November 30, 2023

Odia Express

News For Public

ଅନୁଷ୍କାଙ୍କ Handbag ଦାମ୍ ଜାଣିଲେ ଆପଣ ହୋଇଯିବେ ଚକିତ, ବିରାଟଙ୍କ ସହ ଲଞ୍ଚ ଡେଟ୍ ରେ ଧରିଥିଲେ ସେ

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଅଭିନୟ ହଟ ଲୁକ୍ ଓ ସୁନ୍ଦର ଅନ୍ଦାଜ କୁ ନେଇ ବହୁତଥର ଚର୍ଚ୍ଚାରେ ରୁହନ୍ତି, ଏହି ଦିନ୍ ଅନୁଷ୍କା ଫିଲ୍ମର ଲାଇମ୍ ଲାଇଟ୍ ରୁ ଦୁରେଇ ଅଛନ୍ତି, ସେ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟ ଜରିଆରେ ବହୁତଥର ଫ୍ୟାନ୍ସଙ୍କ ମଧ୍ୟରେ ଆକ୍ଟିଭ୍ ରୁହନ୍ତି, ମାଲୁକ ଥିବ କି ଏହି ଦିନ ଅନୁଷ୍କା ନିଜ ସ୍ୱାମୀ ଓ ଝିଅ ବାମିକାଙ୍କ ସହ ଖାସ୍ ସମୟ ବିତାଉଛନ୍ତି, ସେ ବହୁତଥର ନିଜ ଫଟୋଗୁଡିକ ଫ୍ୟାନ୍ସଙ୍କ ସହ ସେୟାର୍ କରନ୍ତି ।

ଏହି ଦିନ ଅନୁଷ୍କାଙ୍କ ସ୍ୱାମୀ ବିରାଅ କୋହଲିଙ୍କ ସହ ସେ ଲଣ୍ତନରେ ଅଛନ୍ତି, ଏହି ସମୟରେ ଅନୁଷ୍କା ଓ ବିରାଟଙ୍କ ଏକା ସାଙ୍ଗେ ଲଞ୍ଚ ଡେଟ୍ ରେ ଯାଇଥିଲେ, ଏହି ସମୟରେ ଅନୁଷ୍କା ସିମ୍ପଲ୍ କ୍ରିମ୍ କଲର୍ କାର୍ଡିଆନ୍ ଓ ଡେନିମ୍ ଜିନ୍ସ ରେ ଦେଖାଯାଇଥିଲେ, ଅନୁଷ୍କା ଲୁକ୍ ଙ୍କୁ ଅଧିକା ବ୍ୟାଗ୍ ସବୁଠାରୁ ଅଧିକା ଧ୍ୟାନ କେନ୍ଦ୍ରିତ କରିଥିଲେ, ଏହି ସମୟରେ ଅନୁଷ୍କା ବ୍ଲାକ୍ କଲର ପରାଡା ବ୍ୟାଗ୍ ସହ ନଜର୍ ଆସୁଛି, ଯାହାକି ତାଙ୍କ ସୁନ୍ଦରତା ଉପରେ ଆହୁରି ବେଶୀ ଆକର୍ଷକ ଲାଗିଥିଲା, ଏହି ଷ୍ଟାଇଲିଷ୍ଟ ବ୍ୟାଗ୍ ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖିବାକୁ ଏହି ବ୍ୟାଗ୍ ସେମିତି ଛୋଟ ଲାଗୁଥିବ କିନ୍ତୁ ଏହାର ଦାମ୍ ବହୁତ ବଡ ଅଟେ

କହିଦେବୁ କି ଏହି ବ୍ୟାଗ୍ ୧,୦୩,୩୮୮ ଟଙ୍କା ଅଟେ, ସେମିତି ଯଦି ତାଙ୍କୁ କ୍ରିମ୍ କଲର୍ ର ସ୍ୱେଟର୍ ଦାମ୍ ୧୧,୦୦୮ ଅଟେ, ଏହାପ୍ରଥମଥର ହୋଇନି ଅନୁଷ୍କା ଏତେ ମହଙ୍ଗା ବ୍ୟାଗ ସହ ନଜର ଆସିଛନ୍ତି, ବରଂ ବହୁତ ଦାମିକା ସ୍ଲିପର୍, ଡ୍ରେସେସ୍, ଜ୍ୱେଲାରୀ ନଜର ସହ ନଜର ଆସିଥିଲେ, ବହୁତଥର ତାଙ୍କ ସୁନ୍ଦର୍ ଲୁକ୍ ଓ ଷ୍ଟାଇଲିଷ୍ଟ ଅନ୍ଦାଜ ଚର୍ଚ୍ଚାରେ ରହିଥାଏ । କହିଦେବୁ କି ଏହି ଦିନରେ ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅ ବାମିକାଙ୍କ ସହ ସମୟ ଅତିବାହିତ କରୁଛନ୍ତି

ସେ ନିଜ କାମର ମଧ୍ୟରେ ନିଜ ଝିଅର୍ ପୁରା ସମୟ ଦେଉଛନ୍ତି, ଅନୁଷ୍କା ବହୁତଥର୍ ବିରାଟ ଓ ବାମିକାଙ୍କ ସହ ନିଜ ଫଟୋ ସେୟାର୍ କରୁଛନ୍ତି, ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ୍ କରୁଛନ୍ତି। ଅନୁଷ୍କା ଶର୍ମାଙ୍କୁ ଶେଷଥର ୨୦୧୮ ରେ ରିଲିଜ୍ ହୋଇଥିବା ଫିଲ୍ମ ଜିରୋ ରେ ଦେଖାଯାଇଥିଲା, ଏହି ଫିଲ୍ମରେ ସାହାରୁଖ୍ ଖାନ୍ ଓ କ୍ୟାଟରିନା କୈଫ୍ ମୁଖ୍ୟ ଭୁମିକାରେ ନଜର ଆସିଥିଲେ, କିନ୍ତୁ ଅଫସୋସ୍ ଏହି ଫିଲ୍ମ ପର୍ଦାରେ କିଛି ଖାସ୍ କମାଲ୍ କରିପାରିଲାନାହିଁ ଏହି ଫିଲ୍ମ ପୁରା ପ୍ଲପ୍ ହେଲା, ଏହା ଛଡା ଅନୁଷ୍କା ଗତ ବର୍ଷ କିଛି ବର୍ଷରେ ୱେବ୍ ସିରିଜ୍ ପ୍ରଡୁସ୍ କରୁଛନ୍ତି, ସିଏ ବିରାଟ କୋହଲି ଓ ଝିଅ ବାମିକାଙ୍କ ସହ ଲାଇମ୍ ଲାଇଟ୍ ରୁ ଦୁରେଇ ନିଜ ଖୁସିମୟ ଜୀବନ ବିତାଉଛନ୍ତି ।

ଅନୁଷ୍କାଶର୍ମା ନିଜ ଆରମ୍ଭର ଦିନରୁ ବଡ ବଡଫିଲ୍ମରେ କାମ କରିସାରିଛନ୍ତି, ସେ ଅଭିନେତା ଶାହାରୁଖ୍ ଖାନ୍ ଙ୍କ ସହ ରବ୍ ନେ ବନା ଦି ଯୋଡି ରୁ ନିଜ କ୍ୟାରିୟରର୍ ଆରମ୍ଭ କରିଥିଲେ, ଏହି ଫିଲ୍ମରୁ ଦର୍ଶକଙ୍କ ବହୁତ ଭଲ ପାଇବା ମିଳିଲା, ଏହାପରେ ଅନୁଷ୍କା କେବେ ପଛକୁ ବୁଲିଦେଖିନାହାନ୍ତି, ଓ ପିକେ, ଜବ୍ ତକ୍ ହେ ଜାନ୍, ଏନ୍ ଏଚ୍ ୧୦ , ବମ୍ବେ ଭେଲବେ ଦିଲ୍ ଧଡକନେ ଦୋ, ସୁଲତାନ୍, ସୁଇ ଧାଗା, ସଞ୍ଜୁ, ଓ ଏ ଦିଲ୍ ହେ ମୁସକିଲ୍ ପରି ହିଟ୍ ଫିଲ୍ମରେ କାମ କରିଥିଲେ ।

Leave a Reply

Your email address will not be published. Required fields are marked *