? ଉତ୍ତର- ନେପାଳ

୨୧) ପରମାଣୁ ଉର୍ଜା ସଂୟନ୍ତ୍ର କେଉଁ ୟୁରୋନିୟମ୍ ସମସ୍ଥାନିକ ଉପଯୋଗ ବିଜୁଳି ଉତ୍ପାଦନ ପାଈଁ କରାଯାଏ ? ଉତ୍ତର- U-235

୨୨) ଭାରତର ପ୍ରଥମ ପରମାଣୁ ସଂୟନ୍ତ୍ର କେଉଁଟା ? ଉତ୍ତର- ତାରାପୁର୍

୨୩) ଭାରତରେ ପ୍ରଥମ ଆଧାର କାର୍ଡ କେଉଁ ବ୍ୟକ୍ତିଙ୍କର ହୋଇଥିଲା ? ଉତ୍ତର – ରଞ୍ଜନା ସୋନାବନେ (ସେପ୍ଟେମ୍ବର ୨୯ ୨୦୧୦ କୁ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପସ୍ଥିତିରେ ତାଙ୍କ ସମୟରେ କଂଗ୍ରେସ ପ୍ରେସିଡେଣ୍ଟ ସୋନିଆ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *