December 10, 2023

Odia Express

News For Public

କେବେ ମାଧୁରୀଙ୍କ ଫେବରାଇଟ୍ ଥିଲେ Sanjay Dutt କିନ୍ତୁ ସଞ୍ଜୁ ଜେଲ୍ ଯିବାପରେ ହେଇଥିଲା ଏହି ଘଟଣା

ବଲିଉଡ୍ ଇଣ୍ତଷ୍ଟ୍ରିରେ ସଞ୍ଜୁବାବା ମାନେ ସଞ୍ଜୟଦତ୍ତ ନିଜ ଦମଦାର୍ ଷ୍ଟାଇଲ୍ ଓ ଅଭିନୟକୁ ନେଇକରି ବହୁତଥର ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରୁହନ୍ତି, ଆପଣମାନଙ୍କ ମଧ୍ୟରୁ ବହୁତ ଲୋକେ ଏହି କଥା ଜାଣିଥିବେ କି ସଞ୍ଜୟ ଦତ୍ତ ଜଣେ ବାଳ କଳାକାର ରୁପରେ ନିଜ ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ, ଫିଲ୍ମ ହେଲା ରେଶମା ଓ ଶେରା । ଆଜି ଆମେ ଆପଣଙ୍କୁ ସଞ୍ଜୟ ଦତ୍ତ ଓ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କ ବିଷୟରେ ମଜାଦାର୍ ଲଭ୍ ଷ୍ଟୋରୀ ବିଷୟରେ କହିବୁ ।ଜଣାଥିବ କି ସଞ୍ଜୟ ଦତ୍ତ ଜଣେ ଅଭିନେତା ନିଜ କ୍ୟାରିୟର୍ ଆରମ୍ଭ ଫିଲ୍ମ ରକି ରୁ କରିଥିଲେ, ନିଜ ପ୍ରଥମ ଫିଲ୍ମରେ ସେ ଧମାକାଦାର୍ ଅନ୍ଦାଜର ସହ ସଞ୍ଜୟ ଦତ୍ତ ସମସ୍ତଙ୍କୁ ଦିୱାନା କରିଦେଇଥିଲେ, ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଇଣ୍ତଷ୍ଟ୍ରିର୍ ବଡ ଅଭିନେତ୍ରୀଙ୍କ ନାଁ ବି ଯୋଡା ହୋଇଛି

ଏହି ଭାଗରେ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କ ନାଁ ବି ସାମିଲ୍ ଥିଲା, ବଲିଉଡ୍ ର ଗଳିରେ ଦୁହେଁ ଙ୍କ ଆଫେୟାର୍ ଖବର ବହୁତ ଚର୍ଚ୍ଚାରେ ଆସିଥିଲା, କିନ୍ତୁ ଦୁହେଁଙ୍କୁ ନିଜ ପ୍ରେମର ସଫଳତା ମିଳିପାରିଲା ନାହିଁ । ମାଧୁରୀ ଏକ ଖାସ୍ ଇଣ୍ଟରଭ୍ୟୁରେ ଖୁଲାସା କରି କହିଥିଲେ କି ତାଙ୍କ ପସନ୍ଦର ପାର୍ଟନର ସଞ୍ଜୟ ଦତ୍ତ ବି ସାମିଲ୍ ଅଛନ୍ତି, ଏହି କାରଣ ଏହା କି ସେ ଅସଲ ଜୋକର୍ ଅଟନ୍ତି, ତାଙ୍କ କଥାଗୁଡିକ ମୋର ଚେହେରାରେ ହସ ଆଣିଥାଏ, ସେ ଏକ ଭଲ ବ୍ୟକ୍ତି ଅଟନ୍ତି, ମାଧୁରୀ ସଞ୍ଜୟ ଦତ୍ତଙ୍କ ପ୍ରଶଂସା କରି କହିଲେ କି ତାଙ୍କ ପାଖରେ ଏକ ଭଲ ହୃଦୟ ଓ ଭଲ ସେନ୍ସ ଅଫ୍ ହ୍ୟୁମର୍ ଅଛି, ସେ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି ।

ଦୁହେଁଙ୍କ ମଧ୍ୟରେ ସଂମ୍ପର୍କ ଏତେ ଗଭୀର ଥିଲା କି ସଞ୍ଜୟ ଦତ୍ତ ମାଧୁରୀ ଦିକ୍ଷିତଙ୍କୁ ବହୁତଥର ଆଇ ଲଭ୍ ୟୁ କହିଥିଲେ, ଏହି କଥାର ଖୁଲାସା ତାଙ୍କ ଫିଲ୍ମ ନିର୍ଦ୍ଧେଶକ କରିଥିଲେ , ସଞ୍ଜୟ ଦତ୍ତ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ସେ ଚାହଁନ୍ତି କି ମାଧୁରୀ ଓ ତାଙ୍କ ମଧ୍ୟରେ ଏମିତି କିଛି ସିନ୍ ହେବ କିନ୍ତୁ ଏମିତି ହୋଇପାରିନଥିଲା, ସେହି ଦିନରେ ସଞ୍ଜୟ ଦତ୍ତ ମାଧୁରୀ ଦିକ୍ଷିତଙ୍କୁ ସୋସିଆଲ୍ ମିଡିଆରେ ବ୍ୟାପିଥିବା ମିଥ୍ୟାପ୍ରଚାରକୁ ନେଇକରି କ୍ଷମା ମାଗିଥିଲେ । ୧୯୯୩ ରେ ୧୨ ମାର୍ଚ୍ଚକୁ ମୁମ୍ବାଇର ଏକ ବମ୍ ଧମାକାରେ ସଞ୍ଜୟ ଦତ୍ତଙ୍କ ନାଁ ସାମ୍ନାକୁ ଆସିଲା, ଅଭିନେତା ହତିଆର୍ ରଖିବା ଆରୋପରେ ଦଣ୍ତ ପାଇଲେ, ସେହି ସମୟରେ ମାଧୁରୀ ଦିକ୍ଷିତ ସଞ୍ଜୟ ଦତ୍ତଙ୍କ ଠାରୁ ଦୁରେଇ ଗଲେ, ଏକ ଖାସ୍ ରିପୋର୍ଟ ମୁତାବିକ ମାଧୁରୀ ନିଜ ଭଉଣୀଙ୍କୁ ଏହା କହିଦେଇଥିଲେ କି ସଞ୍ଜୟ ତାଙ୍କୁ ଫୋନ୍ ନ କରନ୍ତୁ, ଏବେ ତାଙ୍କ ମଧ୍ୟରେ କିଛି ବି ସଂମ୍ପର୍କ ନାହିଁ ।

କହିଦେବୁ କି ସେହି ଦିନରୁ ସଞ୍ଜୟ ଦତ୍ତ ଜେଲ୍ ରେ ଥିଲେ ଯେବେ ମାଧୁରୀ କହିଲେ କି ତାଙ୍କ ସହ ସଞ୍ଜୟ ଦତ୍ତଙ୍କ କୌଣସି ସଂମ୍ପର୍କ ଓ କିଛି ଲେଣଦେଣ ନାହିଁ, କହିଦେବୁ କି ଶେଷଥର ସଞ୍ଜୟ ଦତ୍ତ ଓ ମାଧୁରୀ ଦିକ୍ଷିତ ଙ୍କୁ ଫିଲ୍ମ କଳଙ୍କରେ ଦେଖାଯାଇଥିଲା, ଅଭିଷେକ ବର୍ମନ ନିର୍ଦ୍ଧେଶନା ରେ ତିଆରି ଏହି ଫିଲ୍ମ ବକ୍ସ ଅଫିସ୍ ରେ ଫ୍ଲପ୍ ହୋଇଥିଲା, ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଓ ମାଧୁରୀଙ୍କ ଛଡା ବରୁନ୍ ଧବନ୍, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର ଓ ସୋନାକ୍ଷୀ ସିହ୍ନା ବି ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *