November 25, 2023

Odia Express

News For Public

ମଜାଦାର୍ ଜୋକ୍ସ- ଝିଅ- ଜାନୁ, ମୋତେ ଏକ ଜିଓ ର SIM ଦେଇଦିଅ, ପୁଅ ଆରେ କିଛି ଦିନ ଅଟକି ଯା ତୋତେ ବାବା ରାମଦେବଙ୍କ ସିମ୍ ଆସିଲେ ଦେବି କାରଣ ସେଥିରେ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ପୋଲିସ୍ ଇନସିପେକ୍ଟର- ତୁମେ ଏକ ବାକ୍ସ ଚୋରି କଲ କିନ୍ତୁ ସେଥିରୁ ନୋଟ୍ ର ବଣ୍ତଲ ଛାଡିଦେଲ, ଚୋର- ସାହେବ୍ ଏଫ୍ ଆଇ ଆର୍ ରେ ଏହାବିଷୟରେ କହିବେନି, ଇନସିପେକ୍ଟର୍- କଣପାଇଁ ? ଚୋର- ମୋର ଏହି ଭୁଲ୍ ପାଇଁ ମୋର ବାପା ମୋତେ ବହୁତ ମାରିବେ ।

୨) ଏକ ୮୮ ବର୍ଷୀୟ ବୟସ୍କ ବ୍ୟକ୍ତିକୁ ଫୋନ୍ ଆସିଲା, ସାର୍ ଆମେ ବ୍ୟାଙ୍କରୁ କହୁଛୁ, ମ୍ୟୁଚୁଆଲ୍ ଫଣ୍ତ ନେଇଯାଆନ୍ତୁ, ସାତ ବର୍ଷରେ ଡବଲ୍ ହୋଇଯିବ , ବୟସ୍କ ବୃଦ୍ଧ କହିଲେ- ପୁଅ- ମୁଁ ବୟସର ସେହି ମୋଡ୍ ରେ ଅଛି କି କଦଳି ବି କଞ୍ଚା କିଣିପାରିବି ନାହିଁ ।

୩) ମହିଳା ବାଇକ୍ ରେ ବସିବାପରେ ସ୍ୱାମୀର ଜଙ୍ଘରେ ହାତ କଣପାଇଁ ରଖେ, କାରଣ ସ୍ୱାମୀର୍ ପକେଟରୁ ଗୁଟଖା, ତମାଖୁ, ଚୁନର ଡବା ରାସ୍ତାରେ ପଡି ନଯାଉ, ପ୍ରକୃତରେ ପ୍ରେମ ପ୍ରେମ ହିଁ ହୋଇଥାଏ ।

୪) ମାଷ୍ଟର୍- ଚାହୁଁଙ୍ଗା ମେଁ ତୁମ୍ଭେ ସାଞ୍ଜ୍ ସବେରେ ଗୀତର ଲେଖକ କଣ କହିବାକୁ ଚାହୁଁଥିଲେ ? ପପୁ- ସାର୍ ଏହି ଗୀତର ଲେଖକ ବହୁତ ଚାଲାକ୍ ଥିଲେ, ସେ ଜାଣିଥିଲେ କି ଦ୍ୱିପହରରେ ବହୁତ ଗର୍ମ ହେଉଛି ।

୫)ଶିକ୍ଷକ-ଦୁର୍ଭାଗ୍ୟ ଓ ଦୁର୍ଦଶା ରେ ଫର୍କ କଣ ଅଛି ? ଛୁଆ- ସାର୍ ଯଦି ଏହି ସ୍କୁଲରେ ନିଆଁ ଲାଗିଗଲା ତେବେ ସ୍କୁଲର ହାଲତ୍ ଖରାପ ହୋଇଯିବ ,ତେବେ ଏହାକୁ ଆପଣ କହିପାରିବେ ଦୁର୍ଦଶା, ଓ ଏତେ ନିଆଁ ଲାଗିଲେ ଆପଣ ବଞ୍ଚିଗଲେ ତେବେ ଏହା ହେବ ଆମ ପାଇଁ ଦୁର୍ଭାଗ୍ୟ ଶିକ୍ଷକ-ବେହୋସ୍

୬) ପୁଅ- ମୁଁ ଆପଣଙ୍କ ଝିଅକୁ ବିବାହ କରିବାକୁ ଚାହୁଁଛି । ମଉସା- କଣ କରୁଛ? ପୁଅ- ବାବୁ ଅଛି, ମଉସା- ଭଲ କେଉଁ ବିଭାଗରେ ? ପୁଅ- ଆପଣଙ୍କ ଝିଅର ବାବୁ ଅଛି, ମଉସା- ଶଳା ଯାଉଛୁ ନା ଦେଖିବୁ ଏବେ !

୭) ଝିଅ ବୟଫ୍ରେଣ୍ତ ସହ ବାଇକ୍ ରେ ବୁଲୁଥିଲା, ମଝିରେ ଏକ ଜଙ୍ଗଲ ଆସିଲା। ବୟଫ୍ରେଣ୍ତ-ଆମେ ଟିକିଏ ସମୟ ଏଠାରେ ରହିବା, ଝିଅ- ତୁମେ କିଛି ଏମିତି ସେମିତି ହରକତ୍ କରିବ ନି ତ ? ବୟଫ୍ରେଣ୍ତ-ନା ମ, ଝିଅ- ତେବେ ଅଟକିବାର କଣ ଫାଇଦା ?

୮) ଜଣେ ବ୍ୟକ୍ତି ଅସରପା ମାରୁଥିଲା, ମରିବା ପୁର୍ବରୁ ଅସରପା ବ୍ୟକ୍ତିକୁ ଶେଷଥରକହିଲା, ମାରିଦିଅ ମୋତେ ଡରୁଆ ଶଳା, ତୁ ମୋ ଠାରୁ ଏଥିପାଇଁ ଚିଡୁଛୁ, କାରଣ ତୋର ସ୍ତ୍ରୀ ମୋତେ ଡରୁଛି, ଓ ତୋତେ ନୁହେଁ ।

୯) ପପୁ ନିଜ ବାପା ସାନ୍ତାକୁ- ବାବା ମୋତେ ୧୮୦ସିସି ପଲସର୍ ବାଇକ୍ ଦରକାର, ସାନ୍ତା- ପୁଅ ତୁ ୧୮୦ ସିସି ପଲସର୍ ନେଇଯା, କିମ୍ବା ୩୫୦ ସିସି ବୁଲେଟ୍, ପିଛା କରିବାର ତ ୧୦୦ ସିସି ସ୍କୁଟିକୁ ହିଁ କରିବାର ଅଛି ।

୧୦) ଝିଅ- ମୋତେ ଜାନୁ ଏକ ଜିଓର ସିମ୍ ଦେଇଦିଅ, ପୁଅ- ଦୁଇ ଚାରିଦିନ ଅଟକିଯା , ଝିଅ-କଣପାଇଁ ? ପୁଅ- ବାବା ରାମଦେବ ନିଜର ଏକ ସିମ୍ ବାହାର କରିବାକୁ ଯାଉଛନ୍ତି, ଝିଅ- ସେଥିରୁ ଆମକୁ କଣ ଫାଇଦା ମିଳିବ ,ପୁଅ- ସେଥିରେ ଡାଟାର ସହ ଅଟା ବି ଫ୍ରିରେ ମିଳିବ ।

୧୧) ଅଧ୍ୟାପକ- ପପୁ ତୁ ବହୁତ୍ ଅଧିକା କହୁଛୁ, ପପୁ –ସାର୍ ଏହା ଆମର ଖାନଦାନୀ ପରମ୍ପରା ଅଟେ, ଅଧ୍ୟାପକ କଣ ମତଲବ ତୁମର, ପପୁ-ସାର୍ ମୋର ଜେଜେବାପା ଏକ ଫେରିବାଲା ଥିଲେ, ଓ ମୋର ବାପା ଜଣେ ଅଧ୍ୟାପକ- ଅଧ୍ୟାପକ- ଓ ତୁମ ମା ବିଷୟରେ କିଛି କୁହ ? ମତଲବ କଣ ଅଛି, ସାର୍- ସେ ଜଣେ ମହିଳା ଅଟନ୍ତି ।

Leave a Reply

Your email address will not be published. Required fields are marked *