June 19, 2024

Odia Express

News For Public

ବୟସ ପୁର୍ବରୁ ଜବାନ୍ ଦେଖାଯିବାପାଇଁ Hansika Motwani କରିଥିଲେ ଏହି କାମ,କିନ୍ତୁ ଏହାର ଓଲଟା ପ୍ରଭାବ ପଡିଥିଲା..

ବଲିଉଡ୍ ଓ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ନିଜ ନାଁରେ ଏକ ଅଲଗା ପରିଚୟ ବନାଇଥିବା ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ନାଁ ଆଜି ସମସ୍ତେ ଜାଣିଛନ୍ତି, ହଂସିକା ମୋଟୱାନୀ ଛୁଆବେଳରୁ ଅଭିନୟର ଦୁନିଆଁ ସହ ଯୋଡି ହୋଇଛନ୍ତି, ଅଭିନେତ୍ରୀ ନିଜ ଆରମ୍ଭର ସମୟରୁ ପପୁଲାର ଶୋ ଶାକା ଲାକା ବୁମ୍ ବୁମ୍ ରେ କାମ କରୁଥିବାର ନଜର ଆସିଥିଲେ, ଛୋଟ ପର୍ଦାରେ ହଂସିକାଙ୍କ ଭୁମିକା ଦର୍ଶକଙ୍କୁ ବହୁତ ପସନ୍ଦ କରାଗଲା, ଆଜି ହଂସିକା ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଜଣାଶୁଣା ଚେହେରା ଅଟନ୍ତି । ଜଣେ ଶିଶୁ କଳାକାରଭାବେ ସେ ବହୁତ ବଲିଉଡ୍ ଫିଲ୍ମରେ ନଜର ଆସିସାରିଛନ୍ତି

ଯେଉଁଥିରେ ହ୍ରିତିକ୍ ରୋଶନଙ୍କ ଫିଲ୍ମ କୋଇ ମିଲ ଗୟାରେ ତାଙ୍କୁ ଜଣେ ଶିଶୁ କଲାକାର ରୁପେ ଦେଖାଯାଇଥିଲା ।୩୦ ଅଗଷ୍ଟ ୧୯୯୧ ରେ ମୁମ୍ବାଇରେ ଜନ୍ମ ନେଇଥିବା ହଂସିକାଙ୍କ ବାପା ଜଣେ ବିଜନେସମ୍ୟାନ୍ ଅଟନ୍ତି , ସେମିତି ତାଙ୍କ ମା ଜଣେ ଡର୍ମୋଲୋଇଜିଷ୍ଟ ଅଟନ୍ତି , ଅଭିନେତ୍ରୀ ନିଜ ପାଠପଢା ମୁମ୍ବାଇର ପୋଦାର ଇଣ୍ଟରନ୍ୟାଶାନାଲ୍ ସ୍କୁଲରୁ କରିଥିଲେ, ହଂସିକା ତାମିଲ୍ ଓ ତେଲେଗୁ ଫିଲ୍ମ ଇଣ୍ତଷ୍ଟ୍ରିରେ ସଂବନ୍ଧ ରଖନ୍ତି, ୨୦୦୭ ରେ ସେ ହିମେଶ ରେସମିଆଁଙ୍କ ଫିଲ୍ମ ଆପକା ସୁରୁର୍ ରେ ଲିଡ୍ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଥିଲେ

ଖାସ୍ କଥା ଏହା କି ଏହି ଫିଲ୍ମ ପାଇଁ ହଂସିକାଙ୍କୁ ଆୱାର୍ଡ ବି ମିଳିସାରିଛି, ଏହି ଫିଲ୍ମ ପରେ ହଂସିକା କେବେ ପଛକୁ ବୁଲିଦେଖିନାହାନ୍ତି, ଏହା ଛଡା ହଂସିକା ମାଲାୟଲମ ଫିଲ୍ମରେ ବି କାମ କରିଛନ୍ତି, ହଂସିକାଙ୍କ ନାଁ ଆରମ୍ଭର କ୍ୟାରିୟରରେ ଶାନଦାର ରହିଥିଲା, ଅଭିନେତ୍ରୀ ଜଣଙ୍କ ବହୁତ କମ୍ ସମୟରେ ଅଭିନୟର ଜଗତରେ ସଫଳତା ହାସିଲ୍ କରିଥିଲେସୁଚନା ମୁତାବିକ ହଂସିକାଙ୍କ ଦ୍ୱାରା ହରମୋନ୍ସ ଚେଞ୍ଜ ଇଞ୍ଜେକ୍ସନ୍ ଲଗାଯାଇଥିଲା, ଏହି କଥା ସେହି ସମୟରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା

ଯେବେ ୨୦୦୩ ରେ ଫିଲ୍ମ କୋଇ ମିଲ ଗୟାରେ ଜଣେ ଶିଶୁ କଲାକାର ଭାବେ ନଜର ଆସିଥିବା ହଂସିକା ୨୦୦୭ ରେ ଆପକା ସୁରୁର୍ ରେ ଲିଡ୍ ଅଭିନେତ୍ରୀର ଭୁମିକା ନିଭାଉଥିବାର ନଜର ଆସିଥିଲେ, ହଂସିକା କିଛି ହିଁ ବର୍ଷରେ ଜବାନ୍ ଦେଖିକରି ଲୋକଙ୍କୁ ଚକିତ କରାଇଦେଇଥିଲେ, ଲୋକଙ୍କର ଏହା ମାନିବାର ଥିଲା କି ସେ ହର୍ମୋନ୍ ଚେଞ୍ଜ ଇଞ୍ଜେକ୍ସନ୍ ଲଗାଇଥିଲେ, ଏହି କଥାରେ ଏବେ ପର୍ଯ୍ୟନ୍ତ ହଂସିକା ଙ୍କ କିଛି ବି ବୟାନ ସାମ୍ନାକୁ ଆସିନାହିଁ ।

କହିଦେବୁ କି ହଂସିକା ମୋଟୱାନୀ ନିଜ ଫିଲ୍ମ ମହାକୁ ନେଇକରି ବହୁତ ଚର୍ଚ୍ଚାରେ ରହିଥିଲେ, ଏହି ଫିଲ୍ମରେ ଅଭିନେତ୍ରୀ ଏକ ସାଧୁ ମାର ପୋଷାକରେ ହାତରେ ଚିଲମ ପିଇବା ବହୁତ୍ ମହଙ୍ଗାପଡିଲା, ସେହି ସମୟରେ ଲୋକେ ଅଭିନେତ୍ରୀଙ୍କ ଉପରେ ଧାର୍ମିକ ଭାବନା ଉତ୍ତେଜନ କରିବାର ଆରୋପ ବି ଲଗାଇଲେ, ଫିଲ୍ମର ନିର୍ଦ୍ଧେଶକ ଜମିଲ୍ ଏହି ମାମଲାରେ ନିଜ ବୟାନ ଦେଇକରି କହିଲେ କି ଏହା କେବଳ ୟୁନିକ୍ ଫଟୋ ଉଠାଇବାକୁ ଚାହୁଁଥିଲେ

କେଉଁ ଧର୍ମ କିମ୍ବା ଜାତିର ଭାବନାକୁ ଆହତ କରିବାର ତାଙ୍କର ଉଦ୍ଧେଶ୍ୟ ନଥିଲା, ଏହା ଛଡା ଅଭିନେତ୍ରୀ ହଂସିକା ମୋଟୱାନୀ ସୋସିଆଲ୍ ମିଡିଆରେ ନିଜ ବିକିନି ପିନ୍ଧା ଫଟୋ ଲିକ୍ ହେବାକୁ ନେଇ ଚର୍ଚ୍ଚାରେ ଆସିଯାଇଥିଲେ, ଅସଲରେ ହଂସିକାଙ୍କ ଫଟୋ ଲିକ୍ ହେବା କାରଣ ଅନଲାଇନ୍ ହ୍ୟାକିଙ୍ଗ୍ ଥିଲା, ସାଉଥ୍ ଷ୍ଟାର୍ ସୋସିଆଲ୍ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କ ମଧ୍ୟରେ ଆକ୍ଟିଭ୍ ରୁହନ୍ତି, ସେ ନିଜ ଫଟୋ ଓ ଭିଡିଓ ଫ୍ୟାନ୍ସଙ୍କ ସହ ସେୟାର୍ କରୁଥାନ୍ତି ।

Leave a Reply

Your email address will not be published. Required fields are marked *