June 19, 2024

Odia Express

News For Public

ଗୋବିନ୍ଦାଙ୍କ ୫ ଟି ଭୁଲ୍, ଯାହା ତାଙ୍କ Career କରିଦେଇଥିଲା ବର୍ବାଦ, ନହେଲେ ଆଜି ହୋଇଥାନ୍ତେ ସବୁଠୁ ବଡ ସୁପରଷ୍ଟାର୍

୯୦ ଦଶକର ପ୍ରସିଦ୍ଧ ସୁପରଷ୍ଟାର୍ ଗୋବିନ୍ଦାଙ୍କୁ କିଏ ବା ନଜାଣେ, ସେ ଫିଲ୍ମରେ ନିଜ ବଢିଆ ଅଭିନୟ ବଳରେ ଫ୍ୟାନ୍ସଙ୍କ ହୃଦୟରେ ଏକ ଅଲଗା ଜାଗା ବନାଇଛନ୍ତି, ଗୋବିନ୍ଦା ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ଇଲଜାମ୍ ରୁ କରିଥିଲେ, ଯାହା ବକ୍ସ ଅଫିସ୍ ରେ ସୁପରହିଟ୍ ହୋଇଥିଲା, ଏହାପରେ ସେ ବହୁତ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ, ତାଙ୍କ ଅଭିନୟରୁ ଲୋକେ ବହୁତ ଖୁସି ହୋଇଥିଲେ । ଗୋଟେ ସମୟ ଥିଲା ଯେବେ ଗୋବିନ୍ଦାଙ୍କୁ ବଲିଉଡ୍ ସୁପରଷ୍ଟାର୍ କୁହାଯାଉଥିଲା, ଓ ତାଙ୍କ ପସନ୍ଦ କରୁଥିବା ଲୋକ ତାଙ୍କୁ ବହୁତ ପସନ୍ଦ କରୁଥିଲା, ଫିଲ୍ମରେ ନିଜ ଅଭିନୟରୁ ଗୋବିନ୍ଦା ଲୋକଙ୍କ ବହୁତ ମନୋରଞ୍ଜନ କରାଯାଉଥିଲା

ଗୋବିନ୍ଦା ଫିଲ୍ମରେ ସକ୍ରିୟ ନାହାନ୍ତି କିନ୍ତୁ ତାଙ୍କ ପରେ ଗୋବିନ୍ଦା ନିଜ ଭଲ ଭୁମିକା ସବୁ ଲୋକଙ୍କର ହୃଦୟରେ ଏକ ଅଲଗା ପରିଚୟ ବନାଇଛନ୍ତି । ଗୋବିନ୍ଦା ବଲିଉଡ୍ ରେ ବହୁତ ସାରା ଫିଲ୍ମ ଦେଇଛନ୍ତି । ଦର୍ଶକମାନେ ତାଙ୍କ ଅଭିନୟ ସହ ତାଙ୍କ ଡ୍ୟାନ୍ସକୁ ବହୁତ ଅଧିକା ପସନ୍ଦ କରିଛନ୍ତି, କିନ୍ତୁ ଏବେ ଗୋବିନ୍ଦା ସେ ଡ୍ୟାନ୍ସ ଓ ଅଭିନୟ ଦେଖିବାକୁ ମିଳୁଛି, ଏହାର ପଛରେ ବହୁତ ପ୍ରଶ୍ନ ଓ କାରଣ ହୋଇପାରେ, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଗୋବିନ୍ଦା କିଛି ଏମିତି ଭୁଲ୍ ବିଷୟରେ କହିବୁ ଯାହାର କାରଣରୁ ତାଙ୍କ କ୍ୟାରିୟର୍ ବର୍ବାଦ ହୋଇଗଲା ।

ଗୋବିନ୍ଦାଙ୍କ ବିଳମ୍ବତା ତାଙ୍କର ବହୁତ ଭୁଲ୍ ଥିଲା, ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡିଲା, ଏମିତି କୁହାଯାଉଛି କି ଗୋବିନ୍ଦା ଫିଲ୍ମ ସୁଟିଙ୍ଗ୍ ସମୟରେ ବହୁତ ଲେଟ୍ ରେ ଆସୁଥିଲେ, ଯାହାର କାରଣରୁ ଫିଲ୍ମରେ ଅଲଗା କଳାକାର ତାଙ୍କୁ ଅପେକ୍ଷା କରୁଥିଲେ, ଓ ନାରାଜ୍ ହୋଇଯାଉଥିଲେ, ଗୋବିନ୍ଦାଙ୍କ ଏହି ବିଳମ୍ବ ହେବା କାରଣରୁ ଫିଲ୍ମ ନିର୍ମାତାତାଙ୍କୁ ବହୁତ ନାରାଜ୍ ହୋଇଯାଇଥିଲେ, ଗୋବିନ୍ଦାଙ୍କ ଏହି ଫିଲ୍ମ କାରଣରୁ ତାଙ୍କ କ୍ୟାରିୟରର ଗ୍ରାଫ୍ ଧୀରେ ଧୀରେ ତଳକୁ ଖସିଗଲା । ଖବର୍ ଅନୁସାରେ ଏମିତି କୁହାଯାଏ କି ଯେବେ ଗୋବିନ୍ଦା ଡେଭିଡ୍ ଧବନଙ୍କ ସହ ଝଗଡା କଲେ

ତେବେ ଡେଭିଡ୍ ଧବନ ଗୋବିନ୍ଦାଙ୍କୁ କାମ ଦେବା ବନ୍ଦ କରିଦେଲେ, ଗୋଟେ ସମୟ ଥିଲା ଯେବେ ଗୋବିନ୍ଦା ଡେଭିଡ୍ ଧବନଙ୍କ ଯୋଡି ବହୁତ ସୁପରହିଟ୍ ଥିଲା,  କିନ୍ତୁ ଦୁହେଁଙ୍କ ଝଗଡା ଗୋବିନ୍ଦାଙ୍କ କ୍ୟାରିୟର୍ ବହୁତ ଖରାପ୍ କରିଦେଲା । ୯୦ ଦଶକର ଲୋକପ୍ରିୟ କଳାକାର ନିଜ ଅଭିନୟର୍ ସହ ଡ୍ୟାନ୍ସ ପାଇଁ ଲୋକପ୍ରିୟ ହୋଇଥିଲେ, କିନ୍ତୁ ସେକେବେ ନିଜ ଫିଟନେସ୍ କୁ ଅଧିକାଧ୍ୟାନ ଦେଲେ ନାହିଁ, ଫିଲ୍ମ ଇଣ୍ତଷ୍ଟ୍ରିରେ ଫିଟନେସ୍ କୁ ବେଶୀ ଗୁରୁତ୍ୱ ଦିଆଯାଏ , କିନ୍ତୁ ଗୋବିନ୍ଦା କେବେ ଏହା ଉପରେ ଧ୍ୟାନ ପକାଇଲେ ନାହିଁ

ଯାହାର କାରଣରୁ ତାଙ୍କୁ ଫିଲ୍ମରେ କାମ ମିଳିବା ପ୍ରାୟତଃ ବନ୍ଦ ହୋଇଗଲା, ଓ ଯାହା ନ୍ୟୁକମର୍ସଙ୍କୁ କାମ ଦିଆଯିବାକୁ ଲାଗିଲା, ଯାହାର କାରଣରୁ ତାଙ୍କ କ୍ୟାରିୟର୍ ବର୍ବାଦ ହେବାର ପରିସ୍ଥିତିରେ ଆସିଯାଇଥିଲା । ଗୋବିନ୍ଦା ଓ ସଲମାନ ଦୁହେଁ ଭଲ ସାଙ୍ଗ ହେଉଥିଲେ, କିନ୍ତୁ ଦୁହେଁଙ୍କ ମଧ୍ୟରେ ଦୁରତା ହୋଇଗଲା, ସଲମାନ୍ ଖାନ୍ ଦବଙ୍ଗ ଫିଲ୍ମରେ ଗୋବିନ୍ଦାଙ୍କଝିଅଙ୍କୁ ଲଞ୍ଚ କରିବାର ଥିଲେ, କିନ୍ତୁ ଏମିତି ହେଲାନାହିଁ, ତେବେ ଦୁହେଁଙ୍କ ସଂମ୍ପର୍କଖରାପ ହେବାକୁ ଲାଗିଲା, ଯାହାର ପ୍ରଭାବ ଗୋବିନ୍ଦାଙ୍କ କ୍ୟାରିୟରରେ ଦେଖିବାକୁ ମିଳିଲା।

ହିନ୍ଦୀ ସିନେମା ଜଗତର୍ ପ୍ରସିଦ୍ଧ କଳାକାର ଗୋବିନ୍ଦାକେବେ ରାଜନୀତି ପସନ୍ଦ୍ ଆସିନଥିଲା ୨୦୦୪ ରେ ସେ ରାଜନୀତି କ୍ଷେତ୍ରରେ ପାଦଥାପିଲେ, କଂଗ୍ରେସପାର୍ଟିରୁ ସେ ମୁମ୍ବାଇରେ ନିର୍ବାଚନ ଲଢିଲେ, ଓ ତାଙ୍କୁ ଜିତ୍ ମିଳିଲା, ରାଜନୀତିରେ ନିଜ ସମୟ ଦେବା ଯୋଗୁଁ ସେ ଫିଲ୍ମରେ ଅଭିନୟ କରିବାର ଖରାପ ପ୍ରଦର୍ଶନ କରିବାକୁ ଲାଗିଲେ , ଓ ତାଙ୍କ କ୍ୟାରିୟର୍ ଧିରେ ଧୀରେ ଅବନ୍ନତି ଆଡକୁ ଚାଲିଆସିଲା ।

Leave a Reply

Your email address will not be published. Required fields are marked *