May 29, 2024

Odia Express

News For Public

Nargis Fakhri ଙ୍କ ବଡ ଖୁଲାସା, ୫ ବର୍ଷ ପର୍ଯ୍ୟନ୍ତ ଉଦୟ ଚୋପ୍ରାଙ୍କ ସହ୍ ରହିଥିଲେ ରିଲେସନସିପ୍ ରେ ଏହି କାରଣ ପାଇଁ ଅଲଗା ହେଇଗଲେ

1 min read

ଅଭିନେତ୍ରୀ ନରଗିସ୍ ଫାକରୀ ଯେବେ ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ କାମ କରୁଥିଲେ ତେବେ ତାଙ୍କ କେବେ ଏହି କଥାକୁ ସ୍ୱିକାର୍ କରିନଥିଲେ କି ସେ ଉଦୟ ଚୋପ୍ରାଙ୍କ ସହ ଡେଟ୍ କରୁଥିଲେ, ମିଡିଆରେ ଖବର ଭାଇରାଲ୍ ହେଲା, ଦୁହେଁ ରୋମାଣ୍ଟିକ୍ ସଂମ୍ପର୍କରେ ଥିଲେ , କିନ୍ତୁ କେବେ ମୁହଁରୁ ଏହି ସଂମ୍ପର୍କ ବିଷୟରେ ସ୍ୱୀକାର କରିନଥିଲେ,  ଏବେ ଅଭିନେତ୍ରୀ ନରଗିସ୍ ଫାକରି ମାନିନେଇଛନ୍ତି କି ସେ ଉଦୟ ଚୋପ୍ରାଙ୍କ ସହ ରୋମାଣ୍ଟିକ୍ ସଂମ୍ପର୍କରେ ଥିଲେ । ଉଦୟ ଚୋପ୍ରାଙ୍କ ପରେ ଏବେ ନର୍ଗିସ୍ ପାଖରୀ ରଣବୀର୍ କାପୁରଙ୍କ ସହ ନିଜର ସଂମ୍ପର୍କ ବିଷୟରେ କହିଛନ୍ତି

ନର୍ଗିସ୍ ରଣବୀରଙ୍କ ସହ ରକଷ୍ଟାର୍ କରୁଥିଲେ, ତେବେ ନିତୁ କାପୁରଙ୍କ ସହ ବହୁତ ଦେଖାଯାଉଥିଲେ, ନିତୁ ଓ ନର୍ଗିସ୍ ଙ୍କ ଫଟୋଦେଖିବାପରେ ଲୋକେ କହିବାକୁ ଆରମ୍ଭ କରିଦେଲେ କି ନର୍ଗିସ୍ ଅଭିନେତ୍ରୀଙ୍କ ସହ ରୋମାଣ୍ଟିକ୍ ରିଲେସନସିପ୍ ରେ ଅଛନ୍ତି, କିନ୍ତୁ ରକଷ୍ଟାର୍ ଶେଷ ହେବା ସହ ରଣବୀର୍ ନର୍ଗିସଙ୍କ ଠାରୁ ଅଲଗା ରାସ୍ତାରେ ବାହାରିଗଲେ

ନର୍ଗିସ୍ ପାଖରି ରଣବୀର୍ କାପୁରଙ୍କ ସହ୍ ନିଜ ସଂମ୍ପର୍କ ବିଷୟରେ କଥା ବିଷୟରେ କହିଲେ କି ଯେବେ କିଛି ଫିଲ୍ମ ଆରମ୍ଭ ହୋଇଥାଏ ତେବେ କଳାକାରଙ୍କ ମଧ୍ୟରେ ବନ୍ଧୁତା ହୋଇଯାଏ, ରଣବୀର ଓ ଆମେ ଭଲ ସାଙ୍ଗ ଥିଲୁ, କିନ୍ତୁ ଫିଲ୍ମ ଶେଷ ହେବାପରେ ସବୁ ଲୋକଙ୍କ ପରି ଆମେ ବି ଜୀବନରେ ଆଗକୁ ବଢିଗଲେ, ଏହାଛଡା ମୋର୍ ପାଖରେ କହିବାର କିଛି ଶବ୍ଦ ନାହିଁ । ଇ-ଟାଇମ୍ସ ସହ ସାକ୍ଷାତରେ ନର୍ଗିସ୍ ଫାକରୀ କହିଲେ କି ଉଦୟ ଓ ମୁଁ ୫ ବର୍ଷ ଜଣେ ଅନ୍ୟଙ୍କୁ ଡେଟ୍ କଲୁ, ଭାରତରେ ଦେଖାହେଲୁ ଓ ସବୁ ବ୍ୟକ୍ତିଙ୍କ ଭିତରେ ସେ ଭଲ ବ୍ୟକ୍ତି ଥିଲେ

ମୁଁ ବୋଧେ ପବ୍ଲିକାଲି ଏହି କଥାକୁ କେବେ କହିବାକୁ ଚାହୁଁନି କାରଣ ଲୋକେ ମୋତେ ନିଜ ରିଲେସନସିପ୍ ବିଷୟରେ କିଛି ନ କହିବାକୁ ଉପଦେଶ ଦେଇଥିଲେ, କିନ୍ତୁ ମୋତେ ଏହାର ଦୁଃଖଦ ହେଲା କି କାରଣ ମୋତେ ପାହାଡର ଶିଖରରେ ଯାଇକରି ଏହା କହିବା ଦରକାର ଥିଲା କି ସୁନ୍ଦର ଆତ୍ମାର ସହ ମୁଁ ଅଛି, ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆ ବହୁତ ଫେକ୍ ଅଟେ, ଓ ବାହାରେ ବସିଥିବା ଲୋକଙ୍କୁ କେବେ ସତ ଜଣାପଡିବ ନାହିଁ, ଅଧିକାଂଶ ସମୟ ଆମେ ଏମିତି ଲୋକଙ୍କୁ ନିଜ ପ୍ରେରଣା ବୁଝନ୍ତି ଯାହାଙ୍କ ଦୁର୍ଗୁଣ ପଛରେ ଆମକୁ ବୁଝାପଡେ ।

ସେ ଭାରତରେ ଦେଖାହେଲେ ସବୁଠାରୁ ସୁନ୍ଦର ମଣିଷରୁ ଗୋଟେ ଥିଲେ ନର୍ଗିସ୍ ଫାକରୀ ଙ୍କୁ ଏହି କଥାର ଜଣାଥିଲାକି ସେ କେବେ ମିଡିଆ ସାମ୍ନାରେ କହିପାରିଲେ ନାହିଁ କି ଉଦୟ ତାଙ୍କ ବୟଫ୍ରେଣ୍ତ ବୋଲି, ଦୁହେଁଙ୍କ ମଧ୍ୟରେ ଦୁରତା ହୋଇଗଲା ଏହା କେହି ଜାଣନ୍ତି ନାହିଁ କିନ୍ତୁ ନର୍ଗିସ୍ ଙ୍କ ବୟାନରୁ ସଫା ଅଛି କି ଉଦୟଙ୍କ ସହ ସେ ବହୁତ ଖୁସିରେ ଥିଲେ, ସେମିତି କିଛି ବର୍ଷ ପୁର୍ବରୁ ଏମିତି ଖବର ଆସିଲା କି ନରଗିସ୍ ଫାକରୀ ଓ ଉଦୟ ଚୋପ୍ରାଙ୍କ ବ୍ରେକ୍ ଅଫ୍ ହୋଇଯାଇଛି, ବ୍ରେକ୍ ଅଫ୍ କେଉଁ କାରଣରୁ ହେଲା, ଏହା ଜଣାପଡିପାରିଲା ନାହିଁ

ଉଦୟ ଚୋପ୍ରାଙ୍କ ସହ ଅଲଗା ହେବାପରେ ନର୍ଗିସ୍ ଜଷ୍ଟିନ୍ ସନ୍ତୋଷଙ୍କୁ ଡେଟ୍ କରୁଥିଲେ କିନ୍ତୁ ତାଙ୍କ ସହ ବି ବ୍ରେକ୍ ଅଫ୍ ହୋଇଗଲା ।ଦୁହେଁଙ୍କ ବ୍ରେକ୍ ଅଫ୍ ପରେ ନର୍ଗିସ୍ ନ୍ୟୁୟର୍କ ଫେରି ଆସିଲେ, ଏବେ ଆଶା କରାଯାଉଛି କି ବ୍ରେକ୍ ଅଫ୍ କାରଣରୁ ନର୍ଗିସ୍ ଭାରତ ଛାଡିଦେଇଥିଲେ, ପରେ ନର୍ଗିସ୍ ପ୍ରବକ୍ତା କହିଲେ କି ସେ ହେଲଥ୍ କାରଣରୁ ଫେରିବାକୁ ଫଇସଲା କଲେ, ନର୍ଗିସ୍ ୨୦୧୧ ରେ ଫିଲ୍ମ ରକ୍ ଷ୍ଟାର୍ ରୁ ବଲିଉଡ୍ ରେ ଡେବ୍ୟୁ କଲେ, ଏହାପରେ ମଦ୍ରାସ୍ କାଫେ, ଫଟା ପୋଷ୍ଟର୍ ନିକଲା ହିରୋ, ମେଁ ତେରା ହିରୋ, କିକ୍, ସ୍ପାଇ, ଅଜହର୍, ହାଉସଫୁଲ୍ ୩, ଡିସୁମ୍, ବେଞ୍ଜୋ, ଅମାବସ୍, ଓ ଗତ ବର୍ଷ ତୋର ବାଜ୍ ରେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *