April 16, 2024

Odia Express

News For Public

ଯେଉଁ ସାପ କାମୁଡିଥିଲା ସେହି ସାପକୁ (Snake) ହାତରେ ନେଇ Medical ପହଞ୍ଚିଲା ବ୍ୟକ୍ତି, ସବୁଆଡେ ହେଲା

ଦେଶ ଓ ଦୁନିଆଁରେ ସବୁଦିନ କିଛି ନା କିଛି ଖବର ବାହାରିକରି ସାମ୍ନାକୁ ଆସିଥାଏ, ଯାହାକୁ ଜାଣିବାପରେ ଯେ କୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟଚକିତ ହୋଇଯାଏ, ବହୁତ ଖବର ଏମିତି ହୋଇଥାଏ, ଯାହା ଲୋକଙ୍କ ପାଇଁ ମନୋରଞ୍ଜନର ସାଧନ ରୁପେ ପରିଗଣିତ ହୁଏ କିନ୍ତୁ ବହୁତ ଖବର ଏମିତି ହୋଇଥାଏ ଯାହା ମଣିଷକୁ ଚକିତ କରିଦିଏ, ଏହି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା କି ଜଣେ ବ୍ୟକ୍ତିକୁ ସାପ କାମୁଡିଲା ତ ସେ ସେହି ସାପକୁ ନେଇକରି ସିଧା ମେଡିକାଲ୍ ରେ ପହଞ୍ଚିଲା ।

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ସାପ ବିଷାକ୍ତ ହୋଇଥାଏ ଓ ସବୁଠାରୁ ଅଧିକା ସାପକୁ ପାଦରେ ଚକୁଟି ଦେଲେ ସେ କାମୁଡିଥାଏ, ଯେବେ ଜଣା ଅଜଣାରେ ଭୁଲ ବଶତଃ ସାପ ଉପରେ ଆମର ପାଦ ପଡିଯାଏ ତେବେ ସେ ଆମକୁ କାମୁଡିଥାଏ, ଯାହାର କାରଣରୁ ଆମର ଜୀବନ ବି ଯାଇପାରେ, ସେମିତି ସାପର ପ୍ରଜାତି ବହୁତ ହୋଇଥାଏ, ସାପର ଭୋଜନର ସନ୍ଧାନରେ ଏପଟ ସେପଟ ବୁଲନ୍ତି, ଓ ବହୁତଥର ସେମାନେ ଲୋକଙ୍କର ଘରେ ବି ପଶିଯାଆନ୍ତି

ଏମିତିରେ ବହୁତଥର ଏମିତି ମାମଲା ସାମ୍ନାକୁ ଆସେ କି ସାପ କାମୁଡିବା ଦ୍ୱାରା ବ୍ୟକ୍ତି ଅକାରଣରେ ମୃତ୍ୟୁ ବରଣ କରୁଛି, କିନ୍ତୁ ଆଜି ଆମେ ଯେଉଁ ମାମଲା ଉପରେ ସୁଚନା ଦେବାକୁ ଯାଉଛୁ, ତାକୁ ଆପଣ ଜାଣିବାପରେ ଆପଣ ବି ଚକିତ ହୋଇଯିବେ । ମାନିନିଅନ୍ତୁ କେଉଁ ବ୍ୟକ୍ତିକୁ ସାପ କାମୁଡିଛି ତେବେ ଏମିତି ସ୍ଥିତିରେ ସେ ବ୍ୟକ୍ତି କଣ କରିବ ଆପଣଙ୍କ ମଧ୍ୟରୁ ଲୋକ କହିବେ କି ସାପ କାମୁଡିଲେ ବ୍ୟକ୍ତିକୁ ତୁରନ୍ତ ମେଡିକାଲ୍ ନେଇଯିବା ଉଚିତ୍,ଓ ତାର ଯଥାଶିଘ୍ର ଚିକିତ୍ସା କରାଇବା ଉଚିତ୍, ଯାହାଦ୍ୱାରା ତାର ଜୀବନ ବଞ୍ଚିଯାଇପାରିବ, କିନ୍ତୁ ଆମେ ଯେଉଁ ମାମଲା ବିଷୟରେ କହୁଛୁ

ଏଠାରେ ବ୍ୟକ୍ତିକୁ ଯେଉଁ ସାପ କାମୁଡିଲା ସେହି ସାପକୁ ନେଇ ସେ ମେଡିକାଲ୍ ରେ ପହଞ୍ଚିଲା, ଏହି ମାମଲା ହନୁମାନଗଢ ରୁ ଆସିଛି । ମିଳିଥିବା ସୁଚନା ଅନୁସାରେ ଲୋଲାବାଲି ରେ ଚାଷ କାମ କରୁଥିବା ସମୟରେ ଅଂଗ୍ରେଜ ସିଂ ନାମକ ଏକ ଚାଷୀର ଆଙ୍ଗୁଠିରେ ସାପ କାମୁଡିଦେଇଥିଲା, ସାପ କାମୁଡିବା କ୍ଷଣି ତାର ପରିବାର ଲୋକେ ଓ ପାଖ ପଡୋଶୀମାନେ ଗାଡି ଡକାଇଲେ, ଓ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମେଡିକାଲ୍ ନେଇଯିବାପାଇଁ, ସେହି ସମୟରେ ଲୋକେ ଭାବିଲେ କି ଯେବେ ଡାକ୍ତର ପଚାରିବ ସାପ କାମୁଡିଲା କଣ ଜବାବ୍ ଦେବେ

ଏଥିପାଇଁ ପଡୋଶୀ ସାପକୁ ବି ନିଜ ସହ ମେଡିକାଲ୍ ନେଇଗଲେ, ଯାହାଦ୍ୱାରା ଡାକ୍ତର ସାପର ପ୍ରଜାତିକୁ ଚିହ୍ନି ତାର ଉଚିତ୍ ଚିକିତ୍ସା କରାଇପାରିବେ । ଯେବେ କିଛି ଚାଷୀ କହିଲେ କି ସେ ସାପକୁ ତା ସହ ନେଇଚାଲ ବୋଲି ଯାହାଦ୍ୱାରା ଚିକିତ୍ସକ ଦେଖିପାରୁ କି କେଉଁ ସାପ କମୁଡିଛି, ଏଥିପାଇଁ ସେ ସାପକୁ ଏକ ବ୍ୟାଗରେ ନେଇ ମେଡିକାଲ୍ ପହଞ୍ଚିଲେ, ଜିଲ୍ଲା ମେଡିକାଲ୍ ରେ ପହଞ୍ଚିବାପରେ ଜିପ୍ ରେ ଯାଇଥିବା ଲୋକ ଇଂଗ୍ରେଜ ସିଂଙ୍କ ଚିକିତ୍ସା ପାଇଁ ଚିକିତ୍ସକଙ୍କ ପାଖକୁ ଗଲେ, ଜିପ୍ ମେଡିକାଲ୍ ପରିସର ସ୍ଥିତ ପୋଲିସ୍ ଥାନା ପାଖରେ ଠିଆ କରିଦେଲେ

ଓ ସାପକୁ ପ୍ଲାଷ୍ଟିକ୍ ବ୍ୟାଗ୍ ରୁ ବାହାର କଲେ, କିନ୍ତୁ ଜିପ୍ ପୁରା ବନ୍ଦ ଥିଲା, ଯାହାର୍ କାରଣରୁ ସାପ ବାହାରିଲା ନାହିଁ, ଓ ଭିତରେ ବୁଲୁଥିଲା ।ଯେବେ ଜିପ୍ ପାଖରେ ଦେଇଯାଉଥିବା ଲୋକେ ଜିପ୍ ଭିତର ଦୃଶ୍ୟ ଦେଖିଲେ ତ ସାପ ଏକ୍ ପ୍ଲାଷ୍ଟିକ୍ ବ୍ୟାଗ୍ ଭିତରେ ଅଛି ତେବେ ମେଡିକାଲ୍ ପରିସରରେ ହଇଚଇ ହୋଇଗଲା, ଦେଖୁ ଦେଖୁ ଲୋକଙ୍କ ଭିଡ ଏକାଠି ହୋଇଗଲା, ମେଡିକାଲ୍ ପୋଲିସ୍ ଥାନାର ହେଡ୍ କନେଷ୍ଟବଳ ଏହାର ସୁଚନା ଏକ କେଳାକୁ ଦେଲେ ଯାହାଙ୍କ ନାଁ ମଲକିତ ନାଥ, କେଳା ଅଧଘଣ୍ଟା ପର୍ଯ୍ୟନ୍ତ ପ୍ରଚେଷ୍ଟା ପରେ ଏହି ୮ ଫୁଟର ସାପକୁ ନିଜ ଆୟତରେ ଆଣିପାରିଲା ।

Leave a Reply

Your email address will not be published. Required fields are marked *