May 22, 2024

Odia Express

News For Public

23 ଅକ୍ଟୋବର ୨୦୨୧ ର ରାଶିଫଳ, ଏହି ୬ ଟି ରାଶିର ଗ୍ରହ ନକ୍ଷତ୍ର ଦେଉଛନ୍ତି ଶୁଭ ସଙ୍କେତ, ଆଜି ହେବ କିଛି ବଡ ଫାଇଦା, ପଢନ୍ତୁ ରାଶିଫଳ

1 min read

ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ୨୩ ଅକ୍ଟୋବର ୨୦୨୧ ର ରାଶିଫଳ କହିବୁ, ରାଶିଫଳର ସାହାଯ୍ୟରେ ବ୍ୟକ୍ତି ନିଜ ଭବିଷ୍ୟରୁ ଯୋଡି ହୋଇଥିବା ଉତଥାନ ପତନ ଭରା ପରିସ୍ଥିତି ପୁର୍ବରୁ ଅନୁମାନ ଲଗାଯାଇପାରିବ, ଯାହାଦ୍ୱାରା କେଉଁ ବି ପରିସ୍ଥିତି ର ସାମ୍ନା କରିବାର ସକ୍ଷମ ହୋଇପାରିବ, ରାଶିଫଳ ବାହାର କରୁଥିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ୍ ଖୋଗଳିୟ ବିଶ୍ଳେଷଣ କରାଯାଇଥାଏ, ଆଜି ଆମେ କେଉଁ କେଉଁ ପରିସ୍ଥିତିରେ କଟାଇବାକୁ ପଡିଥାଏ, ଆପଣ ଏହାର ସୁଚନା ନିଜ ରାଶି ଅନୁସାରେ ଜାଣନ୍ତୁ ।

୧) ମେଷ ରାଶି- ଆଜି ଆପଣଙ୍କ ମନ ପୁଜା ପାଠରେ ଅଧିକା ଲାଗିବ, ଘରେ କେଉଁ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ଉପରେ ଚର୍ଚ୍ଚା ହୋଇପାରେ, ପାରିବାରିକ ମାହୋଲ ଖୁସି ରହିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ବୁଝିବିଚାରି କରନ୍ତୁ, ବେପାରରେ ଉତଥାନ ପତନ ସ୍ଥିତି ନଜର୍ ଆସୁଛି, କାମର ସିଲସିଲାରେ ଉପରୁ ଦରକାରରୁ ଅଧିକା ଭରସା କରିବା ଠିକ୍ ନୁହେଁ, ଆପଣ ନିଜ କାମକୁ ନିଜେ ପୁରା କରନ୍ତୁ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସରେ ସଫଳ ହେବେ, କେଉଁ ପୁରୁଣା ମିତ୍ରକୁ ଫୋନରେ ଲମ୍ବା ସମୟ କଥାବାର୍ତ୍ତା ହୋଇପାରେ, ଯେଉଁଥିରେ ପୁରୁଣା ସ୍ମୃତି ଆଉଥରେ ପୁନଃଜିବିତ ହେବ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ବହୁତ କଠିନ ନଜର ଆସୁଛି, କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ, ଯାହାର କାରଣରୁ ଆପଣଙ୍କ ମନ ଚିନ୍ତିତ ରହିବ, ଆପଣଙ୍କ ଉପରେ ନକରାତ୍ମକ ଉର୍ଜା ଅଧିକା ହେବାକୁ ଦିଅନ୍ତୁ ନାହିଁ, କାମକାର୍ଯ୍ୟ ଜରୁରୀ ଯୋଜନାଗୁଡିକ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ, କାହା ସହ କଥାବାର୍ତ୍ତା କରୁଥିବା ସମୟରେ ଶବ୍ଦରେ ଧ୍ୟାନ ଦିଅନ୍ତୁ, କେଉଁ ବି ଲମ୍ବା ଯାତ୍ରାରେ ଯାଉଥିଲେ ସେହି ସମୟରେ ବାହାନ ଚଲାଇବା ସମୟରେ ସାବଧନତା ରଖିବାର ଆବଶ୍ୟକତା ଅଛି, ଅନ୍ୟଥା ଦୁର୍ଘଟଣାର ହେବାର ଆଶଙ୍କା ନଜର ଆସୁଛି, ଛୁଆଙ୍କ ତରଫରୁ ଟେନସନ୍ କମ୍ ହେବ, ପ୍ରାଇଭେଟ୍ ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିପାରିବ, ବେତନରେ ବୃଦ୍ଧି ହେବାର ଖୁସିଖବର ମିଳିବ, ଯଦି ଆପଣ କାହାଠାରୁ ପଇସା ଉଧାର ଦେଇଛନ୍ତି ତେବେ ପଇସା ଫେରିପାରିବେ, ସାମାଜିକ କ୍ଷେତ୍ରରେ ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ହେବ, କିନ୍ତୁ କେଉଁ ଅଜଣା ଲୋକଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଖାସ୍ ହେବ, କମ୍ ପରିଶ୍ରମରେ ଅଧିକା ସଫଳତା ପାଇବାର ଯୋଗ ଅଛି ବହୁତ ଲମ୍ବା ସମୟରୁ ଅଟକିରହିଥିବା କାମ ପୁରା ହୋଇପାରେ, ଆପଣଙ୍କ ବ୍ୟକ୍ତିତ୍ୱରେ ନିଖାର ଆସିବ, ଆପଣ ନିଜ ମଧୁର ବାଣୀରୁ ଅନ୍ୟଙ୍କ ହୃଦୟ ଜିତିପାରିବେ, କାମର ସିଲସିଲାରେ ଚେଷ୍ଟା କରିଥିବା ସଫଳ ହେବ, ବଡ ମାତ୍ରାରେ ଧନ ଲାଭ ହେବ, ବେପାରରେ ଲାଭ ହେବ, ଯେଉଁ ବ୍ୟକ୍ତି ଲମ୍ବା ସମୟରେ ଚାକିରି ଖୋଜୁଛନ୍ତି, ତାଙ୍କୁ ଭଲ ଚାକିରି ମିଳିବାର ଆଶା ଅଛି, କେଉଁ ମହତ୍ତ୍ୱପୁର୍ଣ୍ଣ ମାମଲାରେ ଫଇସଲା ନେଇପାରିବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ଭଲରେ କଟିବ, ଅନ୍ୟଙ୍କ ସାହାଯ୍ୟ କରିବାପାଇଁ ଆପଣ ଆଗୁଆ ରହିବେ, କେଉଁ ଜରୁରୀ କାମ ପୁରା ହୋଇପାରେ, ଯେଉଁଥିରେ ମନ ହର୍ଷିତ ରହିବ, ଚାକିରି କ୍ଷେତ୍ରରେ ଆପଣଙ୍କ ପକ୍ଷ ରହିବ , ବଡ ଅଧିକାରୀ ସାହାଯ୍ୟ କରିବେ, ବେପାର ସିଲସିଲାରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ଲାଭଦାୟକ ହେବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ, ଘର ପରିବାରରେ ସୁଖର ବାତାବରଣ ରହିବ, ଆପଣଙ୍କ ପରିଶ୍ରମ କାର୍ଯ୍ୟ କରିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, ପ୍ରତିଯୋଗିତା ମୁଳକ ପରିକ୍ଷାରେ ଭଲ ସଫଳତା ହାସିଲ୍ କରିବେ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ରହିଛି, କେଉଁ ବହୁ ମୁଲ୍ୟ ସଂମ୍ପତ୍ତି ପ୍ରାପ୍ତି ହେବାର ସଂମ୍ଭାବନା ଅଛି, ଘର ପରିବାରରେ ଖୁସିର ମାହୋଲ୍ ରହିବ, ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇପାରେ, ଘରେ କେଉଁ ବୟସ୍କଙ୍କ ଉପଦେଶ ଫାଇଦାଦାୟକ ହେବ, ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ, ବେପାରରେ କୁହାଯାଈଥିବା ଯୋଜନାରୁ ଭଲ ଫାଇଦା ମିଳିବ, ଚାକିରି କ୍ଷେତ୍ରରେ ଆପଣଙ୍କୁ ଦିଆଯାଈଥିବା ବ୍ୟସ୍ତତା ଉଚିତ୍ ପରିଣାମ ପାଇବେ, ବଡ ଅଧିକାରୀ ଆପଣଙ୍କ କାମକୁ ପସନ୍ଦ କରିବେ, ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିବାର ସଂମ୍ଭାବନା ଅଛି ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ମିଶ୍ରିତ ପରିଣାମ ଦେବ, ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ, ଯେଉଁଥିରେ ଆପଣ ବ୍ୟସ୍ତ ରହିବେ, ଘରୋଇ ଦରକାରିତା ଅଧିକା ଧନ ଖର୍ଚ୍ଚ ହେବାର ସଂମ୍ଭାବନା ନଜର ଆସୁଛି, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବ, ଗୁପ୍ତ ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇବାରେ ଚେଷ୍ଟା କରିପାରନ୍ତି, ଏଥିପାଈଁ ଆପଣଙ୍କୁ ସତର୍କ ରହିବାକୁ ହେବ, କାମ କାର୍ଯ୍ୟରେ ବାଧା ଦୁର ହୋଇଯିବ, ଅନୁଭବି ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କ କେଉଁ ଜରୁରୀ କାମ ପୁରା ହୋଇପାରେ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ବୁଝିବିଚାରି କରନ୍ତୁ ନହେଲେ କ୍ଷତି ହୋଇପାରେ, ବିଦ୍ୟାର୍ଥୀଙ୍କ କଠିନ ବିଷୟରେ ଫୋକସ୍ କରିବାର ଆବଶ୍ୟକତା ଅଛି ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଠିକ୍ ରହିବ କିନ୍ତୁ ପରିବାରର କେଉଁ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ, ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରିବ, ବେତନରେ ବୃଦ୍ଧି ହେବ, ପରିବାରରେ କିଛି ଆଜି ଶୁଭ କାର୍ଯ୍ୟ ସମାଚାର ଶୁଣିବାକୁ ମିଳିବ, ଯଦି ଆପଣ ବୁଝାମଣାରେ କିଛି ନୁଆ ବେପାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭରପୁର ଲାଭ ମିଳିପାରିବ, ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ, ପ୍ରେମ ଜୀବନରେ ସୁଧାର ଆସିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରୁପରେ ଫଳଦାୟକ ହେବାର ଅଛି, ମାନସିକ ଚିନ୍ତାରୁ ମୁକ୍ତି ପାଇବେ, ଘରେ ଆର୍ଥିକ ସ୍ଥିତି ମଜବୁତ୍ ହେବ, ଯଦି ଆପଣ କାହାଠାରୁ ପଇସା ଉଧାର ନେଇଛନ୍ତି ତେବେ ପଇସା ଫେରିପାରିବେ, ଆପଣ ନିଜ ଶତ୍ରୁଙ୍କୁ ପରାସ୍ତ କରିବେ, ବେପାରରେ ଲଗାତାର ଉନ୍ନତି ଦେଖିବାକୁ ମିଳିବ, ଆପଣଙ୍କ ଭାବନା ସକରାତ୍ମକ ରହିବ ଯାହାର ଆପଣଙ୍କୁ ଭଲ ଲାଭ ମିଳିବ, କ୍ୟାରିୟର ସହ ଯୋଡି ହୋଇଥିବା କିଛି ଖୁସି ଖବର ଶୁଣିବାକୁ ମିଳିପାରେ, ଯାହା ଆପଣଙ୍କୁ ଉତ୍ସାହ ଅଧିକା ବଢାଇବ, ମା ବାପାଙ୍କ ଆଶିର୍ବାଦରୁ ଆପଣଙ୍କ ସାଥ୍ ମିଳିବ ।

୯) ଧନୁ ରାଶି- ଆଜି କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ, ଯାହା ଆପଣଙ୍କ ସାଥି କର୍ମଚାରୀ ଆପଣଙ୍କ ସାଥିରେ ପରିଶ୍ରମ କରିବାର ନଜର ଆସିବ, କିନ୍ତୁ ବେପାର କରୁଥିବା ବ୍ୟକ୍ତିଙ୍କୁ ସଂନ୍ଧ୍ୟା ପର୍ଯ୍ୟନ୍ତ କିଛି ଫାଇଦା ମିଳିବାର ନଜର ଆସୁଛି, କିନ୍ତୁ ଆପଣଙ୍କୁ ତାହା ଚିହ୍ନିବାର ଅଛି, ତେବେ ଆପଣ ଲାଭ ପ୍ରାପ୍ତ କରିପାରିବେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ, ମା ବାପାଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିପାରିବ, ଉଧାର୍ ଦିଆଯାଇଥିବା ପଇସା ଫେରିପାରିବେ, ଛୁଆଙ୍କ ତରଫରୁ ଖୁସିଖବର ମିଳିପାରିବ, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ ।

୧୦) ମକର ରାଶି- ଆଜି କେଉଁ ଅଧୁରା ଇଚ୍ଛା ପୁରା ହୋଇପାରିବ, ଯାହାର କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ, ଯଦି ଆପଣ କେଉଁଠି ପଇସା ନିବେଶ କରୁଛନ୍ତି ତେବେ ଆପଣଙ୍କୁ ଲାଭ ମିଳିପାରିବ, ସନ୍ତାନର୍ ଭବିଷ୍ୟକୁ ନେଇକରି ନୁଆ ଯୋଜନା ହୋଇପାରେ, ଘରେ କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କୁ ଫାଇଦା ଦେଇପାରେ, ଜୀବନସାଥୀଙ୍କ ସହ ବୁଲିବାର ଯୋଜନା କରିପାରନ୍ତି, ରୋଜଗାର ପ୍ରତି ପ୍ରୟାସ ସଫଳ ରହିବ, ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ, ଏହା ସହ ବେତନରେ ବୃଦ୍ଧି ହେବ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଭଲରେ କଟିବ ନୁଆ ନୁଆ କାମରେ ରୁଚି ବଢିବ, ଅନୁଭବି ଲୋକଙ୍କ ସାହାଯ୍ୟରେ ଆପଣଙ୍କ ସବୁ ଜରୁରୀ କାମ ପୁରା ହୋଇଯିବ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟଙ୍କ ଭାବନାକୁ ବୁଝିପାରିବେ, ପ୍ରେମ ଜୀବନ ଭଲ ହେବାର ଅଛି ବହୁତ ଜଲଦି ପ୍ରେମ ବିବାହ ହୋଇପାରେ, ଘରେ ବଡ ବୟସ୍କଙ୍କ ଆଶିର୍ବାଦ ଆପଣଙ୍କ ସାଥିରେ ରହିବ ଯାହା ଆପଣଙ୍କୁ କାମକାର୍ଯ୍ୟରେ ସଫଳତା ହାସିଲ୍ କରାଇବ, ପରିବାର ସଦସ୍ୟଙ୍କ ସହ ଆପଣ ନିଜ ମନ ପସନ୍ଦର ଭୋଜନର ଆନନ୍ଦ ନେଇପାରିବେ, ଛୋଟ ବେପାରୀଙ୍କ ଲାଭ ହେବ, କୋର୍ଟକଚେରି ମାମଲାରେ ଆପଣଙ୍କ ପକ୍ଷ ରହିବ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଚିନ୍ତାରେ ଭରି ରହିବ, କାମ କାର୍ଜ୍ୟରେ କଠିନ ପରିଶ୍ରମ କରିବାପରେ ମନ ମୁତାବିକ ସଫଳତା ମିଳିବ ନାହିଁ, ଆପଣ ନିଜ ଛୁଆଙ୍କୁ ନକରାତ୍ମକ ଗତିବିଧିଗୁଡିକ ନଜର ରଖନ୍ତୁ, କିଛି ଲୋକ ଆପଣଙ୍କ ଭଲ ସ୍ୱଭାଅର ଫାଇଦା ଉଠାଇପାରନ୍ତି, ଏଥିପାଇଁ ତାଙ୍କ ଠାରୁ ଦୁରେଇ ରୁହନ୍ତୁ, କେଉଁ ପ୍ରକାରର ବାଦ ବିବାଦରୁ ଦୁରେଇ ରୁହନ୍ତୁ, ଆପଣଙ୍କ ବାଣୀରେ ମଧୁରତା ରଖିବାକୁ ହେବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ ।

Leave a Reply

Your email address will not be published. Required fields are marked *