May 27, 2024

Odia Express

News For Public

କେଉଁ ଅପସରୀରୁ କମ୍ ନୁହନ୍ତି Atif Aslam ଙ୍କ ସ୍ତ୍ରୀ, ସୁନ୍ଦରତାର ଆଗରେ ବଲିଉଡ୍ ଅଭିନେତ୍ରୀମାନେ ଫେଲ୍, ଦେଖନ୍ତୁ ଫଟୋଗୁଡିକ

ବଲିଉଡ୍ ଇଣ୍ତଷ୍ଟ୍ରିର ପ୍ରସିଦ୍ଧ ଗାୟକ ଅତିଫ୍ ଆସଲାମ୍ ଙ୍କୁ କି ବା ନଜାଣେ, ୧୨ ମାର୍ଚ୍ଚକୁ ପାକିସ୍ଥାନର ବଜିରାବାଦରେ ଜନ୍ମ ନେଇଥିବା ଅତିଫ୍ ଅସଲାମ୍ ନିଜ ସୁମଧୁର ସ୍ୱରଦ୍ୱାରା ସବୁ ଲୋକଙ୍କୁ ନିଜ ଦିୱାନା ବନାଇଦେଇଥିଲେ, ଦୁନିଆଁ ସାରା ଅତିଫ୍ ଆସଲାମ୍ ଫ୍ୟାନ୍ସଙ୍କ କମି ନାହିଁ, ବିଶେଷ ରୁପରେ ଅତିଫ୍ ଆସଲମ୍ ମହିଳାଙ୍କ ମଝିରେ ନିଜ ରୁମାନୀ ଆବାଜ୍ ସହ ପର୍ସନାଲିଟି ଓ ଲୁକ୍ସକୁ ନେଇକରି ବହୁତ ଅଧିକା ଲୋକପ୍ରିୟ ଅଟନ୍ତି । ପାକିସ୍ଥାନର ଲୋକପ୍ରିୟ ଗାୟକ ଅତିଫ୍ ଆସଲାମ୍ ଙ୍କ ଲୋକପ୍ରିୟତା ଅନ୍ତରାଷ୍ଟ୍ରିୟ ଷ୍ଟାରରୁ କମ୍ ନୁହନ୍ତି, ଅତିଫ୍ ଆସଲାମ୍ ପାକିସ୍ଥାନରେ ଗୀତ ଗାଇଲେ ଓ ସେ ଭାରତରେ ବି ଗୋଟେ ରୁ ବଳି ଗୋଟେ ଗୀତ୍ ଗାଇଥିଲେ

ଯାହାର ମାଧ୍ୟମରେ ସେ ସବୁ ଲୋକଙ୍କୁ ନିଜ ଦ୍ୱିୱାନା ବନାଇଥିଲେ, ବଲିଉଡ୍ ଫିଲ୍ମରେ ଦିଲ୍ ଦିୟା ଗଲାଁ, ତେରା ହୋନେ ଲଗା ହୁଁ।  ତୁ ଜାନେ ନା, ପହଲି ନଜର ସହିତ କିଛି ପସନ୍ଦିନ୍ଦା ରୋମାଣ୍ଟିକ୍ ଗୀତ ମାଧ୍ୟମରେ ଅତିଫ୍ ଆସଲାମ୍ ଲୋକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇନେଇଛି, ଅତିଫ୍ ଆସଲାମ୍ ଦୁନିଆଁ ସାରା ଲୋକେ ପସନ୍ଦ କରନ୍ତି ।

ଆପଣଙ୍କୁ କହିଦେବୁ କି ଯେବେ ଆତିଫ୍ ଆସଲାମ୍ ଇଣ୍ତଷ୍ଟ୍ରିରେ ପାଦ ରଖିଥିଲେ ତେବେ ତାଙ୍କ ଉପରେ ବହୁତ ଝିଅମାନେ ଫିଦା ହୋଇଥିଲେ, କିନ୍ତୁ ସିଙ୍ଗର ନିଜ୍ ହୃଦୟ ସାରା ଭରବାନାଙ୍କ ଉପରେ ଆସିଥିଲା, ସେ ୨୦୧୩ ରେ ବିବାହ କରିନେଲେ, ଆଜି ଆମେ ଏହି ଲେଖ ମାଧ୍ୟମରେ ଲୋକପ୍ରିୟ ସିଙ୍ଗର ଆତିଫ୍ ଆସଲାମ୍ ଙ୍କ ପ୍ରେମ ଓ ତାଙ୍କ ସ୍ତ୍ରୀଙ୍କ ବିଷୟର୍ କହିବାକୁ ଯାଉଛୁ ।

ଆତିଫ୍ ଆସଲାମ୍ ଙ୍କ ସ୍ତ୍ରୀଙ୍କ ନାଁ ସାରା ଭରବାନା ଅଟେ, ଯେବେ ଆତିଫ୍ ଆସଲାମ୍ ୨୦୧୩ ରେ ସାରା ଭରବାନାଙ୍କୁ ନିକାହ କରିଥିଲେ, ତେବେ ପାକିସ୍ଥାନରୁ ନେଇକରି ଭାରତର ବହୁତ ମହିଳା ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଥିଲା, ଅତିଫ୍ ଆସଲାମ୍ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । କିନ୍ତୁ ସେ ସବୁବେଳେ ନିଜ ଜୀବନକୁ ଲାଇମ୍ ଲାଇଟ୍ ରୁ ଦୁରେଇ ରଖୁଥିଲେ । ଅତିଫ୍ ଆସଲାମ୍ ଙ୍କ ସ୍ତ୍ରୀ ସାରା ଭରବାନା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ତାଙ୍କ ସୁନ୍ଦରତାର ଆଗରେ ବଲିଉଡ୍ ର ଅଭିନେତ୍ରୀମାନେ ଫେଲ୍ ମାରିବେ, ଯଦି ଆପଣ ଆତିଫ୍ ଆସଲାମ୍ ଙ୍କ ସ୍ତ୍ରୀଙ୍କ ଫଟୋ ଦେଖିବେ ତାଙ୍କ ସୁନ୍ଦରତା ପ୍ରଶଂସା କରିବାରେ ଥକିବେ ନାହିଁ, ଅତିଫ୍ ଆସଲାମ୍ ଙ୍କ ସ୍ତ୍ରୀ ଏତେ ସୁନ୍ଦର କି ତାଙ୍କର ଦିୱାନା କେବଳ ପାକିସ୍ଥାନରେ ନୁହେଁ ବରଂ ଭାରତରେ ବି ଅଛନ୍ତି, ଆପଣ ଆତିଫ୍ ଆସଲାମ୍ ଙ୍କ ସ୍ତ୍ରୀଙ୍କ ଫଟୋ ଦେଖିପାରିବେ, ସେ କେତେ ସୁନ୍ଦର ଦେଖାଯାଉଛନ୍ତି, ଆପଣ ତାଙ୍କ ଫଟୋରେ ନଜର ହଟାଇପାରିବେ ନାହିଁ ।

ଆପଣଙ୍କୁ କହିଦେବୁ କି ଆତିଫ୍ ଆସଲମ୍  ଓ ସାରା ଭରବାନା ଜଣେ ଅନ୍ୟଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ, ତାହାପରେ ଏହି ଦୁହେଁ ବିବାହ କରିନେଲେ, ଏମାନେ ସୋସିଆଲ୍ ମିଡିଆରେ ନିଜ ଫଟୋ ବହୁତଥର ସେୟାର୍ କରନ୍ତି, ଯେଉଁଥିରେ ଦୁହେଁଙ୍କ ମଧ୍ୟରେ ବଣ୍ତିଙ୍ଗ୍ ନଜର ଆସିଥାଏ । ଆପଣଙ୍କୁ କହିଦେବୁ କି ବିବାହ ପୁର୍ବରୁ ଆତିଫ୍ ଆସଲାମ୍ ଓ ସାରା ଭରବାନା ଜଣେ ଅନ୍ୟଙ୍କ ବହୁତ ଭଲ ସାଙ୍ଗ ରହିଥିଲେ, ଅତିଫ୍ ଆସଲାମ୍ ଙ୍କ ଠାରୁ ସାରା ଭରବାନା ୧ ବର୍ଷ ସାନ ଅଟନ୍ତି । ସାରା ଭରବାନାଙ୍କ ବୟସ ୩୭ ବର୍ଷର ଅଟେ, ସେମିତି ଆତିଫ୍ ଆସଲମ୍ ଙ୍କ ବୟସ ୩୮ ବର୍ଷ ଅଟେ ।

ଆତିଫ୍ ଆସଲମ୍ ଓ ସାରା ଭରବାନାଙ୍କ ଯୋଡି ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି, ଯେପରି ଆପଣ ତାଙ୍କ ବାହାଘର ଫଟୋକୁ ଦେଖିପାରିଥିବେ, ଏହା ଭିତରେ ସାରା ଭରବାନା କନ୍ୟା ବେଶରେ ନଜର ଆସୁଛନ୍ତି, କନ୍ୟା ବେଶରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆପଣଙ୍କୁ କହିଦେବୁ କି ଅତିଫ୍ ଆସଲାମ୍ ଓ ସାରା ଭରବାନା ଦୁଇଟି ଛୁଆର ବାପା ମା ଅଟନ୍ତି, ସୋସିଆଲ୍ ମିଡିଆରେ ଏମାନଙ୍କ ଦୁଇଟି ଛୁଆର ଫଟୋ ଭାଇରାଲ୍ ହୋଇସାରିଛି ।

Leave a Reply

Your email address will not be published. Required fields are marked *