November 28, 2023

Odia Express

News For Public

କେବେ ୧୩ ବର୍ଷର ଛୋଟ ଅକ୍ଷୟ କୁମାରଙ୍କ ଉପରେ ଆସିଲା Rekha ଙ୍କ ହୃଦୟ, ଫିଲ୍ମର ସମୟରେ କରିବାକୁ ଲାଗିଥିଲେ ଏମିତି ହରକତ୍

1 min read

ଅକ୍ଷୟ କୁମାର ଆଜି ବଲିଉଡ୍ ର ସବୁଠାରୁ ବଡ ଅଭିନେତା ହୋଇସାରିଛନ୍ତି, କମାଇ ମାମଲାରେ ସେ ତିନି ଖାଁଙ୍କ ଠାରୁ ଆଗୁଆ ଅଛନ୍ତି, ଅକ୍ଷୟ କୁମାରଙ୍କୁ ଫିଲ୍ମରେ ଆସିବାର ବହୁତ ବର୍ଷ ହୋଇସାରିଛି, ଅକ୍ଷୟ କୁମାରଙ୍କ ଫିଲ୍ମ ଖିଲାଡି ଓଁ କା ଖିଲାଡି ରିଲିଜ୍ ହେବାର ୨୫ ବର୍ଷ ହୋଇସାରିଛି, ଏହି ଫିଲ୍ମରେ ତାଙ୍କ ସହ ରବିନା ଟଣ୍ତନ ଓ ରେଖା ବି ମୁଖ୍ୟ ରୋଲ୍ ରେ ନଜର ଆସିଥିଲେ, ଡାଇରେକ୍ଟର ଉମେଶ ମେହେରାଙ୍କ ଏହି ଫିଲ୍ମ ୧୪ ଜୁନ୍ ୧୯୯୬ କୁ ରିଲିଜ୍ ହୋଇଥିଲା, ସେହି ସମୟରେ ଏହି ଫିଲ୍ମ ୬,୭୫ କୋଟି ବଜେଟ୍ ରେ ବନାଯାଇଥିଲା, ଏହି ଫିଲ୍ମ ବକ୍ସ ଅଫିସ୍ ରେ ତେହେଲକା ମଚାଇଦେଇଥିଲା, ଏହି ଫିଲ୍ମ ୨୫ କୋଟି ଟଙ୍କାରୁ ଅଧିକା ଆୟ କରିଥିଲେ ।

ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସାଥିରେ ଦୁଇଟି ଅଭିନେତ୍ରୀ ଥିଲେ, ବୋଧେ ଆପଣଙ୍କୁ ଜଣାଥିବ କି ଫିଲ୍ମ ସୁଟିଙ୍ଗ୍ ସମୟରେ ରେଖା ନିଜଠାରୁ ୧୩ ବର୍ଷ ଛୋଟ ଅକ୍ଷୟ କୁମାରଙ୍କ ପାଖକୁ ଯିବାପାଇଁ ନିଜ ପ୍ରଚେଷ୍ଟା କରିଥିଲେ, ସେଥିରେ କିନ୍ତୁ ସେ ସଫଳ ହୋଇପାରିଲେ ନାହିଁ, ଏହା ସେହି ସମୟର କଥା ଅଟେ ଯେବେ ଏହି ଫିଲ୍ମ ସୁଟିଙ୍ଗ୍ କରାଯାଉଥିଲା ।

ଏହି ଫିଲ୍ମ ସମୟରେ ଅକ୍ଷୟ ଓ ରବିନାଙ୍କ ପ୍ରେମ ହୋଇଥିଲା, ସେମିତି ଅନ୍ୟ ପଟେ ଅକ୍ଷୟଙ୍କ ପାଖକୁ ଆସିବାକୁ ରେଖା ଚେଷ୍ଟା କରୁଥିଲେ, ଫିଲ୍ମ ଖିଲାଡିଓଁ କା ଖିଲାଡି ରେ ଅକ୍ଷୟ ଓ ରେଖା ରବିନା ଲିଡ୍ ରୋଲ୍ ରେ ଥିଲେ, କୁହାଯାଉଛି କି ଫିଲ୍ମର ସୁଟିଙ୍ଗ୍ ସମୟରେ ରେଖା ଅକ୍ଷୟଙ୍କ ଉପରୁ ନଜର ହଟାଉନଥିଲେ, ସେ ଅକ୍ଷୟଙ୍କ ପାଖରେ ରହିବାକୁ ଚେଷ୍ଟା କରୁଥିଲେ ।

ଏହି ଫିଲ୍ମର ସୁଟିଙ୍ଗ୍ ସମୟରେ ଅକ୍ଷୟ ଓ ରେଖାଙ୍କ ବହୁତ ଇଣ୍ଟିମେଣ୍ଟ ସିନ୍ ସୁଟ୍ ହୋଇଥିଲା, ଏହି ଦୁହେଁ ସୁଟି ସମୟରେ ଜଣେ ଅନ୍ୟଙ୍କ ପାଖାପାଖି ହୋଇଯାଇଥିଲେ, ଏତିକି ନୁହେଁ ଏହି ଦୁହେଁଙ୍କ ଆଫେୟାର୍ ଖବର ବି ଆସିବାକୁ ଲାଗିଲା ।

ରେଖା ଓ ଅକ୍ଷୟ ଏହି ଦୁହେଁ ରବିନା ଟଣ୍ତନଙ୍କ ସହ ବହୁତ ଖରାପ ବ୍ୟବହାର କରୁଥିଲେ, କାରଣ ସେହି ସମୟରେ ରବିନା ଓ ଅକ୍ଷୟଙ୍କ ରିଲେସନ୍ ଥିଲା, କିନ୍ତୁ ଅକ୍ଷୟ ଶିଳ୍ପା ସେଟ୍ଟିଙ୍କ ପାଇଁ ରବିନାଙ୍କୁ ଧୋକା ଦେଇଦେଲେ, ଏତିକି ନୁହେଁ ଥରେ ରେଖା ନିଜ ଘରେ ଅକ୍ଷୟଙ୍କ ପାଇଁ ଖାଇବା ବନାଇକରି ଆଣିଥିଲେ, ଏହି କଥା ରବିନାଙ୍କୁ ଭଲ ଲାଗିଲା ନାହିଁ, ଓ ସେ ଅକ୍ଷୟଙ୍କୁ ରେଖାଙ୍କ ଠାରୁ ଦୁରେଇ ରହିବାକୁ ଚେତାବନୀ ଦେଇଥିଲେ ।

ଥରେ ଟିଭିକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ରବିନା ମାନିଥିଲେ କି ରେଖା ଓ ଅକ୍ଷୟଙ୍କୁ ଭୁଲାଇବାପାଇଁ ବହୁତ ଚେଷ୍ଟା କରିଥିଲେ, ଅକ୍ଷୟ ବି କେବଳ ଫିଲ୍ମ ପାଇଁ ତାଙ୍କ ହରକତ୍ କୁ ସହୁଥିଲେ, କିନ୍ତୁ ରେଖା ଏହି ମୁଦ୍ଦାରେ କିଛି କହିନଥିଲେ, ଏକ ଇଣ୍ଟରଭ୍ୟୁରେ ରବିନା କହିଲେ କି ଯେବେ କେଉଁ ଅଭିନେତ୍ରୀଙ୍କୁ ଜଣାପଡେ କି ଆମେ ଦୁହେଁ ରିଲେସନରେ ଅଛୁ, ତେବେ ସେ ଅକ୍ଷୟଙ୍କୁ ଏତେ ପାଖକୁ ଆସିବାର ଚେଷ୍ଟା କଣପାଇଁ କରୁଛନ୍ତି, ସେ ତାଙ୍କୁ ସୀମାରେ ରହିବାକୁ କହିପାରିବି, କିନ୍ତୁ ମୋ ହିସାବରେ ଅକ୍ଷୟ ଜାଣନ୍ତି କି ତାଙ୍କୁ କିପରି ହାଣ୍ତେଲ୍ କରିବାର ଅଛି ।

ୱାର୍କଫ୍ରଣ୍ତ କଥା କହିଲେ ଆସୁଥିବା ସମୟରେ ଅକ୍ଷୟ କୁମାର ୬-୭ ଟି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି, ସେମିତି ରବିନା ଟଣ୍ତନ କେଜିଏଫ୍ ୨ ରେ ଧମାକାଦାର୍ ଏଣ୍ଟ୍ରି କରିବେ, ସେମିତି ରେଖା ବହୁତ ସମୟରୁ ଫିଲ୍ମରେ ନଜର ଆସିନାହାନ୍ତି, ଶେଷଥର ତାଙ୍କୁ ଇଣ୍ତିଆନ୍ ଆଇଡଲ୍ ସେଟ୍ ରେ ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *