March 26, 2024

Odia Express

News For Public

ବୁନ୍ଦେଲଖଣ୍ତର ଗଢକୁଁଡାର କିଲ୍ଲା ଅଟେ ବହୁତ Rahasyamay, କିନ୍ତୁ ଏବେ ଧିରେ ଧୀରେ ହେଉଛି ଲୁପ୍ତ, ଜାଣନ୍ତୁ ଏହାର କାହାଣୀ

1 min read

ଭାରତରେ ଐତିହାସିକ କିଲ୍ଲା ଭରପୁର୍ ଅଛି, ଏଠାରେ ବହୁତ ଏମିତି କିଲ୍ଲା ଅଛି ଯାହାକି ନିଜ ମଧ୍ୟରେ ବହୁତ ରହସ୍ୟକୁ ଲୁଚାଇ ରଖିଛି, ସେଥିରେ ବୁନ୍ଧେଲଖଣ୍ତର ଗଢକୁଁଡାର କିଲ୍ଲା ଗୋଟେ ଅଟେ, ଏହି କିଲ୍ଲା ନିଜ ଗଢଣ ଓ ସ୍ଥାପତ୍ୟକଲା ପାଇଁ ଜଣାଯାଏ , ଏହା ଆପଣଙ୍କୁ ବୁନ୍ଦେଲଖଣ୍ତର ୧୨ କିମି ଦୁର ନଜର ଆସିଯିବ,  କିନ୍ତୁ ଆଶ୍ଚର୍ଯ୍ୟରକଥା ଏହା କି ଯେବେ ଆପଣ ଏହି କିଲ୍ଲାରୁ କେବଳ ୧୦୦ ମିଟର ଦୁରରେ ଥାନ୍ତି ତେବେ ଏହି କିଲ୍ଲା ଗାୟବ ହୋଇଯାଏ , ଏହି କିଲ୍ଲା ବାସ୍ତୁକଳା ମାମଲାରେ ବହୁତ ଅଲଗା ହୋଇଯାଏ, ତାହାସହ ବର୍ଷ ପୁର୍ବ ବହୁ ମହଲା ଭବନ ନିର୍ମାଣ ଶୈଳୀ ଦେଖାଇଥାଏ ।

ସୁଚନାପାଇଁ କହିଦେବୁ କି ୧୨ତମ ଶତାଦ୍ଧୀରେ ପୃଥିବୀରାଜ୍ ଚୌହାନଙ୍କ୍ ପ୍ରମୁଖ ସାମନ୍ତ ଖେତ ସିଂ ଖଂଗାର ପରମାର ବଂଶର ଗଢପତି ଶିବା ଙ୍କୁ ମାତ୍ ଦେଇକରି ଏହି କିଲ୍ଲାକୁ କବଜା କରିଥିଲେ, ଓ ଖଂଗାର ବଂଶର ନିମ୍ବ ରଖିଥିଲେ, ଏମିତିରେ ଏହି କିଲ୍ଲା ପ୍ରାୟ ୯ ଶତାଦ୍ଧୀ ପୁର୍ବରୁ ହୋଇଥିଲା, ଯାହାକି ୧ ହେକ୍ଟରରୁ ଅଧିକା କ୍ଷେତ୍ରଫଳରେ ବର୍ଗାକାର ହୋଇଛି, କୁହାଯାଉଛି କି ଏହି କିଲ୍ଲା ଚନ୍ଦେଲ କାଳର ସମୟରେ ଚନ୍ଦେଲ ସୈନିକ ମୁଖ୍ୟାଳୟ ଓ ସୈନ୍ୟଙ୍କ ଆଡ୍ଡା ହେଉଥିଲା, ଏହାର ନିର୍ମାଣ କାର୍ଯ୍ୟ ୯୨୫ -୪୦ ବର୍ଷ୍ ପୁର୍ବ ୟଶୋ ବର୍ମା ଚନ୍ଦେଲ ଦକ୍ଷିଣ ପଶ୍ଚିମ ବୁନ୍ଦେଲଖଣ୍ତକୁ ଅଧିକାର ରେ ନେଇକରି କରିଥିଲେ ।

କହିଦେବୁ କି ଏହି କିଲ୍ଲା ଏକ ପାହାଡ ଉପରେ ହୋଇଛି, ଯାହା ବହୁ ଦୁରତା ଛୋଟ ପାହାଡ ଘେରାରେ ଅଛି, କିଲ୍ଲାର ଏକ ଖାସିୟତ୍ ଅଛି କି ଏହା ବହୁତ କିଲୋମିଟରରୁ ଦୁରରେ ଦେଖାଯାଏ, କିନ୍ତୁ ଯେପରି ଆପଣ କିଲ୍ଲାର ପାଖକୁ ଯିବେ ତେବେ ଆଖିରୁ ଚାଲିଯିବ ଆପଣଙ୍କୁ ଯେଉଁ ସ୍ଥାନରେ କିଲ୍ଲା ନଜର ଆସୁଥିବ ସେଠାରେ ପାଖକୁ ଗଲେ ପାହାଡ ନଜର ଆସିବ, ଗଢକୁଁଡାର ଏହି ମୃଗମରିଚିକା କାରଣରୁ ଶତ୍ରୁ ସଦିରୁ ଏହାର ପାଖକୁ ଆସିପାରିଲେ ନାହିଁ, ନିଜ ଏହି ଖାସିୟତ୍ କାରଣରୁ ଏହି କିଲ୍ଲା ବିଶାଳ ସୈନ୍ୟ ଶକ୍ତିକୁ ନେଇ ସଦିଯାଏଁ  ଆକ୍ରମଣକାରୀଙ୍କ  ଠାରୁ ସୁରକ୍ଷିତ ରହିଥିଲା ।

କହିଦେବୁ କି ଏହି ଦୁର୍ଗ ଲାଲ ଓ ମାଟିଆ ପଥରରୁ ନିର୍ମିତ ହୋଇଛି, କିଲ୍ଲାର ପାଖକୁ ଯାଇକରି ଆପଣଙ୍କୁ ସବୁଠାରୁ ପ୍ରଥମେ ଗଢିନୁମା ପ୍ରବେଶ ଦ୍ୱାର ନଜର ଆସିବ, ଯାହାକୁ ଲୋକେ ଡ୍ୟୋଢି କହନ୍ତି, ଏହାତ ତଳେ ଛଲାନ୍ ହୋଇଛି, ଓ ତାହା ସହ ଛଜ୍ଜାନୁମା ନିର୍ମାଣ ହୋଇଛି ଏବଂ ସତର୍କ ସୈନିକଙ୍କ ଦ୍ୱାରା ସବୁ ଜିନିଷ ନଜର ରଖିବା ପାଇଁ ବାଲକୋନୀ ହୋଇଛି, ଟିକିଏ ଦୁରକୁ ଯାଇକରି ଆପଣଙ୍କୁ କିଲ୍ଲାର ମୁଖ୍ୟ ଦ୍ୱାର ନଜର୍ ଆସିବ, ଏହାର ଠିକ୍ ସାମ୍ନାରେ ଏକ ଚଉଡା ଚବୁତରା ବି ଅଛି, ଯେଉଁଠି ୫ ବର୍ଷ ପୁରୁଣା ଅଷ୍ଟଧାତୁ ତୋପ ରହୁଥିଲା, ବହୁତ ଲୋକେ ଏହି କିଲ୍ଲାକୁ ଭୁଲ୍ ଭୁଲୈୟା ପରି ଲାଗିଥାଏ, ଓ ବୁଝାପଡେ ନାହିଁ

ଏକ ସମୟରେ ରାଜମହଲ ବାହାରେ ହୋଇଥିବା ଘୋଡାଶାଳ ରାଜାଙ୍କ ବହୁତ ଘୋଡା ବନ୍ଧା ଯାଉଥିଲେ, ଘୋଡାଶାଳ ଠିକ୍ ସାମ୍ନାରେ ଭବ୍ୟ ରାଜମହଲ ଅଛି, ଏହି ରାଜମହଲରେ ପ୍ରାୟ ୮ ଖଣ୍ତ ଅଛି, ଯେଉଁଥିରେ ତିନି ଖଣ୍ତ ମାଟି ଭିତରେ ଅଛି, ଓ ଚାରି ଖଣ୍ତ ମାଟି ଉପରେ । ଏହି ଦୁର୍ଗରେ ଗୋଟେ ଜିନିଷ ଅଛି ଯାହା ଭଲ ଥିଲା କି ଏଠାରେ ସୈନିକଙ୍କ ଶୌଚାଳୟ ପାଇଁ ଭଲ ବ୍ୟବସ୍ଥା କରାଯାଇଥିଲା

କିଲ୍ଲାର ପ୍ରାୟ ୨୦ କ୍ୟାମ୍ପସ୍ ଅଛି ଯେଉଁଠି ଶୌଚାଳୟ ତିଆରି ହୋଇଛି, ସବୁ କ୍ୟାମ୍ପସ୍ ରେ ପ୍ରାୟ ଏକ ଡର୍ଜନ ଲୋକ ଶୌଚାଳୟ ଯାଇପାରିବେ, କହିଦେବୁ କି ସଂଖ୍ୟା ୧୧୮୨ ରୁ ନେଇକରି ୧୨୫୭ ପର୍ଯ୍ୟନ୍ତ ଖଂଗାର ରାଜୁତି ରହିଥିଲା, ଯେବେ କି ୧୨୫୭ ରୁ ନେଇକରି ୧୫୩୯ ଏଠାରେ ବୁନ୍ଦେଲ ଶାସନ କଲା, ଏହାପରେ ୧୫୩୧ ରେ ରାଜା ରୁଦ୍ର ପ୍ରତାପ ଦେବ ଏହି ନିଜ ରାଜଧାନୀ ବନାଇଦେଲେ, ଯେବେ କି ୧୬୦୫ ରେ ଓରଛା ରାଜା ବିର ସିଂ ଦେବ ଏହାର ସୁଧ ନିଜ ନାଁ କରିନେଲେ

କିଲ୍ଲାର ଇତିହାସକଥାକହିଲେ ତେବେ ଖଂଗାର ରାଜବଂଶ ଅନ୍ତିମ ରାଜା ମାନସିଂହ ଏକ ବହୁତସୁନ୍ଦର କନ୍ୟା ଥିଲା ଯାହାଙ୍କନାଁ କେଶର ଥିଲା କେଶର ଏତେ ସୁନ୍ଦର ଥିଲେ କି ସୁନ୍ଦରତାର ଚର୍ଚ୍ଚା ଦିଲ୍ଳୀ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା, ଯେବେଦିଲ୍ଲୀର ସୁଲତାନ ମହମ୍ମଦ ତୁଗଲକ କେଶରଙ୍କ ବିଷୟରେ ଜାଣିଲେ ତେବେ ତାଙ୍କସହ୍ ବିବାହ କରିବାର ପ୍ରସ୍ତାବ ପଠାଇଦେଲେ, କିନ୍ତୁ ବାହାଘର ପାଇଁ ମନା କରିବାପରେ ତୁଗଲକ ରାଗିଯାଈଥିଲେ, ବଦଲା ନେବାପାଇଁ ୧୩୪୭ରେ  ସେ ଗଢ କୁଁଡାର ଉପରେ ଆକ୍ରମଣ କରିଦେଲେ, ଓ ନିଜ କବଜାରେ ନେଇଗଲେ

କେଶର ନିଜ ଇଜ୍ଜତ ବଞ୍ଚାଇବାକୁ ଯାଇ ନିଜ ସଖିଙ୍କ ସହ୍ କିଲ୍ଲାରେ କୁଅରେ ନିଆଁ ଲଗାଇ ଜୀବନ ଦେଇଦେଲେ, କେଶରଙ୍କ ଏହି ଗାଥା ଆଜି ବି ବୁନ୍ଦେଲଙ୍କ ଲୋକଗୀତରେ ଗାଇଥାନ୍ତି, ଗଢକୁଂଡାର କୁ ନେଇକରି ନାନାପ୍ରକାରର୍ କଥା ପ୍ରଚଳିତ ଅଛି, ଲୋକଙ୍କ ଅନୁସାରେ ଗୋଟେ ବହୁତ ରହସ୍ୟମୟୀ କିଲ୍ଲା ଅଛି ଯାହା କେତେ ରହସ୍ୟ ଲୁଚାଇ ରଖିଛି, କୁହାଯାଉଛି କି ଏଠାରେ ଥରେ ପୁରା ବରଯାତ୍ରୀ ଗାୟବ ହୋଇଯାଇଥିଲା, ସେମିତି କିଛି ଲୋକ ଏହା ବି କହନ୍ତି କି ଏଠାରେ ବହୁତ ବଡ ଖଜଣା ଲୁଚି ରହିଛି, ଯେଉଁଥିରେ ପୁରା ଭାରତର ଦାରିଦ୍ରତାକୁ ଦୁର୍ କରାଯାଇପାରିବ ।

Leave a Reply

Your email address will not be published. Required fields are marked *