December 8, 2023

Odia Express

News For Public

ମଜାଳିଆ ଜୋକ୍ସ : Mental ଙ୍କ ମେଡିକାଲରେ ସବୁ ପାଗଳ ଏକାସାଙ୍ଗରେ ଡ୍ୟାନ୍ସ କରୁଥିଲେ, କିନ୍ତୁ ଗୋଟେ ଚୁପଚାପ୍ ବସିଥିଲା କାରଣ ଜାଣିବା ପରେ ହସି ହସି ବେଦମ ହେବେ ଆପଣ..

1 min read

ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଳ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ଅଛି, ଆମେ ଆଶା କରୁଛୁ କି ଏହି ଜୋକ୍ସକୁ ପଢିକରି ଆପଣଙ୍କ ହସ ଅଟକିବ ନାହିଁ, ତେବେ ଚାଳନ୍ତୁ ଆରମ୍ଭ୍ କରିବା ହସିବା ଓ ହସାଇବା ସିଲସିଲା ।

୧) ବାପା ପଚାରିଲେ- ପୁଅ ତୁ ଫେଲ୍ କେମିତି ହେଇଗଲୁ ? ପୁଅ- ବାପା ପେପରରେ ପ୍ରଶ୍ନ ଏମିତି ଆସିଥିଲା ଯାହା ମୋତେ ଜଣାନଥିଲା, ବାପା- ଆଚ୍ଛା, ତେବେ ତୁ ଉତ୍ତର କେମିତି ଲେଖିଲୁ ? ପୁଅ- ମୁଁ ବି ଉତ୍ତର ଏମିତି ଲେଖିଲି, ଯାହା ସାର୍ ଙ୍କୁ ବି ଜଣାନଥିବ ।

୨) ରୋଗୀ- ଡାକ୍ତର ସାହେବ ମୋର ଗୋଟେ ପ୍ରୋବ୍ଲେମ୍ ଅଛି, ଡାକ୍ତର- ହଁ କୁହନ୍ତୁ, ରୋଗୀ- କଥାବାର୍ତ୍ତା କଲେ ମୋତେ କିଛି ଦେଖାଯାଏ ନାହିଁ, ଡାକ୍ତର- ଏମିତି କେଉଁ ସମୟରେ ହେଉଛି ? ରୋଗୀ- ଫୋନରେ କଥାବାର୍ତ୍ତା କରିବା ସମୟରେ ।

୩) ସ୍ୱାମୀ- ଦିନ ସାରା ଶୋଇ ରହୁଛ, ସ୍ତ୍ରୀ- ତେବେ ଆରାମ ବି କରିପାରିବିନି ? ସ୍ୱାମୀ- ଚାହା ବନାଅ ଜଲଦି ସ୍ତ୍ରୀ- ନିଜେ ବନାଇଦିଅନା ସ୍ୱାମୀ-ମୋର ମୁଣ୍ତବିନ୍ଧା ହେଉଛି, ସ୍ତ୍ରୀ-ମୋର ବେକ ବି ପୀଡା ହେଉଛି, ସ୍ୱାମୀ- ଠିକ୍ ଅଛି ଏପଟେ ଆସ, ତୁମେ ମୋର ମୁଣ୍ତ ଦବାଇଦିଅ, ଓ ମୁଁ ତୁମର ବେକ ଦବାଇଦେଉଛି ।

୪) ଶିକ୍ଷକ- ମିଣ୍ଟୁ ତୁ କଲେଜ କଣପାଇଁ ଆସୁଛୁ ? ଚିଣ୍ଟୁ- ସାର୍ ବିଦ୍ୟା ପାଇଁ, ଶିକ୍ଷକ- ତେବେ କ୍ଲାସରେ କଣପାଇଁ ଶୋଉଛୁ? ଚିଣ୍ଟୁ- ସାର୍ ଆଜି ବିଦ୍ୟା ଆସିନି ସେଇଥିପାଇଁ ।

୫) ହାଇ ସ୍କୁଲରେ ପଢୁଥିବା ଦୁଇ ଝିଅ ପରସ୍ପର କଥାହେଉଥିଲେ, ପ୍ରଥମ ଝିଅ- ମୋର ବାପା କହିଛନ୍ତି କି ଏହିଥର ଯଦି ପରୀକ୍ଷାରେ ଫେଲ୍ ହେଲି ତେବେ ବାହା କରାଇଦେବେ, ଦ୍ୱିତୀୟ ଝିଅ- ତୁ କେତେ ପ୍ରସ୍ତୁତି କରିଛୁ ? ପ୍ରଥମ ଝିଅ- ଖାଲି ରିସେସ୍ପନ୍ ଡ୍ରେସ୍ ନେବାର୍ ବାକି ଅଛି ।

୬) ଲୁଙ୍ଗି ପିନ୍ଦିଥିବା ଗାଉଁଲି ଝିଅକୁ ଗଛରେ ବସିଥିବାର ଦେଖି ଏକ ମାଉସି କହିଲେ, ସେଠାରେ କଣପାଇଁ ବସିଛ ?ଝିଅ- ସେଓ ଖାଇବା ପାଇଁ, ମହିଳା- କିନ୍ତୁ ଏଇଟା ତ ଆମ୍ବର ଗଛ, ଝିଅ- ଓ ମାଉସୀ- ଚୌଧରାଇନ୍ ହୁଅନାହିଁ, ସେଓ ନେଇକରି ଆସିଛି ।

୭) ପପୁ କଦଳି କିଣିବାକୁ ଗଲା, ପପୁ- ଗୋଟେ କଦଳୀ କେତେ ଟଙ୍କା ଭାଇ ? ଦୋକାନୀ-ଦଶ ଟଙ୍କା, ପପୁ- ଚାରି ଟଙ୍କାର ଦେଇଦିଅ, ଦୋକାନୀ- ଚାରି ଟଙ୍କାର କଦଲିର ଚୋପା ମିଳିବ, ପପୁ- ଏଇ ନିଅ ଛଅଟଙ୍କାର କଦଲି ନେଇଯା, ଚୋପା ତୁ ରଖିନେ

୮) ସ୍ତ୍ରୀ-ଜାନୁ- କଣ ମୁଁ ତୁମର ସ୍ୱପ୍ନରେ ଆସୁଛି, ସ୍ୱାମୀ-ନା, ସ୍ତ୍ରୀ-କଣପାଇଁ ? ସ୍ୱାମୀ-କାରଣ, ହନୁମାନ ଚାଳିଶା ପଢିକରି ଶୋଉଛି ୯) ଭିଣେଇ ଆରେ ଶାଳୀ ସାହିବା ଗୋଟେ ପ୍ରଶ୍ନର ଉତ୍ତର ଦିଅ, ଯଦି ଝିଅ ପରଧନ ହୋଇଥାନ୍ତି ତେବେ ପୁଅ କଣ ହେବେ ? ଶାଳୀ- ଏକ ନମ୍ବର ଚୋର ଯିଏ ପରଧନ ଉପରେ ନିଜର ନଜର ପକାଇରଖନ୍ତି ।

୧୦) ପାଗଳଙ୍କ ମେଡିକାଲରେ ଗୋଟେ ରୁମରେ ସବୁ ପାଗଳ ଏକାସାଙ୍ଗରେ ଡ୍ୟାନ୍ସକରୁଥିଲେ ତେବେ ଗୋଟେ ଚୁପ୍ ଚାପ୍ ବସିଥିଲା, ଡାକ୍ତରକୁ ଲାଗିଲା କି ସେ ଠିକ୍ ହୋଇଗଲା, ଡାକ୍ତର- ତୁମେ ଡ୍ୟାନ୍ସ କଣପାଇଁ କରୁନ ? ପାଗଳ-ମୋତେ ମୁର୍ଖ ଭାବିଛ କି ମୁଁ ପରା ବର !

Leave a Reply

Your email address will not be published. Required fields are marked *