December 10, 2023

Odia Express

News For Public

Chanakya ନୀତି ଅନୁସାରେ ସ୍ୱାମୀର ଶୋଇଥିବା ଭାଗ୍ୟକୁ ଜଗାଇଦେଇଥାଏ ଏମିତି ସ୍ତ୍ରୀମାନେ , ମୁସକିଲ୍ ସମୟରେ ବଢାନ୍ତି ହୋସଲା

1 min read

ସ୍ୱାମୀ ଓ ସ୍ତ୍ରୀର ସଂମ୍ପର୍କକୁ ବହୁତ ପବିତ୍ର ମାନାଯାଈଛି, ଏହି ସଂମ୍ପର୍କ ସାତ ଜନ୍ମର ସଂମ୍ପର୍କ ହୋଇଥାଏ, ସ୍ୱାମୀ ସ୍ତ୍ରୀର ସଂମ୍ପର୍କ ବିଶ୍ୱାସର ଡୋରିରେ ବନ୍ଧା ହୋଇଥାଏ । ଏକ ଖୁସିମୟ ପରିବାର ପାଇଁ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଦାୟିତ୍ୱ ବହନ କରନ୍ତି, ଓ ଦୁହେଁଙ୍କ ଯୋଗଦାନ ରହିବା ଜରୁରୀ , ଜଣେ ମହିଳା ନିଜ ପରିବାରକୁ ସଂମ୍ଭାଳିଥାଏ, ଓ ନିଜକୁ ସଂସ୍କାର ଦେଇଥାଏ । ମହିଳା ଘର ଓ ସବୁ ସଦସ୍ୟଙ୍କୁ ଯୋଡିକରି ରଖେ , ଏତିକି ନୁହେଁ ଅସୁବିଧାର ପରିସ୍ଥିତିରେ ବି ମହିଳା ନିଜ ପରିବାର ଓ ସ୍ୱାମୀର ସହ ଠିଆ ହୁଏ, ଆପଣଙ୍କୁ କହିଦେବୁ କି ଚାଣକ୍ୟ ନୀତି ଅନୁସାରେ କିଛି ଏପରି ଗୁଣ ବିଷୟରେ କୁହାଯାଇଛି ଯଦି କେଉଁ ମହିଳା ହୋଇଥିବେ ତେବେ ସେ ନିଜ ସ୍ୱାମିଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । କହିଦେବୁ କି ଆଚାର୍ଯ୍ୟ ଚାଣକ୍ୟ ନିଜ ଜମାନାରେ ଏକ ମହାନ୍ ବିଦ୍ୱାନ୍ ଥିଲେ ।

ଯିଏକି ମନୁଷ୍ୟର ଜୀବନ ସହ ଯୋଡି ହୋଇଥିବା ବହୁତ ସାରା କଥା ବିଷୟରେ କହିଛନ୍ତି, ଆଚାର୍ଯ୍ୟ ଚାଣକ୍ୟ ନୀତି ନାମକ ପୁସ୍ତକ ଲେଖିଥିଲେ, ଯେଉଁଥିରେ ନିତିଗୁଡିକ, ଗୁଣ , ଜୀବନ ବଞ୍ଚିବାର ତରିକାର ବିଷୟରେ ଉଲ୍ଲେଖ କରାଯାଇଛି, ଚାଣକ୍ୟ ନୀତିରେ କୁହାଯାଇଛି କି ଆଜିର ସମୟରେ ବହୁତ ଲାଭକାରୀ ହୋଇଥାଏ, ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମହିଳାଙ୍କ କିଛି ଖାସ୍ ଗୁଣ ଅଛି ଯାହା ତାଙ୍କୁ ବିବାହ କରୁଥିବା ବ୍ୟକ୍ତିର ଭାଗ୍ୟ ଖୋଲିଯିବ, ତେବେ ଆସନ୍ତୁ ଜାଣିବା ପରିଶେଷରେ ଚାଣକ୍ୟ ନୀତି କଣ କହେ ।

୧) ଧାର୍ମିକ ମହିଳା- ଚାଣକ୍ୟ ନୀତି ଅନୁସାରେ ଯଦି କେଉଁ ବ୍ୟକ୍ତି ବିବାହ ଧାର୍ମିକ ମହିଳାଙ୍କୁ ହୋଇଯାଏ ତେବେ ପୁରା ପରିବାର ଧର୍ମର ମାର୍ଗରେ ଚାଲିଥାଏ, ଘରର ସଦସ୍ୟ, ଛୁଆଙ୍କ ଖରାପ ଅଭ୍ୟାସ, ଓ କାର୍ଯ୍ୟରୁ ଦୁରେଇ ରୁହନ୍ତି, ଯଦି ଭଲ ଆଚରଣ ହୋଇଥିବ ତେବ୍ ବ୍ୟକ୍ତି ନିଜ ଜୀବନରେ ସଫଳତା ହାସିଲ୍ କରିପାରିବ ।

୨) ଧୈର୍ଯ୍ୟ ରଖୁଥିବା ମହିଳା – ଯଦି କେଉଁ ମହିଳା ଧୈର୍ଯ୍ୟବାନ ଅଟନ୍ତି ତେବେ ସେ ମୁସକିଲ୍ ରୁ ମୁସକିଲ୍ ସମୟକୁ ବି ଶାନ୍ତିରେ ପାର୍ କରିବାର ସକ୍ଷମ ରହିଥାଏ, ଏହି ପରି ମହିଳାମାନେ ନିଜ ଜୀବନସାଥୀ ସହ କେବେ ଛାଡନ୍ତି ନାହିଁ ଏହି ମହିଳା ମୁସକିଲ୍ ସମୟରେ ନିଜ ସ୍ୱାମିଙ୍କ ହୋସଲା ବଢାନ୍ତି, ଆଚାର୍ଯ୍ୟ ଚାଣକ୍ୟ କହନ୍ତି କି ଯଦି ଏମିତି ମହିଳା କେଉଁ ପୁରୁଷଙ୍କୁ ବିବାହ କରିଥାନ୍ତି ତେବେ ତାଙ୍କ ଭାଗ୍ୟ ଖୋଲିଯାଏ, ଏମିତି ସ୍ତ୍ରୀଙ୍କ ସହ ଓ ହୋସଲା ସ୍ୱାମୀକୁ କେଉଁ ବି ଅସୁବିଧାରୁ ବାହାର କରିବାରେ ସାହାଯ୍ୟ କରିଥାଏ ।

୩) ଶାନ୍ତି ଓ ଖୁସି ରହୁଥିବା ମହିଳା- ଯେପରି ଆମେ ଜାଣିଛେ କି ସବୁ ମଣିଷକୁ ରାଗ ଓ ଝଗଡା ଘରକୁ ଶାନ୍ତି ଭଙ୍ଗ କରିଥାଏ, ଏତିକି ନୁହେଁ ବରଂ ଏହି କାରଣରୁ ବହୁତ ସାରା ସମସ୍ୟା ଉତ୍ପନ୍ନ ହୋଇଥାଏ, ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଶାନ୍ତ ଓ ଖୁସିମିଜାଜ୍ ମହିଳାଙ୍କ ବିଷୟରେ କହିଛନ୍ତି, ଚାଣକ୍ୟ ନୀତି ଅନୁସାରେ ଯଦି କେଉଁ ମହିଳା ଶାନ୍ତ ସ୍ୱଭାବର ଅଟନ୍ତି ଓ ତାଙ୍କର ସ୍ୱଭାବ ଖୁସିମିଜାଜ୍ ଅଛି ତେବେ ସେ ପୁରା ଘରକୁ ସକରାତ୍ମକତାରେ ଭରିଦିଅନ୍ତି, ଏମିତି ମହିଳାଙ୍କୁ ଯେଉଁ ବ୍ୟକ୍ତି ବିବାହ କରିଥାଏ, ତାଙ୍କ ଘର ଖୁସିରେ ଭରପୁର ହୋଇଥାଏ ।

୪) ପରିବାରରେ ସମସ୍ତଙ୍କୁ ଭଲ ପାଉଥିବା ମହିଳା- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ମହିଳା ପରିବାରର ସବୁ ଲୋକଙ୍କୁ ଭଲ ପାଇବା ଦେଇଥାଏ ତେବେ ଘରେ ଖୁସି ବଢିଥାଏ, ଆଚାର୍ଯ୍ୟ ଚାଣକ୍ୟ କହନ୍ତି କି ଯେଉଁ ମହିଳା ଘରର୍ ବଡଙ୍କୁ ସମ୍ମାନ ଦିଏ ଓ ଛୋଟଙ୍କୁ ଆଦର ଓ ଭଲ ପାଇବା ଦିଏ ତେବେ ତାଙ୍କୁ ବିବାହ କରୁଥିବା ବ୍ୟକ୍ତିର ଶୋଇଥିବା ଭାଗ୍ୟ ଆଉଥରେ ଖୋଲିଯାଏ ।

୫) ଶିକ୍ଷିତ ମହିଳା- ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରିଛନ୍ତି କି ଯଦି ମହିଳା ଶିକ୍ଷିତ ଅଛନ୍ତି ତେବେ ସେ ପୁରାପରିବାରକୁ ଶିକ୍ଷିତ କରନ୍ତି, ମହିଳାଙ୍କ ଶିକ୍ଷା ତାଙ୍କ ଜାଗୁରତା ତାଙ୍କୁ ତ ସଫଳ କରିଥାଏ, ପରିବାରକୁ ବି ଶିକ୍ଷିତ ଓ ସଂସ୍କାର ବନାଇଥାଏ, ଯଦି ଏମିତି ମହିଳାଙ୍କୁ କେଉଁ ବ୍ୟକ୍ତି ବିବାହ କରେ ତେବେ ତାଙ୍କ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ ।

Leave a Reply

Your email address will not be published. Required fields are marked *