March 22, 2024

Odia Express

News For Public

ରାମାୟଣରେ ରାବଣ ହେବା ପାଇଁ Hrithik Roshan ନେଉଛନ୍ତି ୭୫ କୋଟି ଟଙ୍କା, ଜାଣନ୍ତୁ କିଏ ହେବେ ରାମ ଓ ତାଙ୍କର ଫିସ୍

1 min read

ଏମିତି ବଲିଉଡ୍ ରେ ବହୁତ ସାରା ଫିଲ୍ମ ଅଛି, ଯାହାକୁ ଲୋକେ ବହୁତ ପସନ୍ଦକରନ୍ତି, ଏହି ଫିଲ୍ମର କାହାଣୀଗୁଡିକ ଲୋକଙ୍କୁ ଏତେ ପସନ୍ଦ ଆସେ କି ବହୁତଥର ଦେଖାଯାଇଛି କି ଲୋକେ ସେହି ଫିଲ୍ମକୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି, ସେମିତି କିଛି ଏମିତି ଫିଲ୍ମ ଅଛି ଯାହାର କାହାଣୀ ଆଇକନିକ୍ ହୋଇଥାଏ, ଦର୍ଶକ ତାକୁ ଦେଖିବାପରେ ଏହା କହନ୍ତି କି ଆଉଥରେ ଆସିଗଲେ ରେକର୍ଡ ଭାଙ୍ଗିଯାଆନ୍ତା, ଏହି ଦିନ ରାମାୟଣ ଫିଲ୍ମର ଚର୍ଚ୍ଚା ହେଉଛି, ଓ ଏହି ଫିଲ୍ମ ପାଇଁ ବଲିଉଡ୍ ରେ ପ୍ରସ୍ତୁତି ବହୁତ ଚାଲିଛି, ଏତିକି ନୁହେଁ ଏହି ଫିଲ୍ମ ପାଇଁ ଷ୍ଟାର୍ କାଷ୍ଟ ବି ଫାଇନାଲ୍ ହେବାର ଅଛି ।

ସୁତ୍ରରୁ ମିଳିଥିବା ଖବର ଅନୁସାରେ ରାମାୟଣରେ ରାବଣ ଭୁମିକା ନିଭାଇବାପାଇଁ ହ୍ରିତିକ୍ ରୋଶନ ଫାଇନାଲ୍ ହୋଇଛନ୍ତି, ଏଥିପାଇଁ ହ୍ରିତିକ୍ ରୋଶନଙ୍କୁ ଏହି ଭୁମିକାପାଈଁ ମୋଟା ଧନରାଶୀ ଦିଆଯିବ, ଏହି ଫିଲ୍ମ ପାଇଁ ହ୍ରିତିକ୍ ରୋଶନଙ୍କୁ ୭୫ କୋଟି ଟଙ୍କା ଦିଆଯିବ, ସେମିତି ରଣବୀର କାପୁର ରାମର ଭୁମିକା ନିଭାଇବା ଉପରେ ଆଶା କରାଯାଉଛି, ରଣବୀରଙ୍କୁ ବି ୭୫ କୋଟି ଟଙ୍କା ଦିଆଯିବ ।

ଖବର ଅନୁସାରେ ଏମିତି କୁହାଯାଉଛି କି ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ୍ ରୋଶନ୍ ଓ ରଣବୀର୍ କାପୁର ଏହି ଦୁହେଁ କଳାକାର ନିତେଶ ତିୱାରୀଙ୍କ ମେଗା ବଜେଟ୍ ଫିଲ୍ମ ରାମାୟଣର ଅଂଶ ଗ୍ରହଣ କରିବେ, ରିପୋର୍ଟସ ର ମୁତାବିକ ଏହି ଫିଲ୍ମର ବଜେଟ୍ ପ୍ରାୟ ୭୫୦ କୋଟି ଟଙ୍କା କୁହାଯାଉଛି, ଏହି ଫିଲ୍ମକୁ ୩ ଡି ଫର୍ମାଟରେ ତିଆରି କରିବେ, ଏହି କାରଣରୁ ଏହି ଫିଲ୍ମ ଅଧିକା ଲୋକପ୍ରିୟତା ପାଇପାରିବ, ଏହି ଫିଲ୍ମ୍ ପାଇଁ ଦୁହେଁ କଳାକାର ୭୫-୭୫ କୋଟି ଟଙ୍କା ଦିଆଯିବ, ରଣବୀର୍ କାପୁର ଭଗବାନ ରାମଙ୍କ ଭୁମିକାରେ ନଜର ଆସିବେ ଓ ହ୍ରିତିକ୍ ରୋଶନ ରାବଣ ଭୁମିକାରେ ନଜର ଆସିବେ ।

ଯଦି ଆମେ ଏହି ଫିଲ୍ମରେ ସୀତାଙ୍କ ଭୁମିକା କଥା କହିବା ତେବେ ଫିଲ୍ମରେ ମାତା ସୀତାଙ୍କ ଭୁମିକା ନିଭାଇବାଉପରେ ଏବେ ବି ଅସମଂଞ୍ଜସ ଲାଗିଛି, ଏହି ସବୁ ମଧ୍ୟରେ ଖବର ସାମ୍ନାକୁ ଆସିଛି କି କରିନା କାପୁର ଏହି ଫିଲ୍ମରେ ସୀତାଙ୍କ ଭୁମିକା ନିଭାଇପାରନ୍ତି, କାରଣ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି, ଏହି କାରଣରୁ ତାଙ୍କ ନାଁ ଚର୍ଚ୍ଚାରେ ଆସିଥିଲା, କିନ୍ତୁ ସୀତାଙ୍କ ରୁପରେ କିଏ ନଜର ଆସିବ, ଏହା କହିବା ଭୁଲହେବ

ସେମିତି ଦେଖିବାକୁ ଗଲେ ହିନ୍ଦୁ ସମୁଦାୟର ଲୋକେ କରିନା କାପୁରଙ୍କୁ ବିଲକୁଲ୍ ପସନ୍ଦ କରୁନାହାନ୍ତି, ଏହି କାରଣରୁ ତାଙ୍କ ଉପରେ କୌଣସି ବିଚାର କରାଯାଉନି, ଆପଣଙ୍କୁ କହିଦେବୁ କି ଏହି ଫିଲ୍ମରେ ମାତା ସୀତାଙ୍କ ଭୁମିକାକୁ ନେଇକରି ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଦିପିକା ପାଦୁକୋଣଙ୍କ ନାଁ ଚର୍ଚ୍ଚା ହେଉଛି, ଏହି ଫିଲ୍ମ ପାଇଁ କାହାକୁ ବଛାହେବ ଏହା ଫାଇନାଲ୍ ହୋଇନି, ଏକ୍ସପର୍ଟଙ୍କ ମାନିବା କଥା କି ଏହି ଫିଲ୍ମ ବନାଇବାରେ ଏକ ହଜାର କୋଟିରୁ ଅଧିକା ଖର୍ଚ୍ଚ ହୋଇପାରେ ।

Leave a Reply

Your email address will not be published. Required fields are marked *