November 25, 2023

Odia Express

News For Public

୧୪ କିଲୋମିଟର ପାଦରେ ଚାଲିଚାଲିକରି Sikhar Dhawan ପରିବାର ସାଙ୍ଗରେ ପହଞ୍ଚିଲେ ବୈଷ୍ଣୋଦେବୀ, ମାଗିଥିଲେ ମାଙ୍କୁ ଏହି ଆଶିର୍ବାଦ

ଭାରତୀୟ କ୍ରିକେଟ୍ ଟିମ୍ ର ଧୁରନ୍ଦର ଓପନର୍ ଶିଖର ଧବନ ଗତ କିଛି ଦିନ ହେବ ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ, ଯେଉଁଠି ତାଙ୍କ ସହ ତାଙ୍କ ପରିବାର ବି ଥିଲେ, କହିଦେବୁ କି ଏହି ସମୟରେ ଶିଖର ଧବନଙ୍କ ଫଟୋ ଇନଷ୍ଟାଗ୍ରାମ ଉପରେ ସେୟାର୍ କରି ଛୁଆବେଳର କଥାକୁ ଆହୁରି ମନେ ପକାଇଲେ, ତାହା ସହ ସେ ଲେଖିଥିଲେ କି ବୈଷ୍ଣୋଦେବୀଙ୍କ ପାଦ ଯାତ୍ରା ବହୁତ ଭଲ ରହିଥିଲା, ଛୁଆବେଳ କଥା ମନେ ପଡିଗଲା ଯେବେ ମୋର ବାପା ମୋତେ ଏଠାକୁ ନେଇକରି ଆସୁଥିଲେ, ଏହି ଥର ନିଜ ବାପାଙ୍କୁ ବୈଷ୍ଣୋଦେବୀଙ୍କ ଦର୍ଶନ କରାଇକରି ବହୁତ ଭଲ ଲାଗିଲା ।

ଫ୍ୟାନ୍ସଙ୍କ ମଧ୍ୟରେ ଗବର୍ ନାଁରେ ଲୋକପ୍ରିୟ ଶିଖର ଧବନ ଆଗକୁ ଲେଖିଲେ କି ଯାତ୍ରା ବହୁତ ମଜାଦାର୍ ଥିଲା, ଛୁଆବେଳର ପରି ରାସ୍ତାରେ ଆଖୁର ରସ ଓ ମ୍ୟାଗିର ମଜା ନେଇଥିଲି, ପୁରୁଣା କଥା ମନେ ପଡିଲା, ବହୁତ ଖାସ୍ ଅନୁଭବ ଯାହାପରିବାର୍ ସହଯୋଗୁଁ ଖାସ୍ ହୋଇପାରିଥିଲା । ଧବନ ଶ୍ରୀଲଙ୍କାରେ ୱାଇଟ୍ ବଲ୍ ସିରିଜ୍ ପରେ ଫ୍ୟାମିଲି ସହ କ୍ୟାଲିଟି ଟାଇମ୍ ଅତିବାହିତ କରୁଛନ୍ତି, ଓ ସେ ଜଲଦି ହିଁ ୟୁଏଇରେ ହେବାକୁ ଥିବା ଇଣ୍ତିଆନ୍ ପ୍ରିମିୟର୍ ଲିଗ୍ ର ୨୦୨୧ ର ସତ୍ରରେ ଦ୍ୱିତୀୟ ଫେଜ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସହ ଜୋଡି ହେବେ, କହିଦେବୁ କି ଧବନ ଆଇପିଏଲ୍ ୨୦୨୧ ରେ ଖେଳାଯାଈଥିବା ପ୍ରଥମ ହ୍ୟାପ୍ ରେ ସବୁଠାରୁ ଅଧିକା ରନ୍ ବନାଇଛନ୍ତି, ସେଥିରୁ ତାଙ୍କ ନାଁ ୮ ଟି ମ୍ୟାଚରେ ୫୪,୨୯ ଓସତରୁ ୩୮୦ ରନ୍ ଦର୍ଜ ହୋଇଛି

ଦ୍ୱିତୀୟ ତାଙ୍କ ଟିମ୍ ୮ ଟି ମ୍ୟାଚରୁ ୬ ଟି ମ୍ୟାଚ୍ ରେ ଜିତ୍ ଦର୍ଜ କରି ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ ରେ ଟପ୍ ରେ ବସିଛନ୍ତି । ସେମିତି କହିଦେବୁ କି ଗୁରୁବାରକୁ ଯେବେ ସେ ବୈଷ୍ଣୋଦେବୀଙ୍କ ଯାତ୍ରାର କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟକଲେ, ଯେଉଁଥିରେ ଶିଖରଙ୍କ ମା ବୈଷ୍ଣୌଦେବୀଙ୍କ ପାଦ ଯାତ୍ରା କରୁଥିବାର ନଜର ଆସିଥିଲେ, ତାଙ୍କ ପରେ ଏହି ଫଟୋ କୁ ପ୍ରାୟ ୬ ଲକ୍ଷରୁ ଅଧିକା ଲୋକ ଲାଇକ୍ କରିସାରିଛନ୍ତି, ଓ ବିରେନ୍ଦ୍ର ସେହ୍ୱାଗ ସମେତ ଅନ୍ୟ ଲୋକ ଜୟ ମାତା ଦି କମେଣ୍ଟ ବି କରିସାରିଛନ୍ତି । ଏତିକି ନୁହେଁ ବୈଷ୍ଣୌଦେବୀଙ୍କ ଯାତ୍ରା ସମୟରେ ପ୍ରାୟ ୧୪ କିମି ପାଦଯାତ୍ରା କରିବା ସମୟରେ ଯେବେ ଶିଖର ଧବନଙ୍କୁ ଥକା ଲାଗିଲା, ତେବେ ସେ ଏକ ଦୋକାନରେ ଅଟକି ଆଖୁର ରସ ପିଇଥିଲେ, ଏହି ଫଟୋରେ ସେ କେଉଁ ପ୍ରକାରର ଗବର୍ ଠିଆ ହୋଇ ଜୁସ୍ ର ଅପେକ୍ଷାକରୁଛନ୍ତି ଦେଖନ୍ତୁ ।

କହିଦେବୁ କି ଶିଖର ଧବନଙ୍କ ସ୍ୱାଗ୍ ସେମିତି କେଉଁ ଷ୍ଟାର୍ ଠାରୁ କମ୍ ନୁହେଁ, ଏବେ ଏହି ଫଟୋରେ ଦେଖିନିଅନ୍ତୁ, ଭାରତୀୟ ଟିମ୍ ପାଇଁ ଗବର ମୁଣ୍ତ୍ ବାଲା ଟୋପି ଆଖିରେ ଚଷମା ଲଗାଇ, ଓ ଧଲା କଲରର ଟି ସାର୍ଟ ପିନ୍ଧି ଷ୍ଟାଇଲିଷ୍ଟ୍ ଲାଗୁଛନ୍ତି, ସେମିତି ଦେଖିପାରିବେ କି ଲୋକେ ବହୁତ୍ ଖୁସିରେ ଅଛନ୍ତି । ଏତିକି ନୁହେଁ ଧବନଙ୍କୁ ମା ବୈଷ୍ଣୌଦେବୀଙ୍କ ଦରବାରରେ ଦେଖିକରି ଫ୍ୟାନ୍ସ ମାନେ ତାଙ୍କ ସହ ସେଲଫି ନେବାକୁ ମନ କଲେ, କଟରାରେ ତାଙ୍କ ଆସିବା ଖବର ମିଳିବାପରେ ତାଙ୍କୁ ଦେଖାକରିବାକୁ ବହୁତ ଲୋକ ହୋଟେଲ୍ ବାହାରେ ଆସିପହଞ୍ଚିଲେ, ଏହାପରେ ତାଙ୍କ ସୁରକ୍ଷା ପାଇଁ ବହୁତ ବ୍ୟବସ୍ଥା କରାଯାଇଥିଲା, ଧବନଙ୍କ ସହ ବୈଷ୍ଣୋଦେବୀଙ୍କ ଧାମରେ ସାଇନ୍ ବୋର୍ଡର ପଦଧିକାରୀଙ୍କୁ ସାକ୍ଷାତ କରିଥିଲେ ।

କହିଦେବୁ କି ଶିଖର ଧବନ ଦେବୀ ଦେବତାଙ୍କର ବହୁତ୍ ଆସ୍ଥା ଅଛି, ଏହା ପୁର୍ବରୁ ସେ ଏହି ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ଗ୍ରସ୍ତରେ ଫେରିବାପରେ ବନାରସ୍ ପହଞ୍ଚିଥିଲେ, ଓ ଗଙ୍ଗା ମାଙ୍କ ଆରତୀ ବି କରିଥିଲେ ।ସୁଚନାପାଇଁ କହିଦେବୁ କି ବୈଷ୍ଣୋଦେବୀ ମାଙ୍କ ଦର୍ଶନ ପାଇଁ କଟରା ପହଞ୍ଚିଲେ, ଶିଖର୍ ଧବନ କହିଲେ କି ମା ବୈଷ୍ଣୌଦେବୀ ତାଙ୍କ ସବୁ ମନୋକାମନା ପୁରା କରିଛନ୍ତି ଓ କିଛି ମନର କଥା ଶୁଣାଇବାକୁ ଯାଊଛି, ଏଥିପାଇଁ ନିଜ ଯାତ୍ରାରେ ପାଦ ଯାତ୍ରା କରୁଛି ।

Leave a Reply

Your email address will not be published. Required fields are marked *