December 10, 2023

Odia Express

News For Public

Dhoni ଙ୍କ ସ୍ତ୍ରୀଙ୍କୁ ହେଉଛି ଝିଅ Jiva ର ଚିନ୍ତା, ଫଟୋ ଜରିଆରେ ଜାହିର୍ କଲେ ନିଜର ଅସୁବିଧା

ଭାରତୀୟ କ୍ରିକେଟ୍ ଟିମ୍ ର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ୍ ରୁ ସନ୍ୟାସ ନେଇସାରିଛନ୍ତି, ସେମିତି ମାହି ଏବେ କେବଳ ଆପିଏଲ୍ ମ୍ୟାଚରେ ନଜର ଆସିବେ କିନ୍ତୁ ତାଙ୍କ ଫଲୋଇଙ୍ଗ୍ ଏବେ ବି ଅଛନ୍ତି, ଓ ବଢିବାରେ ଲାଗୁଛନ୍ତି, ଧୋନୀ ଭାରତୀୟଙ୍କ ଦ୍ୱାରା ଏତେ ଭଲ ପାଇବା ଦିଆଯାଉଛି କି ତାଙ୍କୁ ବହୁତ୍ ନାଁରୁ ଡକାଯାଏ , ଯେପରି ମାହି,ଥାଲା, ଧୋନୀ, ଏମ୍ ଏସ୍ , ଥୈଲଇବା, କ୍ୟାପଟେନ୍ କୁଲ୍, କହିଦେବୁ କି ଧୋନୀ ରାଞ୍ଚିର ବାସିନ୍ଦା ଅଟନ୍ତି, ଯିଏକି ଝାରଖଣ୍ତ ରାଜ୍ୟର ରାଜଧାନି ଅଟେ, ଛୋଟ ସହରରୁ ଧୋନୀ ଦେଶ ବିଦେଶରେ ନାଁ କମାଇଥିଲେ, ଧୋନୀଙ୍କ ଝିଅ ଜିଭା ତାଙ୍କ ପରି ଏକ ସେଲିବ୍ରେଟି ଅଟେ, ଆସନ୍ତୁ ଜିଭାଙ୍କ ବିଷୟରେ ଜାଣିବା । ମଜାଦାର୍ କଥା ଏହା କି ସାକ୍ଷୀ ଓ ଧୋନୀଙ୍କ ଝିଅ ଜିଭା ଧୋନୀ ଛୋଟ ବୟସରେ ୱାର୍ଲଡ୍ ଫେମସ୍ ହୋଇଛି,

ସେ ସମସ୍ତଙ୍କ ଫେବରାଇଟ୍ ହୋଇସାରିଛି, ମା ସାକ୍ଷୀ ଧୋନୀଙ୍କ ବାପା ମହେନ୍ଦ୍ର ସିଂ ଧୋନୀ ବହୁତଥର ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରୁ ନିଜ ଝିଅର ଫଟୋ ଓ ଭିଡିଓ ସେୟାର୍ କରନ୍ତି । ଜିଭାର ଫଟୋ ଦେଖିବା ପାଇଁ ଫ୍ୟାନ୍ସ ବହୁତ ପ୍ରତିକ୍ଷା କରନ୍ତି, କହିଦେବୁ କି ନିଜ କ୍ୟୁଟ୍ ନେସ୍ ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଥାଏ, ଜିଭା ବହୁତଥର ନିଜ ବାପା ଏମ୍ ଏସ୍ ଧୋନୀଙ୍କ ସହ ଆଡଭେଞ୍ଚର୍ କରେ ।

କହିଦେବୁ କି ଏବେ ସାକ୍ଷୀ ଧୋନୀ ଜିଭାର ଏକ ସୁନ୍ଦର ଫଟୋ ନିଜ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ସେୟାର୍ କରିଥିଲେ, ସେ ଏହି ଫଟୋକୁ ପୋଷ୍ଟ କରିବା ସମୟରେ ଜିଭା ପାଇଁ ନିଜ ଚିନ୍ତା ଜାହିର୍ କଲେ, ସାକ୍ଷୀ ଜିଭାକୁ ନେଇକରି ଲେଖିଥିଲେ କି ସେ ବହୁତ ଜଲଦି ବଡ ହୋଇଯାଉଛି, ଏହି କ୍ୟାପସନ୍ ଲେଖିକରି ସାକ୍ଷୀଙ୍କ ଏହି ପୋଷ୍ଟରେ ପ୍ରାୟ ୪ ଲକ୍ଷରୁ ଅଧିକା ଲୋକ ଲାଇକ୍ କରିଥାନ୍ତି

ଜିଭାଙ୍କ ଏହି ଫଟ ବହୁତ ସୁନ୍ଦର ଲାଗୁଛି, ଯେଉଁଠି ଜିଭା ଏକ ପିଙ୍କ୍ କଲର ଓ ହ୍ୱାଇଟ୍ କଲର ଫ୍ରକ୍ ପିନ୍ଧିଛନ୍ତି, ଓ ଆଖି ମାରିବାର ଦେଖାଯାଉଛି, ଆଇପିଏଲ୍ ର ଦ୍ୱିତୀୟ ସତ୍ର ଜଲଦି ହିଁ ଚାଲୁହେବାର ଅଛି, ଏହି ସମୟରେ ଖେଳାଳୀ ନିଜ ପରିବାର ସହ ମଜା ନେଉଛନ୍ତି, ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଜନ୍ମ ୨୦୧୫ ରେ ୬ ଫେବୃୟାରୀକୁ ହୋଇଥିଲା, କ୍ୟାପଟେନ୍ କୁଲ୍ ଙ୍କ ଝିଅ ଇନଷ୍ଟାଗ୍ରାମରେ ହିଟ୍ ରହିଥିଲେ, ଓ ତାଙ୍କ ମା କିଛି ସମୟ ରେ ଜିଭାଙ୍କ ଫଟୋ ଭିଡିଓ ସେୟାର୍ କରିଥାନ୍ତି ।

Leave a Reply

Your email address will not be published. Required fields are marked *