November 29, 2023

Odia Express

News For Public

Super Dancer 4 ରେ ଆଉଥରେ ଫେରିବେ ଶିଳ୍ପା ସେଟ୍ଟି, ୟୁଜର୍ କହିଲେ ରାଜ କୁନ୍ଦ୍ରା ତାଙ୍କ କ୍ୟାରିୟର୍ ଖରାପ କରିଦେଲେ କିନ୍ତୁ ସେ..

ଶିଳ୍ପାସେଟ୍ଟି ରାଜକୁନ୍ଦ୍ରା ଗିରଫ ହେବା କାରଣରୁ ସୁପର ଡ୍ୟାନ୍ସର୍ ୪ ରୁ ଶୋରୁ ଗାୟବ ହୋଇଯାଇଥିଲେ, ଯେବେ ଠାରୁ ରାଜ୍ କୁନ୍ଦ୍ରା ଗିରଫ ହୋଇଥିଲେ ଶିଳ୍ପା ସୁଟିଙ୍ଗ୍ ପାଇଁ ଯାଇନଥିଲେ, କହିଦେବୁ କି ଗତ କିଛି ସମୟରୁ ସେ ଡ୍ୟାନ୍ସ ରିୟାଲିଟି ଶୋ ସୁପର ଡ୍ୟାନ୍ସରରେ ଜର୍ଜ କାମ କରୁଥିଲେ, କିନ୍ତୁ ଯେବେ ଠାରୁ ରାଜକୁନ୍ଦ୍ରା ଗିରଫ ହୋଇଛନ୍ତି, ତେବେ ଠାରୁ ସେ ଶୋରେ ଗାୟବ ହୋଇଯାଇଥିଲେ, ସେମିତି ସୁଟିଙ୍ଗ୍ ରେ ବି ଆସୁନଥିଲେ ଓ ତାଙ୍କ ଜାଗାରେ ବାକି ସେଲିବ୍ରେଟିଜ୍ ଆସୁଥିଲେ, ଶୋରେ ଶିଳ୍ପା ହେବାରୁ ଏକ ଅଲଗା ମଜାଦାର୍ ମାହୋଲ୍ ରହୁଥିଲା, କିନ୍ତୁ ଏବେ କିଛି ଖବରରୁ ଜଣାଯାଏ କି ଜଲଦି ହିଁ ଶିଳ୍ପା ଶୋରେ ଆଉଥରେ ଫେରିବେ, ତାଙ୍କର ଏହି କମ୍ ବ୍ୟାକ୍ ରୁ ସମସ୍ତେ ଅଲଗା ଅଲଗା ପ୍ରତିକ୍ରିୟା ଦେଉଛନ୍ତି ।

ଶୋର ଅନ୍ୟ ଜର୍ଜ ଅନୁରାଗ୍ ବାସୁ କହିଲେ କି ହଁ ଆମେ ଶିଳ୍ପାଙ୍କୁ ସେଟ୍ ରେ ମିସ୍ କରୁଥିଲୁ, ମୁଁ ନୁହେଁ ପୁରା ଟିମ୍ ତାଙ୍କୁ ହୃଦୟରୁ ମନେ ପକାଉଥିଲେ, ଆମ ମଧ୍ୟରେ ଏକ ଭଲ ବଣ୍ତିଙ୍ଗ୍ ହୋଇଯାଇଛି, କେବଳ ଆମେ ତିନିଜଣ ଜର୍ଜ ନୁହେଁ ବରଂ ଶୋ ସହ ଯୋଡି ହୋଇଥିବା ବାକି ଲୋକଙ୍କର ସହ ଆମର ଭଲ ବଣ୍ତିଙ୍ଗ୍ ହୋଇଛି, ଏହା ଆମର ଛୋଟ ଫ୍ୟାମିଲି ଅଟେ।  ଓ ଯେବେ କିଏ ଜଣେ ବି ନଥାନ୍ତି ତେବେ ବହୁତ ଖରାପ ଲାଗେ, ଶିଳ୍ପା ଆମର ବହୁତ ପାଖାପାଖି ଅଟନ୍ତି

କହିଦେବୁ କି ସୋସିଆଲ୍ ମିଡିଆରେ ଏହି ଦିନ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଶିଳ୍ପା ସୁଟ୍ ପାଇଁ ବାନିଟି ରୁ ବାହାରୁଛନ୍ତି, ସବୁବେଳେ ହସୁଥିବା ଶିଳ୍ପା ଏହି ଭିଡିଓରେ ଉଦାସ ନଜର ଆସୁଛନ୍ତି, ତାଙ୍କର ଏହି ଉଦାସୀରେ ଅଲଗା ରିଆକ୍ସନ୍ ଦେଖିବାକୁ ମିଳୁଛି, ଜଣେ ୟୁଜର୍ ଲେଖିଥିଲେ କି ଆଜି ଇଏ ହସୁନାହାନ୍ତି କଣ ପାଇଁ ? ତେବେ ଆଉଜଣେ ଲେଖିଲେ କି ରାଜ କୁନ୍ଦ୍ରା ତାଙ୍କ କ୍ୟାରିୟର୍ ବର୍ବାଦ କରିଦେଲେ ।

ସେମିତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଗତ କିଛି ଦିନରୁ ସୋସିଆଲ୍ ଡିସଟାନ୍ସ ବନାଇ ରଖିଛନ୍ତି, ଯେବେ ତାଙ୍କ ବିଜନେସ୍ ମ୍ୟାନ୍ ରାଜ କୁନ୍ଦ୍ରା ଅଶ୍ଳିଳ ଫିଲ୍ମ ବନାଇବା ଓ ତାକୁ ଆପ୍ ରେ ଦେଖାଇବା ଆରୋପରେ ଗିରଫ ହେଲେ ତେବେ ଶିଳ୍ପାଙ୍କ ପବ୍ଲିକ୍ ଙ୍କ ଠାରୁ ଦୁରେଇ ରହିଲେ, ଏତିକି ନୁହେଁ ସେ ରିୟାଲିଟି ଶୋରୁ ବି ଦୁରେଇ ଗଲେ, ଶିଳ୍ପା ଏହି ଶୋରେ ଜଣେ ଜର୍ଜ ହୋଇକରି ନଜର ଆସିଥିଲେ

୧୫ ଅଗଷ୍ଟ ରବିବାରକୁ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଶିଳ୍ପା ପ୍ରଥମଥର ସାର୍ବଜନିକ ରୁପରେ ନଜର ଆସିଥିଲେ, ସେ ଏକ କୋଭିଡ୍ ୧୯ ଫଣ୍ତରେଜର୍ କାର୍ଯ୍ୟକ୍ରମରେ ଭାଗ ନେଲେ, ଏହି ସମୟରେ ଶିଳ୍ପା ଯୋଗ, ପ୍ରାଣାୟମ୍ ବିଷୟରେ ଲୋକଙ୍କୁ ସୁଚନା ଦେଉଥିଲେ, ଶିଳ୍ପା କହିଲେ କି ଅସୁବିଧା ସମୟରେ ଖରାପ ଭାବନା ଆସିବା ସଂମ୍ଭବ ହୋଇଥାଏ, ପଜେଟିଭ୍ ରହିଲେ ଆପଣଙ୍କ ବ୍ରିଦିଙ୍ଗ୍ ସଠିକ୍ କରିବାପାଇଁ ହୋଇଥାଏ, ଆଯିର ସମୟରେ ପ୍ରାଣାୟମ୍ ବହୁତ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *