May 17, 2024

Odia Express

News For Public

ବର୍ଦୀରେ ଆସିଲେ ଝିଅ ତ ଇନସିପେକ୍ଟର ବାପା କଲେ Salute ,ଦେଖିକି ସମସ୍ତଙ୍କ ହୃଦୟ ତରଳିଗଲା

କୁଖ୍ୟାତ ଡକେଇତଙ୍କ ପ୍ରଭାବ ବାଲା ଚମ୍ବଲ ଇଲାକାରେ ରହୁଥିବା ଦୀକ୍ଷା ଇଡୋ ତିବତ ବର୍ଡର ପୋଲିସ୍ ଆଇଟିବିପି ରେ ସହାୟକ କମାଣ୍ତାଡ୍ ହେବାର କାରଣରୁ ଉତ୍ତର ପ୍ରଦେଶର ଇଟାପାରେ ସବୁ ଆଡେ ଚର୍ଚ୍ଚା ହେଉଛି, ଆଇଟିବିପିରେ ଅଧିକାରୀ ହେବାପାଇଁ ଏହି ଝିଅ ସଫ୍ଟୱେର୍ ଇଞ୍ଜିନିୟରିଙ୍ଗ୍ ଚାକିରିକୁ ଜଳାଞ୍ଜଳୀ ଦେଇଦେଲେ, ଇଣ୍ତୋ ତିବତ୍ ବର୍ଡର ପୋଲିସ୍ ଆଇଟିବିପି ସହାୟକ କମାଣ୍ତାଡ୍ ପଦରେ ନିଯୁକ୍ତ ହୋଇଥିବା ଦୀକ୍ଷା ଇଟାବା ଜିଲ୍ଲାର ପଛାୟଗାଁ ମୁଳ ନିବାସୀ ଅଟନ୍ତି, ରବିବାରକୁ ଦୀକ୍ଷା ଅନ୍ୟ ପ୍ରତିଭାଗିଙ୍କ ସହ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପରେଟ୍ ରେ ସଲାମୀ ପରେ ବ୍ୟାଚ୍ ଲଗାଇକରି ଅଧିକାରୀ ହେବାର ଉପହାର ଦେଲେ

ଏହି ଖାସ୍ ମଉକାରେ ଇନସିପେକ୍ଟର ବାପା କମଳେଶ କୁମାର ଗର୍ବର ସହ ଝିଅକୁ ସାଲ୍ୟୁଟ୍ କଲେ ମଂସୁରୀ ଇଣ୍ତୋ ତିବତ୍ ବର୍ଡର ପୋଲିସ୍ ଏକାଡେମୀରେ ପାର୍ସିଙ୍ଗ୍ ଆଉଡ୍ ପାରେଡ୍ ପାସ୍ କରି ପ୍ରଥମ ଥର ମହିଳା ଅଧିକାରୀ ହେବାର ଗୌରବ ହାସିଲ୍ ହେଲା, ସେନା ଅଧିକାରୀ ହେବାପାଇଁ ଦୀକ୍ଷା ଚେନ୍ନାଇରେ ସଫ୍ଟୱେର୍ ଇଞ୍ଜିନିୟର ଚାକିରି ଛାଡିଦେଇଥିଲେ, ଅଧିକାରୀ ହେବାପରେ ଦୀକ୍ଷା ନିଜ ଜିଲ୍ଲା ଇଟାବା ପହଞ୍ଚିଲେ ଓ ଏକ ସ୍କୁଲରେ ଦୀକ୍ଷା ଓ ତାଙ୍କ ପରିବାରଙ୍କୁ  ସ୍ୱାଗତ କରାଗଲା ଦୀକ୍ଷା କହିଲେ କି ଆରମ୍ଭରୁ ସେ ଫିଲଡ୍ ଜବ୍ କରିବାକୁ ଚାହୁଁଥିଲେ, ଏହାପରେ ସେ ଆଇଟିବିପିକୁ ବାଛିଲେ

ତାଙ୍କ ବାପା କମଳେଶ କୁମାର୍ ଏହି ପ୍ରେରଣା ଦେଇଥିଲେ, ସେ ଆଇଟିବିପି ପିଥୋରାଗଢ ଉତ୍ତରାଖଣ୍ତରେ ଇନସିପେକ୍ଟର ପଦରେ ଅଛନ୍ତି, ଦିକ୍ଷା ସଂଘ ଲୋକସେବା ଆୟୋଗରେ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ବଳ ପରିକ୍ଷା ୨୦୧୮ ରେ ଦେଇଥିଲେ, ବର୍ଷ ୨୦୧୯ ରେ ପରିକ୍ଷାର ପରିଣାମ ଆସିବାପରେ ଜୁଲାଇ ୨୦୨୦ ରେ ମସୁରି ଟ୍ରେନିଙ୍ଗ୍ ମିଳିଲା । ଦୀକ୍ଷା କହିଲେ କି ସେ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟ ସେକ୍ଟର ୮ ଆରକେପୁରମ୍ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି, ତାହାପରେ ଅଷ୍ଟମ ଶ୍ରେଣୀରୁ ଏକାଦଶ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଲବାସନା ମଂସୁରି

ଯୁକ୍ତ ୨ କେନ୍ଦ୍ରୀୟ ବିଦ୍ୟାଳୟ ଇଣ୍ତିଆନ୍ ମେଡିକାଲ୍ ଏକାଡେମୀ ଡେରାଡୁନ୍ ରୁ କରିଥିଲେ, ୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ ବିଟେକ୍ ଏନ୍ ଆଇ ଆଇଟି ଶ୍ରୀନଗର ଗଢବାଲ ଉତ୍ତରାଖଣ୍ତ ରୁ କମ୍ୟୁଟର୍ ସାଇନ୍ସ କଲେ, ତାହାପରେ ଚେନ୍ନାଇରୁ ଏକ କମ୍ପାନୀରେ ଚାକିରି ଲାଗିଗଲା, ଦୁଇ ବର୍ଷ ପରେ ୨୦୧୭ ରେ ଚାକିରି ଛାଡିକରି ଦିଲ୍ଲୀରେ ୟୁପିଏସ୍ ସି ପ୍ରସ୍ତୁତି କରିଲେ । ଦୀକ୍ଷା ମସୁରି ଏକାଡେମୀରେ ଏକ ବର୍ଷ ଟ୍ରେନିଙ୍ଗ୍ ର ଅନୁଭବ ଶାନଦାର୍ ରହିଲା ସେ ଏହାର ଉପଯୋଗ ଜନତାଙ୍କ ସେବାରେ କରିବେ ।

ଆଇଟିବିପି ନବନିଯୁକ୍ତ ଆସିଷ୍ଟାଣ୍ତ କମାଣ୍ତାଡ୍ ଦୀକ୍ଷା କହିଲେ କି ଏହି ସେବାରେ ଆସିବାର ପ୍ରେରଣା ତାଙ୍କ ବାପା ଇନସିପେକ୍ଟର କମଳେଶ କୁମାରଙ୍କ ଠାରୁ ମିଳିଲା< ସେ ୩୨ ବର୍ଷରୁ ଆଇଟିବିପି ରେ ଜଣେ ଇନସିପେକ୍ଟର ଚାକିରି କରୁଛନ୍ତି, ଏହି ସମୟରେ ସେ ପିଥୋରଗଢରେ ନିଯୁକ୍ତ ଅଛନ୍ତି, ବାପା କମଳେଶ କହିଲେ କି ମିଳିଥିବା ସଫଳତା ଜୀବନସାରା ଭୁଲିପାରିବେ ନାହିଁ< ଝିଅ ଉପରେ ଗର୍ବ୍ ଅଛି, ତାଙ୍କ ଛୁଆବେଳ ସଂଘର୍ଷ ଭରା ରହିଥିଲା

ଆଇଟିବିପି ରେ ଆସିବା ସୌଭାଗ୍ୟ ରହିଥିଲା,  ସେ ଯାହା କରିପାରିଲେ ନାହିଁ ତାଙ୍କ ଝିଅ କରିଦେଖାଇଲା, ଝିଅମାନେ କେଉଁଥିରେ କମ୍ ନୁହନ୍ତି, ଝିଅଙ୍କୁ ଯାହା ମନ କରିବେ ସେ କରିଦିଆଯାଉ, ଯାହାଦ୍ୱାରା ଝିଅମାନେ ଆଗକୁ ବଢିଚାଲନ୍ତୁ, ମା ଉଷା ଦେବୀ କହିଲେ କି ଦୀକ୍ଷା ପୁରା ପରିବାରର ମୁଣ୍ତ ଗର୍ବରେ ଉଚ୍ଚା କରିଦେଇଛନ୍ତି, ଦିକ୍ଷାଙ୍କୁ ମିଳିଥିବା ଏହି ବଡ ସଫଳତା ଇଟାବାର ଲୋକେ ଖୁସି ଅଛନ୍ତି, ଏହି ଛୋଟ ଜିଲ୍ଲାର ଏକ ଝିଅ ଦେଶର ସିମାରେ ରକ୍ଷା କରୁଛି, ଓ ଲୋକଙ୍କ ମୁଣ୍ତ ଗର୍ବରେ ଉଠାଇପାରିଛି, ଦୀକ୍ଷା ଗାଁର ପଛାୟଗାଓ ଛଡା ସହରର ବିକାଶ କଲୋନୀ ଲୋକଙ୍କ ହର୍ଷ ବ୍ୟାପ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *