May 29, 2024

Odia Express

News For Public

Sridevi କେବଳ ୧୩ ବର୍ଷ ବୟସରେ ହୋଇଥିଲା ମା, ଜାଣନ୍ତୁ ଏହି କଥା ସହ ଯୋଡି ହୋଇଥିବା ଅଜଣା କଥା

ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ଆଜି ସେମିତି ଆମର ମଧ୍ୟରେ ନାହାନ୍ତି, କିନ୍ତୁ ତାଙ୍କର ଅଭିନୟ ଲୋକଙ୍କ ହୃଦୟରେ ସବୁବେଳେ ଜୀବିତ ରହିବ, ଫିଲ୍ମ ଇଣ୍ତଷ୍ଟ୍ରିରେ ଶ୍ରୀଦେବୀଙ୍କୁ ଦୁନିଆଁ ସାରା ଚାନ୍ଦନୀ ନାଁରେ ଜାଣିଥିଲେ, ସେ ନିଜ ଦମଦାର୍ ଅଭିନୟ ଓ ନିରିହ ଅନ୍ଦାଜରୁ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ,  ମାଲୁମ୍ ଥିବ କି ଶ୍ରୀଦେବୀ କେବଳ ଚାରି ବର୍ଷ ବୟସରେ ନିଜ ଅଭିନୟର କ୍ୟାରିୟର ଆରମ୍ଭ କରିଥିଲେ, ତାହାପରେ ସେ ଅଭିନେତ୍ରୀଙ୍କ ଭାଗ୍ୟ ଏପରି ବଦଳିଲା ଧୀରେ ଧୀରେ ସେ ସିନେମା ଜଗତରେ ପ୍ରବେଶ କରିବସିଲେ, ଆଜି ଆମେ ଆପଣଙ୍କୁ ଶ୍ରୀଦେବୀଙ୍କ ଜୀବନୀ ସହ ଯୋଡା ହୋଇଥିବା କିଛି କାହାଣୀ ବିଷୟରେ କହିବୁ, ଯାହା ଆପଣମାନେ ଜାଣିନଥିବେ ।

ଅଭିନେତ୍ରୀ ଶ୍ରୀଦେବୀ ୧୯୭୫ ରେ ଆସିଥିବା ଫିଲ୍ମ ଜୁଲିରେ ନିଜ ଅଭିନୟର କ୍ୟାରିୟରରେ ପାଦ ଦେଇଥିଲେ , କେବଳ ୪ ବର୍ଷବୟସରେ ଶ୍ରୀଦେବୀ ବିନା କେଉଁ ବ୍ରେକ୍ ରେ ଇଣ୍ତଷ୍ଟ୍ରିରେ ଅଭିନୟ ଜାରି ରଖିଥିଲେ, ଶ୍ରୀଦେବୀ ନା କେବଳ ହିନ୍ଦି ବରଂ ତାମିଲ୍, ତେଲେଗୁ, ମଲାୟଲମ୍, ଓ କନ୍ନଡ ଫିଲ୍ମରେ କାମ କରିସାରିଛନ୍ତି, ଛୁଆବେଳରୁ ଇଣ୍ତଷ୍ଟ୍ରିରେ ରହିଥିବା ଶ୍ରୀଦେବୀ ନିଜ ଜମାନାରେ ଅଭିନେତାଙ୍କ ଠାରୁ ଅଧିକା ଫିସ୍ ଚାର୍ଜ ନେଉଥିଲେ, ସବୁ ଫିଲ୍ମରେ ଶ୍ରୀଦେବୀଙ୍କ ବହୁତ ଅଧିକା ଡିମାଣ୍ତ ଥିଲା ।

୧୯୬୦ ରେ ରିଲିଜ୍ ହୋଇଥିବା ଫିଲ୍ମ ମନ୍ଦରୀ ମୁଦିଚୁ ରେ ଶ୍ରୀଦେବୀ ବୟସ୍କ ମହିଳା ରୋଲ୍ ନିଭାଇଥିଲେ, ବାଳଚନ୍ଦର ନିର୍ଦ୍ଧେଶନାରେ ତିଆଇ ହୋଇଥିବା ଏହି ଫିଲ୍ମ ଶ୍ରୀଦେବୀ କେବଳ ୧୩ ବର୍ଷ ବୟସର ଭୁମିକା ନିଭାଇଥିଲେ, ଫିଲ୍ମରେ ଏକ ବିବାହିତ ମହିଳା ଶ୍ରୀ ଅମ୍ମା ୟଙ୍ଗର୍ ଅଧ୍ୟପନ୍ନଙ୍କ ଭୁମିକା ଦେଖିବାକୁ ମିଳିଥିଲା, କହିଦେବୁ କି ଏହି ଫିଲ୍ମରେ ଅଭିନେତା ରଜନୀକାନ୍ତ ଓ ମୁଖ୍ୟ ଭୁମିକାରେ ନଜର ଆସିଥିଲେ, ସେହି ସମୟରେ ରଜନୀକାନ୍ତଙ୍କ ବୟସ ୨୫ ବର୍ଷ୍ ଓ ଶ୍ରୀଦେବୀ ୧୩ ବର୍ଷର ଥିଲେ

ଅସଲରେ ଶ୍ରୀଦେବୀ କେବଳ ୧୩ ବର୍ଷ ବୟସରେ ରଜନୀକାନ୍ତଙ୍କ ସଉତୁଣି ମା ଭୁମିକା ନିଭାଇଥିଲେ, ଫିଲ୍ମରେ ରଜନୀକାନ୍ତଙ୍କ ବଦଲା ନେବାପାଇଁ ଶ୍ରୀଦେବୀ ତାଙ୍କ ବାପାଙ୍କ ସାଙ୍ଗରେ ସାତଫେରା ନେଇଥିଲେ, ରଜନୀକାନ୍ତ୍ ମାନସିକ ରୁପେ ଦୁଃଖୀ ଥିଲେ, ଆପଣଙ୍କୁ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଫିଲ୍ମରେ ଶ୍ରୀଦେବୀ ରଜନୀକାନ୍ତଙ୍କ ଠାରୁ ଅଧିକା ଫିସ୍ ନେଇଥିଲେ, ଶ୍ରୀଦ୍ଦେବୀ ଏହି ଫିଲ୍ମ ପାଇଁ ସେଇ ସମୟରେ ୫ ହଜାର ଟଙ୍କା ଓ ରଜନୀକାନ୍ତଙ୍କୁ ୨ ହଜାର ଟଙ୍କା ମିଳିଥିଲା, ସେହି ସମୟରେ ଏହି ଫିସ୍ ବହୁତ ଅଧିକା ଥିଲା ,

କହିଦେବୁ କି ଏହି ଫିଲ୍ମ ପରେ ରଜନୀକାନ୍ତ ଓ ଶ୍ରୀଦେବୀଙ୍କ ମଧ୍ୟରେ ଗଭିର ବନ୍ଧୁତା ହୋଇଥିଲା, ଏହି ଯୋଡି ଏହା ସାଥିରେ ୨୦ ଟି ଫିଲ୍ମରେ ଦେଖାଯାଈଥିଲା, ଆପଣ ଏହି କଥା ଜାଣିଥିବେ କି ଫିଲ୍ମ ରାଣାର ସୁଟିଙ୍ଗ୍ ସମୟରେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥ୍ ଖରାପ ହୋଇଯାଇଥିଲା, ସେହି ସମୟରେ ରଜନୀକାନ୍ତଙ୍କ ଭଲ ପାଇଁ ଶ୍ରୀଦେବୀ ମାନସିକ ରଖିଥିଲେ, ଏହି ସମୟରେ ରଜନୀକାନ୍ତ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଟପ୍ ଷ୍ଟାର୍ ହୋଇଯାଇଛନ୍ତି, ଯିଏକି ୭୦ ବର୍ଷ ବୟସରେ ଦମଦାର୍ ଅଭିନୟ କରନ୍ତି ।

Leave a Reply

Your email address will not be published. Required fields are marked *