December 3, 2023

Odia Express

News For Public

Odia Jokes : ଶିକ୍ଷକ ପପୁ କୁହ ତୁମେ ବଡ ହୋଇକରି କଣ ହେବ ? ପପୁ ଲାଜେଇକରି- ବର ଶିକ୍ଷକ- ଆରେ ନାହିଁ ମୋର ମତଲବ ଏଇଟା ଥିଲା କି

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଗୋଟେ ପୁଅ ୪ ଥର ଝିଅକୁ ପ୍ରପୋଜ୍ କରିଦେଲା, କିନ୍ତୁ ଝିଅ ରାଜି ହେଲା ନାହିଁ । ପୁଅ- ଦେଖ ଗୋଟେ କଥା ଶେଷଥର ପଚାରିବି, ଝିଅ- କଣ ? ପୁଅ- କଣ ତୁ ଚାହୁଁଛୁ କି ମୋର ପୁଅ ତୋର ଝିଅକୁ କମେଣ୍ଟ କରୁ ? ଝିଅ- ନା ବିଲକୁଲ୍ ନୁହେଁ , ପୁଅ- ତେବେ ଜଲଦି କରିଦେ, ଦୁହେଁଙ୍କୁ ଭାଇ ଭଉଣୀ କରିଦେବା ଚାଲ୍ ।

୨) ଶିକ୍ଷକ- ରାବଣ୍ ପାଖରେ ଏମିତି କେଉଁ କଳା ଥିଲା ଯାହା କେଉଁ ଅନ୍ୟ ପାଖରେ ନଥିଲା, ଛାତ୍ର- ସେ ଏକେଲା ହିଁ ଦଶଜଣ ଝିଅଙ୍କୁ କିସ୍ କରିପାରିବେ, ଶିକ୍ଷକ- ସୁଧୁରା ଯା ତୁ, କୁକୁର ଓ ତୁ ସ୍କୁଲ୍ ଆଉ ଆସେନି ।

୩) ବିବାହର ପୁର୍ବରୁ ପୁଅ ଝିଅକୁ କଥା ଦେଇଥିଲା, ମୁଁ ତୋତେ ଜହ୍ନ ତାରା ତୋଳିଆଣିବି, ଝିଅ ତ ବାହା ହେଇଗଲା, ଗୋଟେ ଛୁଆ ବି ହୋଇଗଲା, ନାଁ ରଖିଦେଲା ତାରାଚନ୍ଦ, ପ୍ରାଣ ଯାଉ କିନ୍ତୁ ବଚନ ନ ଯାଉ ।

୪) ଆଳୁର ବାହାଘର, ଥରେ ଆଳୁର ବାହାଘର କୋବି ସହ ହୋଇଗଲା, ଚତୁଥୀ ରାତିର ଦ୍ୱିତୀୟ ଦିନ, ଆଳୁ ଥକି କରି ବାହାରକୁ ଆସିଲା, ସାଙ୍ଗ ପଚାରିଲା- କେମିତି ହେଲା ଚତୁର୍ଥୀ? ଆଳୁ କହିଲା- ପଚାରେ ନାହିଁ ସାଙ୍ଗ, ଓଢଣୀ ଉଠାଉ ଉଠାଉ ସକାଳ ହେଇଗଲା ।

୫) ସାନ୍ତା-ଚୁପ୍ ଚାପ୍ ନର୍କରୁ ସ୍ୱର୍ଗରେ ପଶିଗଲା, ଦେବତାମାନେ ଧରିପକାଇଥିଲେ ଓ ବହୁତ୍ ପିଟିଥିଲେ, ମାଡ ଖାଇବାପରେ ବହୁତ ମୁସକିଲ୍ ରେ ଉଠିଲା ଓ କହିଲା ତୁମର ଏହି ହରକତ୍ କାରଣରୁ କିଏ ବି ସ୍ୱର୍ଗକୁ ଆସୁନାହାନ୍ତି ।

୬) ଗୋଟେ ଝିଅ ପାର୍କରେ ବେଞ୍ଚରେ ବସିଥିଲା, ଭିକାରୀ- ଆଉ ଡାର୍ଲିଙ୍ଗ୍ କେମିତି ଅଛ ? ଝିଅ- ତୋର ସାହାସ କେମିତି ହେଲା, ମୋତେ ଡାର୍ଲିଙ୍ଗ୍ ଡାକୁଛୁ ? ଭିକାରୀ ଜବାବ୍ ରେ ଝିଅ ବେହୋସ୍ , କହିଲା- ମ୍ୟାଡାମ୍- ଆପଣ ମୋର ବେଡ୍ ରେ ବସିଛ, ଏବେ ଡାର୍ଲିଙ୍ଗ୍ ଡାକିବିନି ତ କଣ ଡାକିବି କୁହ, ମୁଁ ଏହି ବେଞ୍ଚରେ ଶୁଏ ।

୭) କାଲି ରାତିରେ ସ୍ୱୟଂ ଯମରାଜ ମୋର ସ୍ୱପ୍ନରେ ଆସିଥିଲେ ଓ କହିଲେ, ତୋର ଜୀବନ ନେବାକୁ ଆସିଛି, ମୁଁ ବି କହିଦେଲି ନେଇଯାଆନ୍ତୁ, ପଡୋଶୀ ଘରେ ରହୁଛି ।

୮) କିଛି ଲୋକ ଧନର ନାଁରେ ଲଢନ୍ତି , କିଛି ଧର୍ମର ନାଁରେ ଆଉ କିଛି ଜାତିର ନାଁରେ, କେବଳ ସ୍ୱାମୀ ଓ ସ୍ତ୍ରୀ ଅଟନ୍ତି ଯିଏକି ନିସ୍ୱାର୍ଥ ଭାବରେ ବିନା କାରଣରେ ଲଢିଥାନ୍ତି ।

୯) ସ୍ତ୍ରୀ ସ୍ୱାମୀକୁ- ତୁମେ ସବୁ ପୁଅମାନେ ଏକା ପରି ହୋଇଥାଅ, ଘରେ ସୁନ୍ଦର ସ୍ତ୍ରୀ ଥାଉ ଥାଉ ବାହାରେ ଗାର୍ଲଫ୍ରେଣ୍ତ ଖୋଜ, ମୋତେ ବୁଝାପଡୁନି କି ଶେଷରେ ସ୍ତ୍ରୀ ଓ ଗାର୍ଲଫ୍ରେଣ୍ତରେ କଣ ଫରକ ଅଛି ? ସ୍ୱାମୀ- ପ୍ରାୟ ୨୫ କିଲୋ  ।

୧୦) ଶିକ୍ଷକ- ପପୁ ତୁମେ କୁହ ବଡ ହୋଇକରି କଣ ହେବ ? ପପୁ- ସାର୍ ବର, ଶିକ୍ଷକ- ଆରେ ମୋର ମତଲବ କି ବଡ ହୋଇକରି କଣ ପାଇବାକୁ ଚାହୁଁଛ ? ପପୁ-ଲାଜେଇକରି ବର, ଶିକ୍ଷକ- ଆରେ ମୋତେ କୁହ ବଡ ହୋଇକରି ଏମିତି କଣ କରିବ ଯାହା ଏବେ ପର୍ଯ୍ୟନ୍ତ କେବେ କରିନ, ପପୁ ଲାଜେଇକରି- ସାର୍ ବାହାହେବି ।

Leave a Reply

Your email address will not be published. Required fields are marked *