November 27, 2023

Odia Express

News For Public

ଜାଆଁଳା ଭାଇ ଭଉଣୀ ଲାଗନ୍ତି Pawandeep Rajan ଓ ତାଙ୍କ ଭଉଣୀ, ଦେଖିବାକୁ ଅଟନ୍ତି ବହୁତ ଷ୍ଟାଇଲିଷ୍ଟ ଜ୍ୟୋତିଦିପ

ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ର ବିଜେତା ରହିଥିବା ପବନଦିପ ରାଜନ୍ ଏହି ଦିନ ସବୁଆଡେ ଲୋକପ୍ରିୟ ହୋଇଛନ୍ତି, ସେ ୧୫ ଅଗଷ୍ଟକୁ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ଟ୍ରଫି ନିଜ ନାଁରେ କରିଥିଲେ, ୨୭ ଜୁଲାଇ ୧୯୯୬ କୁ ଉତ୍ତରାଖଣ୍ତର ଚମ୍ପାବତ ରେ ଜନ୍ମ ନେଇଥିବା ପବନଦିପ ରାଜନ ଗୀତରେ ବହୁତ ଲୋକ ଫ୍ୟାନ୍ସ ହୋଇଯାଈଛନ୍ତି । ସେ ଯେଉଁ ପ୍ରକାରରେ ସିଙ୍ଗିଙ୍ଗ୍ ରିୟାଲିଟି ଶୋରେ ନିଜ ଦମଦାର୍ ଦକ୍ଷତା ଦେଖାଇଲେ ତାହା ସତରେ ପ୍ରଶଂସନୀୟ ଯୋଗ୍ୟ ।ସେମିତି ପବନଦିପ ରାଜନଙ୍କ ଏତେ ଦକ୍ଷତା ହେବାର ଏକ ରାଜ୍ ତାଙ୍କ ପାରିବାରିକ ବ୍ୟାକଗ୍ରାଉଣ୍ତ ବି ଅଟେ, ତାଙ୍କ ପରିବାରରେ ସମସ୍ତେ ସିଙ୍ଗର୍ ଅଟନ୍ତି, ଖାସ୍ କରି ପବନଦୀପ ରାଜନ୍ ଙ୍କ ଭଉଣୀ ଜ୍ୟୋତିଦିପ ବି ଏକ ଭଲ ଗାୟିକା ଅଟନ୍ତି

ଜ୍ୟୋତିଦିପ ରାଜନ୍ ଙ୍କ ବିଷୟରେ ଏକ ମଜାଦାର୍ କଥା ଦେଖିବାକୁ ମିଳିଥିଲା ସେ ନିଜ ଭାଇଙ୍କ ଜାଆଁଳା ଭଉଣୀ ପରି ଲାଗୁଛନ୍ତ୍, ତାଙ୍କ ସବୁ ହାବଭାବ ତାଙ୍କ ଭାଇ ପବନଦୀପଙ୍କ ସହ ମିଶୁଛି, ଦୁହେଁ ଭାଇ ଭଉଣୀ ଦେଖିବାକୁ ବହୁତ କ୍ୟୁଟ୍ ଲାଗୁଛନ୍ତି । ନିଜ ଭାଇ ପବନଦୀପଙ୍କ ପରି ଜ୍ୟୋତିଦିପ ବହୁତ ଦକ୍ଷତା ସଂପର୍ଣ୍ଣ ଝିଅ ଅଟନ୍ତି, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସେ ଗୋଟେ ରୁ ଅଧିକା ଭାଷାର ଜ୍ଞାନ ଅଛି, ସେ କେବଲ ହିନ୍ଦି ନୁହେଁ ବରଂ ସ୍ଥାନୀୟ ଭାଷାର ଗୀତ ଗାଉଥିବାର ଜଣାଯାଏ, ତାଙ୍କୁ ବହୁତ ଲୋକ ସିଙ୍ଗର ସହ ରକଷ୍ଟାର୍ ଭାବେ ଜାଣନ୍ତି, ଜ୍ୟୋତିଦିପ ଗଢବାଲି, କୁମାଉନି, ପଞ୍ଜାବୀ ଗୀତ ଭଲରେ ଗାଇପାରନ୍ତି ।

ନିଜ ଭାଇ ପବନଦିପଙ୍କପରି ଜ୍ୟୋତିଦିପ ସିଙ୍ଗିଙ୍ଗ୍ ରିୟାଲିଟି ଶୋରେ ଭାଗ ନେଇସାରିଛନ୍ତି, ସେ ୨୦୧୯ ରେ ଭଏସ୍ ଅଫ୍ ଇଣ୍ତିଆ କିଡସ୍ ପାଇଁ ଅଡିସନ୍ ଦେଇଥିଲେ, କିନ୍ତୁ ସେହି ଶୋରେ ଅଧିକା ଆଗକୁ ଯାଇପାରିଲେ ନାହିଁ, ଜ୍ୟୋତିଦିପ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, ଯେପରି ପବନଦୀପ ଇଣ୍ତିଆନ୍ ଆଇଡଲ୍ ୧୨ରେ ଭାଗ ନେଇଥିଲେ, ତେବେ ତାଙ୍କ ସପୋର୍ଟରେ ବହୁତ ପୋଷ୍ଟ କରୁଥିଲେ

ସେ ନିଜ ଭାଇର ସଫଳତାରେ ବହୁତ ସାଥ୍ ଦେଇଥିଲେ ଜ୍ୟୋତିଦୀପ୍ ନିଜ କ୍ୟାରିୟରର୍ ବହୁତ ଗୀତ ଗାଇସାରିଛନ୍ତି, ତାଙ୍କ ଗାଇଥିବା ଗୀତ ପାହାଡି ଗିତ ଭଲ ଭାବେ ଲୋକପ୍ରିୟତା ପାଇଛି, ପବନଦୀପ ରାଜନ୍ ଇଣ୍ତିଆନ୍ ଆଇଡଲ୍ ବିଜେତା ହେବାପରେ ତାଙ୍କ ଭଉଣୀ ଜ୍ୟୋତିଦିପ ଙ୍କଲୋକପ୍ରିୟତା ଧିରେ ଧିରେ ବୃଦ୍ଧି ପାଇଛି, ଇନଷ୍ଟାଗ୍ରାଂମରୁ ନେଇକରି ୟୁଟ୍ୟୁବ୍ ପର୍ଯ୍ୟନ୍ତ ଲୋକେ ତାଙ୍କୁ ଫଲୋକରିବା ଆରମ୍ଭକରିଦେଇଛନ୍ତି ।

ଜ୍ୟୋତିଦିପ୍ ତେବେ ଆହୁରି ଲାଇମ୍ ଲାଇଟ୍ ରେ ଆସିଲେ ଜେବେ ପବନଦିପ ରାଜନ୍ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଭଉଣୀର ଏକ ଭିଡିଓ ସେୟାର୍ କଲେ, ଏହାପରେ ଲୋକେ ତାଙ୍କୁ ଅନଲାଇନ୍ ସର୍ଚ୍ଚ କରିବା ଆରମ୍ଭ କରିଦେଲେ, ଏବେ ସମସ୍ତେ ତାଙ୍କ ଭଉଣୀଙ୍କ ବିଷୟରେ ଜାଣିବାକୁ ଇଚ୍ଚା ରଖୁଛନ୍ତି, ସେମିତି ଫ୍ୟାନ୍ସଙ୍କୁ ଯେଉଁ କଥା ବେଶୀ ମଜାଦାର୍ ଲାଗିଛି ତାହା ହେଲା ଏହି ଦୁହେଁ ଭାଇ ଭଉଣୀ ଦେଖିବାକୁ ଏକଦମ୍ ଜାଆଁଳା ଭାଇ ଭଉଣୀ ପରି ଲାଗନ୍ତି ଯାହାକି ବହୁତ କ୍ୟୁଟ୍ ଲାଗୁଛି ।

ଜ୍ୟୋତିଦିପ ଓ ପବନଦୀପଙ୍କ ବଣ୍ତିଙ୍ଗ୍ ବଢିଆ ଅଛି ଏହି ଦୁହେଁ ଯୁଗଲବନ୍ଦୀ ବହୁତ ଭଲ ଭାବରେ କରନ୍ତି, ଦୁହେଁ ଏକା ସାଙ୍ଗରେ ଷ୍ଟେଜ୍ ପ୍ରୋଗ୍ରାମ୍ରେ ନିଜ ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି, ଜ୍ୟୋତିଦିଅଙ୍କୁ ସବୁ ଟାଇପ୍ ର ମ୍ୟୁଜିକ୍ ପସନ୍ଦ୍ ଲାଗେ ସେ ସବୁ ବରାବର୍ ଏନଜୟ୍ କରନ୍ତି, ସେ ବହୁତ ମ୍ୟୁଜିକାଲ୍ ଭିଡିଓ ବନାଇସାରିଛନ୍ତି ଓ ତାଙ୍କୁ ସଙ୍ଗୀତ ପ୍ରତି ବହୁତ ଭଲ ପାଇବା ଅଛି ।ଜ୍ୟୋତିଦିପ ରାଜନ୍ ଏକ ଭଲ ଗାୟିକା ହେବା ସହ ଏକ ବହୁତ ଷ୍ଟାଇଲିଷ୍ଟ ବି ଅଟନ୍ତି, ତାଙ୍କ ଷ୍ଟାଇଲ୍ ଓ ଲୁକ୍ କେଉଁ ବଲିଉଡ୍ ହିରୋଇନ୍ ରୁ କମ୍ ଲାଗୁନାହିଁ ।

Leave a Reply

Your email address will not be published. Required fields are marked *