December 7, 2023

Odia Express

News For Public

ଜୋକ୍ସ : ଜଣେ ମହିଳା ନିଜ ଛୋଟ ଛୁଆକୁ ଫ୍ଲାଇଟ୍ ରେ Bathroom କରାଇବାପାଇଁ ନେଇକରି ଗଲେ କହିଲେ- ତୁ କର ମୁଁ ୫ ମିନିଟ୍ ରେ ଆସୁଛି

1 min read

ଆଜିର ଏହି ଚିନ୍ତାଭରା ଜୀବନରେ କର୍ମବ୍ୟସ୍ତତାରେ ମଣିଷ ପୁରା ଫସିଯାଇଛି, ଖୁସି ଯେମିତି ବହୁତ ଦୁରକୁ ଯାଇସାରିଛି, ଏମିତିରେ ଆମର ବଲିଉଡ୍ ଲାଇଭ୍ ସାଇଟ୍ ଆପଣଙ୍କ ପାଇଁ ନେଇକରି ଆସିଛି, କିଛି ମଜାଦାର୍ ଚୁଟକୁଲା, ଯାହାକୁ ପଢିଲେ ଆପଣଙ୍କୁ ବହୁତ୍ ମଜା ଆସିବ, ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର୍ ମଜାଦାର୍ ସିଲସିଲା ।

୧) ବସ୍ ଚିଲ୍ଲାଇଲେ- କଣ ତୁମେ ଜାଣିଛ ମୁଁ କିଏ ? ଜୁନିୟର୍ ଷ୍ଟାଫ୍ – ନା ସାର୍, ବସ୍- ମୁଁ ଏହି ଅଫିସର ବସ୍ କହୁଛି, ଜୁନିୟର୍ ଷ୍ଟାଫ୍ – ସେଇ ଆବାଜ୍ ରେ- ଓ ତୁମେ ଜାଣିଛ୍ ମୁଁ କିଏ ? ବସ୍- ନା, ଜୁନିୟର୍ ଷ୍ଟାଫ୍- ହେ ଭଗବାନ ତୁରନ୍ତ ଫୋନ୍ କାଟିଦେଲା ।

୨) ଜ୍ୱାଇଁ ପୁଅ ନିଜ ଶାଶୁକୁ କହେ, ଶାଶୁ ମା, ଆପଣଙ୍କ ଝିଅ ମୁଣ୍ତରେ ଦିମାଗ ବୋଲି କିଛି ଜିନିଷ ନାହିଁ, ପ୍ରଥମେ ଜାଣିଥିଲେ ବାହାହୋଇନଥାନ୍ତି, ଶାଶୁ ମା- ଯେବେ ତୁମେ ଦେଖିବାକୁ ଆସିଥିଲ, ତେବେ ତୁମକୁ ଖାଲି ହାତ ମାଗିଥିଲି, ଦିମାଗର୍ କଥା ତ ଉଠିନଥିଲା ।

୩) ବୋହୁର ପ୍ରଥମ ଆଫେୟାର୍ କଥା ଶୁଣିବାପରେ ଶଶୁର ବୋହୁକୁ ବହୁତ ପିଟିଲା, ଦ୍ୱିତୀୟ ଆଫେୟାର୍ କଥା ଜଣାପଡିଲା ତ ସ୍ୱାମୀ ବହୁତ ପିଟିଲା, କିନ୍ତୁ ସବୁଥର ଶାଶୁ ଚୁପ୍ ରହିଥିଲା କାରଣ – କେବେ ଶାଶୁ ବି କାହାର ବୋହୁଥିଲା ।

୪) ନିର୍ବନ୍ଧ ପରେ ଝିଅ ପୁଅକୁ କହେ ଏବେ ଝିଅ ଦେଖିବା ବନ୍ଦ କର, ପୁଅ- ଓହଃ କଣ ମତଲବ ? ଝିଅ- ଏପଟ୍ ସେପଟ ଦେଖିବା ବନ୍ଦ କର, ପୁଅ- ମୁଁ ଖାଇବାକୁ ଆସିଛି ଏହାର ମତଲବ ନୁହେଁ କି ମୁଁ ମେନ୍ୟୁ ଦେଖୁନି ।

୫) ଗୋଟେ ଗାଁରେ ଏକ ବାଘ ପସିଆସିଲା, ଜଣାଅଛି କଣ ହେଲା ? ଯେଉଁ କାମ ସରକାର ବର୍ଷସାରା କରିପାରିନଥିଲେ ସେ କାମ ବାଘ ତିନିଦିନରେ କରିଦେଲା< ସେ ଗାଁରେ ଖୋଲା ଝାଡାଯାଉଥିବା ଲୋକଙ୍କ ଅଭ୍ୟାସ ବଦଳାଇଦେଲା, ଏହାକୁ କହନ୍ତି ସ୍ୱଚ୍ଚ ଭାରତ ଅଭିଯାନ ।

୬) ସାନ୍ତା ସ୍ତ୍ରୀ ଏକଦମ୍ କଳା ଥିଲା, ଦିନେ ସେ ଲାଲ ରଙ୍ଗର ଶାଢୀ ପିନ୍ଧିଲା ଓ ସାନ୍ତାକୁ ପଚାରିଲା ମୁଁ କେମିତି ଲାଗୁଛି, ସାନ୍ତା- ଏମିତି ଲାଗୁଛି ଯେମିତି କାଜଲ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଈଛି, ଏବେ ସାନ୍ତା ମେଡିକାଲ୍ ରେ ଅଛି ।

୭) ସେମିତି କେତେ ବି ସୁଚିବାର ପଠାଅ, କିନ୍ତୁ ମନୁଷ୍ୟର ଫୋନ୍ ର ଲୋ ବ୍ୟାଟେରି ଛଡା କେଉଁ ଇ କଥାକୁ ସିରିୟସ୍ ନିଏନି

୮) ଯମରାଜ୍- ଏହାର କର୍ମର ହିସାବ କୁହ ମୋତେ, ଚିତ୍ରଗୁପ୍ତ- ଭଲ କର୍ମ ଅଛି, ଯମରଜ୍- ସ୍ୱର୍ଗ୍ ପଠାଅ, ଚିତ୍ରଗୁପ୍ତ- କିନ୍ତୁ ଏହାର୍ ଆଧାର କାର୍ଡ ଲିଙ୍କ୍ ହୋଇନି, ଯମରାଜ୍- ତେବେ ନର୍କ ପଠା ତାକୁ ।

୯) ଜଣେ ବ୍ୟକ୍ତି ବାହାଘରରେ ତାର ସାଙ୍ଗ ପାଗଳଙ୍କ ପରି ନାଚୁଥିଲେ, ବାହାଘର ପରେ ଶଶୁର ଜ୍ୱାଇଁପୁଅକୁ କହିଲା, ଜ୍ୱାଈଁପୁଅ ବାହାଘରରେ ତୁମ ସାଙ୍ଗମାନେ ପାଗଳ ପରି ନାଚୁଥିଲେ କଣପାଇଁ? ଜ୍ୱାଈଁପୁଅ- କାରଣ ମୁଁ କହିଥିଲି କି ଯୌତୁକରେ ପଇସା ମିଳିଲେ ସମସ୍ତଙ୍କ ଉଧାରି ସୁଝିଦେବି ।

୧୦) ଜଣେ ମହିଲା ନିଜ ଛୁଆକୁ ଫ୍ଲାଇଟ୍ ରେ ଟୟଲେଟ୍ କରିବାକୁ ନେଇଗଲେ ଓ କହିଲେ ପୁଅ ତୁ ଅପେକ୍ଷା କର ମୁଂ ୫ ମିନିଟ୍ ରେ ଆସୁଛି, କିନ୍ତୁ ଛୁଆ ଗୋଟେ ମିନିଟ୍ ରେ ବାହାରକୁ ଆସିଗଲା, ଓ ଅଲଗା ବାଟରେ ଚାଲିବାକୁ ଲାଗିଲା ୫ ମିନିଟ୍ ପରେ ସେ ମହିଳା ଆସିଲେ ଓ ବାଥରୁମ୍ କବାଟ ବାଡେଇ କହିଲା, ହେଇଗଲା ଯଦି ଧୋଇଦେବି, ପପୁ- ଓହଃ ତେରି ଏହାକୁ କହନ୍ତି ସର୍ଭିସ୍ ।

Leave a Reply

Your email address will not be published. Required fields are marked *