November 30, 2023

Odia Express

News For Public

ୟେ ହେଁ ମୋହବତେଁ ଫେମ୍ ଅଭିନେତ୍ରୀ Shireen Mirza ବୟଫ୍ରେଣ୍ତ ହସନ ସାଙ୍ଗରେ ରଚାଇଲେ ନିର୍ବନ୍ଧ, ଫଟୋଗୁଡିକ ହୋଇଥିଲା ଭାଇରାଲ୍

ଛୋଟ ପର୍ଦାରେ ଚର୍ଚ୍ଚିତ ଶୋ ୟେ ହେ ମୋହାବତେଁ ର ଫେମସ୍ ଅଭିନେତ୍ରୀ ଶିରିନ୍ ମିର୍ଜାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି, ଖବର ଏହା କି ଅଭିନେତ୍ରୀ ଏବେ ନିଜ ବୟଫ୍ରେଣ୍ତ ହସନ୍ ସରତାଜ୍ ଙ୍କ ସହ ନିର୍ବନ୍ଧ କରାଇନେଲେ, ଯାହାର ଫଟୋଜ୍ ଓ ଭିଡିଓଜ୍ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଛି, ଆପଣଙ୍କୁ କହିଦେବୁ କି ଅଭିନେତ୍ରୀ ବହୁତ ଲୋକ ପ୍ରିୟ ହୋଇଛି, ଓ ବହୁତଥର ଚର୍ଚ୍ଚାରେ ଦେଖାଦେଉଛି, ସେ ନିଜ ନିର୍ବନ୍ଧ ଖବର ଆଉଥରେ ଅଭିନେତ୍ରୀ ଚର୍ଚ୍ଚାରେ ଆସିଛି ।ଆପଣଙ୍କୁ କହିଦେବୁ କି ଅଭିନେତ୍ରୀ ଶିରିନ୍ ମିର୍ଜା ନିଜ ଇନଷ୍ଟାଗ୍ରାମ୍ ରେ ନିଜ ନିର୍ବନ୍ଧର ଏକ ଭିଡିଓ ପୋଷ୍ଟ କରିଛନ୍ତି,

ଯେଉଁଥିରେ ସେ ନିଜ ନିର୍ବନ୍ଧର ଫଙ୍କସନ୍ ପାଇଁ ପ୍ରସ୍ତୁତି ହେଉଥିବାର ନଜର ଆସିଛନ୍ତି,  ନିର୍ବନ୍ଧରେ କେବଳ ଫ୍ୟାମିଲି ଛଡା ପାଖାପାଖି ଲୋକ ଆସିଥିଲେ, ଏହା କହିବା ଭୁଲ୍ ହେବ ନାହିଁ କି ଏହି ନିର୍ବନ୍ଧର କାର୍ଯ୍ୟକ୍ରମକୁ ପ୍ରାଇଭେଟ୍ ରଖିଥିଲେ,  ଆପଣଙ୍କୁ କହିଦେବୁ କି ଏବେ ଅଭିନେତ୍ରୀଙ୍କ ନିର୍ବନ୍ଧ ଖବର ଚାରିଆଡେ ବ୍ୟାପିଗଲା । ଭିଡିଓରେ ତାଙ୍କର ନିର୍ବନ୍ଧ ବାଲା ଏକ ବ୍ଲୁ କଲର୍ ଲେହେଙ୍ଗା ବହୁତ ସୁନ୍ଦର ଲାଗୁଛି, ଏହି ସୁନ୍ଦର ଆଉଟ୍ ଫିଟ୍ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି, ଏହି ଭିଡିଓ କୁ ପୋଷ୍ଟ କରି ଏକ କ୍ୟାପସନ୍ ଲେଖିଥିଲେକି କଣ ଆପଣ ଏହି ଅବସରର ଅନ୍ଦାଜା ଲଗାଇପାରିବେ, ସେମିତି ଶିରିନ୍ ମିର୍ଜାଙ୍କୁ ଏହି ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ସବୁ ଫ୍ୟାନ୍ସ ଓ କଳାକାର ତାଙ୍କ ନିର୍ବନ୍ଧରେ ବଧାଇଦେଇଥିଲେ, ଓ ବହୁତ ସାରା ୱିସେସ୍ ଦେଇଥିଲେ ।

ଆପଣଙ୍କୁ କହିଦେବୁ କି ଅଭିନେତ୍ରୀ ଶିରିନ୍ ମିର୍ଜା ୧୪ ଫେବୃୟାରୀ ୨୦୨୧ କୁ ଭ୍ୟାଲେଣ୍ଟଟାଇନ୍ସ ଡେ ଦିନ ହସନ ଶିରିନ୍ ଙ୍କୁ ପ୍ରପୋଜ୍ କରିଦେଇଥିଲେ, ତେବେ ଶିରିନ୍ ଫଟୋଜ୍ ପୋଷ୍ଟ କରି ଲେଖିଥିଲେ କି ହଁ କରିବା ଏତେ ସହଜ ହେଉନାହିଁ ମୁଁ ଗୋଟେ ହେବା ପାଇଁ ଅପେକ୍ଷା କରିପାରୁନାହିଁ, ମୋର ମନପସନ୍ଦ ଅଜବ ଧରଣର ସାଥି କେବେ ଶେଷ ନହେଉଥିବା ରୋମାଞ୍ଚ ଯାତ୍ରା ଅପେକ୍ଷା କରୁଛି ଚିୟର୍ସ ବେବି, ସେମିତି ଏବେ କପଲ୍ ନିର୍ବନ୍ଧ କରି ଫ୍ୟାନ୍ସଙ୍କୁ ଭଲ ଖବର ଦେଇଛନ୍ତି

ଏବେ ଫ୍ୟାନ୍ସ ଶିରିନ୍ ମିର୍ଜାଙ୍କୁ ବିବାହର ଡେଟ୍ କୁ ନେଇକରି ଉତ୍ସାହିତ ହେବାର ଦେଖାଯାଉଛନ୍ତି , ଯଦି ଆମେ ଅଭିନେତ୍ରୀଙ୍କ କ୍ୟାରିୟର୍ କଥା କହିବା ତେବେ ଶିରିନ୍ ମିର୍ଜା ଏକତା କାପୁରଙ୍କ ଫେମସ୍ ଶୋ ୟେ ହେଁ ମୋହାବତେଁ ରୁ ହିଁ ଅଭିନୟ ଆରମ୍ଭ କରିଥିଲେ, ଏହାପରେ ସେ ଢାଇ କିଲୋ କା ପ୍ରେମ୍, ୨୪ ୟେ କାହାଁ ଆ ଗୟେ ହମ୍ ଓ ୟେ ହେଁ ଆସିକି ରେ ଦେଖାଯାଇଥିଲେ, ଅଭିନେତ୍ରୀଙ୍କୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରୁଛନ୍ତି, ତାଙ୍କ ଅଭିନୟର ଲୋକ ଦିୱାନା ହୋଇଛନ୍ତି, ଏହି କାରଣରୁ ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

Leave a Reply

Your email address will not be published. Required fields are marked *