May 29, 2024

Odia Express

News For Public

ଶ୍ୟାମଳ ରଙ୍ଗର ପରେ ବି Rajshree ଅଟନ୍ତି ଲକ୍ଷାଧିକ ଦର୍ଶକଙ୍କ ହୃଦୟର ସ୍ପନ୍ଦନ,ଗୋଟେ ଝିଅର ହୋଇସାରିଛନ୍ତି ମା, ଦେଖନ୍ତୁ ତାଙ୍କର ପରିବାରର ଫଟୋ

ଜି ଟିଭିର ଲୋକପ୍ରିୟ ଧାରାବାହିକ “ସାତ୍ ଫେରେ”ରେ ସଲୋନୀ ଭୁମିକା ନିଭାଇକରି ଘରେ ଘରେ ଲୋକପ୍ରିୟତା ପାଇଥିବା ରାଜଶ୍ରୀ ଠାକୁର ଏହି ଦିନରେ ବହୁତ ଚର୍ଚ୍ଚାରେ ଅଛନ୍ତି, ଏବେ ଆପଣ ଭାବୁଥିବେ କି ଏମିତି କଣ ହୋଇଗଲା ତାଙ୍କ ସହ ଏବେ ଏହାର ପୁର୍ବରୁ ଆପଣ କିଛି ଭାବନ୍ତୁ ଆମେ ଆପଣଙ୍କୁ କହିଦେବୁ କି ରାଜଶ୍ରୀ ଏବେ ମା ହୋଇସାରିଛନ୍ତି, ତାଙ୍କର ଏକ ସୁନ୍ଦର ଝିଅ ଅଛି, ବହୁତ ଲୋକଙ୍କୁ ରାଜଶ୍ରୀଙ୍କ ବିଷୟରେ ଏହି କଥା ଜଣାନଥିବ ।

ରାଜଶ୍ରୀ ବହୁତ ହିଁ ସିମ୍ପଲ୍ ଅଟନ୍ତି, ଓ ସାଧାରଣ ଜୀବନ ବଞ୍ଚିବା ପସନ୍ଦ କରନ୍ତି । ଯେଉଁଠି ଆଜି ଲାଇମ୍ ଲାଇଟ୍ ରେ ରହିବାପାଇଁ ସେଲିବ୍ରେଟି କିଛି ବି ମଉକା ହାତଛଡା କରନ୍ତି ନାହିଁ, ସେମିତି ରାଜଶ୍ରି ବହୁତ ସାଧାରଣ ଜୀବନ ଅତିବାହିତ କରନ୍ତି, ଏବେ ଟେଲିଭିଜନର ଏମିତି ବହୁତ୍ ପର୍ସନାଲିଟି ଅଛନ୍ତି ଯିଏକି ପ୍ରେଗନାଣ୍ଟ ରହିଛନ୍ତି । ଏହାକୁ ନେଇ ସେ ନିଜ ଘରକୁ ଆସିଥିବା ନୁଆ ଶିଶୁ ଅତିଥିର ଫଟୋ ସେୟାର୍ କରିଥିଲେ, ତେବେ ବହୁତ ଅଭିନେତ୍ରୀ ନିଜ ବେବି ବମ୍ପଙ୍କ ଫଟୋ ସେୟାର୍ କରିଛନ୍ତି

ସେମିତି ଅଭିନେତ୍ରୀ ରାଜଶ୍ରୀ ନିଜ ପ୍ରେଗନାନ୍ସିକୁ ନେଇକରି ସୋସିଆଲ୍ ଲେବୁଲରେ ଅଧିକା କିଛି ସେୟାର୍ କରିନାହାନ୍ତି । କହିଦେବୁ କି ୨୦୦୭ ରେ ନିଜ ଚାଲଡହୁଡ୍ ଫ୍ରେଣ୍ତ ସଂଜୋତ ବୈଦଙ୍କୁ ବିବାହ କରିଥିଲେ, ଓ ୧୦ ବର୍ଷ ପରେ ମା ହୋଇଥିଲେ, ୨ ଅଗଷ୍ଟ ୨୦୧୭ ରେ ଝିଅକୁ ଜନ୍ମ ଦେଇଥିଲେ, ଏହା ସହ ଦୁହେଁ ସୋସିଆଲ୍ ମିଡିଆରେ ଦୁରେଇ ନିଜ ପ୍ରାଇଭେଟ୍ ଲାଇଫ୍ ର ମଜା ନେଉଛନ୍ତି ।

କହିଦେବୁ କି ୨୦୦୫ ରେ ଜିଟିଭିର ଧାରାବାହିକ ସାତଫେରେରୁ ସେ ଆରମ୍ଭ କରିଥିଲେ, ଦେଖୁ ଦେଖୁ ଏହି ଧାରାବାହିକ ଲୋକଙ୍କର ପସନ୍ଦ ହୋଇଗଲା, ଓ ରାଜଶ୍ରୀଙ୍କ ଭୁମିକା ସଲୋନୀ ଲୋକଙ୍କୁ ବହୁତ୍ ପସନ୍ଦ ଆସିଲା, ଏହି ଧାରାବାହିକ ପ୍ରାୟ ୫ ବର୍ଷ ଚାଲିଲା, ଏହାପରେ ଲମ୍ବା ସମୟ ପରେ ରାଜଶ୍ରୀ ଛୋଟ ପର୍ଦାରେ ଭାରତର ବୀର ପୁତ୍ର ମହାରାଣା ପ୍ରତାପରେ କମବ୍ୟାକ୍ କଲେ

ଏହି ଧାରାବାହିକରେ ରାଜଶ୍ରୀ ମହାରାଣା ପ୍ରତାପଙ୍କ ମା ରୋଲ୍ ନିଭାଇଥିଲେ, ରାଜଶ୍ରୀ ୨୦୧୩ ରେ ସିରିଲ୍ ଭାରତର ବୀର୍ ପୁତ୍ର ମହାରାଣା ପ୍ରତାପରେ ମହାରାଣୀ ଜୟବନ୍ତା ବାଇର ଭୁମିକାରେ ଶେଷଥର ନଜର ଆସିଥିଲେ । ଇଣ୍ତଷ୍ଟ୍ରିରେ ଆସିବାର ପୁର୍ବରୁ ସେ ରେଡିଓ ଷ୍ଟେସନରେ ଜଣେ ମରାଠି ନ୍ୟୁଜ୍ ରିଡର୍ କାମ କରୁଥିଲେ, ତାଙ୍କୁ ଏକ ଇଣ୍ତୋ ଫ୍ରେଞ୍ଚ ଫିଲ୍ମ ମିଳିଥିଲା, ସେ ଫିଲ୍ମ ସିରିଆଲ୍ ରାଇଟର୍ ବନ୍ଧୁ ତାଙ୍କୁ ଦେଖିଥିଲେ ,ଏହି ସମୟରେ ସଲୋନୀଙ୍କୁ ରୋଲ୍ ପାଇଁ ତାଙ୍କୁ ମୋର ନାଁ ଭଲ ଲାଗିଲା, ଏହାପରେ ମୋତେ ଏଡିସନ୍ ପାଇଁ କଲ୍ ଆସିଲା

କିନ୍ତୁ ଡେଲି ସୋପ୍ କରିବାକୁ ଚାହୁଁନଥିଲି । ସେହି ସମୟରେ ଯେପରି ଧାରାବାହିକ ଆସୁଥିଲେ ତାଙ୍କୁ ଦେଖିକରି ଲାଗୁଥିଲା କି ଏବେ ଆଉ ଏମିତି ଧାରାବାହିକ କରିବାର ନାହିଁ ଏକ ଇଣ୍ଟରଭ୍ୟୁରେ ରାଜଶ୍ରୀ କହନ୍ତି କି ତାଙ୍କୁ କ୍ରିକେଟ୍ ବୁଝାପଡେ ନାହିଁ, କିନ୍ତୁ ସେ କ୍ରିକେଟ୍ ଦେଖିବା ବହୁତ୍ ପସନ୍ଦ କରନ୍ତି, ସେ କହନ୍ତି କି ଚଉକା ଓ ଛକା କଣ ହୋଇଥାଏ ସେ ତାଙ୍କୁ ଜାଣନ୍ତି

ସଲୋନୀ କହନ୍ତି କି ସେ ଏକ ଇଣ୍ତୋ ଫ୍ରେଞ୍ଚ ଫିଲ୍ମ କରିଥିଲେ ସେ ଫିଲ୍ମ ସିରିଆଲ୍ ରାଇଟ ବନ୍ଧୁ ତାଙ୍କୁ ଦେଖିଥିଲେ ।ଯେବେ ସେ ମୋତେ ଅଡିସନ୍ ପାଇଁ କଲ୍ କଲେ ତେବେ ମୁଁ ସେଠାରେ ସାତ୍ ଫେରେ କନସେପ୍ଟ ଶୁଣିଲି, ଓ ମୋତେ ଲାଗିଲା କି ମୋତେ କରିବା ଉଚିତ୍, ରାଜଶ୍ରି କହନ୍ତି କି ସେ କେବେ ଅଭିନୟର କ୍ଲାସ ନେଇନଥିଲେ, କିନ୍ତୁ କଲେଜ ଟାଇମ୍ ରେ ଥିଏଟର୍ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *